• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

s
ମାଡ଼ି ଆସିଲା ମହାନଦୀ ପାଣି, ଧୋଇଗଲା ଧବଳେଶ୍ୱର ଅସ୍ଥାୟୀ ରାସ୍ତା

ମହାନଦୀରେ ପାଣି ଆସିବାରୁ ଆଠଗଡ଼ ଧବଳେଶ୍ୱର ପୀଠକୁ ଯିବାକୁ ଥିବା ଅସ୍ଥାୟୀ ରାସ୍ତା ଧୋଇଯାଇଛି। ଫଳରେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ ହୋଇଛନ୍ତି।

େ
ବାହାନଗା ଟ୍ରେନ୍‌ ଦୁର୍ଘଟଣା: DNA ଟେଷ୍ଟ୍‌ ପରେ ଆଉ ୨୯ ମୃତଦେହ ଚିହ୍ନଟ

ବାହାନଗାରେ ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଆଉ ୨୯ ମୃତଦେହ ଚିହ୍ନଟ ହୋଇଛି। ସକାଳୁ ମୃତକଙ୍କ ସମ୍ପର୍କୀୟମାନେ ଭୁବନେଶ୍ୱର ଏମ୍ସରେ ପହଞ୍ଚିଛନ୍ତି।

Andhrapradesh
ଓଡ଼ିଶା ସୀମାକୁ ହାତେଇବାକୁ ଷଡ଼ଯନ୍ତ୍ର.. ଲୋକଙ୍କୁ ଆବାସ ଘର ଦେଲା ଆନ୍ଧ୍ର

ଓଡ଼ିଶା ସୀମାନ୍ତ ଗାଁଗୁଡ଼ିକ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି.. ଆଧାର କାର୍ଡ, ରାସନ୍ କାର୍ଡ, ଭୋଟର କାର୍ଡ, ଭତ୍ତା, ଆବାସ ଟଙ୍କା, ବିଦ୍ୟୁତ ଓ ପାନୀୟ ଜଳ ଭଳି ଅନେକ ସହାୟତା ପ୍ରଦାନ କରି ଲୋକଙ୍କୁ ଆକୃଷ୍ଟ କରୁଛି ଆନ୍ଧ୍ର ସରକାର..

helpless sister
ଜଣ ଜଣ କରି ସବୁ ଚାଲିଗଲେ.. ଏକା ହୋଇଗଲେ ଦୁଇ ଭଉଣୀ

ଆଜି ଯଦି ସାନଭାଇ କଥା ମାନିଥାନ୍ତା.. ଦାଦନ ଖଟିବାକୁ ଯାଇ ନଥାନ୍ତା..ହୁଏତ ବଞ୍ଚିଯାଇଥାନ୍ତା.. ତାରି ମୁହଁକୁ ଚାହିଁ ଦୁଇ ଭଉଣୀ ଆଗକୁ ବଢିଥାନ୍ତେ.. ହେଲେ ବିଧାତା ବଇରି ସାଜିଲା..

Odisha Train Tragedy | 29 more bodies of deceased passengers identified through DNA test
ବାହାନଗା ଟ୍ରେନ୍‌ ଦୁର୍ଘଟଣା: DNA ଟେଷ୍ଟ୍‌ ପରେ ଆଉ ୨୯ ମୃତଦେହ ଚିହ୍ନଟ

ବାହାନଗାରେ ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଆଉ ୨୯ ମୃତଦେହ ଚିହ୍ନଟ ହୋଇଛି। ସକାଳୁ ମୃତକଙ୍କ ସମ୍ପର୍କୀୟମାନେ ଭୁବନେଶ୍ୱର ଏମ୍ସରେ ପହଞ୍ଚିଛନ୍ତି।

Heavy water flow in river Mahanadi washes away temporary road to Dhabaleswar
ମାଡ଼ି ଆସିଲା ମହାନଦୀ ପାଣି, ଧୋଇଗଲା ଧବଳେଶ୍ୱର ଅସ୍ଥାୟୀ ରାସ୍ତା

