ଯଦି କେହି ସଫଳ ହୋଇଛି ତେବେ ତା ପଛରେ ନିଷ୍ଠା ନିଶ୍ଚିତ ରହିଛି। ସଫଳ ବ୍ୟକ୍ତି ଏପରି କିଛି କାମ କରିଥାଏ, ଯାହା ସାଧାରଣ ଲୋକେ କରିନଥାନ୍ତି। ପଢ଼ନ୍ତୁ ଏହି ୭ଟି ପଏଣ୍ଟ ଯାହା ସଫଳ ବ୍ୟକ୍ତି ନିଶ୍ଚିତ କରିଥାଏ।
ନିଜ ପିଲାଙ୍କ ଆଗରେ ବାପା ମାଆ ଭଲ ବ୍ୟବହାର କରିବା ଉଚିତ। ଯଦି କୌଣସି ସମସ୍ୟା ଅଛି ତେବେ ତାକୁ ଏମିତି ହ୍ୟାଣ୍ଡେଲ କରିବା ଉଚିତ ଯେମିତି ପିଲାଏ ତା ଦ୍ୱାରା ପ୍ରଭାବିତ ନହେବେ। କାରଣ ଏହି ୭ଟି କଥା ପିଲାଏ ଲୁଚି ଲୁଚି ଲକ୍ଷ୍ୟ କରନ୍ତି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଜଣେ ପୁରୁଷ ଏକ ବର୍ଷ ପର୍ଯ୍ୟନ୍ତ ଯୌନ ସମ୍ପର୍କ ରଖିବା ସତ୍ତ୍ୱେ ଜଣେ ମହିଳା ଗର୍ଭଧାରଣ କରିବାରେ ଅସମର୍ଥ ହେଲେ, ସଂପୃକ୍ତ ପୁରୁଷକୁ ଇନଫଟାଇଲ ବୋଲି ଧରାଯାଏ। ଅନ୍ୟପଟେ କେତେକ ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟା ବହୁତ କମ ଥିବା ସହ ଏହାର କ୍ୱାଲିଟି ମଧ୍ୟ ଖରାପ ଥାଏ । ଏହି ସମସ୍ୟାକୁ ଅଲିଗୋସ୍ପର୍ମିଆ କୁହାଯାଏ । ଜଣେ ପୁରୁଷର ପ୍ରତି ମିଲିଲିଟର ସିମେନରେ ଯଦି ୧୫୦ ମିଲିୟନରୁ କମ୍ ଶୁକ୍ରାଣୁ ସଂଖ୍ୟା ଥାଏ, ତେବେ ଏହାକୁ ଶୁକ୍ରାଣୁ ଅଭାବ ବୋଲି ବିବେଚନା କରାଯାଏ ।
ସମସ୍ତେ ଲମ୍ବା ଏବଂ ମୋଟା ଚୁଟି ଚାହାଁନ୍ତି। କିନ୍ତୁ ଖରାପ ଜୀବନଶୈଳୀ ଏବଂ ପ୍ରଦୂଷଣ ଚୁଟି ଉପରେ ନକାରାତ୍ମକ ପ୍ରଭାବ ପକାଏ। ପ୍ରାୟତଃ ଲୋକମାନେ ଚୁଟି ଝଡ଼ିବା, ଚୁଟି ନ ବଢିବା ଏବଂ ଦୁର୍ବଳ ଓ ଶୁଖିଲା ଚୁଟିର ଅଭିଯୋଗ କରନ୍ତି। ଏହି ସମସ୍ୟା ଦୂର କରିବା ପାଇଁ ଆସନ୍ତୁ କିଛି ସହଜ ଉପାୟ ଜାଣିବା।
ଧୀରେ ଖାଇବା ଦ୍ୱାରା ଅନେକ ଲାଭ ହୋଇଥାଏ। ଏହା ଅତ୍ୟଧିକ ଖାଦ୍ୟପେୟକୁ ରୋକିବା, ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା, ଓଜନ ବୃଦ୍ଧିକୁ ରୋକିବା ଏବଂ ପେଟରେ ଥିବା ସମସ୍ୟାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ।
