• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cuttack Viral Video

Cuttack Viral Video
ଲାଇକ୍‌, ଶେୟାର୍‌ ପାଇଁ ‘ଅମାନିଆ ବାଘ’ ଓ ‘ପବ୍ଲିକ୍‌ ଷଣ୍ଢ’ ମଧ୍ୟରେ ୱାର୍‌

ଆଜିକାଲି ସୋସିଆଲ୍‌ ମିଡିଆରେ ଲାଇକ୍‌, ଶେୟାର୍‌ ସହ ଲୋକପ୍ରିୟତା ହାସଲ କରିବା ପାଇ କିଛି ଯୁବକଯୁବତୀ ଏଭଳି କାର୍ଯ୍ୟ କରୁଛନ୍ତି, ଯାହା ସେମାନଙ୍କ ପାଇଁ ପରେ ମହଙ୍ଗା ସାବ୍ୟସ୍ତ ହେଉଛି। ସୋସିଆଲ୍ ମିଡିଆରେ ମାରଣାସ୍ତ୍ର ଧରି ଭିଡିଓ ପୋଷ୍ଟିଂ କରି ଫସିଛନ୍ତି କଟକର କିଛି ଯୁବକ ଯୁବତୀ।

cuttack viral video girl
‘ଅମାନିଆ ବାଘ’- ‘ପବ୍ଲିକ୍ ଷଣ୍ଢ’ ଝଗଡ଼ା… ନାଟ ଲଗେଇଦେଲା ‘ଅମାନିଆ ବାଘ’…

ସୋସିଆଲ୍ ମିଡିଆରେ ମାରଣାସ୍ତ୍ର ଧରି ଭିଡିଓ ପୋଷ୍ଟିଂ କରି ଫସିଛନ୍ତି କଟକର କିଛି ଯୁବକ ଯୁବତୀ। ଭିଡିଓ ପୋଷ୍ଟ କରିଥିବା ଜଣେ ଝିଅ ଯାହା କହିଛନ୍ତି ତାହା ଆପଣଙ୍କୁ ଆଶ୍ଚର୍ଯ୍ଯ କରିଦେବ। ସୋସିଆଲ୍ ମିଡିଆରେ ଅଶ୍ଳୀଳ ଭାଷାରେ ଭିଡିଓ କରିବା ପଛରେ ଅଛି ଗ୍ରୁପ।

cuttack viral video
ମା ମୁଁ ଷ୍ଟ୍ରଙ୍ଗ ଅଛି , ସବୁ ସମ୍ଭାଳି ଦେବି

ମୁଁ ଷ୍ଟ୍ରଙ୍ଗ ମୁଁ ସବୁ ସମ୍ଭାଳି ପାରିବି, ମା ତୁ ଏଠୁ ଯା । ମୁଁ କଣ ଖରାପ କାମ କରିଛି ଯେ ମୁଁ ଏମାନଙ୍କୁ ଡରିବି । ତୁ ଯା ମୁଁ ସବୁ ସମ୍ଭାଳି ନେବି । ଏମିତି ପ୍ରତିକ୍ରିୟା ଦେଇଛନ୍ତି କଟକରେ ମାରଣାସ୍ତ୍ର ସହ ଭିଡିଓ ଭାଇରାଲ ହୋଇଥିବା ଯୁବତୀ ଜଣକ ।