• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Niti Aayog Report
ଦାରିଦ୍ର୍ୟ ତାଲିକାର ୯ମ ସ୍ଥାନରେ ଓଡ଼ିଶା, ୩ ଜିଲ୍ଲାରେ ସ୍ଥିତି ଅତି ଦୟନୀୟ !

ବାସ୍ତବ କ୍ଷେତ୍ରରେ ରାଜ୍ୟରୁ ଦାରିଦ୍ର୍ୟ କେତେ ହଟିଛି, ନୀତି ଆୟୋଗ ରିପୋର୍ଟରୁ ତାହା ଜଳ ଜଳ ଦେଖାଯାଉଛି। ନୀତି ଆୟୋଗର ବହୁମୁଖୀ ଦାରିଦ୍ର୍ୟ ରିପୋର୍ଟକୁ ନେଇ ଆରମ୍ଭ ହୋଇଛି ରାଜ୍ୟ ରାଜନୀତି। ରାଜ୍ୟର ଏ ଦୁଃସ୍ଥିତି ପାଇଁ ଶାସକ ବିଜେଡିକୁ ଟାର୍ଗେଟ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ।

Niti Ayog Report
ସାଢେ ୪ କୋଟି ଲୋକରୁ ପାଖାପାଖି ୩୦ ପ୍ରତିଶତ ଲୋକ ଗରିବ

ସାଢେ ୪ କୋଟି ଲୋକରୁ ପାଖାପାଖି ୩୦ ପ୍ରତିଶତ ଲୋକ ଗରିବ । ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟର ସ୍ଥିତି ସଙ୍ଗୀନ ।

Vegetable price Hike
ସୁନା ନୁହେଁ ବରଂ ବିଲାତିକୁ ଲୋଭ କରୁଛନ୍ତି ଲୋକେ

କାର୍ତ୍ତିକ ପରେ ବି ଖସୁନି ଟମାଟୋ ଦର : ସୁନା ନୁହେଁ ବରଂ ବିଲାତିକୁ ଲୋଭ କରୁଛନ୍ତି ଲୋକେ ।

ED grills pradeep Panigrahi's daughter
ଇଡିର ପଚରାଉଚରା ପରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେନି ପ୍ରଦୀପଙ୍କ ଝିଅ

ହୋଟେଲ ଥିବା ସମୟରେ ଲକ୍ଷାଧିକ ଟଙ୍କାର ଯେଉଁ କାରବାର ହୋଇଥିଲା, ଶ୍ରୁତିଙ୍କ ଭୂମିକା କଣ ରହିଛି, ତାହା ଜାଣିବାକୁ ଚାହିଁଛି ଇଡି।

Groom came with Helicopter to take bride
ହେଲିକପ୍ଟରରୁ ଫୁଲ ବର୍ଷା କରି ଆସିଲା ବର

ସୁରଟରେ ଦେଖିବାକୁ ମିଳିଛି ଏକ ନିଆରା ବିବାହ। ବର ହେଲିକପ୍ଟର ଚଢି ଆସିଛି କନ୍ୟାକୁ ନେବାକୁ। ଏହାକୁ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

man reaches in hospital with severe palm injury
ଛିଣ୍ଡା ପାପୁଲିକୁ ପଲିଥିନରେ ଧରି ହସ୍ପିଟାଲ୍‌ରେ ପହଞ୍ଚିଲେ, ତା’ପରେ...

