ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦେହାନ୍ତ । ୨ଦିନ ତଳେ ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ କଟକ SCBରେ ଦେହାନ୍ତ । ବିଭିନ୍ନ କିସମର ଧାନ ସଂରକ୍ଷଣ ପାଇଁ ମିଳିଥିଲା ପଦ୍ମଶ୍ରୀ ପୁରସ୍କାର ।
'ମୁଁ ତାଙ୍କ ସାନ ପୁଅ.. ମା ସିରିୟସ୍ ଥିଲା ମେଡିକାଲ୍ ଆଣିଥିଲି...ଆଜି ୫ଟାରେ ଚାଲିଗଲେ।' କହି ଭୋ ଭୋ କାନ୍ଦି ପକାଇଲେ ପଦ୍ମଶ୍ରୀ କମଲା ପୂଜାରୀଙ୍କ ସାନପୁଅ ।
ଗଞ୍ଜାମର ଗୋପୀନାଥକୃଷ୍ଣ ଲୀଳା ଲୋକନାଟକର ପ୍ରଚାର ଓ ପ୍ରସାର ପାଇଁ ନିଜ ଜୀବନ ଉତ୍ସର୍ଗ କରିଛନ୍ତି । ଗାଁ ଗାଁରେ ସେ ଅଖାଡା ନିର୍ମାଣ କରି ସେ ଶହ ଶହ କଳାକାରଙ୍କୁ ଏହି ଲୋକକଳାର ପ୍ରଶିକ୍ଷଣ ଦେଇଛନ୍ତି ।
ବିଶିଷ୍ଟ ଓଡ଼ିଆଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ। ବାବା ବଳିଆ, ଶାସ୍ତ୍ରୀୟ ସଂଗୀତ ଗାୟିକା ଶ୍ୟାମାମଣି ଦେବୀ, ସାହିତ୍ୟିକ ନରସିଂହ ପ୍ରସାଦ ଗୁରୁଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।
ଶତାୟୁ ଚାଟଶାଳୀ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି କରୋନାରେ ଆକ୍ରାନ୍ତ। ସେ ଏବେ ଯାଜପୁର କଳିଙ୍ଗନଗର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି।
ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ନନ୍ଦ ସାରଙ୍କୁ କଲେ ସମ୍ମାନିତ, ଗାଁକୁ ଫେରୁଛନ୍ତି ନନ୍ଦ ସାର୍
ପାକିସ୍ତାନର ପୂର୍ବତନ ସେନାଧିକାରୀ କାଜି ସାଜଦଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ଭାରତ ସରକାର..
ଉଚ୍ଚତା କି ଶରୀର ନୁହେଁ ବରଂ କର୍ମ ସ୍ଥିର କରେ ପରିଚୟ: କମ୍ ଉଚ୍ଚର ମଣିଷ ହୋଇ ବି ସଫଳତାର ଶିଖର ଛୁଇଁଲେ ପାରା ଆଥଲେଟ୍ କେ.ଓ୍ୱାଇ. ଭେଙ୍କଟେଶ୍। ପଦ୍ମଶ୍ରୀ ପୁରସ୍କାର ପ୍ରଦାନବେଳେ ତଳକୁ ଓହ୍ଲାଇ ମହାନତା ଦେଖାଇଲେ ଖୋଦ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଦିଲ୍ଲୀ /ଭୁବନେଶ୍ୱର : ଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆଜି ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଓଡ଼ିଶାରୁ ୩ଜଣ ବ୍ୟକ୍ତି(ଶିଶିର ପୁରୁଷୋତ୍ତମ ମିଶ୍ର, ଭବାନୀ ଚରଣ ପଟ୍ଟନାୟକ, ଚନ୍ଦ୍ରଶେଖର ରଥ) ଆଜି ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଚଳତି ବର୍ଷରେ ଆଜି ୨ୟ ପର୍ଯ୍ୟାୟରେ ଏହି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଆଜି ୪୩ଜଣଙ୍କୁ ଏହି ପୁରସ୍କାର ଦିଆଯାଇଛି। ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗତ ଚନ୍ଦ୍ରଶେଖର ରଥଙ୍କ ପାଇଁ ତାଙ୍କ […]