OPSC ଆୟୁର୍ବେଦିକ ମେଡିକାଲ୍ ଅଫିସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ଓଡିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଗ୍ରୁପ୍ ବି ବର୍ଗ ଅଧୀନରେ ଏହି ନିଯୁକ୍ତି ମିଳିବ। ଦରମା ୪୪ ହଜାରେ ଟଙ୍କା ପରେ।
ଯେଉଁ କାମ ପାଇଁ ପୂର୍ବରୂ ୧୦ ଜଣ ଲୋଡ଼ା ପଡ଼ୁଥିଲେ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ସେହି କାମକୁ ଦୁଇ ଜଣ ତୁଲାଇ ପାରିବେ । ତେଣୁ ଏଠାରେ ୮ ଜଣଙ୍କ ଚାକିରି ଯିବା ନିଶ୍ଚିତ ।
ଯେଉଁମାନେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତାଙ୍କୁ ଏହି ଖବର ଖୁସି ଦେବ। କାରଣ ଏମିତି ଅନେକ ବିଭାଗ ଅଛି ଯେଉଁଠି ବିନା ପରୀକ୍ଷାରେ ସରକାରୀ ଚାକିରି କରିବାର ସୁଯୋଗ ଅଛି। ଆସନ୍ତୁ ସେସବୁ ବିଭାଗ ଉପରେ ନଜର ପକେଇ ନେବା।
ସ୍ପେସାଲିଷ୍ଟ୍ ଅଫିସର ପଦବୀରେ ନିଯୁକ୍ତି ପାଇଁ SBI ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୧୭ଟି ପଦବୀ ପୂରଣ ହେବ। ଏନେଇ କୌଣସି ଲିଖିତ ପରୀକ୍ଷା ହେବ ନାହିଁ।
NCERT ଅଣ-ଶିକ୍ଷକ ପଦବୀ ପାଇଁ ଏକ ବିଜ୍ଞପ୍ତି ଜାରି କରିଛି। ମୋଟ ୩୪୭ଟି ପଦବୀ ପୂରଣ ହେବ। ୨୭ ରୁ ୫୦ ବର୍ଷ ବୟସର ପ୍ରାର୍ଥୀମାନେ ଆବେଦନ କରି ପାରିବେ। ଏ ସମ୍ବନ୍ଧୀୟ ଅଧିକ ତଥ୍ୟ ଜାଣିବା ପାଇଁ ପଢନ୍ତୁ।
ଆଜିର ଦିନରେ ଏକ ଦରକାରୀ ପାଠ୍ୟକ୍ରମ ହେଉଛି ଗୁଗୁଲ୍ ଦ୍ୱାରା ପ୍ରଦାନ କରାଯାଉଥିବା ଏକ ମାଗଣା ପ୍ରୋଗ୍ରାମ, ଯାହା ଦ୍ୱାରା ଆପଣ ଘରେ ବସି ଭଲ ଦରମା ସହିତ ସହଜରେ ଚାକିରି ପାଇପାରିବେ। ତେବେ ଆସନ୍ତୁ ଏହା ସହ ଜଡିତ ସମ୍ପୂର୍ଣ୍ଣ ସୂଚନା ବିଷୟରେ ଜାଣିନେବା।
ଏହି ସମସ୍ତ ପଦବୀ ପାଇଁ ମହିଳା ଓ ଏସ୍ସି/ଏସ୍ଟି ପ୍ରାର୍ଥୀମାନଙ୍କ ପାଇଁ କୌଣସି ଆବେଦନ ଫି’ ରଖାଯାଇନାହିଁ ।
ଆସନ୍ତା ଏପ୍ରିଲ ୨୯ ତାରିଖରୁ ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ସେହିଭଳି ଆବେଦନ କରିବାର ଶେଷ ତାରିଖ ମେ’ ୧୪ ସ୍ଥିର କରାଯାଇଛି ।
ଇଷ୍ଟ୍କୋଷ୍ଟ୍ ରେଳବାଇ, ଭୁବନେଶ୍ୱର ଗ୍ରୁପ୍ C ଏବଂ ଗ୍ରୁପ୍ D ର ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ଅଫ୍ଲାଇନ୍ ମୋଡ୍ ମାଧ୍ୟମରେ ଆବେଦନ କରିବାକୁ ହେବ। ଯେଉଁ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାନ୍ତି ସେମାନେ ଏହାକୁ ଭଲଭାବେ ପଢିନେବା ଉଚିତ।
OSSSC MPHW ପଦବୀରେ ଚାକିରି ପାଇଁ ଏକ ନୂଆ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ୨୭୫୩ ANM ଷ୍ଟାଫ୍ ନର୍ସ ପଦବୀ ପୂରଣ ହେବ। ଅନ୍ଲାଇନ୍ ମାଧ୍ୟମରେ ଏହି ଆବେଦନ କରାଯିବ।
ସମସ୍ତ ପଦବୀ ପାଇଁ ଏପ୍ରିଲ ୧୯ ତାରିଖରୁ ଆବେଦନ ଆରମ୍ଭ ହୋଇସାରିଛି । ତେଣୁ ଏବେଠୁ ଆପଣ ଆବେଦନ କରିପାରିବେ ।
BARC ୪୦୦୦ରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରିଛି। ବିଜ୍ଞପ୍ତି ଅନୁଯାୟୀ ଷ୍ଟାଇପେଣ୍ଡ୍ରୀ ଟ୍ରେନି, ବୈଷୟିକ ଅଧିକାରୀ/ସି, ବୈଜ୍ଞାନିକ ସହାୟକ/ବି ଏବଂ ଟେକ୍ନିସିଆନ/ବିଏ ପଦବୀ ପାଇଁ ନିଯୁକ୍ତି ମିଳିବ।
