6 things you should never reveal about yourself before others

ସମସ୍ତଙ୍କ ଜୀବନରେ ଏମିତି କିଛି କଥା ଅଛି, ଯାହା ଅନ୍ୟମାନେ ଜାଣିଲେ ବିପଦ ସୃଷ୍ଟି ହୋଇପାରେ। ମିଳିବାକୁ ଥିବା ସଫଳତା ହାତରୁ ଖସି ଯାଇପାରେ। ଏହି ୬ଟି କଥା ପ୍ରତି ଧ୍ୟାନ ଦିଅନ୍ତୁ।

୧. ଆଗାମୀ ଦିନରେ ଆପଣ କଣ କରିବାକୁ ଯାଉଛନ୍ତି, ସେ ପ୍ଲାନ୍ କାହାକୁ କୁହନ୍ତୁନି। ଆପଣଙ୍କ ଯୋଜନା ଚୋରି ହେବାର ଆଶଙ୍କା ରହିଛି।

୨. ନିଜର ଦୁର୍ବଳତା ଭୁଲରେ ମଧ୍ୟ କାହାକୁ କୁହନ୍ତୁନି। ଏମିତିକି ନିଜ ସ୍ୱାମୀ/ପତ୍ନୀ କିମ୍ବା ପ୍ରେମିକ ବା ପ୍ରେମିକାଙ୍କୁ ମଧ୍ୟ କୁହନ୍ତୁନି। ଠିକ୍ ସମୟରେ ସେମାନେ ଏହାକୁ ଆପଣଙ୍କ ବିରୋଧରେ ଅସ୍ତ୍ର ଭାବରେ ବ୍ୟବହାର କରିବେ।

6 things you should never reveal about yourself before others

୪. ନିକଟରେ ଆପଣ କେଉଁ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ତାହା କାହାକୁ କେବେବି କହିବେନି। ଚୁପଚାପ୍ କାମ କରନ୍ତୁ, ଆଗକୁ ବଢ଼ନ୍ତୁ ଓ ଠିକ୍ ସମୟରେ ସମସ୍ତଙ୍କୁ ଚମକାଇ ଦିଅନ୍ତୁ।

୫. ନିଜର ଗୁପ୍ତ କଥା କେବେବି କାହାକୁ କୁହନ୍ତୁନି। ତାହା ସହଜରେ ପ୍ରଘଟ ହୋଇଯିବ, ଆପଣଙ୍କ ପଛରେ ସେଇକଥା ସମସ୍ତେ ଆଲୋଚନା କରିବେ।

୬. କେତେ ଟଙ୍କା ରୋଜଗାର କରୁଛନ୍ତି ତାହା କାହାକୁ କହିବେନି। କିମ୍ବା କେଉଁଠୁ କେତେ ରୋଜଗାର ହେଉଛି କେବେ କହିବେନି।