ଘରେ ଆପଣ କଙ୍କଡ଼ାରେ ତିଆରି ବହୁ ରେସିପି ଖାଇଥିବେ । ଆଜି ଆମେ ଆପଣଙ୍କୁ କଙ୍କଡ଼ାର ଦେଶୀ ଶୈଳୀରେ ଏକ ରେପିପି ବିଷୟରେ କହିବୁ । ଏହି ରେସିପି ର ନାଁ ହେଉଛି ‘କଙ୍କଡ଼ା ଗୋଡ଼ ମସଲା’ । ଏହି ରେସିପିଟିକୁ ଆପଣ ଘରେ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଦିନରୁ ଗୋଟିଏ ଦିନ ସେବା ପୂରା ମାଗଣା । ସକାଳୁ ଅଟୋରେ ତେଲ ଲୋଡ୍ କରି ବାହାରିପଡନ୍ତି । ରୋଗୀଙ୍କୁ ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନରୁ ନେଇ କଟକ ବଡ଼ ମେଡିକାଲ୍ ଯାଆନ୍ତି । ପୁଣି ବଡ଼ ମେଡିକାଲରୁ ନେଇ ସେମାନଙ୍କୁ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇ ଦିଅନ୍ତି । ଏଇଥିରେ ସେ ପାଆନ୍ତି ଆନନ୍ଦ ।
ହାଇକୋର୍ଟ ଦେଲେ ବଡ଼ ରାୟ । ବିବାହ ଓ ବିଚ୍ଛେଦକୁ ନେଇ କହିଲେ ଏମିତି । ବର୍ଷକ ଭିତରେ ବିଚ୍ଛେଦକୁ ଦେଲେନି ଅନୁମତି ।
ସାଧାରଣ ବିବାହ ପରି ଓପନ ମ୍ୟାରେଜ ମଧ୍ୟ ସୁସ୍ଥ ହୋଇପାରେ, କିନ୍ତୁ ଏହାର ନିଜର ସୁବିଧା ଏବଂ ଅସୁବିଧା ଅଛି । ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଅଲଗା ଅଟେ । ଏପରି ସମ୍ପର୍କରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେବା ପୂର୍ବରୁ ଓପନ ମ୍ୟାରେଜ ବିଷୟରେ ସବୁକିଛି ଜାଣିବା ଆବଶ୍ୟକ । ଏହାର ସୁବିଧା ଏବଂ ଅସୁବିଧାକୁ ଅତି ନିକଟରୁ ପରଖିବା ଜରୁରୀ , ଯେହେତୁ ଏପରି ବିବାହକୁ ସମାଜର ପାରମ୍ପରିକ ନିୟମ ବିରୋଧୀ ବିବେଚନା କରାଯାଏ ।
ଶରୀରକୁ ଫିଟ୍ ରଖିବା ପାଇଁ ଆପଣ ସକାଳେ ଅତି କମରେ ୫ଟି କାମ କରିପାରିବେ। ଏହା କରିବା ଦ୍ୱାରା, ଆପଣ ନିଜକୁ ବହୁ ପରିମାଣରେ ସୁସ୍ଥ ରଖିପାରିବେ ଏବଂ ଆପଣଙ୍କ ଜୀବନକୁ ଉପଭୋଗ କରିପାରିବେ। ଆସନ୍ତୁ ଜାଣିବା ଏହି ୬ଟି କାମ କ’ଣ…
