• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Serious cheating allegations against Tata Power
ବିଜୁଳି ବିଲ୍ କାରସାଦି: ଘରେ ମଣିଷ ନାହାନ୍ତି.. ବିଲ୍ ଆସିଛି ୧୩ ହଜାର ଟଙ୍କା

କାହାର ୮୧ ଦିନ, ତ କାହାର ୫୨ ଦିନରେ ଆସୁଛି ବିଜୁଳି ବିଲ୍.. ବର୍ଷକୁ ୧୨ଟି ବଦଳରେ ଆସୁଛି ୬ଟି କିମ୍ବା ୮ଟି ବିଲ୍.. ବିଜୁଳି ବିଲ୍ ଦେଖି ଗରିବଙ୍କ ଆଖି ଟେରା..ବିଦ୍ୟୁତ୍ ଉପଭୋକ୍ତାଙ୍କ ସହ ହେଉଛି ସାଂଘାତିକ ଧୋକାବାଜି.. ଓଟିଭି ହାତରେ ଲାଗିଛି ଏହି ଚଞ୍ଚକତାର ଠୋସ ପ୍ରମାଣ..

Orissa High Court
ସହମତିରେ ଶାରୀରିକ ସଂପର୍କ ଦୁଷ୍କର୍ମ ନୁହେଁ: ଓଡ଼ିଶା ହାଇକୋର୍ଟ

ଆବେଦନକାରୀ ମନୋରଞ୍ଜନ ଦାସଙ୍କର ଜଣେ ବିବାହିତା ମହିଳାଙ୍କ ସହ ବନ୍ଧୁତା ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ବିବାହର ପ୍ରତିଶ୍ରୁତି ଏବଂ ଶାରୀରିକ ସମ୍ପର୍କ ମଧ୍ୟ ସୃଷ୍ଟି ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ କୌଣସି କାରଣରୁ ମନୋରଞ୍ଜନ ଆଉ ବିବାହ କରିବାକୁ ରାଜି ନହେବାରୁ ସଂପୃକ୍ତ ମହିଳା ଭୁବନେଶ୍ୱର ଏସଡିଜେଏମ କୋର୍ଟରେ କମ୍ପ୍ଲେନ କେସ ଦାୟର କରିଥିଲେ ।

new portal for Odisha Working Journalist Welfare Scheme
କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଆବେଦନ ପାଇଁ ଲୋକାର୍ପିତ ହେଲା ନୂଆ ପୋର୍ଟାଲ

ପୂର୍ବରୁ ଅଫଲାଇନରେ ଏହି ପ୍ରକ୍ରିୟା ହେଉଥିବା ବେଳେ ଚଳିତ ବର୍ଷରୁ ଏହାକୁ ଅନଲାଇନ ମାଧ୍ୟମରେ କରାଯାଉଛି।

Ambulance failure
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାରେ ରୋଗୀଙ୍କୁ ମିଳିଲାନି ୧୦୮ ଆମ୍ବୁଲାନ୍ସ

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାରେ ରୋଗୀଙ୍କୁ ଆମ୍ବୁଲାନ୍ସ ଟିଏ ନ ମିଳିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Hockey Stadium Wall collapses in Rourkela
ଷ୍ଟାଚ୍ୟୁ ଲୋଟି ପଡିଥିଲା ଏବେ ଭୁଶୁଡିପଡିଲା କାନ୍ଥ, ବିଶ୍ୱର ୧ ନମ୍ବର ହକି ଷ୍ଟାଡିୟମର ନିର୍ମାଣ କାମକୁ ନେଇ ପ୍ରଶ୍ନ

ମାସେ ହେଲାଣି ସେମିତି ମାଟିରେ ଲୋଟି ପଡିଛି ସହରର ସବୁଠୁ ଆକର୍ଷଣ ଓ ସେଲଫି କର୍ଣ୍ଣର ପାଲଟିଥିବା ଏହି ପ୍ରତିମୂର୍ତ୍ତି। ଖାଲି ସେତିକି ନୁହେଁ, ଷ୍ଟାଡିୟମର ୬ ନମ୍ବର ଗେଟକୁ ଲାଗି ରହିଥିବା କାନ୍ଥରେ ବଡ ଧରଣର ଫାଟ ସୃଷ୍ଟି ହୋଇଛି। ଫୁଟପାଥର ଅନେକ ସ୍ଥାନରେ ଟାଇଲ୍ ବି ଦବି ଗଲାଣି। 