ଖଣ୍ଡା ଚୋଟରେ ଦୁଇ ଖଣ୍ଡ ହୋଇଯାଇଥିଲା ହାତ ପାପୁଲି। ଆଉ ଛିଣ୍ଡା ପାପୁଲିକୁ ପଲିଥିନରେ ଧରି ମେଡିକାଲରେ ପହଞ୍ଚିଲେ ଆହତ।

vigilance raid
କୁବେର ଇଞ୍ଜିନିୟରଙ୍କ କାରନାମା, ଘରୁ ମିଳିଲା ନଗଦ ୪୧ ଲକ୍ଷ ଟଙ୍କା

ଭିଜିଲାନ୍ସ ଇତିହାସରେ ମୟୂରଭଞ୍ଜ ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ କର୍ତ୍ତୃପକ୍ଷର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସ ନୂଆ ରେକର୍ଡ କରିଛନ୍ତି। ତାହା ପୁଣି ଭଲରେ ନୁହେଁ ମନ୍ଦରେ । ଭିଜିଲାନ୍ସ ରେଡ୍‌ ସମୟରେ ଘରୁ ନଗଦ ଟଙ୍କା ମିଳିବାରେ ସନ୍ତୋଷ OPHWCର ପ୍ରତାପ ସାମଲଙ୍କୁ ଟପି ଯାଇଛନ୍ତି।

4 Drown While Bathing In Mahanadi
ସ୍କୁଲ୍‌ରୁ ଡାକି ନେଇଥିଲା ଯମ, ମିଳିଲା ୪ ଛାତ୍ରଙ୍କ ମୃତଦେହ

କାଳ ହେଲା ମହାନଦୀରେ ଗାଧୋଇବା। ଘରୁ ସାଇକେଲ୍‌ରେ ସ୍କୁଲ୍‌ ବାହାରି ଯାଇଥିଲେ ୪ ଛାତ୍ର। ହେଲେ ଆଉ ଘରକୁ ଫେରିନଥିଲେ। ଶେଷରେ ମହାନଦୀରୁ ମିଳିଲା ମୃତଦେହ।

EPIC ROAD TRIPS IN INDIA
ନୂଆବର୍ଷରେ ଭ୍ରମଣ କରିବାର ଯୋଜନା କରିଛନ୍ତି କି ? ରୋଡଟ୍ରିପର ମଜା ନେଇପାରିବେ . . . .

ନୂଆବର୍ଷ ଅବସରରେ ରୋଡଟ୍ରିପର ମଜା ଖୁବ୍ ନିଆରା । ପ୍ରକୃତି କୋଳରେ ହଜିଯିବାକୁ କିଛି ସମୟ ବାହାର କରନ୍ତୁ ଓ ବୁଲିବାକୁ ଯାଆନ୍ତୁ ।

Story Of Odisha Man Debendra
ପିଲାଙ୍କୁ ପାଠ ପଢାଉଛନ୍ତି ଅବକାରୀ ବିଭାଗର କନେଷ୍ଟବଳ

ନିଶା ତାଙ୍କର ପାଠ ପଢେଇବା ପେଶାରେ ସେ ଅବକାରୀ ବିଭାଗର କନେଷ୍ଟବଳ । ପିଲାଙ୍କୁ ପାଠ ପଢାଉଛନ୍ତି ଅବକାରୀ ବିଭାଗର କନେଷ୍ଟବଳ । ନବରଙ୍ଗପୁର କଞ୍ଚାମାଳ ଗାଁର ଦେବେନ୍ଦ୍ର ସମରଥଙ୍କ ମହାନତା । ମାଗଣାରେ ଗରିବ ପିଲାଙ୍କୁ ପଢାଉଛନ୍ତି ପାଠ

helpless sebani
ଅସହାୟ ସେବନୀ : ସ୍ୱାମୀ ଚାଲିଗଲା ପରେ ମୁଣ୍ଡ ଉପରେ ତିନି କୁନି ପିଲାଙ୍କ ବୋଝ

ଅସହାୟ ସେବନୀ ଶବରଙ୍କ ଦୁଃଖ କହିଲେ ନସରେ । ପିଲାଙ୍କୁ ଧରି ଅତି ଦୁଃଖରେ ଦିନ କାଟୁଛନ୍ତି । ଏଯାଏଁ ଘର ଖଣ୍ଡେ ମଧ୍ୟ ମିଳିନାହଁ। ସେବନି ପର ଘରେ ମଜୁରୀ କଲେ ଖାଇବାକୁ ମିଳେ, ନହେଲେ ଭୋକରେ ରହିବାକୁ ପଡ଼େ ।

