• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Missing Divyang Boy returns home after 6 years in Keonjhar
ଠିକଣା କହିଦେଲା ଆଧାରକାର୍ଡ, ୬ ବର୍ଷପରେ ଘରକୁ ଫେରିଲା ପୁଅ

ଠିକଣା କହିଦେଲା ଆଧାରକାର୍ଡ, ୬ ବର୍ଷପରେ ଘରକୁ ଫେରିଲା ପୁଅ । ବିହାରରୁ ହଜିଥିବା ଭିନ୍ନକ୍ଷମ ପୁଅ କେନ୍ଦୁଝରରୁ ଉଦ୍ଧାର । ଖୁସି ବଖାଣିଲେ ଶିଶୁ ମଙ୍ଗଳ ଅଧିକାରୀ ।

Odisha’s Chitrakonda
କିଏ କହେ ଏମାନେ ଭିନ୍ନକ୍ଷମ ! କାହା ଉପରେ ନୁହଁନ୍ତି ବୋଝ

କିଏ କହେ ଏମାନେ ଭିନ୍ନକ୍ଷମ ! କାହା ଉପରେ ନୁହଁନ୍ତି ବୋଝ । ନିଜ ପରିଶ୍ରମରେ ନିଜେ ରୋଜଗାର କରି ବଞ୍ଚୁଛନ୍ତି, ଆତ୍ମନିର୍ଭରଶୀଳ ହୋଇଛନ୍ତି ।

Suktela Dam
ସୁକତେଲ ଲଢେଇ କହିଁ ଖୁସି କହିଁ ଗମ୍..ସେପଟେ କଷ୍ଟରେ ବିସ୍ଥାପିତ

ବଲାଙ୍ଗିରର ଜୀବନରେଖା ଲୋୟର ସୁକତେଲ ଡ୍ୟାମ୍ କାର୍ଯ୍ୟକ୍ଷମ । ହେଲେ ଏଯାଏଁ ସରିନି ବିସ୍ଥାପିତଙ୍କ ଦୁଃଖ । ପ୍ରକଳ୍ପ ପାଇଁ ଭିଟାମାଟି ଛାଡ଼ିବାକୁ ପ୍ରସ୍ତୁତ ଗ୍ରାମବାସୀଙ୍କ ଅଭିଯୋଗ, ଜବରଦସ୍ତ ଜାଗା ଛାଡିବାକୁ କରାଯାଉଛି ବାଧ୍ୟ ।

IIT-Kharagpur developing tamper-proof signalling system for railways
ଟ୍ରେନ୍‌କୁ ସୁରକ୍ଷା ଦେବ ବ୍ଲକ୍‌ ଚେନ୍ ଟେକ୍ନୋଲୋଜି, ମଙ୍ଗୁଆଳ ସାଜିଛନ୍ତି ଓଡ଼ିଆ ପୁଅ...

ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ଟ୍ରେନ୍‌ ସିଗ୍ନାଲିଂ କେମିତି ତ୍ରୁଟି ଶୂନ୍ୟ ହେବ, ଏବେ ସେଇ ଚିନ୍ତା। ଆଉ ଏହାରି ଭିତରେ ଭାରତୀୟ ରେଲ୍‌ୱେ ପାଇଁ ବ୍ଲକ୍‌ ଚେନ୍ ଟେକ୍ନୋଲୋଜି ଆଧାରିତ ସିଗ୍ନାଲିଂ ସିଷ୍ଟମ ବିକାଶ କରୁଛି ଆଇଆଇଟି ଖଡ଼ଗପୁର।

Dispute in victim's family over compensation money
‘ମୋ ଅଜାଣତରେ ଶାଶୁ ଘର ଲୋକ ୧୪ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି’

ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ମୃତକଙ୍କ ସହାୟତା ରାଶିକୁ ନେଇ ଏବେ ବିବାଦ ଦେଖା ଦେଇଛି। 

Lord Jagannath Temple
ବିକଶିତ ହେବ ଉତ୍ତରକାଶୀର ଶ୍ରୀଜଗନ୍ନାଥ ମନ୍ଦିର, ଧର୍ମେନ୍ଦ୍ରଙ୍କ ସହ ମୁଖ୍ୟମନ୍ତ୍ରୀ ଧାମିଙ୍କ ଆଲୋଚନା 