ମହାନଦୀରେ ପାଣି ଆସିବାରୁ ଆଠଗଡ଼ ଧବଳେଶ୍ୱର ପୀଠକୁ ଯିବାକୁ ଥିବା ଅସ୍ଥାୟୀ ରାସ୍ତା ଧୋଇଯାଇଛି। ଫଳରେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ  ଶ୍ରଦ୍ଧାଳୁ ବଞ୍ଚିତ ହୋଇଛନ୍ତି।

Students admitted to hospital in Bhadrak after lizard found in hostel food
ଡାଲମାରେ ପଡ଼ିଲା ଝିଟିପିଟି

ରାତ୍ରୀ ଭୋଜନ ଖାଇବା ପରେ ଅସୁସ୍ଥ ହେଲେ ୧୪ ଛାତ୍ର । ସବୁଦିନ ପରେ ଗତକାଲି ରାତିରେ ହଷ୍ଟେଲରେ ଖାଇଥିଲେ କିନ୍ତୁ ଜଣଙ୍କ ପରେ ଜଣେ ଅସୁସ୍ଥ ହେଲେ । ଡାଲମାରେ ଝିଟିପିଟି ପଡିଥିବା ନେଇ ହେଲା ଅଭିଯୋଗ

  • Friday, 30 June 2023
Fishermen catch huge fish weighing around 30 kilos from river
ନଦୀରେ ବନ୍ଧା ହୋଇ ରହିଛି ଏତେ ବଡ଼ ମାଛ, ନା ବିକ୍ରି କରି ହେଉଛି ନା ଘରେ ରଖି ହେଉଛି...

 ବୈତରଣୀ ନଦୀରେ ମତ୍ସଜୀବୀଙ୍କ ଜାଲରେ ପଡିଛି ବିରାଟ କାୟ ‘କଳା ସାରାଣ୍ଟ’ ମାଛ। ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି।

Nuapada Bus Stand
କୋଟିଏ ଖର୍ଚ୍ଚ କରି ନିର୍ମାଣ ହୋଇଥିଲା ବସଷ୍ଟାଣ୍ଡ : ଯାତ୍ରୀ ଆସିଲେନି...କୁକୁର ଶୋଉଛି

ନୂଆପଡା ଜିଲ୍ଲା ଖରିଆରରୋଡର ଥିବା ବସଷ୍ଟାଣ୍ଡର ଅବସ୍ଥା ପୂରା ବେହାଲ । ସରକାରୀ ରାଜସ୍ୱରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲୋକଙ୍କ ଲାଗି ନିର୍ମାଣ ହୋଇଥିବା ଏଇ ଅତ୍ୟାଧୁନିକ ବସଷ୍ଟାଣ୍ଡକୁ ନେଇ ଭାରି ଚର୍ଚ୍ଚା

Tomato Price Hike
ଆକାଶଛୁଆଁ ପରିବା ଦର; ଟମାଟୋ ନାଁ ଶୁଣିଲେ ଗ୍ରାହକ ଛାନିଆ

ଖାଲି ଟମାଟୋ ନୁହେଁ ବିଭିନ୍ନ ପରିବା ଦର ବି ଏବେ ଆକଶ ଛୁଆଁ ପାଲଟିଛି ।

3 person allegedly dragged into water by crocodile in Kendrapara within 16 days
ବ୍ରାହ୍ମଣୀ ନଦୀରେ ମଣିଷଖିଆ କୁମ୍ଭୀର: ୧୬ ଦିନରେ ୩ ଜଣଙ୍କୁ ଟାଣି ନେଲା...

