ସୋସିଆଲ ମିଡିଆରେ ଫଟୋ ସେୟାର କରି ନୋବେଲ ଶାନ୍ତି ପୁରସ୍କାର ବିଜୟନୀ ମଲାଲା ୟୁସୁଫଜାୟୀ ଦୁନିଆକୁ ଜଣାଇଲେ ଯେ, ସେ ହାତକୁ ଦି ହାତ ହେଲେ। ତେବେ ଫ୍ୟାନମାନେ ଅସରଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଜାଣିବାକୁ ଚାହିଁଛନ୍ତି ମଲାଲାଙ୍କ ସ୍ୱାମୀ ଏ ଅସର୍ ମଲିକ କିଏ? ଦେଖନ୍ତୁ ଏ ରିପୋର୍ଟ..
ମାଳତୀ ମାଉସୀ ୯୫ ବର୍ଷ ବୟସରେ ଗୀତ ଗାଉଛନ୍ତି, ଚିତ୍ର ଆଙ୍କୁଛନ୍ତି, ଉଲ୍ ବୁଣୁଛନ୍ତି। କନା କଣ୍ଢେଇ କରୁଛନ୍ତି। ନାତି ନାତୁଣୀ ଖେଳାଉଛନ୍ତି। ନିଜର ସବୁ କାମ ନିଜ ହାତରେ କରିବା ସହିତ ଆଖ ପାଖ ଝିଅ ବୋହୂଙ୍କୁ ନିଜେ ଶିଖିଥିବା କାମ ଶିଖାଉଛନ୍ତି। ତାଙ୍କ କଥା ଶୁଣିଲେ ଆପଣଙ୍କ ଦେହରେ ବି ଜୋସ୍ ଚାଲି ଆସିବ। ଚାଲନ୍ତୁ କଟକରେ ଭିଟିବା ମାଳତୀ ମାଉସୀଙ୍କୁ
ଝିଅର ସ୍ୱପ୍ନ କରିବା ପାଇଁ ରାଜଧାନୀର ରାଜ ରାସ୍ତାରେ ପଇଡ଼ ବିକ୍ରି କରୁଛନ୍ତି ମାଆ
କାର୍ତ୍ତିକ ମାସର ପଂଚୁକରେ ବାବା ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ ନାହିଁ ଭକ୍ତ, ୧୨ ରୁ ୧୭ ପର୍ଯ୍ୟନ୍ତ ଲାଗିବ ୧୪୪ ଧାରା
ଗୁହାରି ପରେ ଶୁଣିଲାନି ପ୍ରଶାସନ। ଧାର କରଜ କରି ମାତ୍ର ୧୫ ଦିନରେ ନଦୀରେ ପୋଲ ତିଆରି କରିଦେଲେ ବାପା ଓ ପୁଅ। ଏହି ପୋଲ ଦେଇ ଯାଉଛନ୍ତି ୫୦ ଖଣ୍ଡର ଗାଁ ଲୋକେ। ଦେଖନ୍ତୁ ଏହି ସ୍ୱତନ୍ତ୍ର ଭିଡ଼ିଓ...
