ଆଜିକାଲି କିଏ ବା ଫ୍ୟାଶନେବଲ୍ ଦେଖାଯିବାକୁ ପସନ୍ଦ ନ କରେ। ଏଭଳି ବ୍ୟକ୍ତିମାନେ ସବୁବେଳେ ନୂଆ ଫ୍ୟାଶନ ଟ୍ରେଣ୍ଡକୁ ଗ୍ରହଣ କରନ୍ତି। କିନ୍ତୁ ଇତିହାସ ଯେପରି ପୁନରାବୃତ୍ତି କରେ, ଫ୍ୟାଶନ୍ ମଧ୍ୟ ଫେରିଆସେ। ବର୍ତ୍ତମାନ ୨୦୨୫ ମସିହାରେ ୯୦ ଦଶକର ଫ୍ୟାଶନ୍ ଫେରି ଆସିଛି ଏବଂ ଏହା ଯୁବକମାନଙ୍କ ପାଇଁ ଟ୍ରେଣ୍ଡ୍ ହୋଇଯାଇଛି।
କେଶ ଉଭୟ ପୁରୁଷ ଓ ନାରୀଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଇଥାଏ। କିନ୍ତୁ ବଦଳୁଥିବା ଜୀବନଶୈଳୀ ଓ ଖାଦ୍ୟପେୟରେ ଅନିୟମିତତା, ଠିକ୍ ଭାବେ ନିଦ ନ ହେବା ହେତୁ ଯୁବାବସ୍ଥାରେ କେଶ ଝଡ଼ିବା ଏକ ପ୍ରମୁଖ ସମସ୍ୟା ହୋଇଛି। ତେବେ ଏହାର ଭଲ ଘରୋଇ ଉପଚାର ରହିଛି। ଆସନ୍ତୁ ଜାଣିବା ସେ ବିଷୟରେ।
ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଅତି ଶୁଭ ମନେ କରାଯାଏ । ବିଶ୍ବାସ ରହିଛି ଏହି ଗଛକୁ ଘରେ ଲଗାଇଲେ ସୁଖ-ସମୃଦ୍ଧି ବଜାୟ ରହେ । ହେଲେ ବେଳେବେଳେ ଯତ୍ନ ଅଭାବରୁ ତୁଳସୀ ଗଛ ଶୁଖିଯାଇଥାଏ । କିନ୍ତୁ ଚା'ପତି ବ୍ୟବହାର କରି ଆପଣ ପୁଣିଥରେ ଶୁଷ୍କ ଗଛକୁ ବଞ୍ଚାଇପାରିବେ ।
ପୃଥିବୀରେ ଏମିତି ଏକ ଦେଶ ଅଛି ଯେଉଁଠି ୩୦ ବର୍ଷ ପୂର୍ବେ ଏକ ଅଜବ ବ୍ୟବସାୟର ଆରମ୍ଭ ହୋଇଥିଲା । ଏବେ ଏହି ବ୍ୟବସାୟ ଖୁବ ଦ୍ରୁତ ଗତିରେ ଏଠାରେ ବଢିବାରେ ଲାଗିଛି । ଏହି ବ୍ୟବସାୟ ହେଉଛି ‘ଭଡା ପରିବାର’ ବା ‘ରେଣ୍ଟାଲ ଫ୍ୟାମିଲି‘ । ପଇସା ଖର୍ଚ୍ଚ କର, ମା’, ବାପାଙ୍କଠାରୁ ଆରମ୍ଭ କରି ଭାଇ, ଭଉଣୀ, ମାଉସୀ, ମଉସା, ପୁଅ-ଝିଅ ଆଉ ସ୍ୱାମୀ-ସ୍ତ୍ରୀ.ସବୁକିଛି ଭଡାରେ ନେଇଯାଅ । ପରିବାରର ଯେଉଁ ସଦସ୍ୟ ଖୋଜିବ, ଯେତେଦିନ ପାଇଁ ଖୋଜିବ ମିଳି ଯାଇପାରିବ ।
ପ୍ରାୟତଃ ଲୋକମାନେ କଦଳୀ ଖାଇବା ପରେ ଏହାର ଚୋପାକୁ ଡଷ୍ଟବିନ୍ରେ ପକାଇ ଦିଅନ୍ତି। ଏହି ଚୋପା କିନ୍ତୁ ବହୁତ ଉପଯୋଗୀ। ଏହା କେବଳ ଚର୍ମକୁ ଦାଗହୀନ ଏବଂ ଚମକାଏ ନାହିଁ ବରଂ ଅନେକ ଘରୋଇ କାର୍ଯ୍ୟକୁ ମଧ୍ୟ ସହଜ କରିଥାଏ। ଆସନ୍ତୁ ଏହାର ଗୁଣ ଜାଣିବା।
କେଉଁ ତେଲରେ ପିଲାକୁ ମାଲିସ୍ କରିବାକୁ ନେଇ ଅନେକ ଲୋକ ଦ୍ୱନ୍ଦ୍ୱରେ ପଡନ୍ତି। ସୋରିଷ ତେଲ ପିଲା ପାଇଁ ସର୍ବୋତ୍ତମ, କିନ୍ତୁ ଯଦି ଆପଣ ଚାହାଁନ୍ତି, ତେବେ ଆପଣ ଅନ୍ୟ ତେଲରେ ମଧ୍ୟ ପିଲାକୁ ମସାଜ୍ କରିପାରିବେ। ତେବେ ଏହିସବୁ ତେଲ ପାଣିପାଗ ଅନୁଯାୟୀ ବ୍ୟବହାର କଲେ ଏହାର ଲାଭ ମିଳିଥାଏ।
Body Care: ସୁନ୍ଦର ଦିଶିବ ପାଦ, ଆପଣାନ୍ତୁ ଏହି ୫ଟି ଟିପ୍ସ
ଜୈବିକ ସାର ମାଟିର ସ୍ୱାସ୍ଥ୍ୟକୁ ବଜାୟ ରଖିବାରେ ସାହାଯ୍ୟ କରେ। ବିଶେଷଜ୍ଞଙ୍କ ଅନୁଯାୟୀ, ମେଣ୍ଢା ଓ ଛେଳିର ମଳ ସାର ଭାବରେ ମଧ୍ୟ ବ୍ୟବହୃତ ହୁଏ, କାରଣ ଏଥିରେ ଗୋବରରୁ ପ୍ରସ୍ତୁତ ଖତ ଏବଂ କମ୍ପୋଷ୍ଟ ଅପେକ୍ଷା ଅଧିକ ପୋଷକ ତତ୍ତ୍ୱ ରହିଥାଏ।
ବୁଦ୍ଧିମାନ ସ୍ୱାମୀ ନିଜ ସ୍ତ୍ରୀକୁ ଭୁଲରେ ବି ୪ଟି କଥା କହିବା ଅନୁଚିତ୍ । ନହେଲେ ବୈବାହିକ ଜୀବନ ଅଶାନ୍ତି ଓ କଳହରେ କଟିବ।
ପ୍ରତିବର୍ଷ ୧୪ ଫେବ୍ରୁଆରୀରେ ‘ଭାଲେଣ୍ଟାଇନ୍ସ ଡେ’ ପାଳନ କରାଯାଏ। ଏହି ଦିନ ପ୍ରେମୀଯୁଗଳଙ୍କ ପାଇଁ ଏକ ପର୍ବ ପରି ହୋଇଥାଏ। ଯଦି ଆପଣ ନିଜ ଲଭରଙ୍କ ବିଷୟରେ ମଧ୍ୟ ଚିନ୍ତା କରୁଛନ୍ତି, ତେବେ ସେମାନଙ୍କ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବା ଜରୁରୀ। ତେବେ ଉଭୟ ନିଜ ପ୍ରେମକୁ ବଜାୟ ରଖିବା ପାଇଁ ଏକାଠି ଏହିସବୁ ଯୋଗ ଅଭ୍ୟାସ କରିପାରିବେ।
ପିଲା ବଡ ହୋଇଗଲେ ବାପାମାଆମାନଙ୍କ ପାଖରେ ନ ଶୋଇ ଏକାକୀ ଶୋଇବାର ଅଭ୍ୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ ପିଲା ବଡ ହୋଇଗଲାଣି ଏବଂ ସେ ଏକାକୀ ଶୋଇବା ଉଚିତ କିନ୍ତୁ ସେ ପାଖରେ ଶୋଇବାର ଅଭ୍ୟାସ ଛାଡି ପାରୁନି, ତେବେ ଏଠାରେ କିଛି ସହଜ ଏବଂ ପ୍ରଭାବଶାଳୀ ଟିପ୍ସ ଦିଆଗଲା, ଦେଖନ୍ତୁ।
ମଣିଷ ସମାଜରେ କୁକୁର ସବୁଠାରୁ ଅଧିକ ଅନୁଗତ ପ୍ରାଣୀ। କିନ୍ତୁ ଏହା ବାଦ୍ ଏହି ୭ଟି ଗୃହପାଳିତ ପଶୁପକ୍ଷୀ ମଧ୍ୟ ମଣିଷ ସର ମିଶିକରି ରୁହନ୍ତି।
ମନ୍ଦାର ପତ୍ର ପ୍ରାକୃତିକ କଣ୍ଡିସନର୍ ପରି କାମ କରିଥାଏ। ଏଥିପାଇଁ ମେହେନ୍ଦି ଓ ଲେମ୍ବୁ ସହ ମନ୍ଦାର ପତ୍ରକୁ ମିଶାଇ ଲଗାନ୍ତୁ। ଏହା ଦ୍ୱାରା ମୁଣ୍ଡରେ ଆଉ ରୁପି ସମସ୍ୟା ଦେଖାଯିବ ନାହିଁ।
ଗରମ ପାଣିରେ ଗାଧୋଇବାର ଯେତିକି ଫାଇଦା ଅଛି, ସେତିକି ଅସୁବିଧା ମଧ୍ୟ ରହିଛି। ଅତ୍ୟଧିକ ଗରମ ପାଣି ଚର୍ମର ପ୍ରାକୃତିକ ଆର୍ଦ୍ରତାକୁ ନଷ୍ଟ କରିଦିଏ, ଯାହାଦ୍ୱାରା ଚର୍ମ ଡ୍ରାଏ (ଶୁଖିଲା) ହୋଇଯାଏ। ଏହା ଚର୍ମରେ ଜ୍ୱଳନ, କୁଞ୍ଚନ ଏବଂ ଫାଟ ସୃଷ୍ଟି କରିପାରେ।
ଚାଣକ୍ୟଙ୍କ ମତରେ ଅର୍ଥ ଉପାର୍ଜନ କରିବା ଯେତିକି କଠିନ ତା’ଠାରୁ ଅଧିକ କଠିନ ଏହାକୁ ସଠିକ ରୂପରେ ଖର୍ଚ୍ଚ କରିବା। ଅର୍ଥକୁ ସର୍ବଦା ଭାବିଚିନ୍ତି ସଠିକ ଦିଗରେ ଖର୍ଚ୍ଚ କଲେ ଧନହାନୀର ସମ୍ଭାବନା ହ୍ରାସ ପାଇଥାଏ।
କିଛି ଛୋଟ ଛୋଟ ଜିନିଷ କେବଳ ଆପଣଙ୍କ ବ୍ୟକ୍ତିତ୍ୱକୁ ବଢାଏ ନାହିଁ ବରଂ ଲୋକମାନଙ୍କୁ ଆପଣଙ୍କ ଆଡକୁ ଆକର୍ଷିତ କରେ। ଯଦି ଆପଣ ଏହି ଭାଲେଣ୍ଟାଇନ୍ ସପ୍ତାହରେ କାହାକୁ ପ୍ରଭାବିତ କରିବାକୁ ଚାହାଁନ୍ତି, ତେବେ ଏହି ଅଭ୍ୟାସଗୁଡିକ ଗ୍ରହଣ କରିବା ଜରୁରୀ।
ସମସ୍ତଙ୍କ ଜୀବନରେ ଏମିତି କିଛି କଥା ଅଛି, ଯାହା ଅନ୍ୟମାନେ ଜାଣିଲେ ବିପଦ ସୃଷ୍ଟି ହୋଇପାରେ। ମିଳିବାକୁ ଥିବା ସଫଳତା ହାତରୁ ଖସି ଯାଇପାରେ। ଏହି ୬ଟି କଥା ପ୍ରତି ଧ୍ୟାନ ଦିଅନ୍ତୁ।
ବର୍ତ୍ତମାନ ସୁଦ୍ଧା ଆପଣ ହୁଏତ କ୍ଷୀରରୁ ସର ବାହାର କରି ଘରେ ଘିଅ ତିଆରି କରିଥିବେ। ଆଜି ଆମେ ଆପଣଙ୍କୁ ଘିଅ ତିଆରି କରିବାର ଏକ ନୂଆ ଉପାୟ କହିବୁ। ଏହି ଘିଅ ତିଆରି କରିବାକୁ ହେଲେ ଆପଣଙ୍କୁ କ୍ଷୀର କିମ୍ବା ସର ଦରକାର ହେବ ନାହିଁ।
ମୋବାଇଲ୍ ଫୋନ୍ ଧୀରେ ଧୀରେ ଆମକୁ କବଳିତ କରୁଛି। ଏହା କବଳରୁ କେମିତି ତ୍ରାହି ମିଳିବ ସେ ଉପାୟ କାହା ପାଖରେ ନାହିଁ। ଏହି ୭ଟି ବ୍ରେନ୍ ଏକ୍ସରସାଇଜ୍ ଟ୍ରାଏ କରନ୍ତୁ, ଯାହା ହୁଏତ ଆପଣଙ୍କୁ ମୋବାଇଲ୍ ଫୋନଠାରୁ ଦୂରେଇ ଦେଇପାରେ।
ପିଲାମାନଙ୍କୁ ସେମାନଙ୍କ ସମସ୍ୟାକୁ କେମିତି ଠିକରେ ସାମ୍ନା କରିବେ ତାହା ଶିଖାଇବା ପାଇଁ ଏଠି ବାରଟି ବ୍ୟାବହାରିକ ଏବଂ ସରଳ ପ୍ୟାରେଣ୍ଟିଂ କୌଶଳ ବିଷୟରେ ଆଲୋଚନା କରାଯାଇଛି।
ଆପଣ ଦାନ୍ତକୁ ଧଳା ଏବଂ ଶକ୍ତିଶାଳୀ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଆୟୁର୍ବେଦରେ କୁହାଯାଇଥିବା ପ୍ରାକୃତିକ ହର୍ବାଲ୍ ପାଉଡର୍ ବ୍ୟବହାର କରିପାରିବେ। ଆଜି ଆମେ ଆପଣଙ୍କୁ ପ୍ରଭାବଶାଳୀ ଆୟୁର୍ବେଦିକ ପାଉଡର ବିଷୟରେ କହିବୁ ଯାହା ଆପଣଙ୍କ ଦାନ୍ତକୁ ମଜବୁତ କରିବାରେ କାମ କରିବ।
ଭେଜ୍ ହେଉ କି ନନ୍ ଭେଜ୍ ,ଖାଦ୍ୟ ଯଦି ଚଟପଟା ଓ ସୁଆଦିଆ ହୁଏ ଖାଇବାର ମଜା ଦୁଇ ଗୁଣ ହୋଇଯାଏ । ଆଜି ଆମେ ଆପଣଙ୍କ ପାଇଁ ପନିରର ଏକ ଦେଶୀ ସୁଆଦିଆ ରେସିପି ବନେଇବୁ ଯାହା ବନେଇବା ଅତି ସହଜ ଓ ସରଳ ଅଟେ ।
ସମସ୍ତେ ଦେଖିଥିବେ ଯେ ପ୍ରେସର କୁକରରେ ଏକ ରବର ବ୍ୟବହାର ହୋଇଥାଏ। ଅନେକ ସମୟରେ ଏହି ରବର ଢିଲା ହୋଇଯାଏ। ଆସନ୍ତୁ ଏହି ରବରକୁ ଟାଇଟ୍ କରିବା ପାଇଁ କିଛି ସହଜ କୌଶଳ ଜାଣିବା।
ଅନେକ ସମୟରେ ବାପାମାଆମାନେ ସେମାଙ୍କର ଅଜାଣତରେ ହେଉ ବା ସ୍ନେହରେ ହେଉ ଏପରି କିଛି କରିଦିଅନ୍ତି ଯାହା ପିଲାର ଅଭ୍ୟାସକୁ ଖରାପ କରିଦିଏ ଏବଂ ସେମାନେ ଜୀବନସାରା ଅଳସୁଆ ହୋଇଯାଆନ୍ତି। ତେବେ ଜାଣନ୍ତୁ ବାପାମାଆଙ୍କର କେଉଁ ଭୁଲ୍ ଯୋଗୁଁ ପିଲାମାନେ ହୋଇଯାଆନ୍ତି ଅଳସୁଆ।