Chakada Pest
ଧାନ ଅମଳ ସମୟରେ ଚକଡ଼ା ପୋକ ଚଡ଼କ, ଚିନ୍ତାରେ ଭାତହାଣ୍ଡିର ଚାଷୀ 

ଏକର ଏକର ଫସଲରେ ଚକଡା ପୋକ ଲାଗି ନଷ୍ଟ ହେଉଛି ଧାନ ଫସଲ । ଦିନେ ଦୁଇଦିନ ମଧ୍ୟରେ ଏହି ପୋକ ସଂପୂର୍ଣ୍ଣ କିଆରିକୁ ଗ୍ରା ନଷ୍ଟ କରୁଛି।

students drown in mahanadi
ମହାନଦୀରୁ ଉଦ୍ଧାର ହୋଇଥିବା ଛାତ୍ରର ମୃତ୍ୟୁ, ମିଳୁନି ୩ ଛାତ୍ରଙ୍କ ପତ୍ତା

ମହାନଦୀରୁ ଗତକାଲି ଉଦ୍ଧାର ହୋଇଥିବା ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେବି ୩ ଜଣ ଛାତ୍ର ନିଖୋଜ ଅଛନ୍ତି। ଗତକାଲି ୪ ଛାତ୍ର ସାଇକେଲ୍‌ରେ ସ୍କୁଲ୍ ଯାଇଥିଲେ। ହେଲେ ଘରକୁ ଆଉ ଫେରି ନଥିଲେ। 

 Morning in Benares
ବନାରସରେ ସକାଳ ସବୁ କିଛି ଭୁଲାଇଦିଏ, ନିଜକୁ ଚିହ୍ନାଇଦିଏ

ଆଲୋକର ଏକ ହାଲକା କିରଣ ଥଳ ଥଳ ଜଳରାଶିରେ ବିଞ୍ଚି ହବା ଆରମ୍ଭ କରେ , ଯାହାର ଶୀତଳ ତେଜ ସମୀରରେ ମିଶି ମନରେ ଏକ ଉର୍ଜା ଜାଗ୍ରତ କରେ । ପଶ୍ଚିମାକାଶରେ ବୁଡି ବୁଡି ଯାଉଥିବା ଜହ୍ନ ଓ ମିଞ୍ଜି ମିଞ୍ଜି ତାରାଙ୍କ ପ୍ରତିବିମ୍ୱ, ଗଙ୍ଗାର ଜଳ ରାଶିରେ ଝୁଲି ଝୁଲି କୁହନ୍ତି ହେ ମାଆ , ବିଦାୟ ଦିଅ ଆଜି ପାଇଁ । କାରଣ ଯାହାର ଅପେକ୍ଷା ଥିଲା ସିଏ ଏବେ ଆଗମନ ହେଲା ...ଆଉ ପାହାନ୍ତି ପବନ ଯାଇ ଥିରକିନା ନିଦୁଆ କାନରେ କହି ଦେଇ ଆସିଲା ...ଉଠରେ ଥକାମନ ସକାଳ ହେଲା । ଇଏ ହେଉଛି ବନାରସର ସକାଳ ।

ବାପା ଓ ମାଙ୍କ ଗହଣରେ ସାଂସଦ ଅନୁଭବ ମହାନ୍ତି
ସାଂସଦ ଅନୁଭବଙ୍କ ବାପାଙ୍କ ବାତିଲ ହେଲା ପଦୋନ୍ନତି

ଅଭୟ ମହାନ୍ତିଙ୍କ କଟକ ସ୍ଥିତ ଘରକୁ ଚିଠି ପଠାଯାଇଥିବା ବେଳେ କନ୍ଦରପୁର କଲେଜର ଅଧ୍ୟକ୍ଷଙ୍କୁ ବି ଆବଶ୍ୟକ ପଦକ୍ଷେପ ନେବାକୁ ବି ବିଭାଗୀୟ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଛନ୍ତି।   

