• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Egg Hurling

aparajita
ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ସହ କଳା ପତାକା ପ୍ରଦର୍ଶନ

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରାଯାଇଛି । ବେରୋଜଗାର ସହିତ ରନ୍ଧନ ଗ୍ୟାସ ଓ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରାଯାଇଥିଲା।

egg hurling
ମନ୍ତ୍ରୀଙ୍କ ଗାଡିକୁ ଗୋଡାଇ ଗୋଡାଇ ଅଣ୍ଡାମାଡ, ବିରୋଧର ନୂଆ ତରିକା

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀମାନଙ୍କୁ ଏବେ ହଟହଟା ହେବାକୁ ପଡୁଛି । ମୁଖ୍ୟମନ୍ତ୍ରୀ ଚୁପ୍ ହୋଇ ବସିଥିବାରୁ ଅଣ୍ଡାମାଡ ଆପଣାଇଛନ୍ତି ବିରୋଧୀ । ମନ୍ତ୍ରୀ ଯୁଆଡେ ଗଲେ ବିରୋଧୀ କରୁଛନ୍ତି ଅଣ୍ଡାମାଡ । ସତେ ଯେମିତି ବିରୋଧୀଙ୍କ ହାତରେ ଅଣ୍ଡା ଏବେ ଅସ୍ତ୍ର ପାଲଟିଯାଇଛି । ଆରମ୍ଭ ହୋଇଛି ଅଣ୍ଡାମାଡର ଫଣ୍ଡା ।