/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737992037.jpg)
Tips for making perfect fluffy rotis follow these steps
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737992037.jpg)
1/6
ଉଷୁମ ପାଣିରେ ଅଟା ଦଳିବା – ଅଟା ଚକଟିବା ବେଳେ ଉଷୁମ ପାଣି ବ୍ୟବହାର କରନ୍ତୁ। ଏହା ଅଟାକୁ ନରମ କରିଥାଏ, ଫଳରେ ରୁଟି ଭଲ ଭାବରେ ଫୁଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737992069.jpg)
2/6
ତେଲ ମିଶାନ୍ତୁ – ଅଟାରେ ଉଷୁମ ତେଲ ମିଶାଇବା ଦ୍ୱାର ଏହା ନରମ ହୋଇଥାଏ। ଏହା ରୁଟିକୁ ଅଧିକ ହାଲୁକା ଏବଂ ନରମ କରିଥାଏ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737992096.jpg)
3/6
ଓଦା କପଡ଼ାରେ ଘୋଡାନ୍ତୁ – ଅଟା ଚକଟି ସାରିବା ପରେ ଏହାକୁ ଏକ ଓଦା କପଡ଼ାରେ ଘୋଡାଇ ରଖନ୍ତୁ, ଯେପରି ଏହା ଶୁଖି ନ ଯାଏ। ଏହା ଅଟାକୁ ନରମ ରଖେ ଏବଂ ରୁଟି ସହଜରେ ତିଆରି ହୁଏ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737992120.jpg)
4/6
ଦହି ମିଶାନ୍ତୁ – ଅଟାରେ କିଛି ଦହି ମିଶାଇ ଚକଟିବା ଦ୍ୱାରା ଏହା ଅଧିକ ସମୟ ନରମ ଏବଂ ସତେଜ ରୁହେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737992151.jpg)
5/6
ଘିଅ ବ୍ୟବହାର – ରୁଟି ତିଆରି କରିବା ପରେ, ଏହା ଉପରେ ଘିଅ ଲଗାନ୍ତୁ। ଘିଅ କେବଳ ରୁଟିକୁ ନରମ କରେ ନାହିଁ ବରଂ ଏହାର ସ୍ୱାଦକୁ ମଧ୍ୟ ବଢାଇଥାଏ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737992182.jpg)
6/6
କିଛି ସମୟ ରଖିବା – ଅଟାକୁ ଚକଟିବା ପରେ ଏହାକୁ ଅତି କମରେ ୧୦-୨୦ ମିନିଟ୍ ପର୍ଯ୍ୟନ୍ତ ଘୋଡାଇ ରଖନ୍ତୁ। ଏହା ଅଟାକୁ ଭଲ ଭାବରେ ସେଟ୍ କରିଦିଏ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)