ସମୁଦ୍ର କୂଳରେ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଦାରୁ ଦିଅଁ ରୂପେ ପୂଜା ପାଉଥିବା ବେଳେ ସମୁଦ୍ରପତନ ଠାରୁ ପ୍ରାୟ ୪ ହଜାର ଫୁଟ୍ ଉଚ୍ଚରେ ପୁରୀଠାରୁ ସହସ୍ର କୋଷ ଦୂରରେ ଉତ୍ତରକାଶୀରେ ମହାପ୍ରଭୁଙ୍କ ଶିଳା ବିଗ୍ରହ ପୂଜା ପାଉଛି।

Metro rail project
ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ଲାଗି ଆରମ୍ଭ ହୋଇଛି ସର୍ଭେ

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ଲାଗି ଆରମ୍ଭ ହୋଇଛି ସର୍ଭେ । କଟକ ତ୍ରିଶୁଳିଆରୁ ନନ୍ଦନକାନନ ମଧ୍ୟରେ ଚାଲିଛି ଜିଓଟେକ୍ନିକାଲ ଇନଭେଷ୍ଟିଗେସନ। ପ୍ରାରମ୍ଭିକ ଭାବେ ୪ କିଲୋମିଟର ରାସ୍ତାର ମାଟି ନମୁନା ସଂଗ୍ରହ ଚାଲିଛି। ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ DPR ଦେବା ପରେ ପ୍ରକଳ୍ପ ଲାଗି ପଡ଼ିବ ଭିତ୍ତିପ୍ରସ୍ତର

ରାଜ୍ୟ ଔଷଧ ନିଗମର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ
ରାଜ୍ୟ ଔଷଧ ନିଗମର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ

ରାଜ୍ୟ ଔଷଧ ନିଗମର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ। ଆଉ ଏଥିରେ ଜଳି ପୋଡି ପାଉଁଶ ହୋଇଯାଇଛି କୋଟିଏରୁ ଅଧିକ ଟଙ୍କାର ଔଷଧ। ହେଲେ ଏହି ଅଗ୍ନିକାଣ୍ଡ ଆକସ୍ମିକ, ଅବହେଳା ନା ଇନସୁରାନ୍ସ ନାଁରେ ଔଷଧ ଗୋଦାମକୁ ନିଆଁ ଲଗାଇ ଦେବାକୁ ଷଡ଼ଯନ୍ତ୍ର ହୋଇଛି ତାକୁ ନେଇ ଉଠିଛି ପ୍ରଶ୍ନ। ଆଜବେଷ୍ଟସ ଘରେ ଦହନଶୀଳ ପଦାର୍ଥ ମହଜୁଦ ରଖିବା ନେଇ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ମଧ୍ୟ ପ୍ରଶ୍ନ ଉଠାଇଛି।

Scanty rainfall in Odisha
ଜୁନ୍ ପହିଲାରୁ ଏପର୍ଯ୍ୟନ୍ତ ସାରା ରାଜ୍ୟରେ ସ୍ୱାଭାବିକ ଠାରୁ ୨୭ ପ୍ରତିଶତ କମ ବୃଷ୍ଟିପାତ

ସ୍ବଳ୍ପ ବୃଷ୍ଟି ପାଇଁ ରାଜ୍ୟରେ ବିଗିଡ଼ିବାରେ ଲାଗିଛି ଚାଷର ହାଲ୍। ରାଜ୍ୟର ୨୨ଟି ଜିଲ୍ଲାରେ ଜଳ ଜଳ ଦିଶିଲାଣି ଆସନ୍ନ ମରୁଡ଼ିର ସ୍ଥିତି। କେବଳ ସେତିକି ନୁହେଁ ଆଗାମୀ ତିନିଦିନ ଭିତରେ ବି ରାଜ୍ୟରେ ସେଭଳି ବଡ଼ ବର୍ଷାର ସମ୍ଭାବନା ନଥିବା ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି।

Dakota aircraft
ଷଢ଼େଇ ଖୋଳରେ ତିଆରି କରିଦେଲେ ଡାକୋଟା ବିମାନ

ଇଚ୍ଛା ଥିଲା ବୋଲି...ଷଡେଇ ଖୋଳକୁ ଏକାଠି କରି ତିଆରି କରିଦେଲେ ଡାକୋଟା । କହୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ..ଉପହାର ଦେବେ।

Physical academy
ଏଇଠି ଯିଏ ଟ୍ରେନିଂ ନେଉଛି ସିଏ ସେନାରେ ପାଉଛି ଚାକିରି !

