ଲକ୍ଷ୍ୟ ଥିଲା କୋରାପୁଟ ଜିଲ୍ଲାର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା । ଏଥିପାଇଁ ପ୍ରତିଷ୍ଠା ମଧ୍ୟ ହୋଇଥିଲା କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଏବଂ ହସ୍ପିଟାଲ। ହେଲେ ମେଡିକାଲର ଦୁରାବସ୍ଥା ଦେଖି ଲୋକଙ୍କ ଆସ୍ଥା ହରାଇବାକୁ ବସିଛି। କୋରାପୁଟରୁ ଦେଖନ୍ତୁ ଏ ରିପୋର୍ଟ। ...
ଶିକ୍ଷିତ ବେକାରୀ ଯୁବକ ଯୁବତୀଙ୍କ ପାଇଁ ସେଠୀ ସାର ସାହା ଭରସା । ବିନା ଦେୟରେ ସେ ୨୦ ବର୍ଷ ହେଲା ଆଶାୟୀଙ୍କୁ ଦେଇ ଆସୁଛନ୍ତି ଶାରୀରିକ ପ୍ରଶିକ୍ଷଣ । ଏହି ଟ୍ରେନିଂ ଯୋଗୁଁ ପ୍ରାୟ ୫ ହଜାରରୁ ଅଧିକ ଯୁବକ ଓ ଯୁବତୀ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧିନରେ ସୁରକ୍ଷାକର୍ମୀ ଭାବେ ନିଯୁକ୍ତି ପାଇଛନ୍ତି । ଆସନ୍ତୁ ଦେଖିବା ସେଠୀ ସାରଙ୍କ କ'ଣ ରହିଛି ଫିଟନେସ୍ ମନ୍ତ୍ର ।
ଆପଣ ଅନେକ ଅନ୍ତେଷ୍ଟିରେ ସାମିଲ ହୋଇଥିବେ। କ୍ରିୟାକର୍ମ ବି ଦେଖିଥିବେ। ହେଲେ ଏମିତିକା ଶୁଦ୍ଧିକ୍ରିୟା କେବେ ହେଲେ ଦେଖି ନଥିବେ ବି ଶୁଣି ନଥିବେ। ଶବ ନଥାଇ ମଶାଣି ଯାଇଥିଲା କୋକେଇ। ହେଲେ ଏମିତି କାହିଁକି ହେଲା ଜାଣନ୍ତୁ...
ଆପଣ କେବେ ଶୁଣିଛନ୍ତି କି ଦୁନିଆରେ ଏଭଳି କୌଣସି ସ୍ଥାନ ରହିଛି ଯେଉଁ ସ୍ଥାନରେ ମଣିଷଙ୍କ ଠାରୁ ଅଧିକ ବିଲେଇ ରହିଥିବେ । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ବିଲକୁଲ୍ ସତ । ଜାପାନରେ ରହିଛି ଏଭଳି ଏକ ନିଆରା ଆଇଲ୍ୟାଣ୍ଡ । ଯେଉଁଠାରେ ୨୦ ଜଣ ଲୋକ ରୁହନ୍ତି, କିନ୍ତୁ ଏଠାରେ ବିଲେଇଙ୍କ ସଂଖ୍ୟା ୧୨୦ । ଏହି ସ୍ଥାନଟି ହେଉଛି ଜାପାନର ଓଶିମା ଆଇଲ୍ୟାଣ୍ଡ ।
ସମସ୍ୟା ଘେରରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ । ବେଡ୍ ଅଭାବରୁ ଚଟାଣରେ ଚାଲିଛି ରୋଗୀଙ୍କ ଚିକିତ୍ସା
ଘର ନିକଟରେ ଭୂସ୍ଖଳନ ହେଉଛି । ଶାନ୍ତିରେ ଶୋଇପାରୁ ନାହାନ୍ତି ଲୋକେ । କାଳେ ମାଡ଼ି ଆସିବ କାଳନ୍ଦୀ . .
