Advertisment

ନଦୀରେ ବନ୍ଧା ହୋଇ ରହିଛି ଏତେ ବଡ଼ ମାଛ, ନା ବିକ୍ରି କରି ହେଉଛି ନା ଘରେ ରଖି ହେଉଛି...

ବୈତରଣୀ ନଦୀରେ ମତ୍ସଜୀବୀଙ୍କ ଜାଲରେ ପଡିଛି ବିରାଟ କାୟ ‘କଳା ସାରାଣ୍ଟ’ ମାଛ। ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି।

author-image
Tanmay Kumar Mahalik

ନଦୀରେ ବନ୍ଧା ହୋଇ ରହିଛି ବଡ଼ ମାଛ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦେଇ ପ୍ରବାହିତ ବୈତରଣୀ ନଦୀରେ ମତ୍ସଜୀବୀଙ୍କ ଜାଲରେ ପଡିଛି ବିରାଟ କାୟ ‘କଳା ସାରାଣ୍ଟ’ ମାଛ। ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି। ବୈତରଣୀ ନଦୀର ପିତେଇପୁର ଘାଟରେ ଏହି ବଡ଼ ମାଛ ଜାଲରେ ପଡିଥିଲା। ଏହି ‘କଳା ସାରାଣ୍ଟ’ ମାଛର ଓଜନ ପ୍ରାୟ ୨୫ରୁ ୩୦ କିଲୋ ହେବ ବୋଲି ଅନୁମାନ କରାଯାଉଛି।

Advertisment
Fishermen
Advertisment
Advertisment