• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Lifestyle Updates

goddess lakshmi blessings Tips
କେଉଁ କାରଣରୁ ଲକ୍ଷ୍ମୀଛଡ଼ା ଦୋଷ ଲାଗିଥାଏ ? ଜାଣନ୍ତୁ...

ସାବଧାନ ! ଏସବୁ କାମରୁ ନିବୃତ୍ତ ରୁହନ୍ତୁ... ନହେଲେ ଘରେ ପଡ଼ିବ ଲକ୍ଷ୍ମୀଙ୍କ କୋପଦୃଷ୍ଟି।

  • Friday, 20 December 2024
ଅଭିଭାଷଣ ଦେବେ ରବି ଶଙ୍କର
Sri Sri Ravi Shankar On World Meditation Day: ଧ୍ୟାନ କରିବ ବିଶ୍ୱ, ରବି ଶଙ୍କରଙ୍କ ସହ ଯୋଗ ଦେବେ ଲକ୍ଷାଧିକ ଲୋକ

ମିଳିତ ଜାତିସଂଘର ମୁଖ୍ୟାଳୟରେ ଡିସେମ୍ବର ୨୦ ତାରିଖରେ ଶ୍ରୀ ଶ୍ରୀ ରବି ଶଙ୍କର ଧ୍ୟାନ ସଂପର୍କରେ ଏକ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିବେ । ଏହି ସ୍ମାରକୀ କାର୍ଯ୍ୟକ୍ରମରେ ବିଷୟବସ୍ତୁ ରହିଛି "ବିଶ୍ୱ ଶାନ୍ତି ଏବଂ ସମନ୍ୱୟ ପାଇଁ ଧ୍ୟାନ" ।

how to avoid conflict with neighbors
ପଡ଼ୋଶୀଙ୍କ ସହ ଝଗଡ଼ା ହେଉଛି କି…ମାନନ୍ତୁ ଏହି ଟିପ୍ସ

ପଡ଼ୋଶୀ ସହ ଝଗଡ଼ା କିଛି ନୂଆ କଥା ନୁହେଁ। କିନ୍ତୁ ଏହି ଝଗଡ଼ାର ସଅଳ ସମାଧାନ ନହଲେ ଅନେକ ସମୟରେ ଏହା ବିଷମ ପରିସ୍ଥିତି ସୃଷ୍ଟି କରେ। ଯଦି ଆପଣ ନିଜ ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛନ୍ତି, ତେବେ କିଛି ଟିପ୍ସ ଉପରେ ଧ୍ୟାନ ରଖିବା ଜରୁରୀ।

  • Wednesday, 18 December 2024
ରୋଷେଇ କରିବା ପୂର୍ବରୁ ଧ୍ୟାନ ଦିଅନ୍ତୁ
Nutrition: ଆପଣ ରୋଷେଇ ବେଳେ ସଠିକ୍ ପାତ୍ର ବ୍ୟବହାର କରୁଛନ୍ତି ତ...ନହେଲେ ଆସିପାରେ ସ୍ୱାସ୍ଥ୍ୟ ସମସ୍ୟା

ଆପଣ ରୋଷେଇ କଲାବେଳେ କେଉଁ ପାତ୍ର ବ୍ୟବହାର କରିବାକୁ ଭଲ ପାଆନ୍ତି। ଜାଣନ୍ତି କି, ପୋଷଣ ବିଜ୍ଞାନ ରନ୍ଧନ କରିବା ପାଇଁ ଉପଯୋଗୀ ପାତ୍ର ବିଷୟରେ କ’ଣ ମତ ଦିଏ ?

How to Remove Sweat Smell From Body
ଆପଣଙ୍କ ଦେହରୁ ଝାଳ ଗନ୍ଧ ବାହାରୁଛି କି ? ମାନନ୍ତୁ ଏହି ଟିପ୍ସ…

ଯେତେବେଳେ ଜିମ୍‌ରେ ପରିଶ୍ରମ କରିବା ପରେ ଦେହରୁ ଝାଳ ବୋହି ଏହା ଆପଣଙ୍କୁ ଖୁସି ଦିଏ, ସେତେବେଳେ ଏହା ଜିମ୍‌ରେ ଥିବା ଅନ୍ୟ ଲୋକଙ୍କ ନାକକୁ ରୁନ୍ଧି ଦେଇପାରେ। ତେବେ ଏମିତି କିଛି ସହଜ ଟିପ୍ସ ରହିଛି ଯାହାକୁ ଆପଣେଇବା ଦ୍ୱାରା ଝାଳର ଏହି କଟୁ ଦୁର୍ଗନ୍ଧରୁ ମୁକ୍ତି ମିଳିପାରେ।