Ganja Farming
ଗଂଜେଇ ଚାଷ ଛାଡ଼ିବାକୁ ନାରାଜ ଆଦିବାସୀ

ମାଓବାଦୀଙ୍କ ନାଲି ଆଖି ହେଉ କି ଅଧିକ ଆୟର ଲୋଭ, ଗଂଜେଇ ଚାଷ ସମ୍ପୂର୍ଣ୍ଣ ବେଆଇନ୍ ଜାଣିବା ସତ୍ତ୍ୱେ ୟା ସପକ୍ଷରେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି।

Ganja Farming
ସ୍ୱାଭିମାନ ଅଞ୍ଚଳରେ ଗଂଜେଇ ଚାଷ ନିଷେଧକୁ ଆଦିବାସୀଙ୍କ ବିରୋଧ

ସ୍ୱାଭିମାନ ଅଞ୍ଚଳରେ ଗଂଜେଇ ଚାଷ ନିଷେଧକୁ ଆଦିବାସୀଙ୍କ ବିରୋଧ । ରାଲେଗଡ଼ାରେ ଶତାଧିକ ଆଦିବାସୀଙ୍କ ପ୍ରଜାମେଳି ।

Ganja Farming
'ଓ ମାଉସୀ... କ'ଣ ମ ବୋହୂକୁ ବାହାରେ ବସାଇଛ ? ବ୍ରାହ୍ମଣ ଘରେ ଏସବୁ ଚଳେନି...

'ଓ ମାଉସୀ... କ'ଣ ମ ବୋହୂକୁ ବାହାରେ ବସାଇଛ ? ବ୍ରାହ୍ମଣ ଘରେ ଏସବୁ ଚଳେନି... । ତୁରନ୍ତ ବୋହୂକୁ ଘରକୁ ନିଅ । ଶୁଣନ୍ତୁ ଶାଶୁଘର ଲୋକଙ୍କୁ କ'ଣ କହୁଛନ୍ତି ସ୍ଥାନୀୟ ଲୋକ ।

Berhampur Marital Discord
ତପସ୍ୱିନୀଙ୍କ ସପକ୍ଷରେ ବାହାରିଲେ ସ୍ଥାନୀୟ ଲୋକ; କହିଲେ- ବୋହୂକୁ ଆପଣେଇ ନିଅ

ଚାରି ଦିନ ହେଲା ଥମୁନି ଚର୍ଚ୍ଚା। ବ୍ରହ୍ମପୁର ବ୍ରହ୍ମାନଗରରେ ଶ୍ୱଶୁର ଘର ଆଗରେ ସେମିତି ଧାରଣାରେ ବସିଛନ୍ତି ତପସ୍ୱିନୀ। ଆଜି ମାର୍ଗଶୀର ମାସ ପ୍ରଥମ ଗୁରୁବାର ଥିବା ବେଳେ ଘର ଆଗରେ ମାଣ ବସାଇ ପୂଜା କରିଛନ୍ତି ତପସ୍ୱିନୀ। ସେପଟେ ଆପୋଷ ବୁଝାମଣା କରି ସ୍ୱାମୀ-ସ୍ତ୍ରୀ ଏକାଠି ରୁହନ୍ତୁ ବୋଲି ସ୍ଥାନୀୟ ବାସିନ୍ଦା ମତ ଦେଇଛନ୍ତି।