ନୂଆ ବର୍ଷରେ ନୂଆ ଡିଜିପି । କିଏ ଧରିବେ ରାଜ୍ୟ ପୋଲିସର ମଙ୍ଗ ? ଡିଜିପି ଅଭୟଙ୍କ ଅବସର ବିଜ୍ଞପ୍ତି ପରେ ପାୱାର କରିଡର୍ରେ କଳ୍ପନାଜଳ୍ପନା ।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମମିତାଙ୍କୁ ନ୍ୟାୟ ଦାବିରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ଦିନ ୧୨ଟା ଯାଏ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି ।ତେବେ ବନ୍ଦକୁ ନେଇ ହାଇକୋର୍ଟ ଦେଇଛନ୍ତି ଏମିତି ଆଦେଶ।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମମିତାଙ୍କୁ ନ୍ୟାୟ ଦାବିରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ଦିନ ୧୨ଟା ଯାଏ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି ।ତେବେ ବନ୍ଦକୁ ନେଇ ହାଇକୋର୍ଟ ଦେଇଛନ୍ତି ଏମିତି ଆଦେଶ।
ଆପଏଣ୍ଟମେଣ୍ଟ କମିଟି ଅଫ୍ କ୍ୟାବିନେଟ୍ ଏସ୍. ଏନ୍ ପ୍ରଧାନଙ୍କୁ ଏନ୍ସିବିର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛି।
ଆଜିକାଲି ସୋସିଆଲ୍ ମିଡିଆରେ ଲାଇକ୍, ଶେୟାର୍ ସହ ଲୋକପ୍ରିୟତା ହାସଲ କରିବା ପାଇ କିଛି ଯୁବକଯୁବତୀ ଏଭଳି କାର୍ଯ୍ୟ କରୁଛନ୍ତି, ଯାହା ସେମାନଙ୍କ ପାଇଁ ପରେ ମହଙ୍ଗା ସାବ୍ୟସ୍ତ ହେଉଛି। ସୋସିଆଲ୍ ମିଡିଆରେ ମାରଣାସ୍ତ୍ର ଧରି ଭିଡିଓ ପୋଷ୍ଟିଂ କରି ଫସିଛନ୍ତି କଟକର କିଛି ଯୁବକ ଯୁବତୀ।
ବରିଷ୍ଠ ଆଇପିଏସ୍ ସତ୍ୟନାରାୟଣ ପ୍ରଧାନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ-NCBର ପୂର୍ଣ୍ଣକାଳୀନ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ
ବେଳେବେଳେ ଆପଣଙ୍କ ହ୍ୱାଟ୍ସଆପ୍କୁ ଅଜଣା ନମ୍ବରରୁ ମେସେଜ୍ ଆସୁଥାଇ ପାରେ ଲୋଭନୀୟ ମେସେଜ୍। ହୁସିଆର୍ ! ସେଥିରେ ହାତ ମାରିବେ ନାହିଁ। ନଚେତ୍ ଆପଣ ଠକାମିର ଶିକାର ହୋଇପାରନ୍ତି।
ବାଥରୁମର ଟିଣ ଜାଲିରେ ଫସି ଛଟପଟ ହେଲା ନାଗ । ଏଭଳି ଘଟଣା ଘଟିଛି ଭୁବନେଶ୍ୱର ପୋଖରୀପୁଟର ଜଣେ ବ୍ୟକ୍ତିଙ୍କ ଘରେ । ନାଗ ସାପଟି ବାଥରୁମର ଜାଲି ଦେଇ ଘର ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା । ତେବେ ଟିଣ ଜାଲିରେ କଣା ଥିବାରୁ ଏଥିରେ ଫସି ଯାଇଥିଲା ନାଗ । ପରେ ସାପଟିକୁ ଉଦ୍ଧାର କରାଯାଇଛି ।
ନୀଳାମ୍ବୁ ଚିଲିକାର ଆକର୍ଷଣରେ ବିଦେଶୀ ବିହଙ୍ଗ । ଶୀତ ଋତୁ ଆରମ୍ଭରୁ ଚିଲିକାର ଚିଲିକାରେ ପହଞ୍ଚିଛନ୍ତି ବିଦେଶାଗତ ପକ୍ଷୀ ।
ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ପିଲାବେଳୁ ପ୍ରତିଭାର ବାସ୍ନା ଆକର୍ଷିତ କରେ.. ସେମିତି ଏ ଦୁଇ କୁନି ଝିଅଙ୍କ କଥା ଯେତେ କହିଲେ କମ ପଡ଼ିଯିବ..ଅତି କମ୍ ବୟସରୁ ନିଜର ପ୍ରତିଭାର ମହକରେ ସମସ୍ତଙ୍କୁ ଆକର୍ଷିତ କରିଛନ୍ତି ଦୁଇ କୁନି ଝିଅ..