  • Tuesday, 17 December 2024
health reasons to not throw away radish leaves 
Radish Leaves Benefits: ଶୀତଦିନେ ଖାଆନ୍ତୁ ମୂଳା ପତ୍ର, ମିଳିବ ଅନେକ ରୋଗରୁ ମୁକ୍ତି

ଶୀତ ଦିନେ ବଜାରରେ ମୂଳା ଓ ଏହାର ପତ୍ର ପ୍ରବଳ ମାତ୍ରାରେ ମିଳିଥାଏ । ଏହି ଶୀତ ଦିନିଆ ପରିବା ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ଜାଣନ୍ତୁ ମୂଳା ପତ୍ର ଖାଇବା ଦ୍ବାରା କଣ ଫାଇଦା ମିଳିଥାଏ...

This year these seven actresses have the best saree looks
Year Ender 2024: ଚଳିତ ବର୍ଷ ଏହି ୭ ଅଭିନେତ୍ରୀଙ୍କ ଶାଢି ଲୁକ୍ ସବୁଠୁ ବେଷ୍ଟ୍; ପାର୍ଟୀରେ ଆପଣ ବି ପିନ୍ଧିପାରିବେ

ଯେତେବେଳେ ବି ଶାଢି ପିନ୍ଧିବା ଏବଂ କିଣିବା କଥା ଆସେ ସମସ୍ତେ ସେଲିବ୍ରିଟିଙ୍କ ଅତ୍ୟାଧୁନିକ ଶାଢି ଡିଜାଇନ୍ ଖୋଜିବା ଆରମ୍ଭ କରନ୍ତି। ଏପରି ପରିସ୍ଥିତିରେ, ଆଜି ଆମେ ଆପଣଙ୍କ ପାଇଁ ଶ୍ୱେତା ତିୱାରୀଙ୍କ ଠାରୁ ଦୀପିକା ପାଦୁକୋନ୍ ପର୍ଯ୍ୟନ୍ତ ବେଷ୍ଟ୍ ଶାଢି ଡିଜାଇନ୍ ଆଣିଛୁ, ଯାହାକୁ ପିନ୍ଧି ଆପଣ ଯେକୌଣସି ବିବାହ କାର୍ଯ୍ୟକ୍ରମକୁ ଯାଇପାରିବେ।

Winter Skincare Tips In Odia
ଶୀତଦିନେ ଆପଣଙ୍କ ଚର୍ମ ଶୁଖି ଯାଉଛି କି ? ମାନନ୍ତୁ ଏହି ଟିପ୍ସ…ଆସିବ ଚମକ

ଶୀତଦିନର ସବୁଠାରୁ ବଡ଼ ସମସ୍ୟା ହେଉଛି ଶୁଖିଲା ଚର୍ମ। କିନ୍ତୁ ଏମିତି କିଛି ଉପାୟ ଅଛି, ଯାହା କେବଳ ଆପଣଙ୍କ ଚର୍ମକୁ ହାଇଡ୍ରେଟ୍ କରିବ ନାହିଁ ବରଂ ଆପଣଙ୍କ ଚେହେରାରେ ଗ୍ଲୋ ଆଣିବ। ତେବେ ଉପାୟ ଭିତରେ ଅଛି କିଛି ନିର୍ଦ୍ଦିଷ୍ଟ ଖାଦ୍ୟ। ଆସନ୍ତୁ ଜାଣିବା କ’ଣ ସେଇ ଖାଦ୍ୟ…।

  • Monday, 16 December 2024
Best dry hair cleaning hacks
Hair Care in Winter: ଚୁଟିରେ ଲାଗିବନି ପାଣି, ହୋଇଯିବ ସଫା; ଜାଣନ୍ତୁ ୪ଟି ଟିପ୍ସ୍

ଏମିତି କିଛି ସହଜ ଏବଂ ପ୍ରଭାବଶାଳୀ ଟିପ୍ସ ରହିଛି ଯାହା ମାଧ୍ୟମରେ, ଆପଣ କେବଳ ଶୀତଦିନେ ନିଜ ଚୁଟିକୁ ସତେଜ ରଖିପାରିବେ ନାହିଁ, ବରଂ ଏହା ଚୁଟି ବଢିବାରେ ମଧ୍ୟ ସାହାଯ୍ୟ କରିବ। ତେବେ ଆସନ୍ତୁ ଶୀତଦିନେ ବିନା ପାଣିରେ କିପରି ଆପଣ ଚୁଟିକୁ ସଫା ରଖିପାରିବେ ସେ ବିଷୟରେ ଜାଣିବା।