ଶୌଚାଳୟ ଅଛି, ହେଲେ କାମରେ ଲାଗୁନି । କେଉଁଠି ପାଣିର ବ୍ୟବସ୍ଥା ନାହିଁ, ଆଉ କେଉଁଠି ତାଲା ପଡିଛି ।
ବିନା ସ୍ୱାର୍ଥ, ବିନା ପାରିଶ୍ରମିକରେ ସେଠୀ ସାର୍ ଫିଜିକାଲ ଟ୍ରେନିଂ ଦେଉଛନ୍ତି । ତାଙ୍କ ଠାରୁ ଟ୍ରେନିଂ ପାଇ ଓଡ଼ିଶା ପୋଲିସରେ ନିଯୁକ୍ତି ପାଇଲେଣି ୫ ହଜାରରୁ ଅଧିକ ।
ପିଲାଙ୍କୁ ଷୁଷ୍ଟିକର ଖାଦ୍ୟ ବଦଳରେ ମିଳିଲା ପୋକ ସାଲୁବାଲୁ ଅଣ୍ଡା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ମନୋହର ପୁର ଗାଁରେ ଏଭଳି ଘଟଣା ଘଟିଛି ।
ଆପଣ ଅନେକ ଅନ୍ତେଷ୍ଟିରେ ସାମିଲ ହୋଇଥିବେ। କ୍ରିୟାକର୍ମ ବି ଦେଖିଥିବେ। ହେଲେ ଏମିତିକା ଶୁଦ୍ଧିକ୍ରିୟା କେବେ ହେଲେ ଦେଖି ନଥିବେ ବି ଶୁଣି ନଥିବେ। ଶବ ନଥାଇ ମଶାଣି ଯାଇଥିଲା କୋକେଇ। ହେଲେ ଏମିତି କାହିଁକି ହେଲା ଜାଣନ୍ତୁ
କେଉଁ ମହିଳା ବା ନ ଚାହେଁ ତା’ର ଲମ୍ବା, କଳା ଓ ଘଞ୍ଚ କେଶ ନ ହେଉ। କିନ୍ତୁ ପାରିପାର୍ଶିକ ପରିବେଶ, ଖାଦ୍ୟ ଓ ଜୀବନଶୈଳୀ କେଶ ସମସ୍ୟାର କାରଣ ହେଉଛି। କାହାର ଚୁଟି ଝଡି ପତଳା ହୋଇଯାଉଛି ତ କିଏ ପୁଣି ଚନ୍ଦା। ଅନେକ ମହିଳାଙ୍କ ଚୁଟି ବଢୁ ନ ଥିବା ମଧ୍ୟ ଦେଖାଯାଏ। କିନ୍ତୁ ଦୁନିଆରେ ଏମିତି ଏକ ଗାଁ ଅଛି ଯେଉଁଠି ପ୍ରତ୍ୟେକ ମହିଳାଙ୍କ କେଶର ଲମ୍ବ ୫ ରୁ ୬ ଫୁଟ। ଆସନ୍ତୁ ଜାଣିବା କେଉଁଠି ଅଛି ଏହି ଗାଁ…
ଦେଶରେ କୃଷିକୁ ନେଇ ସଂକଟ ଦେଖାଦେଇଥିଲେ ବି ଏମିତି ଗାଁ ଅଛି ଯେଉଁଠି ଚାଷୀ ହେଉଛି ଧନୀ। ଗାଁର ପ୍ରତ୍ୟେକ୍ ଲୋକ ଚାଷ ଉପରେ ନିର୍ଭରଶୀଳ। ଏଠି ପନିପରିବା ଠାରୁ ଆରମ୍ଭ କରି ହୁଏ ମାଛ, ବତକ ଓ ଅନ୍ୟାନ୍ୟ ପଶୁପକ୍ଷୀ ଚାଷ। ଗାଁ ବର୍ଷସାରା ସବୁଜୀମାରେ ଭରପୂର। ଏହା ସମ୍ଭବ କେବଳ ଜଳ ସଂରକ୍ଷଣ ଯୋଗୁଁ।
ଗୁଣ୍ଡା, ଅସାମାଜିକ ବ୍ୟକ୍ତି ଏବଂ ସଂଗଠିତ ଅପରାଧୀଙ୍କ ବିରୋଧରେ ଏହି ବିଲ୍ ଆସିବ । ସେମାନଙ୍କୁ ଆଇନ ଜାଲରେ ଛନ୍ଦି ଦଣ୍ଡିତ କରିବାକୁ ଏଥିରେ ବ୍ୟବସ୍ଥା ରହିଛି ।
