Advertisment

ଓଡ଼ିଶା ସୀମାକୁ ହାତେଇବାକୁ ଷଡ଼ଯନ୍ତ୍ର.. ଲୋକଙ୍କୁ ଆବାସ ଘର ଦେଲା ଆନ୍ଧ୍ର

ଓଡ଼ିଶା ସୀମାନ୍ତ ଗାଁଗୁଡ଼ିକ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି.. ଆଧାର କାର୍ଡ, ରାସନ୍ କାର୍ଡ, ଭୋଟର କାର୍ଡ, ଭତ୍ତା, ଆବାସ ଟଙ୍କା, ବିଦ୍ୟୁତ ଓ ପାନୀୟ ଜଳ ଭଳି ଅନେକ ସହାୟତା ପ୍ରଦାନ କରି ଲୋକଙ୍କୁ ଆକୃଷ୍ଟ କରୁଛି ଆନ୍ଧ୍ର ସରକାର..

author-image
Tanmay Kumar Mahalik

ଓଡ଼ିଶା ସୀମାନ୍ତ ଗାଁଗୁଡ଼ିକ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି.. ଆଧାର କାର୍ଡ, ରାସନ୍ କାର୍ଡ, ଭୋଟର କାର୍ଡ, ଭତ୍ତା, ଆବାସ ଟଙ୍କା, ବିଦ୍ୟୁତ ଓ ପାନୀୟ ଜଳ ଭଳି ଅନେକ ସହାୟତା ପ୍ରଦାନ କରି ଲୋକଙ୍କୁ ଆକୃଷ୍ଟ କରୁଛି ଆନ୍ଧ୍ର ସରକାର.. ଏପରିକି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାର ଲୋକଙ୍କୁ ଘର ଯୋଗାଇ ଦେଇ ନିଜର ଅଧିକାର ସାବ୍ୟସ୍ତ କରୁଛି..

Advertisment
Odisha AndhraPradesh
Advertisment
Advertisment