10 Easy Ways to Train Your Brain
How To Train Brain:ମସ୍ତିଷ୍କକୁ ତାଲିମ୍ ଦେବାର ୧୦ଟି ସହଜ ଉପାୟ

ଆଜିର ବ୍ୟସ୍ତ, ସୂଚନାବହୁଳ ଓ ଅନଲାଇନ୍ ଦୁନିଆରେ ଆମ ମସ୍ତିଷ୍କ ବେଳେ ବେଳେ ଆମ ଅଧୀନରେ ରହୁନଥିବା ବେଳେ ତାକୁ ତାଲିମ୍ ଦେଇ ସମୃଦ୍ଧ କରିବା ପାଇଁ କେତୋଟି ସହଜ ଉପାୟ ଏଠାରେ ଦିଆଯାଇଛି ।

ବିବାହ ବିଚ୍ଛେଦ କମାଇବ ଲିଭ୍‌-ଇନ୍
Live-in Relation: ଲିଭ୍-ଇନ୍ ରିଲେସନ: ବିଶ୍ୱାସ ଆଉ ବୁଝାମଣା ଥାଏ, କିନ୍ତୁ ନଥାଏ ପ୍ରତିବଦ୍ଧତା

ଆଜକାଲି ଲିଭ-ଇନ ପରମ୍ପରା ବଢି ବଢି ଚାଲିଛି । ବିବାହ ପରେ ଆମେ ଜଣଙ୍କ ସହ ନିଜର ସୁଖ, ସୁବିଧା, ସମୟକୁ ସେୟାର କରିଥାଉ । ଲିଭ-ଇନରେ ଏସବୁ ସେୟାରିଂ ବିବାହ ପୂର୍ବରୁ ହୋଇଥାଏ । ତେବେ ବିବାହ ପୂର୍ବରୁ ଲିଭଇନରେ ରହିବା ଦ୍ୱାରା ଦାମ୍ପତ୍ୟ ଜୀବନ ମଜବୁତ ହେଉଛି କି ? ଲିଭ-ଇନ ସମ୍ପର୍କ ପରବର୍ତ୍ତୀ ସମୟର ଫାଟକୁ ଦୂରେଇ ପାରୁଛି କି ?

Tips For Choosing Baby Name
Parenting Tips: ପିଲାର ନାଁ ଦେବାବେଳେ କରନ୍ତୁ ନାହିଁ ଏହି ଭୁଲ୍; ପିଲାଙ୍କୁ ଅସୁବିଧାରେ ପକାଇପାରେ

ଅନେକ ସମୟରେ ଭାବପ୍ରବଣ ହୋଇ କିମ୍ବା ମଜାରେ, ଆମେ ଆମ ପିଲାମାନଙ୍କର ନାଁ ଏପରି କରିଥାଉ ଯେ ପିଲାଟି ସାରା ଜୀବନ ଲଜ୍ଜାର ସମ୍ମୁଖୀନ ହେବାକୁ ପଡେ। ଏହି କାରଣରୁ ଏଠାରେ ଆମେ ଆପଣଙ୍କୁ କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣଙ୍କ ପିଲାଙ୍କ ନାଁ ଦେବାବେଳେ ଆପଣଙ୍କୁ ଧ୍ୟାନରେ ରଖିବାକୁ ପଡିବ।

Yoga Tips For Cold Free Winter
Yogasana: ଶୀତ ଲହରୀ ଯୋଗୁଁ ବାହାରକୁ ଯାଇ କରିହେଉନି କି ବ୍ୟାୟାମ… ଘରେ କରନ୍ତୁ ଏହିସବୁ ଯୋଗ

ଯେଉଁମାନେ ଚାଲିବା, ଜଗିଂ କରିବା କିମ୍ବା ଦୌଡ଼ିବା ଅଭ୍ୟାସରେ ଅଛନ୍ତି ସେମାନେ ପ୍ରାୟ ଶୀତଦିନେ ବାହାରକୁ ଯିବାକୁ ଚାହାଁନ୍ତି ନାହିଁ। ତଥାପି, ଏକ ସୁସ୍ଥ ଜୀବନଶୈଳୀ ପାଇଁ ଶରୀରକୁ ସକ୍ରିୟ ରଖିବା ଜରୁରୀ। ତେଣୁ ଘରେ ରହି କରନ୍ତୁ ଏହିସବୁ ଯୋଗ।

Relationship with the partner
ପାର୍ଟନରଙ୍କ ସହ ସଂପର୍କ ବିଗିଡ଼ିଯାଉଛି କି ? କେମିତି ଜାଣିବେ..