ବୟସ ଗଡ଼ି ଗଲାଣି, କିନ୍ତୁ ଲୋକଙ୍କ ଅସୁବିଧାକୁ ହୃଦୟଙ୍କମ କରି ନଦୀ ଉପରେ ପୋଲ ତିଆରି କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଏ ବୟସରେ ବି ସାହାଯ୍ୟ କରିବାର ମନୋବୃତ୍ତି ପାଖରେ ଅଛି ।
ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ନନ୍ଦ ସାରଙ୍କୁ କଲେ ସମ୍ମାନିତ, ଗାଁକୁ ଫେରୁଛନ୍ତି ନନ୍ଦ ସାର୍
କଙ୍ଗାରୁ କୋର୍ଟର କଠୋର ନିଷ୍ପତ୍ତିରେ ଜୀବନ ହାରିଲେ ଯୁବକ। କଙ୍ଗାରୁ କୋର୍ଟରେ ଭୁଲ୍ ମାଗିବା ସହ ୮ ହଜାର ୫ ଶହ ଟଙ୍କା ଫାଇନ୍ ଦେଇଥିଲେ ଯୁବକ ଜଣକ। ଏହାପରେ ଏଥିରେ ଅପମାନିତ ହୋଇ ଯୁବକ ଜଣ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମମିତାଙ୍କୁ ନ୍ୟାୟ ଦାବିରେ ଆସନ୍ତାକାଲି କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରା ସମୟରେ ମେଡିକାଲ ସମେତ ଜରୁରୀ ସେବା ବନ୍ଦରୁ ବାଦ୍ ପଡ଼ିବ।
ଭାରତରେ ଦକ୍ଷିଣ ଭାଗରେ ଥିବା ହିନ୍ଦ୍ ମହାସାଗରରେ ଥିଲା ଏକ ଐତିହାସିକ ତାମିଲ ସଭ୍ୟତା । ଯାହା ବର୍ତ୍ତମାନ ଇତିହାସ ଗର୍ଭରେ ବିଲୁପ୍ତ । ଯାହାର ନାଁ ଥିଲା 'କୁମାରୀ କନ୍ଦମ' । କେବେ ଶୁଣିଛନ୍ତି ଏହି ସଭ୍ୟତା ସମ୍ପର୍କରେ । ତେବେ ଭାବନ୍ତୁ ହଜାର ହଜାର ବର୍ଷ ପୂର୍ବର ଏହି ସଭ୍ୟତା କିଭଳି ହୋଇଥିବ । ହେଲେ ଏହା ବିଲୁପ୍ତ ହେଲା କିଭଳି । ଜାଣିବା ଏହାର ରହସ୍ୟ ।
ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗ ମାମଲାରେ ଆକାଶ ପାଠକଙ୍କୁ ଆଜି ଜେଲରେ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
ଦୂରରୁ ଦେଖିଲେ ପେଟ ପୁରୁଛି, ହେଲେ ଅସଲି ଚିତ୍ର ଚାଷୀଙ୍କ ପେଟକୁ ନାତ ମାରିଛି
ଇଚ୍ଛା ଶକ୍ତି ଆଗରେ ହାର୍ ମାନିଛି ବୟସ, ୯୫ ବର୍ଷ ହେଲାଣି କିନ୍ତୁ ନିଜେ ଏବେ ବି ସ୍ୱାବଲମ୍ବୀ ଅଛନ୍ତି ମାଳତୀ ମାଉସୀ
ଅଧିକ ଅମଳକ୍ଷମ ପାଇଁ ଚାଷୀ ଚିନ୍ତା କରୁଛି। ହେଲେ ସରକାରୀ ବିହନ ମିଳୁନଥିବାରୁ ଚାଷୀ ଚିନ୍ତାରେ। କେମିତି କରିବେ ଚିନାବାଦାମ ଚାଷ ସେ ଚିନ୍ତାରେ ହେଉଛନ୍ତି ଛଟପଟ
ଘରେ ବସି ନ ରହି ରୋଜଗାର କରୁଛନ୍ତି ମହିଳା। ଶାଢ଼ୀ ତିଆରି କରି ହୋଇଛନ୍ତି ସ୍ୱାବଲମ୍ୱୀ। ନିଜେ ଭଲରେ ରହିବା ସହ ପରିବାରକୁ ସାହାଯ୍ୟ କରୁଛନ୍ତି