ବୃଦ୍ଧଙ୍କୁ ଟାଣି ନେଲା କୁମ୍ଭୀର। କେନ୍ଦ୍ରାପଡ଼ାରେ ପୁଣି ଜଣେ ବୃଦ୍ଧଙ୍କୁ ଟାଣି ନେଇଛି କୁମ୍ଭୀର। ୧୬ ଦିନ ମଧ୍ୟରେ କେନ୍ଦ୍ରାପଡ଼ାର ବ୍ରାହ୍ମଣୀ ନଦୀରେ ୩ ଜଣଙ୍କ ଜୀବନ ନେଲାଣି କୁମ୍ଭୀର।

panic button
କେବେ ଗାଡ଼ିରେ ଲାଗିବ VLTD, ପାନିକ୍ ବଟନ୍ ? ଆଗ ଘୁଞ୍ଚିଥିଲା ୨ ଥର, ଏବେ ଆଉ ୩ ମାସ ଗଡ଼ିଲା

କ’ଣ ଏ VLTD ଓ ପାନିକ୍ ବଟନ୍ ? ଏହା କିଭଳି କାମ କରିବ ? କ’ଣ ସବୁ ଫାଇଦା ମିଳିବ ? ଟ୍ରାକିଂ ଡିଭାଇସ୍ ବିଶେଷଜ୍ଞଙ୍କ ମତରେ, VLTD ହେଉଛି ଜିପିଆରଏସ୍ ଆଧାରିତ ଏକ ଡିଭାଇସ୍ । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ, ରାଜ୍ୟର ସବୁ ଯାତ୍ରୀବାହୀ ଗାଡ଼ିର ଗତିବିଧି ଟ୍ରାକ୍ କରାଯାଇପାରିବ ।

panic button
କେବେ ଗାଡ଼ିରେ ଲାଗିବ VLTD, ପାନିକ୍ ବଟନ୍ ? ଆଗ ଘୁଞ୍ଚିଥିଲା ୨ ଥର, ଏବେ ଆଉ ୩ ମାସ ଗଡ଼ିଲା

କ’ଣ ଏ VLTD ଓ ପାନିକ୍ ବଟନ୍ ? ଏହା କିଭଳି କାମ କରିବ ? କ’ଣ ସବୁ ଫାଇଦା ମିଳିବ ? ଟ୍ରାକିଂ ଡିଭାଇସ୍ ବିଶେଷଜ୍ଞଙ୍କ ମତରେ, VLTD ହେଉଛି ଜିପିଆରଏସ୍ ଆଧାରିତ ଏକ ଡିଭାଇସ୍ । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ, ରାଜ୍ୟର ସବୁ ଯାତ୍ରୀବାହୀ ଗାଡ଼ିର ଗତିବିଧି ଟ୍ରାକ୍ କରାଯାଇପାରିବ ।

CCTV cameras
ସାବଧାନ ଅପରାଧୀ ! ପୂରା ସହରକୁ ଜଗିଛି ସିସିଟିଭି

ଆଉ କେହି ଖସିପାରିବେନି । ସହର ସାରା ଲାଗିଲାଣି ସିସିଟିଭି... ଟିକିଏ ଏପଟ ସେପଟେ ହେବ ତ ସିଧା ଯାଇ ଥାନାରେ ପହଞ୍ଚିବ।

Water Problem
ପାଣି ପାଇଁ ନାଟ: ‘ଗାଁକୁ ଆସିଲେ ଏଣିକି ଜୋତାମାଳ ସହ ମିଳିବ ଝାଡ଼ୁ ପାହାର’

କହି କହି କେହି ଶୁଣିଲେନି । ଏଣିକି ଯିଏ ଗାଁକୁ ଆସିବ ତାକୁ ଜୋତାମାଳ ସହିତ ଦିଆଯିବ ଝାଡୁ ପାହାର । କିଛି ଏମିତି କହୁଛନ୍ତି କେନ୍ଦ୍ରାପଡା ଆଳିର ମେଢ଼ପୁର ପଂଚାୟତର ୭ ନମ୍ବର ୱାର୍ଡ ଗାଁ ଲୋକେ ।

