• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Students Drown In Mahanadi

Students Drown In Mahanadi
ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି ମହାନଦୀ, ପୁଣି ଗଲା ଆଉ ୨ ଜୀବନ

ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି ମହାନଦୀ। କାଳ ହେଉଛି ମହାନଦୀର ଗଭୀର ପାଣିରେ ଗାଧୋଇବା। ନିକଟରେ ମହାନଦୀରେ ବୁଡ଼ି ୩ ଛାତ୍ରଙ୍କ ଜୀବନ ଚାଲି ଯାଇଥିବାବେଳେ ଏବେ ଆଉ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି।

mahanadi
ମହାନଦୀର ଯୋବ୍ରାରେ ୩ ଜଣ ବୁଡିଯିବା ଘଟଣା : ତୃତୀୟ ମୃତଦେହ ଉଦ୍ଧାର

ମହାନଦୀରୁ ଆଉ ଏକ ମୃତ ଦେହ ଉଦ୍ଧାର କରାଯାଇଛି । ରବିବାର ୩ ସାଙ୍ଗ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ ।

Students Drown In Mahanadi
ମହାନଦୀରୁ ମିଳିଲା ଆଉ ଜଣଙ୍କ ମୃତଦେହ

କଟକ ମହାନଦୀରେ ନିଖୋଜ ୨ ନାବାଳକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଆୟୁର୍ ଖାନ୍‌। ଗତକାଲି ୩ ସାଙ୍ଗ ଯୋବ୍ରା ବ୍ୟାରେଜ ନିକଟରେ ଗାଧୋଉ ଥିବାବେଳେ ମହାନଦୀରେ ବୁଡ଼ି ଯାଇଥିଲେ।

4 Drown While Bathing In Mahanadi
ସ୍କୁଲ୍‌ରୁ ଡାକି ନେଇଥିଲା ଯମ, ମିଳିଲା ୪ ଛାତ୍ରଙ୍କ ମୃତଦେହ

କାଳ ହେଲା ମହାନଦୀରେ ଗାଧୋଇବା। ଘରୁ ସାଇକେଲ୍‌ରେ ସ୍କୁଲ୍‌ ବାହାରି ଯାଇଥିଲେ ୪ ଛାତ୍ର। ହେଲେ ଆଉ ଘରକୁ ଫେରିନଥିଲେ। ଶେଷରେ ମହାନଦୀରୁ ମିଳିଲା ମୃତଦେହ।

students drown in mahanadi
ମହାନଦୀରୁ ଉଦ୍ଧାର ହୋଇଥିବା ଛାତ୍ରର ମୃତ୍ୟୁ, ମିଳୁନି ୩ ଛାତ୍ରଙ୍କ ପତ୍ତା

ମହାନଦୀରୁ ଗତକାଲି ଉଦ୍ଧାର ହୋଇଥିବା ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେବି ୩ ଜଣ ଛାତ୍ର ନିଖୋଜ ଅଛନ୍ତି। ଗତକାଲି ୪ ଛାତ୍ର ସାଇକେଲ୍‌ରେ ସ୍କୁଲ୍ ଯାଇଥିଲେ। ହେଲେ ଘରକୁ ଆଉ ଫେରି ନଥିଲେ।