ଚୁଟିକୁ ମଜବୁତ କରିବା ପାଇଁ ଏକ ଘରୋଇ ଉପଚାର କଥା କହିବା। ଏହାକୁ ଯଦି ସଠିକ୍ ଭାବରେ ବ୍ୟବହୃତ ହୁଏ, ତେବେ ଆପଣଙ୍କ ଚୁଟିର ବୃଦ୍ଧି ବହୁତ ଭଲ ଭାବରେ ହେବ ଏବଂ କିଛି ଦିନ ମଧ୍ୟରେ ଆପଣଙ୍କ ଚୁଟି ଅଣ୍ଟା ପର୍ଯ୍ୟନ୍ତ ପଡିଯିବ। ତେବେ ଆସନ୍ତୁ ଏହି ଟିପ୍ସ କ’ଣ ଜାଣିନେବା।
ନୂଆ ନୂଆ ରୋଷେଇ କରୁଥିବା ଲୋକଙ୍କ ପାଇଁ ଅନେକ ସମୟରେ ରୁଟି କରିବା ଭାରି ପଡିଯାଏ। ରୁଟି ଯଦି ଠିକସେ ନ ଫୁଲେ ଏହା ସ୍ୱାଦିଷ୍ଟ ଲାଗେନି, ଟାଣ ମଧ୍ୟ ହୁଏ। ତେବେ ଆଜି ଜାଣିନିଅନ୍ତୁ ରୁଟି ଫୁଲିବାର ସହଜ ଉପାୟ।
ଯେଉଁଠି ଆପଣଙ୍କର ସାଥୀ ବା ବନ୍ଧୁ ନାହାନ୍ତି, ସେଠାରେ ରହିବା କଥା ନୁହେଁ।
ଅନେକ ପିଲା ସୋସିଆଲ ମିଡିଆ, ବୁଲିବା, ସାଙ୍ଗମାନଙ୍କ ସହିତ ଗପିବା ପାଇଁ ଅଧିକ ସମୟ ଦିଅନ୍ତି। ଯେତେବେଳେ ପରୀକ୍ଷା ସମୟ ପାଖେଇ ଆସେ, ସବୁ ବହି ପଢିବା ଏମାନଙ୍କ ପାଇଁ କାଠିକର ପାଠ ହୋଇଯାଏ। ଏଭଳି କ୍ଷେତ୍ରରେ କିଛି ପିଲା ପାଠପଢା ନାଁ ଶୁଣିଲେ ଛତ୍ରଭଙ୍ଗ ଦିଅନ୍ତି। କ’ଣ କରିବେ ଜାଣନ୍ତୁ….
କୌଟିଲ୍ୟ ନାଁରେ ଜଣାଶୁଣା ହେଉଛନ୍ତି ଚାଣକ୍ୟ। ସେ ହେଉଛନ୍ତି ଜଣେ ମହାନ ରାଜନେତା, ଦାର୍ଶନିକ ଓ ଅର୍ଥନୀତିଜ୍ଞ। ତାଙ୍କ ଦ୍ୱାରା ରଚିତ 'ଚାଣକ୍ୟ ନୀତି' ଏବେ ମଧ୍ୟ ଜୀବନର ବିଭିନ୍ନ ଦିଗ ଉପରେ ମାର୍ଗଦର୍ଶନ କରୁଛି।
ସାପକୁ ବହୁତ ଲୋକ ଡରନ୍ତି ସତ କିନ୍ତୁ, ବହୁତ କମ୍ ଲୋକ ଜାଣନ୍ତି ଯେ ଆମ ରୋଷେଇ ଘରେ ଏପରି ଏକ ଜିନିଷ ଅଛି, ଯାହା ଦୁନିଆର ସବୁଠାରୁ ବିଷାକ୍ତ ସାପ ପାଇଁ ମଧ୍ୟ ବିଷ ହୋଇଥାଏ। ଯଦି ସାପ ଏହି ଜିନିଷ ପିଇଥାଏ, ତେବେ ଏହା ଯନ୍ତ୍ରଣାରେ ଶ୍ୱାସରୁଦ୍ଧ ହୋଇଯାଏ।
ପ୍ରାୟ ସମସ୍ତେ ନିଜ ଘର ବଗିଚାରେ ମନ୍ଦାର ଗଛ ଲଗାଇବାକୁ ପସନ୍ଦ କରନ୍ତି। ମନ୍ଦାର ଫୁଲ ବହୁତ ସୁନ୍ଦର ଲାଗେ। ଏହି ଫୁଲ ଲାଲ, ଗୋଲାପୀ, ହଳଦିଆ ଏବଂ ଧଳା ସହିତ ଅନେକ ରଙ୍ଗରେ ମିଳିଥାଏ। ମନ୍ଦାର ହେଉଛି ଏମିତି ଏକ ଗଛ ଯାହା ଆମକୁ ବର୍ଷସାରା ଫୁଲ ଦେଇଥାଏ, ତେଣୁ ସମସ୍ତେ ଏହି ରଙ୍ଗୀନ ଫୁଲ ଗଛ ଲଗାଇବାକୁ ପସନ୍ଦ କରୁ।
