ପନିପରିବା ଦର ବୃଦ୍ଧିର ପ୍ରଭାବ କେବଳ ହାଣ୍ଡି ଶାଳ ଉପରେ ପଡିନି ବରଂ ଉଚ୍ଚା ଦର ଯୋଗୁଁ ପ୍ରଭାବିତ ହୋଇଛି ରାଜ୍ୟ ସରକାରଙ୍କ ଆହାର କେନ୍ଦ୍ର। ବିଭିନ୍ନ ସ୍ଥାନରେ ଖୋଲିଥିବା ଆହାର କେନ୍ଦ୍ରରେ ଭାତ ସାଙ୍ଗକୁ ମିଳୁଥିବା ଡାଲମାରେ ଆଉ ପନିପରିବାର ଦେଖା ମିଳୁନି। ଆହାର କେନ୍ଦ୍ର ପରିଚାଳନା କରୁଥିବା SHG ବି ଚିନ୍ତାରେ ପଡ଼ିଛନ୍ତି।
Published By: Sarbeswar
Last updated: 09 July 2023, 09:49 PM IST
କେଉଁ କାରଣରୁ ଘଟିଲା ବାହାନଗା ଟ୍ରେନ ଟ୍ରାଜେଡି? ଅଭିଯୁକ୍ତଙ୍କଠାରୁ ସତ ଓଗାଳିବାକୁ ତନାଘନା ଚଳାଇଛି CBI। ଏପଟେ ବିଶେଷଜ୍ଞଙ୍କ କହିବା କଥା, ଅଭିଯୁକ୍ତ ଜାଣିଶୁଣି ଘଟଣା ଘଟାଇଥିଲେ ଲାଗିପାରେ ହତ୍ୟା ଓ ସମ୍ପତ୍ତି ନଷ୍ଟ ଭଳି ସଙ୍ଗୀନ ଦଫା। ଏହାରି ଭିତରେ ବାହାନଗା ଷ୍ଟେସନ ମାଷ୍ଟରଙ୍କୁ ହାଜର ହେବାକୁ ସମନ କରିଛି CBI