ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଚଳୁ କରି ଲକ୍ଷ ଲକ୍ଷ ଆଶାୟୀଙ୍କ ଭବିଷ୍ୟତ ସହ ଖେଳିଥିବା ଏକ ଅନ୍ତଃରାଜ୍ୟ ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ। ଦିଲ୍ଲୀରୁ ଅପରେଟ ହେଉଥିବା ଏହି ଠକେଇ ନେଟ୍ୱାର୍କର ଜଣେ ମାଷ୍ଟର ମାଇଣ୍ଡକୁ ବିହାରରୁ ଇଓଡବ୍ଲୁ ଗିରଫ କରିଛି।
ଏହି ଗ୍ୟାଙ୍ଗ ଓଡ଼ିଶା ସହ ୧୮ଟି ରାଜ୍ୟରେ ଅତି ଚତୁରତାର ସହ ରାକେଟ୍ ଜାରି ରଖିଥିଲା। ଯାହାର ଶିକାର ହୋଇଛନ୍ତି ଦେଢ଼ ଲକ୍ଷରୁ ଅଧିକ ଯୁବକ ଯୁବତୀ। ଆଦାୟ ଟଙ୍କାରେ ସିନେମା ବି ତିଆରି ହୋଇଛି। ତେବେ କେମିତି ଚାଲୁଥିଲା ଏହି କଳାଧନ୍ଧାର ଖେଳ, ଜାଣିଲେ ମୁଣ୍ଡରେ ହାତ ଦେଇଦେବେ ଆପଣ।
Published: Tanmay Kumar Mahalik
Last updated: 18 February 2023, 09:55 PM IST
ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(CBI) ଚାକିରି ସୁଯୋଗ ନେଇଆସିଛି। ଏନେଇ CBI ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।