ବହୁ ଲୋକ ଅର୍ଥ ଉପାର୍ଜନ କରନ୍ତି କିନ୍ତୁ ସଞ୍ଚୟ କରି ଜାଣନ୍ତି ନାହିଁ। କାରଣ ଘରେ ଥିବା ନକାରାତ୍ମକ ଶକ୍ତି ଅଶାନ୍ତି ସୃଷ୍ଟି କରିଥାଏ ଏବଂ ଘରେ ଉତ୍ତେଜନା ଦେଖାଦେଇଥାଏ।
ଆପଣ କେବେ ‘ଧନିଆପତ୍ର ଚିକେନ’ ରେସିପି ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଧନିଆପତ୍ର ଚିକେନ’ । ତେବେ ଚାଲନ୍ତୁ ଜାଣିବା ଏହାକୁ ଘରେ କିପରି ସହଜରେ ପ୍ରସ୍ତୁତ କରି ପାରିବେ ।
Parenting Tips: ଜିଦ୍ଦିଆ ପିଲାକୁ ୧୫ ମିନିଟରେ ବୁଝାଇବାକୁ ୬ଟି ଉପାୟ
ମାତ୍ର ୫ଟି ସରଳ ଉପାୟ ଦ୍ୱାରା ସ୍ମୃତି ଶକ୍ତିକୁ ଅତି ସହଜରେ ବୃଦ୍ଧି କରାଯାଇ ପାରିବ ।
ଗୃହରେ ବସବାସ କଲେ କିଏ ନ ଚାହେଁ ଯେ, ପରିବାର ମଧ୍ୟରେ ସମସ୍ତଙ୍କର ବୁଝାମଣା ଠିକ୍ ରହୁ ବୋଲି, କିନ୍ତୁ ବହୁ ସ୍ଥାନରେ ଦେଖା ଯାଉଛି ଯେ, ଗୃହ ମଧ୍ୟରେ ସବୁବେଳେ କଳି ଝଗଡା ଲାଗି ରହୁଛି । ଏହି ପ୍ରକାର ଅସ୍ୱାଭାବିକ କଳି ଝଗଡା ବାସ୍ତଦୋଷ କାରଣରୁ ହୋଇଥାଏ । ଆସନ୍ତୁ ସେହି ବାସ୍ତୁଦୋଷ ବିଷୟରେ ଜାଣିବା-
କାଣି ଆଙ୍ଗୁଠି ଓ ଅନାମିକା ଆଙ୍ଗୁଠି ମଧ୍ୟରେ ଥିବା ରେଖାରୁ କୌଣସି ବ୍ୟକ୍ତି ମାନସିକ ଭାବରେ କିଭଳି ତାହା ଜଣା ପଡିଥାଏ। କାଣି ଆଙ୍ଗୁଠିର ଶୀର୍ଷ ଓ ଅନାମିକା ଆଙ୍ଗୁଠିର ଅନ୍ତିମ ରେଖା ମଧ୍ୟରେ ଥିବା ଦୂରତାରୁ ଏହା ନିର୍ଦ୍ଧାରଣ କରାଯାଏ।
Avoid these 9 habits, Old age can not touch you- ବାର୍ଦ୍ଧକ୍ୟରେ ବି ଝଟକିବ ଯୌବନ, ଛାଡ଼ନ୍ତୁ ଏହି ୯ଟି ଅଭ୍ୟାସ
ମାଇକ୍ରୋୱେଭରେ ଖାଦ୍ୟ ଗରମ କରିବା ଏକ ଅତି ସହଜ ଉପାୟ। କିନ୍ତୁ ମାଇକ୍ରୋୱେଭରେ କିଛି ଖାଦ୍ୟ ପଦାର୍ଥ ଗରମ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ତେବେ ଆସନ୍ତୁ ଏମିତି ୫ଟି ଖାଦ୍ୟ ସାମଗ୍ରୀ ବିଷୟରେ ଜାଣିବା ଯାହା ମାଇକ୍ରୋୱେଭରେ ଭୁଲରେ ବି ଗରମ ହେବା ଉଚିତ ନୁହେଁ।