ଆପଣ ବିବାହ କରିଛନ୍ତି। କିନ୍ତୁ ସ୍ୱାମୀ-ସ୍ତ୍ରୀ ସଂପର୍କରେ ଆପଣ ସନ୍ତୁଷ୍ଟ ନୁହଁନ୍ତି। କ’ଣ କରିବେ ? ଯେମିତି ଚାଲିଛି ସେମିତି ଚାଲିବାକୁ ଦେବେ ନା କିଛି ଉପାୟ ଚିନ୍ତା କରିପାରିବେ। ମନେ ରଖନ୍ତୁ,ଏମିତି ପରିସ୍ଥିତି ବିବାହ ବିଚ୍ଛେଦର କାରଣ ହୋଇପାରେ। ଏଭଳି ପରିସ୍ଥିତି ଉପୁଜିବା ପୂର୍ବରୁ କେମିତି ଜାଣିବେ…ଆପଣଙ୍କ ପାଇଁ କିଛି ଟିପ୍ସ…

  • Thursday, 12 December 2024
Parenting Tips
Parenting Tips: ଏମିତି ବଢ଼ାନ୍ତୁ ପିଲାଙ୍କ ଆତ୍ମବିଶ୍ୱାସ; ଜୀବନରେ ପାଇବେ ବଡ଼ ସଫଳତା...

Self Doubt In Children:ଆପଣଙ୍କ ପିଲାର ଆତ୍ମବିଶ୍ୱାସ ବଢାଇବାକୁ ଚାହୁଁଛନ୍ତି କି ? ଆତ୍ମବିଶ୍ୱାସର ଅଭାବ ଯେକୌଣସି ବ୍ୟକ୍ତିଙ୍କୁ ଆଗକୁ ବଢିବାରେ ବାଧା ଆଣିପାରେ। ଏହା ଅଧିକାଂଶ ପିଲାଙ୍କ ମଧ୍ୟରେ ପରିଲକ୍ଷିତ ହୁଏ। ତେବେ ଆସନ୍ତୁ ଜାଣିବା କିପରି ପିଲାଙ୍କ ମଧ୍ୟରେ ବଢାଇବେ ଆତ୍ମବିଶ୍ୱାସ…

Do these strength and effective workouts at home for leg toning
Health Tips: ଆପଣଙ୍କ ଜଙ୍ଘ ବେଶି ମୋଟା ହୋଇଯାଉଛି କି… କରନ୍ତୁ ଏହି ୩ ବ୍ୟାୟାମ, ହେଇଯିବ ଟୋନ୍ଡ

ମହିଳାମାନଙ୍କ ମଧ୍ୟରେ ମୋଟା ଜଙ୍ଘର ସମସ୍ୟା ଏକ ସାଧାରଣ କଥା। ଏହି କାରଣରୁ, କେବଳ ଉଠିବା ଏବଂ ବସିବାରେ ଅସୁବିଧା ହୁଏ ନାହିଁ, ଫ୍ୟାଶନେବଲ୍ ପୋଷାକ ପିନ୍ଧିବାରେ ମଧ୍ୟ ଦ୍ୱିଧା ଅନୁଭବ ହୁଏ।

To avoid brain strokes or heart attacks know the way to the bath
Health Tips: ଆପଣ ଗାଧୋଇବା ବେଳେ ଏହି ଭୁଲ୍ କରୁଛନ୍ତି କି… ହୋଇପାରେ ବ୍ରେନ୍‌ଷ୍ଟ୍ରୋକ୍

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗାଧୋଇବା ସମୟରେ ସିଧାସଳଖ ମୁଣ୍ଡରେ ପାଣି ଢାଳିବା ଠିକ୍ ନୁହେଁ। ଏହା ଦ୍ୱାରା ହାର୍ଟଆଟାକ୍ ଓ ବ୍ରେନ୍‌ଷ୍ଟ୍ରୋକ୍ ଆଶଙ୍କା ବଢିଥାଏ। ତେବେ ସ୍ନାନ କରିବାର ଠିକ୍ ଉପାୟ କ’ଣ ଆସନ୍ତୁ ଜାଣିବା।

7 signs tell that your love partner wants to marry you
Relationship Tips: ଆପଣ ପ୍ରେମରେ ପଡିଛନ୍ତି କି… ଜାଣନ୍ତୁ ଆପଣଙ୍କ ପାର୍ଟନର୍ ବିବାହ କରିବାକୁ ଚାହୁଛନ୍ତି କି ନାହିଁ

ଯଦି ଆପଣ ପ୍ରେମରେ ପଡିଛନ୍ତି ଆଉ ବିବାହ କରିବାକୁ ଚାହୁଁଛନ୍ତି ତେବେ ବିଳମ୍ବ କରିବା ଉଚିତ୍ ନୁହେଁ, କାରଣ ସବୁକିଛି ପାଇଁ ଏକ ଉପଯୁକ୍ତ ସମୟ ଥାଏ। ବେଳେବେଳେ କିଛି ଲୋକ ଏହାକୁ ଖୋଲାଖୋଲି ଭାବରେ କହିବାକୁ ଅସମର୍ଥ ହୋଇଥାନ୍ତି। କିନ୍ତୁ ଆପଣ ନିଜ ଲଭ୍ ପାର୍ଟନର୍‌ଙ୍କ କିଛି ସଙ୍କେତରୁ ବୁଝିପାରିବେ ଯେ ସେ ଆପଣଙ୍କୁ ବିବାହ କରିବାର ମୁଡ୍‌ରେ ଅଛନ୍ତି।

କେଶର ପ୍ରକାର ଭେଦ
Types of Hair: ଏହି ୩ ପ୍ରକାର କେଶ ମଧ୍ୟରୁ ଆପଣଙ୍କର କେଉଁ ପ୍ରକାର ?

ବର୍ତ୍ତମାନର ଯୁବକ ଯୁବତୀଙ୍କ ପାଇଁ ସବୁଠାରୁ ବଡ଼ ଚିନ୍ତା ହେଉଛି ଚୁଟି ଝଡ଼ିବା ଓ ଚୁଟି ପାଚିବା। ସେଥିପାଇଁ କିଏ କେତେ ପ୍ରକାର ତେଲ ଲଗାଉଛନ୍ତି, ପୁଣି କିଏ କିଏ ଔଷଧ ଖାଉଛନ୍ତି। ତେବେ କୌଣସି ଉପଚାର କରିବା ପୂର୍ବରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିଜ ଚୁଟିର କିସମ ବା ପ୍ରକାର ଜାଣିବା ନିହାତି ଜରୁରୀ । ଜାଣିଲେ ତାହା ଆପଣଙ୍କୁ ଔଷଧ ପ୍ରୟୋଗରେ ସାହାଯ୍ୟ କରିବ।

ଅଧିକ ଫଳ ଖାଇଲେ, ଫ୍ୟାଟଇ ଲିଭର !
Consuming Too Many Fruits May Harm: ଅଧିକ ଫଳ ଖାଇଲେ ଦେହ ପାଇଁ ଖରାପ !

ଆମ ଓଡ଼ିଆରେ ଗୋଟିଏ କଥା ଅଛି, ‘ଅତି ରୁ ଇତି’ । ଠିକ୍‌ ସେମିତି ଯେକୌଣସି ଜିନିଷକୁ ଆମେ ଅଧିକ ଖାଇବା ତାହା ଖରାପ ହେବ । ଫଳ ଯଦି ଆମେ ଅଧିକ ଖାଇବା ତେବେ ଏହା ଶରୀର ଉପରେ ନାକାରାତ୍ମକ ପ୍ରଭାବ ପକାଇପାରେ ।

ନେଗେଟିଭ୍ ଲୋକଙ୍କୁ ଚିହ୍ନିବାର ଉପାୟ
Negative People: ନେଗେଟିଭ୍ ଲୋକଙ୍କ ସହ ଡିଲ୍ କରିବାକୁ ୪ଟି ଉପାୟ