ପେଟର ଭୋକକୁ ମାରି, ସ୍ୱପ୍ନ ପୂରା କରିବାର ଭୋକକୁ ମେଣ୍ଟାଇବା ଅନେକଙ୍କ ପାଇଁ ସହଜ ହୋଇନଥାଏ । ଆଉ ଏହାକୁ ଯେଉଁମାନେ ସମ୍ଭବ କରି ଦେଖାନ୍ତି, ସେମାନଙ୍କୁ ମେଧାବୀ, ପ୍ରତିଭାବାନ ଅବା ଯୋଦ୍ଧା କୁହାଯାଏ । ସେଭଳି କିଛି ଦୃଶ୍ୟ ଓଡିଶାର ସମ୍ବଲପୁର ଓ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି । ନିଟ୍ କୃତକାର୍ଯ୍ୟ ହୋଇ ଡାକ୍ତର ହେବାକୁ ଯାଉଥିବା ସମ୍ବଲପୁର ଓ ଭଦ୍ରକର ସେହିଭଳି ଦୁଇ ଗରିବ ଯୁବ ପ୍ରତିଭା
ଅଭାବ ଅନଟନ ଆଗରେ ଇଚ୍ଛାଶକ୍ତିର ଜିତ୍ I ଡାକ୍ତର ହେବାକୁ ଯାଉଛନ୍ତି ରିକ୍ସା ଚାଳକ ଓ ବିଡ଼ି ଶ୍ରମିକଙ୍କ ପୁଅ I ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍ରେ ପାଇଛନ୍ତି ସଫଳତା I ଗରିବ ପରିବାରରେ ଆଶାର କିରଣକୁ ନେଇ ଚର୍ଚ୍ଚା I ସମ୍ବଲପୁର ଓ ଭଦ୍ରକରୁ ଆସିଛି ସତ ସଂଘର୍ଷର ସଫଳ କାହାଣୀ
ତୈଳ ଦରରୁ ସାମାନ୍ୟ ଆଶ୍ୱସ୍ତି ସତ୍ତ୍ୱେ ମୁଣ୍ଡ ଘୂରାଉଛି ମହଙ୍ଗା ଏଲପିଜି I ବର୍ଷକ ଭିତରେ ୩ଶହ ଟଙ୍କା ବଢ଼ି ସାରିଲାଣି ରନ୍ଧନ ଗ୍ୟାସ୍ I ଗୃହିଣୀ କହିଲେ ସାଂଘାତିକ ବିଗୁଡୁଛି ଆମ ହାଣ୍ଡିଶାଳ ବଜେଟ୍ I
ତେଲ ଦରହ୍ରାସ ସାମନ୍ୟ ଆଶ୍ୱସ୍ତି ଦେଇଥିବା ବେଳେ ଚିନ୍ତା ବଢ଼ାଇଛି ମହଙ୍ଗା ଏଲ୍ପିଜି ଦର । ବର୍ଷକ ଭିତରେ ୩ଶହ ଟଙ୍କା ବଢ଼ିଗଲାଣି ରନ୍ଧନ ଗ୍ୟାସ୍ ଦର । ଏହାକୁ ନେଇ ଚିନ୍ତାରେ ରହିଛନ୍ତି ଗୃହିଣୀ ।
ପୁଣି ଏକ ଓଡ଼ିଆ ପରିବାରକୁ ବିଦେଶରୁ ଉଦ୍ଧାର ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବଜୟନ୍ତ ପଣ୍ଡାଙ୍କ ଉଦ୍ୟମ । ସିଙ୍ଗାପୁରକୁ ଚିଠି ଲେଖିଲେ ଶ୍ରୀ ପଣ୍ଡା ।
ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଦୀପାବଳି ଉପହାର । ଏହି ମାସରୁ ଲାଗୁ ହେବ ବର୍ଦ୍ଧିତ ଦରମା ।
