Advertisment

IDBI ବ୍ୟାଙ୍କରେ ସ୍ପେଶାଲିଷ୍ଟ୍ ଅଫିସର୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

IDBI ସ୍ପେଶାଲିଷ୍ଟ୍ ଅଫିସର୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଗ୍ରୁପ୍ ବି, ସି ଏବଂ ଡି ପଦବୀ ପାଇଁ ମୋଟ ୨୨୮ଟି ପଦବୀ ପୂରଣ ହେବ।

author-image
Pramod Behera
ଅଦ୍ୟତନ ହୋଇଛି
IDBI SO Recruitment 2023 for 114 Vacancies

specialist officer in idbi bank apply at idbibank in qualification

ଇଣ୍ଡଷ୍ଟ୍ରିଆଲ୍ ଡେଭଲପ୍‌ମେଣ୍ଟ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ (IDBI) ସ୍ପେଶାଲିଷ୍ଟ୍ ଅଫିସର୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁ ପ୍ରାର୍ଥୀମାନେ ଆଗ୍ରହୀ ଏବଂ ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି ସେମାନେ IDBIର ଅଫିସିଆଲ୍ ୱେବସାଇଟ୍ idbibank.in କୁ ଯାଇ ଆବେଦନ କରିପାରିବେ।

Advertisment

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, IDBI ଗ୍ରୁପ୍ ବି, ସି ଏବଂ ଡି ପଦବୀ ପାଇଁ ମୋଟ ୨୨୮ଟି ପଦବୀ ଘୋଷଣା କରିଛି। ଏହା ସହିତ ଜଡିତ ସମସ୍ତ ବିବରଣୀ ଯେପରି ଆବେଦନ ଶୁଳ୍କ, ଯୋଗ୍ୟତା, ଖାଲି ପଦବୀ ନିମ୍ନରେ ଦିଆଗଲା।

ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହିଁବେ ସେମାନେ IDBIର ଏହି ଲିଙ୍କ୍ https://www.idbibank.in/ ଉପରେ କ୍ଲିକ କରି ୱେବ୍‌ସାଇଟ୍‌କୁ ଯାଇପାରିବେ। ଏହା ବ୍ୟତୀତ ଯେଉଁ ପ୍ରାର୍ଥୀମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ https://www.idbibank.in/pdf ଉପରେ କ୍ଲିକ୍ କରନ୍ତୁ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ବିଜ୍ଞପ୍ତି ଜାରି: ୧୫ ଫେବୃଆରୀ ୨୦୨୩
  • ଅନ୍‌ଲାଇନ୍ ଆବେଦନ ଆରମ୍ଭ: ୨୧ ଫେବୃଆରୀ ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ: ୦୩ ମାର୍ଚ୍ଚ ୨୦୨୩

ଅଧିକ ପଢ଼ନ୍ତୁ:୧୦ମ ପାଶ୍ କରିଥିଲେ ନୌସେନାରେ ଚାକିରି; ଦରମା ୬୩ ହଜାରରୁ ଅଧିକ

ଖାଲି ପଦବୀ:

  • ମ୍ୟାନେଜର୍ (ଗ୍ରେଡ୍ B): ୭୫ଟି ପୋଷ୍ଟ୍
  • ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର୍‌ (AGM) (ଗ୍ରେଡ୍ C) - ୨୯ଟି ପୋଷ୍ଟ୍‌
  • ଡେପୁଟି ଜେନେରାଲ୍ ମ୍ୟାନେଜର୍‌ (DGM) (ଗ୍ରେଡ୍ D) - ୧୦ଟି ପୋଷ୍ଟ୍‌
  • ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଏବଂ ଏମର୍ଜିଂ ପେମେଣ୍ଟ୍ (DB&EP) – ୫୧ଟି ପୋଷ୍ଟ୍
  • ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ MIS (IT & MIS) – ୬୩ଟି ପୋଷ୍ଟ୍‌

ଯୋଗ୍ୟତା:

  • ସରକାରୀ ବିଜ୍ଞପ୍ତିରେ ଦିଆଯାଇଥିବା ସମ୍ପୃକ୍ତ ଯୋଗ୍ୟତା ରହିବା ଉଚିତ(ବିଜ୍ଞପ୍ତି ଦେଖନ୍ତୁ)

ବୟସ ସୀମା:

  • ଡେପୁଟି ଜେନେରାଲ୍ ମ୍ୟାନେଜର (DGM) (ଗ୍ରେଡ୍ D) ପାଇଁ: ସର୍ବନିମ୍ନ ୩୫ ବର୍ଷ ଏବଂ ସର୍ବାଧିକ ୪୫ ବର୍ଷ
  • ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର (AGM) (ଗ୍ରେଡ୍ C) ପାଇଁ: ସର୍ବନିମ୍ନ ୨୮ବର୍ଷ ଏବଂ ସର୍ବାଧିକ ୪୦ବର୍ଷ
  • ମ୍ୟାନେଜର୍ (ଗ୍ରେଡ୍ B) ପାଇଁ: ସର୍ବନିମ୍ନ ୨୫ ବର୍ଷ ଏବଂ ସର୍ବାଧିକ ୩୫ବର୍ଷ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ / OBC / EWS ପାଇଁ: ୧୦୦୦ଟଙ୍କା
  • SC / ST ପ୍ରାର୍ଥୀଙ୍କ ପାଇଁ: ୨୦୦ଟଙ୍କା
Govt Jobs Bank Jobs Bank Job Vacancy
Advertisment
Advertisment