2024 Lok Sabha polls
୨୦୨୪ ପାଇଁ ଗୌହାଟୀରେ ହେଲା ପ୍ଲାନ୍‌; ଓଡ଼ିଶାରେ ହେବ ଇମ୍ପଲିମେଣ୍ଟ… !

ବିଜେପି ଫୋକସରେ ୨୪ ସାଧାରଣ ନିର୍ବାଚନ । ପୂର୍ବାଂଚଳ ରାଜ୍ୟ ଗୁଡିକରୁ ଅଧିକ ସିଟ୍ ଜିତିବାକୁ ଆରମ୍ଭ ହେଲା ଷ୍ଟ୍ରାଟେଜି । କେନ୍ଦ୍ରରେ ହାଟ୍ରିକ୍ ବିଜୟ ପାଇଁ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ ।

Irregular menstrual cycle - Dr Prasanta Nayak of OASIS Fertility Centre explains reason & cure
ଋତୁସ୍ରାବରେ ଅସୁବିଧା ହେଉଛି କି?

ଋତୁସ୍ରାବରେ ଅସୁବିଧା ହେଉଛି କି? କାହିଁକି ବାରମ୍ବାର ମହିଳାଙ୍କ କ୍ଷେତ୍ରରେ ଦେଖାଯାଉଛି ଏହି ସମସ୍ୟା ? ଯଦି ଦେଖାଯାଉଛି ତେବେ କଣ କରିବେ? ଦେଖନ୍ତୁ ଏହି ଭିଡିଓ

  • Thursday, 06 July 2023
Basic amenities
ଆଶ୍ଚର୍ଯ୍ୟ ! ୧୫ ବର୍ଷ ହେଲାଣି ମିଳୁନି ମୌଳିକ ସୁବିଧା

୨୨ ବର୍ଷର ସ୍ଥିର ସରକାର । ଏଯାଏଁ ଗାଁକୁ ମିଳିଲାନି ମୌଳିକ ସୁବିଧା...ପିଇବା ପାଣି ପାଇଁ ନଈ, ଆଲୁଅ ଲାଗି ଡିବିରି ଭରସା

‘Dabangg’ police officer
ଦବଙ୍ଗ ପୋଲିସ ଅଫିସର : ନାଁ ଶୁଣିବା ମାତ୍ରେ ଥରହର ମାଫିଆଙ୍କ ସହ ଅପରାଧୀ

ନାଁ ଯେମିତି କାମ ବି ସେମିତି । ବର୍ଦ୍ଦିରେ ଦେଖିବା ମାତ୍ରେ ଥରହର ମାଫିଆ । ଚୋରା ମଦଠୁ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସେ ମାଷ୍ଟର । ଉଲ୍ଲେଖନୀୟ କାମ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ମିଳିଛି ପୁରସ୍କାର

hampers students’ education
ହାତୀ ଲାଗି ପିଲାଙ୍କ ପାଠ ପଢାରେ ବନ୍ଧାହେଲା ଡୋରି

ମଣିଷ ନୁହେଁ ହାତୀ ଲାଗି ପିଲାଙ୍କ ପାଠ ପଢାରେ ବନ୍ଧାହେଲା ଡୋରି । ଗାଁ ସ୍କୁଲରେ ସିନା ପାଠ ପଢୁଥିଲେ ପିଲା...ହେଲେ ସ୍କୁଲ ଦୂରକୁ ଯିବାରୁ ଏବେ ହାତୀ ଭୟରେ ଘରୁ ବାହାରୁନାହାନ୍ତି ଛାତ୍ରଛାତ୍ରୀ

ମେଡିକାଲ ବାରଣ୍ଡାରେ ପଚୁଛି ଶବ
ମେଡିକାଲ ବାରଣ୍ଡାରେ ପଚୁଛି ଶବ

ପୋଲିସ ଶୋଇଛି, ଶବ ପଚୁଛି । କଥାଟା ଟିକିଏ ଅଡୁଆ ଲାଗୁଥିଲେ ବି ସତ । ଆନନ୍ଦପୁର ମେଡିକାଲ ବାରଣ୍ଡାରେ ଗତକାଲିଠାରୁ ପଡ଼ି ରହିଛି ଯୁବକଙ୍କ ଶବ । ବ୍ୟବଚ୍ଛେଦ ନ ହୋଇ ଆଉଟଡୋର ବାରଣ୍ଡାରେ ଶବ ପଡ଼ିରହିଛି ।

IT raid on Twin City Infracon Ltd
କଟକ ତ୍ରିଶୁଳିଆ ସ୍ଥିତ ଟ୍ୱିନସିଟି ଇନଫ୍ରାକନ ଅଫିସ୍‌ରେ IT ଚଢ଼ାଉ