ଏ ଦୁନିଆରେ ବିଭିନ୍ନ ଲୋକଙ୍କର ବିଭିନ୍ନ ପ୍ରକାର ରୁଚି ରହିଛି। କିଏ ଟଙ୍କା ରୋଜଗାର କରିବାକୁ ଭଲ ପାଏ ତ କିଏ ନାମ କମେଇବାକୁ ପସନ୍ଦ କରେ। ସେହିଭଳି କିଏ ବୁଲିବାକୁ ପସନ୍ଦ କରେ ତ ପୁଣି କିଏ ଖାଇବାକୁ। ଅନେକ ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଡ୍ରେସ୍ ପିନ୍ଧିବାରେ ରୁଚି ରଖନ୍ତି। ଆପଣ ଆଜି ଏଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ ଜାଣିବେ ଯାହାଙ୍କର ଅଜବ ପ୍ରକାରର ରୁଚି ଥିଲା
ତିନି ତିନି ଥର ପ୍ରୟାସ କରି ବିଫଳ ହେଲା ପରେ ଚତୁର୍ଥ ପ୍ରୟାସରେ ସଫଳ ହେଲେ। ବାପା, ଭାଇ ରିକ୍ସା ଟାଣି ମୁର୍ଶିଦଙ୍କୁ ପାଠ ପଢ଼ାଇଲେ। ଆଉ ଆଜି ପୁଅ ସର୍ବଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିଛନ୍ତି।
ହୃଦୟ ବିଦାରକ ଦୃଶ୍ୟ। ଆତ୍ମହତ୍ୟା କରିଥିବା ମାଆର ହାତ ପଛରେ ଲୁଚିଛି କୁନିପୁଅ। ପୋଲିସ୍ ଓ ଗାଁ ଲୋକ ମହିଳାଙ୍କ ଭଡ଼ାଘରେ ପହଞ୍ଚିଲା ବେଳକୁ ଏମିତି ଦୃଶ୍ୟ ଦେଖି ହତବାକ ହୋଇପଡ଼ିଥିଲେ। ଈଶ୍ୱର କୌଣସି କୁନିଛୁଆକୁ ଏମିତି ଦଣ୍ଡ ନଦିଅନ୍ତୁ।
କମିଲା ବସ୍ ଭଡ଼ା । ତେଲ ଦର କମିବାରୁ କମିଲା ବସ୍ ଭଡ଼ା । ଅର୍ଡିନାରୀ ବସ୍ରେ କିଲୋମିଟର ପିଛା ୯୨ ପଇସାରୁ ହ୍ରାସ ପାଇ ୮୭ ପଇସା ହେଲା । ସେହିଭଳି ଏକ୍ସପ୍ରେସ ୯୬ ପଇସାରୁ ହ୍ରାସ ପାଇ ୯୧ ପଇସା, ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୧.୩୫ ପଏଇସାରୁ ହ୍ରାସ ପାଇ ୧.୨୫ ପଇସା ହେଲା । ଅନ୍ୟପଟେ ଏସି ଡିଲକ୍ସ ୧.୬୩ ପଇସାରୁ ହ୍ରାସ ପାଇ ୧.୫୩ ପାଇସାରେ ପହଞ୍ଚିଛି ଓ ସୁପର ପ୍ରିମିୟମ ୨.୫୩ ପିସାରୁ ହ୍ରାସ ପାଇ ୨.୩୮ରେ ପହଞ୍ଚିଛି ।
ସାଧାରଣ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି । ତେଲ ଦର କମିବା ପରେ କମିଲା ବସ୍ ଭଡ଼ା ।
ମାୟା ନଗରୀ ମୁମ୍ୱାଇରେ ରହିଛି ଅନେକ ଫ୍ଲାଟ। ମହାରାଷ୍ଟ୍ରରେ ରହିଛି ଜମି। ଘର ଭଡ଼ା ବି ଲାଗିଛି। ଏମିତି ଏନେକ ସଂପତ୍ତିର ମାଲିକ ହେଉଛନ୍ତି ଏନସିବି ଜୋନାଲ ଡାଇରେକ୍ଟର ସମୀର ୱାନଖେଡେ। କେଉଁଠୁ ଆସିଲା ଏତେ ସଂପତ୍ତି ଜାଣନ୍ତୁ ଏବେ..