5T School
ପାଇଭ୍‌-ଟି ନାଁରେ ଭୟଙ୍କର ଦୁର୍ନୀତି : ପୁରୁଣା ଦେହରେ ରଙ୍ଗ ମାରି ଚାଲିଛି ଅର୍ଥ ଲୁଟ୍‌

ଦୁର୍ନୀତି ଗନ୍ତଘର ଫାଇଭ୍‌-ଟି : ପୁରୁଣା ଘରେ ରଙ୍ଗ ମାରି ବିଲ୍‌ ହେଉଛି କୋଟି କୋଟି । ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ । ବିଜେପି ଅଭିଯୋଗ କରିଛି, କେବଳ ଦୁର୍ନୀତି ଲାଗି ଖୋଲାଯାଇଛି ଏଇ ବିଭାଗ

Threaten Politician
ପାଣି ପାଇଁ ନାଟ : “ଗାଁକୁ ଆସିଲେ ଏଣିକି ଜୋତାମାଳ ସହ ମିଳିବ ଝାଡ଼ୁ ପାହାର”

କହି କହି କେହି ଶୁଣିଲେନି । ଏଣିକି ଯିଏ ଗାଁକୁ ଆସିବ ତାକୁ ଜୋତାମାଳ ସହିତ ଦିଆଯିବ ଝାଡୁ ପାହାର । କିଛି ଏମିତି କହୁଛନ୍ତି କେନ୍ଦ୍ରପଡା ଆଳିର ଏଇ ଗାଁ ଲୋକେ...

Tomato price rise: know the reaction of Odisha Food Supplies Minister
କାହିଁକି ବଢ଼ୁଛି ଟମାଟୋ ଦର ? ଜାଣନ୍ତୁ, କ’ଣ କହିଲେ ଯୋଗାଣ ମନ୍ତ୍ରୀ...

ଗୋଟିଏ ପଟେ ରାସନ୍ ଓ ଅନ୍ୟ ପଟେ କଞ୍ଚା ପରିବାର ମହଙ୍ଗା ଦରରେ ସନ୍ତୁଳି ହେଉଥିବା ଖାଉଟି ଟମାଟୋ ଭଳି ପରିବାର ହଠାତ୍ ଅହେତୁକ ଦରବୃଦ୍ଧିକୁ ସହଜରେ ହଜମ କରିପାରୁ ନାହାନ୍ତି।

Special story
ମଜୁରୀ ଖଟୁ ଖଟୁ ପ୍ରେମ : ଝିଅ ଜନ୍ମ ହେବା ପରେ ସ୍ତ୍ରୀ ଛାଡି ଛୁ ମାରିଲା ସ୍ୱାମୀ

ଇଏ କେମିତିକା ପ୍ରେମ? ଭଲପାଇଲେ...ବାହା ହେଲେ....ଝିଅ ଜନ୍ମ ହେବା ପରେ ସ୍ତ୍ରୀକୁ ଛାଡିଦେଲେ । ଏବେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ପୁଷ୍ପଲତା । ସ୍ୱାମୀ ଫୋନ୍‌ କରୁନାହାନ୍ତି...ମାଆ କୋଳରେ ବଞ୍ଚିବାକୁ ଗେଂଜିଛନ୍ତି ମୁଣ୍ଡ

5T School
ଫାଇଭ୍‌-ଟି ନାଁରେ ଭୟଙ୍କର ଦୁର୍ନୀତି : ପୁରୁଣା ଘରେ ରଙ୍ଗ ମାରି ଚାଲିଛି ଅର୍ଥ ଲୁଟ୍‌

ଦୁର୍ନୀତିର ଗନ୍ତାଘର ଫାଇଭ୍‌-ଟି। ପୁରୁଣା ଘରେ ରଙ୍ଗ ମାରି ବିଲ୍‌ ହେଉଛି କୋଟି କୋଟି । ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ । ବିଜେପି ଅଭିଯୋଗ କରିଛି, କେବଳ ଦୁର୍ନୀତି ଲାଗି ଖୋଲାଯାଇଛି ଏଇ ବିଭାଗ ।

Odisha School
ଦଶମ ଶ୍ରେଣୀ ପିଲାଙ୍କୁ ଭୁଲ ପାଠ ପଢାଯାଉଛି?