କଟକ ତ୍ରିଶୁଳିଆ ସ୍ଥିତ ଟ୍ୱିନସିଟି ଇନଫ୍ରାକନ ଅଫିସ୍‌ରେ IT ଚଢ଼ାଉ । ଆୟକର ସମ୍ପର୍କିତ ଡକ୍ୟୁମେଣ୍ଟ ଯାଞ୍ଚ କରାଯାଉଥିବା ସୂଚନା । କାଲିଠାରୁ ନିରବଚ୍ଛିନ୍ନ ଭାବେ ୧୫ ଜଣିଆ ଟିମ୍‌ ପକ୍ଷରୁ ରେଡ୍‌

Deadbody
ମେଡିକାଲ ବାରଣ୍ଡାରେ ପଚୁଛି ଶବ

ଆନନ୍ଦପୁର ମେଡିକାଲ ବାରଣ୍ଡାରେ ଗତକାଲିଠାରୁ ପଡ଼ି ରହିଛି ଯୁବକଙ୍କ ଶବ ।

Justice Subhasis Talapatra to be appointed as new chief justice of Orissa High Court
ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ଜଷ୍ଟିସ୍ ତାଳପତ୍ରଙ୍କ ନାଁ ସୁପାରିସ୍ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ । ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ୍ ତାଳପତ୍ର । ବର୍ତ୍ତମାନ ହାଇକୋର୍ଟ ମୁଖ୍ୟ ବିଚାରପତି ଥିବା ଏସ୍. ମୁରଲୀଧର ଆସନ୍ତା ମାସରେ ଅବସର ନେବେ ।

  • Thursday, 06 July 2023
Restaurants can now open 24/7 in Haryana
ରାତିସାରା ଖୋଲା ରହିବ ରେଷ୍ଟୁରାଣ୍ଟ !

ଗ୍ରାହକଙ୍କ ଲାଗି ଖୁସି ଖବର। ଏଣିକି ସାରାରାତି ଖୋଲା ରହିବ ରେଷ୍ଟୁରାଣ୍ଟ...ଯିଏ ଯେତେବେଳେ ଚାହିଁବେ ସିଏ ସେତେବେଳେ ଖାଇ ପାରିବେ, ଜାଣନ୍ତୁ କେଉଁଠି...

  • Thursday, 06 July 2023
hampers education
ହାତୀ ଲାଗି ପିଲାଙ୍କ ପାଠ ପଢାରେ ବନ୍ଧାହେଲା ଡୋରି

ମଣିଷ ନୁହେଁ ହାତୀ ଲାଗି ପିଲାଙ୍କ ପାଠ ପଢାରେ ବନ୍ଧାହେଲା ଡୋରି । ଗାଁ ସ୍କୁଲରେ ସିନା ପାଠ ପଢୁଥିଲେ ପିଲା...ହେଲେ ସ୍କୁଲ ଦୂରକୁ ଯିବାରୁ ଏବେ ହାତୀ ଭୟରେ ଘରୁ ବାହାରୁନାହାନ୍ତି ଛାତ୍ରଛାତ୍ରୀ

Nayagarh
ଦବଙ୍ଗ ପୋଲିସ ଅଫିସର : ନାଁ ଶୁଣିବା ମାତ୍ରେ ଥରହର ମାଫିଆଙ୍କ ସହ ଅପରାଧୀ

ନାଁ ଯେମିତି କାମ ବି ସେମିତି । ବର୍ଦ୍ଦିରେ ଦେଖିବା ମାତ୍ରେ ଥରହର ମାଫିଆ । ଚୋରା ମଦଠୁ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସେ ମାଷ୍ଟର । ଉଲ୍ଲେଖନୀୟ କାମ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ମିଳିଛି ପୁରସ୍କାର।

sand mafia
ବାଲି ମାଫିଆଙ୍କ ଦାଦାଗିରି, RIଙ୍କୁ ମାଡ଼ ମାରିବା ସହ ଜାଳିଦେଲେ ମୋବାଇଲ

ସାଲେଭଟା ମୁରଶୁଣ୍ଡ ଗାଁ ଅଙ୍ଗ ନଦୀରେ ବାଲି ମାଫିଆଙ୍କ ଗୁଣ୍ଡାରାଜ । ବଲାଙ୍ଗିରରେ RIଙ୍କୁ ମାଡ଼ ମାରିବା ସହ ମୋବାଇଲ ଜାଳିଦେଲେ ବାଲି ମାଫିଆ । ଡୁଙ୍ଗୁରିପାଲି ହସ୍ପିଟାଲରେ RI, ଏତଲା ଦେଲେ ତହସିଲଦାର ।