NHFS
ଦେଶରେ ପୁରୁଷଙ୍କ ତୁଳନାରେ ବଢ଼ିଲା ମହିଳାଙ୍କ ସଂଖ୍ୟା

ଦେଶରେ ପୁରୁଷଙ୍କ ତୁଳନାରେ ବଢ଼ିଲା ମହିଳାଙ୍କ ସଂଖ୍ୟା । ହଜାରେ ପୁରୁଷରେ ଅଛନ୍ତି ୧୦୨୦ ମହିଳା।ରାଜ୍ୟରେ ହ୍ରାସ ପାଇଛି ଶିଶୁକନ୍ୟା ଜନ୍ମହାର । କମିଛି ମହିଳାଙ୍କ ସନ୍ତାନ ପ୍ରସବ କ୍ଷମତା: NFHS

  • Thursday, 25 November 2021
  • NHFS
Berhampur Bohu
ଶ୍ୱଶୁର ଘର ଆଗରେ ଚତୁର୍ଥ ଦିନରେ ତପସ୍ୱିନୀଙ୍କ ଧାରଣା, ପାଳିଲେ ମାଣବସା ଗୁରୁବାର

ଶ୍ୱଶୁର ଘର ଆଗରେ ଚତୁର୍ଥ ଦିନରେ ତପସ୍ୱିନୀଙ୍କ ଧାରଣା I ଘର ବାହାରେ ମାଣବସା ବ୍ରତ ପାଳିଲେ ତପସ୍ୱିନୀ I ବୁଝାମଣାରେ ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି କରିବାକୁ ବଢିଲା ମତ ।

Odisha Berhampur Gurubar
ଶାଶୂ ଘର ଖୋଲିଲେ ନାହିଁ ଦୁଆର, ପାହାଚ ଉପରେ ବସିଲେ ବୋହୂ 

ଶାଶୂ ଘର ଖୋଲିଲେ ନାହିଁ ଦୁଆର, ପାହାଚ ଉପରେ ବସିଲେ ବୋହୂ । ଲକ୍ଷ୍ମୀ ଠାକୁରାଣୀଙ୍କୁ ପୂଜିଲେ । ଦେଖନ୍ତୁ କେମିତି ଗୁରୁବାର ବ୍ରଦ ପାଳନ କରୁଛନ୍ତି ତପସ୍ୱିନୀ ।

eggs hurled
ଗାଁକୁ ନାହିଁ ରାସ୍ତା : ୩ କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ । ଅଧା ରାସ୍ତାରେ ପଡୁଥିବା ମାଲଡା ନଦୀରେ ନିର୍ମାଣଧୀନ ପୋଲ ଅଧଖଣ୍ଡିଆ ଅବସ୍ଥାରେ ଥିବାରୁ ଆମ୍ବୁଲାନ୍ସ ଗାଁକୁ ଆସିପାରି ନଥିଲା । ଫଳରେ ଗର୍ଭବତୀ ସୀତାଙ୍କୁ ତାଙ୍କ ପରିବାର ଲୋକେ ଷ୍ଟ୍ରେଚରରେ ବୋହି ବୋହି ୩ କିଲୋମୋଟର ଆଣି ମାଲଡା ନଦୀ ପାର କରିଥିଲେ ।

aparajita
ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ସହ କଳା ପତାକା ପ୍ରଦର୍ଶନ

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରାଯାଇଛି । ବେରୋଜଗାର ସହିତ ରନ୍ଧନ ଗ୍ୟାସ ଓ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରାଯାଇଥିଲା।

Woman Observes Manabasa Gurubar Outside In-Laws House
ଶ୍ୱଶୁର ଘର ଆଗରେ ମାଣ ବସାଇଲେ, କହିଲେ- “ମା’ ଲୋ, ଶାଶୂ ଘର ଲୋକଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ”

ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ଗତ ୪ ଦିନ ହେଲା ଥଣ୍ଡା, କାକର ସହି ଧାରଣା ଦେଇଥିବା ଛତ୍ରପୁର ଅଞ୍ଚଳର ତପସ୍ୱିନୀ ଦାସ ଓରଫ ଡିମ୍ପଲ ଆଜି ଶ୍ୱଶୁର ଘର ଆଗରେ ମାଣବସା ଗୁରୁବାର ପାଳିଛନ୍ତି।