/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738157421.jpg)
Yoga poses for long and thick hair
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738157421.jpg)
1/5
ଯୋଗ ଅଭ୍ୟାସ: ଅନେକ ଏହି ସମସ୍ୟାରୁ ମୁକ୍ତି ପାଇଁ ଅନେକ ଟଙ୍କା ଖର୍ଚ୍ଚ କରନ୍ତି ସତ କିନ୍ତୁ ଲାଭ ମିଳେନି। ବିନା ଖର୍ଚ୍ଚରେ ଯୋଗ ଅଭ୍ୟାସ କରି ଆପଣ ନିଜ ଚୁଟିର ଯତ୍ନ ନେଇପାରିବେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738157451.jpg)
2/5
ଅଧୋମୁଖ ଶ୍ୱାନାସନ: ଏହି ଆସନା ଅଭ୍ୟାସ କରିବା ପାଇଁ, ହାତ ଏବଂ ଗୋଡର ବଳରେ ଅଣ୍ଟାକୁ ଉପରକୁ ଭାଙ୍ଗି ଶରୀରକୁ ଏକ ଓଲଟା V ପରି କରାଯାଏ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738157485.jpg)
3/5
ଶିର୍ଷାସନ: ଏହି ଆସନ ମୁଣ୍ଡର ବଳରେ କରାଯାଏ। ମୁଣ୍ଡକୁ ତଳେ ରଖି, ଦୁଇ ହାତର ସହଯୋଗରେ ଗୋଡକୁ ଉପରକୁ ଉଠାଯାଏ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738157516.jpg)
4/5
ଉତ୍ତାନାସନ: ସିଧା ଠିଆ ହୋଇ ଅଣ୍ଟାରୁ ଧୀରେ ଧୀରେ ତଳକୁ ନଇଁ ଏହି ଆସନ କରାଯାଏ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738157545.jpg)
5/5
ବାଳାସନ: ବାଳାସନ ଅଭ୍ୟାସ କରିବାକୁ ହେଲେ ଆଣ୍ଠୁ ଉପରେ ବସି ଶରୀରକୁ ଆଗକୁ ଭଙ୍ଗାଯାଏ। କପାଳକୁ ଭୂମି ଆଡକୁ ନିଆଯାଏ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)