ବାତ୍ୟା ‘ଦାନା’ ଆସିବା ପୂର୍ବରୁ ହାଟ ବଜାରରେ ତାଣ୍ଡବ ରଚୁଛି ଦରବୃଦ୍ଧିର ଝଡ଼ । ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ କଥା ଛାଡ଼ନ୍ତୁ, ମାର୍କେଟରୁ ଏକ ପ୍ରକାର ଉଭାନ୍ ହୋଇଗଲାଣି ଆଳୁ, ପିଆଜ ।
କଟକ ଛତ୍ରବଜାରରେ ଆଳୁ କିଲୋ ୫୦ ଟଙ୍କା ଓ ପିଆଜ ଦାମ୍ ୭୦ ଛୁଇଁଛି । ଗତକାଲି ୩୦ ଟଙ୍କାରେ ବିକ୍ରି ହେଇଥିବା ଆଳୁ ଦରରେ ଆଜି ୨୦ ଟଙ୍କା ବଢିଛି ।
ବାତ୍ୟା ନହେଉଣୁ ପରିବା ବଜାରରେ ପଡ଼ିଛି ଚଡ଼କ । ଦୁଇ ଦିନ ଭିତରେ ବଢିଗଲାଣି ପନିପରିବା ଦର ।
ଅନେକ ସମୟରେ ଦେଖାଯାଏ ଯେ, ଭାରତରେ ବିଦେଶୀମାନେ ଅନେକ ପ୍ରକାର ଖାଦ୍ୟ ତିଆରି କରନ୍ତି । ଭାରତୀୟ ଷ୍ଟ୍ରିଟ୍ ଫୁଡ୍ ଟେଷ୍ଟ କରନ୍ତି । ଇଣ୍ଟରନେଟରେ ଅନେକ ସମୟରେ ଏପରି ଭିଡ଼ିଓ ଆମର ଦୃଷ୍ଟିଗୋଚର ହୁଏ ।
ପନିପରିବା ଦର ବୃଦ୍ଧିର ପ୍ରଭାବ କେବଳ ହାଣ୍ଡି ଶାଳ ଉପରେ ପଡିନି ବରଂ ଉଚ୍ଚା ଦର ଯୋଗୁଁ ପ୍ରଭାବିତ ହୋଇଛି ରାଜ୍ୟ ସରକାରଙ୍କ ଆହାର କେନ୍ଦ୍ର। ବିଭିନ୍ନ ସ୍ଥାନରେ ଖୋଲିଥିବା ଆହାର କେନ୍ଦ୍ରରେ ଭାତ ସାଙ୍ଗକୁ ମିଳୁଥିବା ଡାଲମାରେ ଆଉ ପନିପରିବାର ଦେଖା ମିଳୁନି। ଆହାର କେନ୍ଦ୍ର ପରିଚାଳନା କରୁଥିବା SHG ବି ଚିନ୍ତାରେ ପଡ଼ିଛନ୍ତି
ପରିବା ବଜାରରେ ନିଆଁ । କଟକଠୁ ନେଇ ଜୟପୁର୍, ବ୍ରହ୍ମପୁରଠୁ ଭୁବନେଶ୍ୱର, ସବୁଠି ବଜାରରେ ହା ହା କାର । ୮୦ ତଳକୁ ବଜାରରେ ପରିବା ନାହିଁ ।
ପରିବା ବଜାରରେ ସଙ୍ଗୀନ ପରିସ୍ଥିତି । ଚିନ୍ତା ବଢ଼ାଉଛି ହୁ ହୁ ବଢ଼ିଚାଲିଥିବା ପରିବା ଦର ।
୩ ମାସର କଅଁଳା ଛୁଆକୁ ରାସ୍ତା କଡ଼ ପିଣ୍ଡାରେ ଗଡ଼େଇ ଦେଇ ପରିବା ବିକୁଛି ମାଆ। ମାଆଟି ପାଖରେ ଉପାୟ ମଧ୍ୟ ନାହିଁ। ନହେଲେ ପେଟ ପୋଷିବ କେମିତି? ଛୁଆକୁ କ୍ଷୀର ଦେବ କେମିତି? ହେଲେ ମୟୂରଭଂଜ ଜିଲ୍ଲାର ଏହି ଆଦିବାସୀ ମାଆଟି କାହାକୁ ହାତ ପାତିନାହିଁ। ନିଜ ବଳରେ ସେ ଗୋଡ଼ କାଢ଼ିଛି ପଦାକୁ। ଏଭଳି ମାଆ ପାଇଁ ବଢ଼ି ଆସିବା କଥା ସହାୟତାର ହାତ, କିନ୍ତୁ ସାହାଯ୍ଯ କରୁଛି କିଏ?
ରାତି ପାହିଲେ ଦ୍ୱିତୀୟା ଓଷା । ଦ୍ୱିତୀୟା ଭାର ସହ ଘରେ ଘରେ ପ୍ରସ୍ତୁତ ହେବ ଘାଂଟ ତରକାରୀ । ଏଥିପାଇଁ ଆବଶ୍ୟକ ବିଭିନ୍ନ କିସମର ପନିପରିବା । ତେବେ ଏହି ସମୟରେ ପନବିପରିବା ଦର ଆକାଶ ଛୁଆଁ ହୋଇଛି ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାହକ ।