ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ (CRPF) ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ଷ୍ଟେନୋ) ଏବଂ ହେଡ୍ କନ୍ଷ୍ଟେବଳ (ମନ୍ତ୍ରାଳୟ) ପଦବୀରେ ନିଯୁକ୍ତି ପାଇଁ ଅନ୍ଲାଇନ୍ ଆବେଦନ ସମୟସୀମା ବୃଦ୍ଧି କରିଛି। ବର୍ତ୍ତମାନ ପ୍ରାର୍ଥୀମାନେ ୩୧ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ।
ଇଣ୍ଡିଆନ୍ କୋଷ୍ଟଗାର୍ଡ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ୍ ପଦ ପାଇଁ ହେଉଛି। ଚୟନ ପ୍ରାର୍ଥୀମାନେ ମାସକୁ ୫୬,୧୦୦ ଟଙ୍କା ଦରମା ପାଇବେ।
ଓଡିଶାରେ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। OMC ରେ ଅନେକ ପଦବୀ ପାଇଁ ବିଜ୍ଞପ୍ତି ବାହାରିଛି। ଚୟନ ପ୍ରାର୍ଥୀଙ୍କୁ ମାସକୁ ୧,୧୨,୪୦୦ ଟଙ୍କା ଦରମା ମିଳିବ।
ଫେବ୍ରୁଆରୀ ୨୦ ତାରିଖରେ ପରୀକ୍ଷା ପାଇଁ ନିର୍ଦ୍ଦେଶ ଜାରି । ୪୭୯୦ କନଷ୍ଟେବଲ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି ।
ସେ ଏକ ଘରୋଇ କଲେଜରେ ଅଧ୍ୟୟନ କରନ୍ତି। ତାଙ୍କୁ ସେହି କଲେଜ ତରଫରୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପ୍ୟାକେଜ୍ରେ ନିଯୁକ୍ତି ମିଳିଛି। ସେହି କଲେଜ୍ରେ ବାପା ପିଅନ ଭାବେ କାମ କରନ୍ତି।
(OSSSC) ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀଙ୍କ ଠାରୁ ମୋଟ ୭୪୮୩ ଟି ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ପ୍ରାର୍ଥୀମାନେ ୯୨,୩୦୦ ଟଙ୍କା ପର୍ଯ୍ୟନ୍ତ ଦରମା ପାଇବେ।
ପୁରୁଷଙ୍କ ପାଇଁ ମହିଳାଙ୍କ ସିଟ୍ କମିବ କାହିଁକି?
ଭାରତୀୟ ନୌସେନାରେ ନିଯୁକ୍ତି ନେଇ ଏକ ସୁବର୍ଣ୍ଣ ସୁଯୋଗ। ଏହି ନିଯୁକ୍ତି ପାଇଁ କୌଣସି ଲିଖିତ ପରୀକ୍ଷା ହେବ ନାହିଁ, SSB ସାକ୍ଷାତକାରରୁ ପ୍ରାର୍ଥୀ ଚୟନ କରାଯିବ। ମହିଳାମାନେ ବି କରିପାରିବେ ଆବେଦନ।
କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ୍) ପରୀକ୍ଷା ତାରିଖ ପ୍ରକାଶ କରିଛି। ସିଧାସଳଖ ନିଯୁକ୍ତି ମାଧ୍ୟମରେ ପ୍ରାୟ ୧୩,୦୦୦ ପଦବୀ ପାଇଁ ପରୀକ୍ଷାର କାର୍ଯ୍ୟସୂଚୀ KVS ଏହାର ଅଫିସିଆଲ୍ ୱେବସାଇଟରେ kvsangathan.nic.in ରେ ଉପଲବ୍ଧ କରିଛି।
EXIM ବ୍ୟାଙ୍କ୍ ଅଫିସର୍ ପଦବୀ ପାଇଁ ନିଯୁକ୍ତି ସୁଯୋଗ ଦେଇଛି । ଏହି ନିଯୁକ୍ତି ଚୁକ୍ତି ଆଧାରରେ ହେବ। ବିଭିନ୍ନ ବିଭାଗରେ ମୋଟ ୩୦ଟି ପଦବୀ ପୂରଣ ହେବ।
SCR ରେ ବାହାରିଛି ନିଯୁକ୍ତି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଏସି ମେକାନିକ୍, କାର୍ପେଣ୍ଟର୍, ଫିଟର୍, ମେସିନିଷ୍ଟ୍, ୱେଲଡର୍ ସହିତ ବିଭିନ୍ନ ପ୍ରକାରର ପୋଷ୍ଟ ଏହା ମାଧ୍ୟମରେ ପୂରଣ ହେବ। ଏହା ମାଧ୍ୟମରେ ସମୁଦାୟ ୪୧୦୩ଟି ପୋଷ୍ଟ ପୂରଣ ହେବ।
ଭିଜୁଆଲ୍ କମ୍ୟୁନିକେସନ୍ରେ ଫଟୋଗ୍ରାଫି ଏକ ବଡ଼ କ୍ୟାରିୟର ବିକଳ୍ପ ଭାବରେ ଉଭା ହୋଇଛି, ଯେଉଁଥିରେ ଜଣେ ଗୋଟିଏ ମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବ। ତେବେ ଆସନ୍ତୁ ଜାଣିବା ଫଟୋଗ୍ରାଫିରେ କିପରି କ୍ୟାରିଅର୍ କରିହେବ।
LICରେ ଜଣେ ଅଧିକାରୀ ହେବାର ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। LIC AAO ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ମୋଟ ୩୦୦ ପୋଷ୍ଟ ପୂରଣ ହେବ।
BOB ସିନିୟର ମ୍ୟାନେଜରରେ ଅନେକ ପଦବୀ ନିଯୁକ୍ତ ପାଇଁ ବିଜ୍ଞପ୍ତି ଜାରି କରିଛି। ପ୍ରାର୍ଥୀମାନେ ମାସକୁ ୧.୭୮ ଲକ୍ଷ ଟଙ୍କା ବେତନ ପାଇବେ। ଜାଣନ୍ତୁ କେଉଁମାନେ ଆବେଦନ କରିବେ।
OPGC ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନି (GET) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏନେଇ ଯୁବ ସ୍ନାତକ ଇଞ୍ଜିନିୟର ପ୍ରାର୍ଥୀ ଏହାର ସୁଯୋଗ ନେଇ ପାରିବେ। ଦରମା ୭୦,୦୦୦ ଟଙ୍କା।
ଯଦି ଆପଣ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି ଏବଂ ସରକାରୀ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଖବର। ସୀମା ସଡ଼କ ସଂଗଠନ(BRO) ରେ ଚାକିରି ପାଇବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏଥିରେ ୫୫୦ରୁ ଅଧିକ ପୋଷ୍ଟ ଖାଲି ଅଛି।
୧୯୮୦ ମସିହାରୁ ସବୁ ରାଜ୍ୟରେ ଆଞ୍ଚଳିକ ଭାଷାରେ ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷା ଅନୁଷ୍ଠିତ ହେଉଛି।
CSIR-IICT ବୈଜ୍ଞାନିକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦରମା ୧ ଲକ୍ଷ ଉପରେ।
AAI ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୬୪ ଟି ପଦବୀ ପୂରଣ ହେବ। ଦରମା ୩୬,୦୦୦ ରୁ ୧,୮୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।
ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଜାନୁଆରୀ ୨୫ ପର୍ଯ୍ୟନ୍ତ ଚାଲିବ।
ONGC ମାଙ୍ଗାଲୋର ରିଫାଇନାରି ଆଣ୍ଡ୍ ପେଟ୍ରୋକେମିକାଲ୍ସ ଲିମିଟେଡ୍(MRPL)ରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ଆସିଷ୍ଟାଣ୍ଟ ଏକ୍ସକ୍ୟୁଟିଭ୍ (ONGC MRPL Recruitment) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନୂଆବର୍ଷରେ ମିଳିଯାଇପାରେ ସରକାରୀ ଚାକିରି। MCLରେ ଏହିସବୁ ପଦବୀ ପାଇଁ ବାହାରିଛି ନିଯୁକ୍ତି।
SBI ରେ ବାହାରିଥିବା ୧୪୩୮ ପୋଷ୍ଟ୍ ପାଇଁ ଚାଲିଥିବା ଆବେଦନ ପ୍ରକ୍ରିୟା, ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି। ଆସନ୍ତା ସପ୍ତାହରେ ଏହି ଆବେଦନ ପ୍ରକ୍ରିୟା ଶେଷ ହେବ। ଏଯାଏ ଆପଣ ଯଦି ଏହି ଆବେଦନ କରି ନାହାନ୍ତି ତେବେ ଶୀଘ୍ର କରି ନିଅନ୍ତୁ।
NHAI ମ୍ୟାନେଜର୍ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି। ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ଯୋଗ୍ୟତା ଥିଲେ ବିନା ପରୀକ୍ଷାରେ ମିଳିବ ଚାକିରି।
KVSର PGT, TGT ର ନିଯୁକ୍ତି ପାଇଁ ଯେଉଁମାନେ ଆବେଦନ କରିପାରି ନାହାନ୍ତି ସେମାନଙ୍କ ପାଇଁ ଖୁସି ଖବର। ଆବେଦନ କରିବାର ସମୟସୀମା ବୃଦ୍ଧି କରିଛି KVS । ଜାଣନ୍ତୁ କେବେଯାଏ କରିପାରିବେ ଆବେଦନ।