Sevayat Dies
ରଥ ଦଉଡ଼ି ଛିଡ଼ି ଗୁରୁତର ଥିବା ଭୋଇ ସେବକଙ୍କ ମୃତ୍ୟୁ

ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଭୋଇ ସେବକଙ୍କ ମୃତ୍ୟୁ ହୋଇଛି ।

Instagram Twitter competitor Threads App Launches More Than 100 Countries
ଏଣିକି ଟ୍ୱିଟରକୁ କଡ଼ା ଟକ୍କର ଦେବ Threads ଆପ୍‌, ଭାରତ ସମେତ ୧୦୦ରୁ ଅଧିକ ଦେଶରେ ହେଲା ଲଞ୍ଚ୍‌

ଏଣିକି ଟ୍ୱିଟରକୁ କଡ଼ା ଟକ୍କର ଦେବ ଥ୍ରେଡ୍‌ସ ଆପ୍‌। ଥ୍ରେଡ୍‌ସ ଆପ୍‌କୁ ଆପଣ ଆଣ୍ଡ୍ରଏଡ୍‌ ଓ IOS ଉଭୟରେ ଡାଉନଲୋଡ୍‌ କରିପାରିବେ।

Bhadrak Medical
୨୯ ବର୍ଷ ହେଲାଣି ମେଡିକାଲରେ ଝୁଲୁଛି ତାଲା

ଇଏ କେମିତିକା ସ୍ୱାସ୍ଥ୍ୟସେବା? ମାସେ କି ବର୍ଷେ ନୁହେଁ ବରଂ ୨୯ ବର୍ଷ ହେଲାଣି ଝୁଲିଲାଣି ତାଲା । ସମସ୍ତେ ଦେଖୁଛନ୍ତି ହେଲେ ଆଖି ବୁଜିଦେଇଛନ୍ତି

  • Thursday, 06 July 2023
Negligence in CMC's 24-hour call center
କାମ ଦେଉନି CMC ର ୨୪ ଘଣ୍ଟିଆ କଲ୍ ସେଣ୍ଟର୍

ଫୋନ କଲରେ ହେବ ସମସ୍ୟାର ସମାଧାନ । ତୁରନ୍ତ ଲୋକଙ୍କ ପାଖକୁ ଯାଇ ସମସ୍ୟାର ସମାଧାନ କରିବେ ସିଏମସି ଅଧିକାରୀ। ଆଉ ଏଥିପାଇଁ ସିଏମସି ପକ୍ଷରୁ ଖୋଲାଯାଇଛି ୨୪ ଘଣ୍ଟିଆ କଲ୍ ସେଣ୍ଟର। ହେଲେ କଲ୍ କରି କରି ଲୋକେ ନିରାଶ ହେଉଛନ୍ତି ପଛେ ସିଏମସି କର୍ମଚାରୀଙ୍କ ଦେଖା ଦର୍ଶନ ମିଳୁନି...

Health care services in a shambles in Odisha’s Bhadrak
ମେଡିକାଲରେ ଝୁଲୁଛି ତାଲା

ଇଏ କେମିତିକା ସ୍ୱାସ୍ଥ୍ୟସେବା ? ମାସେ କି ବର୍ଷେ ନୁହେଁ ବରଂ ୨୯ ବର୍ଷ ହେଲାଣି ଝୁଲିଲାଣି ତାଲା । ସମସ୍ତେ ଦେଖୁଛନ୍ତି ହେଲେ ସତେ ଯେମିତି ଆଖିବୁଜି ଦେଇଛନ୍ତି...

  • Thursday, 06 July 2023
BJD’s Pranab Prakash Das garlanded while paying floral tribute in Rairakhol
ସେକାଳ ପଖାଳ ଆଉ କ’ଣ ଅଛି ?

ଏ ଲୋକଗୁଡ଼ା କିଛି ବୁଝନ୍ତିନି...ଦେଖୁନୁ...ବବି ଭାଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରୁ କରୁ ଇଏ କେମିତି ତାଙ୍କ ବେକରେ ଆଣି ଗେଣ୍ଡୁ ମାଳ ପକାଇ ଦେଲେଣି। ସିଏ କୋଉ କମ୍‌ ଚାଲାକ୍‌ ? ସଙ୍ଗେ ସଙ୍ଗେ ମାଳକୁ ବେକରୁ କାଢ଼ି ଦେଲେ...

Justice Subhasis Talapatra
ଜଷ୍ଟିସ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ ତାଳପତ୍ର