ଭୟଙ୍କର ତ୍ରୁଟି । ଦଶମ ପିଲାଙ୍କ ବହିରେ ମାଳମାଳ ଭୁଲ୍‌ ତଥ୍ୟ...ସେହି ଭୁଲକୁ ପଢି ପିଲାଏ ଶିଖିବେ କଣ?

CCTV Camera
ସାବଧାନ ଅପରାଧୀ : ପୂରା ସହରକୁ ଜଗିଛି ସିସିଟିଭି

ଆଉ କେହି ଖସିପାରିବେନି । ସହର ସାରା ଲାଗିଲାଣି ସିସିଟିଭି...ଟିକିଏ ଏପଟ ସେପଟେ ହେବ ତ ସିଧା ଯାଇ ଥାନାରେ ପହଞ୍ଚିବ

Bridge Problem
ଇଏ ଏମିତି ଏକ ଗାଁ, ଯେଉଁଠି ୪ ମାସ ହୁଏ ଲକ୍‌ଡାଉନ୍‌ !

ଆଉ କେତେ ଦିନ ? ଖଣ୍ଡେ ସେତୁ ଲାଗି ବାରମ୍ବାର ଗୁହାରି କରିବା ପରେ ବି କେହି ଶୁଣିଲେନି । କାମ ଥିଲେ ଜୀବନକୁ ବାଜିରେ ଲଗାଇ ପାର ହୁଅ ନାଳ । ଲୋକେ କହୁଛନ୍ତି, ପ୍ରତିବର୍ଷ ୪ ମାସ ଲାଗି ଆମେ ରହୁ ଲକଡାଉନରେ।

Tomato price hike
ମାସକ ତଳେ ଟମାଟୋ ଥିଲା ମାତ୍ର ୨୦, ଆଉ ଆଜି ସିଧା ସେଞ୍ଚୁରୀ ପାର୍

ମାସକ ତଳେ ଥିଲା ମାତ୍ର ୨୦। ସପ୍ତାହେ ତଳେ ୫୦। ଆଉ ଆଜି ସିଧା ସେଞ୍ଚୁରୀ ପାର୍। ରୋଷେଇ ଶାଳରେ ତରକାରୀ ହାଣ୍ଡିର ସୁଆଦ ବଢ଼ାଉଥିବା ଟମାଟୋ ଏବେ ଅମୂଲ ମୂଲ। ଇଏ ଭଦ୍ରକ ଏକତା ବଜାରର ସ୍ଥିତି, ଏଠି ଭଲ ଟମାଟୋ କିଲୋ ପିଛା ଭାଉ ୧୧୦ ଟଙ୍କା।

  • Tuesday, 27 June 2023
STA to come up with new SOP for marriage processions in Odisha
ଚେତିଲା ପରିବହନ ବିଭାଗ; ବିବାହ ଉତ୍ସବରେ ଗାଡ଼ି ବ୍ୟବହାର ନେଇ ଖୁବଶୀଘ୍ର ଆସିବ ନୂଆ SOP

ରାଜ୍ୟରେ ପାଖାପାଖି ୧୬ ହଜାର ବସ୍ ଚଳାଚଳ କରୁଛି । ସେଥିମଧ୍ୟରୁ ୨ ହଜାର ସରକାରୀ ବସ୍ ହୋଇଥିବା ବେଳେ ପ୍ରାୟ ୧୪ ହଜାର ଘରୋଇ ବସ୍ । ଏହି ୧୪ ହଜାର ଘରୋଇ ବସ୍ ମଧ୍ୟରୁ ୨୫ ଭାଗ ବା ପ୍ରାୟ ୩ ହଜାର ୫ଶହ ବସ୍ ୧୫ ବର୍ଷରୁ ଅଧିକ ପୁରୁଣା ।