ସବୁ ଲୋକ ସହଜ ନୁହଁନ୍ତି। ଆପଣଙ୍କୁ ଅଡୁଆରେ ପକାଇବାକୁ କିଛି ଲୋକ ସବୁବେଳେ ତୟାର ହୋଇ ଥାଆନ୍ତି। ସେମାନେ ଏଥିରୁ କିଛି ଲାଭ ପାଆନ୍ତି ନାହିଁ, କେବଳ ଆପଣଙ୍କୁ ଅଡୁଆରେ ପକାଇ ସେମାନେ ଆନନ୍ଦ ପାଆନ୍ତି। ଆପଣଙ୍କ ସମୟ ମଧ୍ୟ ନଷ୍ଟ କରନ୍ତି। କିନ୍ତୁ ଆପଣଙ୍କୁ ତ ଏଭଳି ଲୋକଙ୍କ ସହ କାମ କରିବାକୁ ପଡ଼ିବ। ତେଣୁ ଏଭଳି ଲୋକଙ୍କ ସହ ଡିଲ୍ କରିବାକୁ ଏହି ୪ଟି ଉପାୟ ଅବଲମ୍ବନ କରନ୍ତୁ।

How anger effects tips to control
Health Tips: ଆପଣ ଛୋଟ ଛୋଟ କଥାରେ ରାଗୁଛନ୍ତି କି… ହୋଇପାରେ ଏହିସବୁ ସମସ୍ୟା

ସାମାନ୍ୟ କ୍ରୋଧ ପ୍ରତ୍ୟେକ ମଣିଷର ଏକ ପ୍ରାକୃତିକ ପ୍ରତିକ୍ରିୟା। କିନ୍ତୁ ଯେତେବେଳେ ଏହା ଅତ୍ୟଧିକ ହୋଇଯାଏ ଏହା ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା ଏହାକୁ କିପରି ରୋକାଯାଇ ପାରିବ।

Relationship between husband and wife
କାହିଁକି ହୁଏ ଛାଡ଼ପତ୍ର: ଜାଣନ୍ତୁ ପୁରୁଷଙ୍କ କେଉଁ ୫ଟି ଭୁଲ୍ ଏଥିପାଇଁ ଦାୟୀ

ଆଜିକାଲିର ଆଧୁନିକ ବୈବାହିକ ସମ୍ପର୍କ ବେଶୀ ଦିନ ତିଷ୍ଠି ପାରୁନି। ଏଥିରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କର ଭୁଲ୍ ରହୁଛି। ଏମିତି କିଛି ଭୁଲ୍ ପୁରୁଷ କରେ, ଯାହାକୁ ସେ ସଜାଡ଼ି ଦେଲେ ସଂପର୍କ ପୁଣି ଭଲ ହୋଇଯାଇ ପାରନ୍ତା। ତେବେ କ’ଣ ସେଇ ଭୁଲ୍...ଜାଣିବାକୁ ପଢ଼ନ୍ତୁ...

  • Thursday, 05 December 2024
Snake Avoid Tips
Snake Avoid Tips: ଘରକୁ ସାପ ପଶିଆସୁଛି କି; ଡରନ୍ତୁ ନାହିଁ… ଏହି ଶସ୍ତା ଜିନିଷ ବ୍ୟବହାର କରନ୍ତୁ, ଆସିବେ ନାହିଁ

ଶୀତଦିନେ ଟିକିଏ ଉଷ୍ମତା ପାଇଁ ସାପମାନେ ଘର ଭିତରକୁ ଚାଲି ଆସନ୍ତି। ଯଦି ଆପଣ ବି ଘରେ ସାପ ଦେଖନ୍ତି, ତେବେ ଭୟଭୀତ ହୁଅନ୍ତୁ ନାହିଁ। ଏମିତି କିଛି ଜିନିଷ ଅଛି ଯାହାକୁ ବ୍ୟବହାର କରି ସାପମାନଙ୍କୁ ବାହାର କରି ପାରିବେ।

Winter Special foods for Glowing Skin
Winter Special foods for Glowing Skin: ଖାଆନ୍ତୁ ଏହି ୭ଟି ଖାଦ୍ୟ; ଶୀତ ଦିନେ ବି ଚମକିମ ଚମ

ଶୀତଦିନର ସବୁଠାରୁ ବଡ ସମସ୍ୟା ହେଉଛି ଚର୍ମ ଶୁଖିଲା ହୋଇଯିବା। କିନ୍ତୁ ଏମିତି କିଛି ଉପାୟ ଅଛି ଯାହା ଦ୍ୱାରା କେବଳ ଆପଣଙ୍କ ଚର୍ମକୁ ହାଇଡ୍ରେଟ୍ କରିବ ନାହିଁ ବରଂ ଆପଣଙ୍କ ଚେହେରାରେ ଗ୍ଲୋ ଆଣିବ।