କେନ୍ଦ୍ର ସରକାରରେ ସୁପର୍ଭାଇଜର୍ ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି। ଏନେଇ କୌଣସି ଲିଖିତ ପରୀକ୍ଷା ହେବନି। କେବଳ ସାକ୍ଷାତକାର ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ। ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଭାବେ ମାତ୍ର ୨୫ ଟଙ୍କା ଦେବାକୁ ପଡିବ।
ନା ବଦଳିରେ ସ୍ବଚ୍ଛତା ଅଛି ନା ପୋଷ୍ଟିଂରେ । ଖୋଦ୍ ଡିଜିଙ୍କ ସର୍କୁଲାରରୁ ଖୋଲିଲା ରାଜ୍ୟ ଅଗ୍ନିଶମ ବିଭାଗରେ ଗାଦିମଡ଼ା ଅଫିସର ରାଜର ପୋଲ୍, ମୁହେଁ ମୁହେଁ ଜାରି ହେଉଛି ନିର୍ଦ୍ଦେଶନାମା
BSF ହେଡ୍ କନଷ୍ଟେବଲ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୪୭ ଟି ପଦବୀ ପୂରଣ ହେବ। ଚୟନ ପ୍ରାର୍ଥୀ ମାସକୁ ୮୦ହଜାର ଟଙ୍କା ଉପରେ ଦରମା ପାଇବେ।
ଏପ୍ରିଲ ୨୬ ଯାଏଁ ଦେଶର ୩୭୫ ପରୀକ୍ଷା କେନ୍ଦ୍ରରେ ଅନଲାଇନ ଟେଷ୍ଟ ହେବ ।
UPSC CMS ୨୦୨୩ ପରୀକ୍ଷା ପାଇଁ UPSC ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ବିଭିନ୍ନ ସରକାରୀ ସଂଗଠନରେ ୧୨୬୧ ପଦବୀ ପୂରଣ ହେବ। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ କରିବାକୁ ଚାହୁଁଥିଲେ ଦିଆଯାଇଥିବା ବିବରଣୀଗୁଡିକୁ ଭଲ ଭାବେ ପଢିନେବା ଜରୁରୀ।
ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଗ୍ରୁପ୍ ସି ପୋଷ୍ଟ ଅଧୀନରେ ଜୁନିଅର ପର୍ଚେଜ୍ ଆସିଷ୍ଟାଣ୍ଟ / ଜୁନିଅର ଷ୍ଟୋରକିପରର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ମନୋନୀତ ପ୍ରାର୍ଥୀମାନେ ମୁମ୍ବାଇରେ ଏବଂ ଦେଶର ବିଭିନ୍ନ ଆଞ୍ଚଳିକ କାର୍ଯ୍ୟାଳୟରେ ପୋଷ୍ଟ୍ ହେବେ।
ଏୟାର ଇଣ୍ଡିଆ ଅନେକ ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନକୁ ଆମନ୍ତ୍ରଣ କରିଛି। ୪୯୫ ପୋଷ୍ଟ୍ ପୂରଣ ହେବ। ବିନା ପରୀକ୍ଷାରେ କେବଳ ସାକ୍ଷାତକାର ମାଧ୍ୟମରେ ଏହିସବୁ ପୋଷ୍ଟ୍ ପୂରଣ ହେବ।
ଆଉ ଖାଲି ହିନ୍ଦୀ କି ଇଂରାଜୀରେ ନୁହେଁ ଓଡ଼ିଆରେ ବି ଦେଇହେବ CAPF କନଷ୍ଟେବଲ ଭର୍ତ୍ତି । ପରୀକ୍ଷାକେନ୍ଦ୍ରର ବଡ଼ ନିଷ୍ପତ୍ତି ପରେ ଭାରି ଖୁସି ଅଗଣିତ ଆଶାୟୀ । କୋରାପୁଟ ଜୟପୁରର ପିଣ୍ଟୁ ପାଣି ଓ ସଚିନ କତଲେଲଙ୍କ କେନ୍ଦ୍ରୀୟ ଫୋର୍ସରେ ଯୋଗଦେବାକୁ ପ୍ରବଳ ଇଚ୍ଛା ।
ଓଡ଼ିଆ ମିଡିୟମରେ ପାଠ ପଢ଼ିଥିବା ଏମିତି ଅନେକ ଆଶାୟୀଙ୍କର ଥିଲା ସମାନ ଚିନ୍ତା । ହେଲେ ଆସନ୍ତାବର୍ଷ ଜାନୁଆରୀ ପହିଲାରୁ ବଦଳୁଛି ନିୟମ ।
ଖାଲି ସେତିକି ନୁହେଁ ଏହା ଦ୍ୱାରା ଚୟନକର୍ତ୍ତାଙ୍କ ପାଖରେ ଅଧିକ ଅପ୍ସନ୍ ମଧ୍ୟ ରହିବ । ପ୍ରତିଯୋଗୀତା ମଧ୍ୟ ଉଚ୍ଚ କୋଟିର ହେବ ବୋଲି ଆଶା କରାଯାଇଛି ।
ପରୀକ୍ଷା ପୂର୍ବରୁ କେଉଁ ଭାଷାରେ ଚୟନ କରିବେ ସେନେଇ ଛାତ୍ରଛାତ୍ରୀଙ୍କୁ ନିଷ୍ପତ୍ତି ନେବାର ସୁଯୋଗ ଦିଆଯିବ ।
ନିୟମିତ ହେବା ଦାବିରେ ୧୩ ଦିନ ହେବ ଧାରଣାରେ ବସିଥିଲେ।
ଏମିତି IAS ଅଫିସର ଅଛନ୍ତି, ଯିଏ ପ୍ରଥମ ଆଟେମ୍ପ୍ଟରେ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି...