Advertisment

ରାଜ୍ୟ ଔଷଧ ନିଗମର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ

ରାଜ୍ୟ ଔଷଧ ନିଗମର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ। ଆଉ ଏଥିରେ ଜଳି ପୋଡି ପାଉଁଶ ହୋଇଯାଇଛି କୋଟିଏରୁ ଅଧିକ ଟଙ୍କାର ଔଷଧ। ହେଲେ ଏହି ଅଗ୍ନିକାଣ୍ଡ ଆକସ୍ମିକ, ଅବହେଳା ନା ଇନସୁରାନ୍ସ ନାଁରେ ଔଷଧ ଗୋଦାମକୁ ନିଆଁ ଲଗାଇ ଦେବାକୁ ଷଡ଼ଯନ୍ତ୍ର ହୋଇଛି ତାକୁ ନେଇ ଉଠିଛି ପ୍ରଶ୍ନ। ଆଜବେଷ୍ଟସ ଘରେ ଦହନଶୀଳ ପଦାର୍ଥ ମହଜୁଦ ରଖିବା ନେଇ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ମଧ୍ୟ ପ୍ରଶ୍ନ ଉଠାଇଛି।

author-image
Sarbeswar

Fire Mishap
Advertisment
Advertisment