ସକାଳୁ ସଞ୍ଜଯାଏଁ ପିଲାଙ୍କୁ ଦିଆଯାଉଛି ଟ୍ରେନିଂ । ପୁଅଠୁ ଝିଅ...ସମସ୍ତେ ନେଉଛନ୍ତି ଟ୍ରେନିଂ । ଅଧିକାଂଶ ପିଲା ସେନାଠୁ ଆରମ୍ଭ କରି ରାଜ୍ୟ ପୋଲିସ୍‌ରେ ପାଇଲେଣି ଚାକିରି । ଏକାଡେମୀକୁ ନେଇ ସବୁଆଡେ ଚାଲିଛି ଚର୍ଚ୍ଚା।

Deficit rainfall
ଆଉ ୪ ଦିନରେ ବର୍ଷା ନହେଲେ ମରୁଡ଼ି ନିଶ୍ଚିତ !

ଆଷାଢ ଯାଇ ଶ୍ରାବଣ ହେଲାଣି..ବର୍ଷାର ଦେଖା ନାହିଁ । ପ୍ରତିବର୍ଷ ଏ ସମୟରେ ରୁଆ ସରେ..ହେଲେ ଏଥର ବର୍ଷା ନଥିବାରୁ ହିଡ ମୁଣ୍ଡରେ କାନ୍ଦୁଛି ଚାଷୀ

Bahanaga Train Tragedy
ସରୁନି ବାହାନଗା ଦୁଃଖ : ଶୁଦ୍ଧିକ୍ରିୟା ଲାଗି ସ୍ତ୍ରୀର ଶବ ମାଗୁଛି ସ୍ୱାମୀ

ବାହାନଗା ଦୁର୍ଘଟଣାକୁ ମାସେ ପୂରିଲାଣି । ସ୍ୱାମୀକୁ ହସ୍ତାନ୍ତର କରାଯାଉନି ସ୍ତ୍ରୀର ମୃତଦେହ । ଏମ୍ସ ଯାଇ ପୁଅ ଡିଏନଏ ଟେଷ୍ଟ ବି କରିକି ଆସିଲାଣି । ହେଲେ ଆଜିକାଲି କହୁଛନ୍ତି..ଶବ ପରିବାରକୁ ଦେଉନାହାନ୍ତି । ସ୍ଥିତି ଏମିତି ହେଲାଣି କାନ୍ଦି କାନ୍ଦି ଏବେ ଦିନ କାଟୁଛନ୍ତି ପୂରା ପରିବାର ଲୋକ

PM Awas Yojana
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ମାଧବଙ୍କୁ ମିଳୁନି ଆବାସ

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବି ଖାତିର ନାହିଁ । ତୁରନ୍ତ ଆବାସ ଘର ଦେବାକୁ ନିର୍ଦ୍ଦେଶ ଥିବା ପରେ ବି ଏଯାଏଁ ମିଳିଲାନି ଘର । ପ୍ରଶାସନ ପାଖକୁ ଦୌଡି ଦୌଡି ହତାଶ୍‌...ଘର ମିଳିବ ତ?

Education system
ଆଦର୍ଶ ସ୍କୁଲରେ ଘର ନାହିଁ : ବର୍ଷେ ହେଲାଣି ଇଆଡେ ସିଆଡେ ବୁଲୁଛନ୍ତି ପିଲା

ଆଦର୍ଶ ସ୍କୁଲର ଭୟଙ୍କର ବ୍ୟବସ୍ଥା । ବର୍ଷେ ହେଲାଣି ଘର ତିଆରି ହେଉଛି ଯେ ସରିବାର ନା ଧରୁନି । ୧୨ ଦୁଆର ସୁଣ୍ଢି ପିଣ୍ଡା ପରି ଏ ସ୍କୁଲରେ ପଢୁଛନ୍ତି ସେ ସ୍କୁଲରେ ପରୀକ୍ଷା ଦେଉଛନ୍ତି ପିଲା । ଯାହାକୁ ନେଇ ତେଜୁଛି ଅସନ୍ତୋଷ

Kanwariya Dies In Deogarh
ଜଳ ଲାଗି ପୂର୍ବରୁ ଚାଲିଗଲା ଜୀବନ, ମନ୍ଦିରରେ କାଉଡ଼ିଆଙ୍କ ମୃତ୍ୟୁ

ମନ୍ଦିରରେ ଶୋଇଥିବା ଅବସ୍ଥାରେ ଜଣେ ବୋଲ୍‌ବମ୍‌ କାଉଡ଼ିଆଙ୍କ ମୃତ୍ୟୁ ହୋଇଛି। ଦେବଗଡ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଝାଡେଶ୍ୱର ମନ୍ଦିର ପରିସରରେ ଏହି ଅଭାବନୀୟ ଘଟଣା ଘଟିଛି। 

Fire breaks out
ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ମେଡିସିନ୍ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ : ଚାହୁଁଚାହୁଁ ଜଳିଗଲା ପୂରା ଗୋଦାମ ଘର

ନିଆଁ ସମ୍ପର୍କରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇବା ପରେ ଅଗ୍ନିଶମ ବିଭାଗ ପହଂଚି ଥିଲା । ହେଲେ ସେତେବେଳକୁ ଔଷଧ ଗୋଦାମଟି ସମ୍ପୂର୍ଣ୍ଣ  ଜଳିଯାଇଛି । ପ୍ରାୟ ୫ ଅଗ୍ନିଶମ ଗାଡି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଥିବାବେଳେ ବର୍ତ୍ତମାନ ସୁଦ୍ଧା ନିଆଁ ଲିଭା ଜାରି ରହିଛି ।

delay in construction of Odia University
ପାଦେ ଚାଲି ଦଶ ପାଦ ଝୁଣ୍ଟୁଛି ଓଡ଼ିଆ ବିଶ୍ବବିଦ୍ୟାଳୟ

ପାଦେ ଚାଲି ଦଶ ପାଦ ଝୁଣ୍ଟୁଛି ଓଡ଼ିଆ ବିଶ୍ବବିଦ୍ୟାଳୟ। ନା ସରୁଛି କ୍ୟାମ୍ପସ କାମ ନା ଆରମ୍ଭ ହେଉଛି ଆଡମିଶନ୍। ଓଡ଼ିଆ ଭାଷା ବିଶ୍ବବିଦ୍ୟାଳୟ ଉଦଘାଟନରେ ବିଳମ୍ବତାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଭାଷାବିତ୍।

  • Sunday, 09 July 2023
Dalma
ଆହାର କେନ୍ଦ୍ରରେ ପନିପରିବା ଦର ବୃଦ୍ଧିର ପ୍ରଭାବ

ପନିପରିବା ଦର ବୃଦ୍ଧିର ପ୍ରଭାବ କେବଳ ହାଣ୍ଡି ଶାଳ ଉପରେ ପଡିନି ବରଂ ଉଚ୍ଚା ଦର ଯୋଗୁଁ ପ୍ରଭାବିତ ହୋଇଛି ରାଜ୍ୟ ସରକାରଙ୍କ ଆହାର କେନ୍ଦ୍ର। ବିଭିନ୍ନ ସ୍ଥାନରେ ଖୋଲିଥିବା ଆହାର କେନ୍ଦ୍ରରେ ଭାତ ସାଙ୍ଗକୁ ମିଳୁଥିବା ଡାଲମାରେ ଆଉ ପନିପରିବାର ଦେଖା ମିଳୁନି। ଆହାର କେନ୍ଦ୍ର ପରିଚାଳନା କରୁଥିବା SHG ବି ଚିନ୍ତାରେ ପଡ଼ିଛନ୍ତି

drought possibility looming large over odisha
ରାଜ୍ୟରେ ମରୁଡ଼ି ଶଙ୍କା ଜଳ ଜଳ: ଶୀଘ୍ର ବର୍ଷା ନହେଲେ ଜଳିଯିବ ଧାନ ତଳି

ମୌସୁମୀ ଋତୁରେ ବର୍ଷା ଉଭାନ, ସବୁଠି ମରୁଡ଼ି ଆସନ୍ନ। ରାଜ୍ୟର ଅଧିକାଂଶ ଜିଲ୍ଲାରେ ନିଅଣ୍ଟିଆ ବର୍ଷା କାରଣରୁ ଖରିଫ ଧାନ ଚାଷ ଏବର୍ଷ ମାଡ଼ ଖାଇବା ଆଶଙ୍କା। ପାଣିପାଗ ବିଭାଗ କହୁଛି- ୧୬ ଜିଲ୍ଲା ନିଅଣ୍ଟିଆ ବର୍ଷାର ସମ୍ମୁଖୀନ ହୋଇଛି। ଏଣେ ଚାଷୀ କହିଲେଣି- ତଳି ଜଳିଯାଉଛି ୨ରୁ ୩ଦିନ ଭିତରେ ବର୍ଷା ନହେଲେ ଗଜା ମରୁଡ଼ି ବି ନିଶ୍ଚିତ। ଆସନ୍ନ ମରୁଡ଼ି ଜଳ ଜଳ। ଆକାଶରେ ମେଘ ମାଳ ମାଳ, ହେଲେ ଟୋପାଏ ବର୍ଷୁନି। ଶ୍ରାବଣ ଅଧାରେ ଶୁଖିଲା ଜମିରେ ହଳ କରୁଛି ଚାଷୀ।

Delay in Paika Bidroha project
ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣରେ ବିଳମ୍ବ ନେଇ ପୁଣି ବିବାଦ

ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣରେ ବିଳମ୍ବ ନେଇ ପୁଣି ବିବାଦ। ଖୋର୍ଦ୍ଧା ବରୁଣେଇଠାରେ ନିର୍ମାଣ ହେବାକୁ ଥିବା ଏହି ସ୍ମାରକୀକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ମାଣରେ ବିଳମ୍ବକୁ ନେଇ ଉଦବେଗ ପ୍ରକାଶ କରିବା ପରେ ଉଭୟ ଦଳ ଏବେ ପରସ୍ପର ଉପରେ ଦୋଷ ଲଦୁଛନ୍ତି।

Due to soaring price, vegetables go missing from ‘Dalma’ served in Odisha
'ଆହାର' ଉପରେ ଦରବୃଦ୍ଧିର ପାହାର ! ଆଳୁ ଓ ଭଣ୍ଡାକୁ ଛାଡ଼ି ଡାଲମାରୁ ଉଭାନ ଅନ୍ୟ ପରିବା

ଆହାର ଉପରେ ପନିପରିବା ଦର ବୃଦ୍ଧିର ପାହାର। ବଦଳି ଯାଇଛି ଆହାର କେନ୍ଦ୍ରର ମେନୁ। ଭାତ ଡାଲମା ବଦଳରେ ଯେମିତି ପ୍ଲେଟରେ ପରଷା ଯାଉଛି ଖାଲି ଭାତ ଡାଲି। ଡାଲମାରୁ ଉଭାନ ହୋଇଯାଇଛି ପରିବା।

CBI Cummons
ଓଡ଼ିଶା ଟ୍ରେନ୍‌ ଟ୍ରାଜେଡି: ଷ୍ଟେସନ ମାଷ୍ଟରଙ୍କୁ CBI ସମନ !

ବାହାନଗା ଟ୍ରାଜେଡିର ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ସମନ ।

Sarala Temple
ଶାରଳାଙ୍କ ପୀଠରେ ମୋବାଇଲ୍‌ ମନା; ନିୟମ ଭାଙ୍ଗିଲେ ଗଣିବେ ମୋଟା ଅଙ୍କର ଫାଇନ୍‌..

ମନ୍ଦିରର ମଝି ଦେଉଳ ଓ ଗର୍ଭଗୃହ ମଧ୍ୟକୁ ମୋବାଇଲ ନେବା ମନା କରାଯାଇଛି ।

farming
ମାଛ ଓ ବତକ ରୋଜଗାର ଦେଲେ..ଏବେ ଆତ୍ମନିର୍ଭର ମନମୋହନ

ଦିନେ ଦୁଇ ପଇସା ରୋଜଗାର ଚିନ୍ତା ଘାରିଥିଲା ଏବେ ଆଉ ଟେନସନ୍ ନାହିଁ.. ଏବେ ଲକ୍ଷାଧିକ ଟଙ୍କା ରୋଜଗାର ହେଉଛି.. ତା ସହ ଅନ୍ୟମାନଙ୍କୁ ମଧ୍ୟ ସେ ନିୟମିତ ଦରମା ଦେଇ ଚାକିରି ଦେଇଛନ୍ତି..