• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Jobs Updates

OAS Result
OAS ରେଜଲ୍ଟ, ପ୍ରଥମ ତିନି ସ୍ଥାନରେ ଛାତ୍ରୀ

OAS ଉତ୍ତୀର୍ଣ୍ଣ ହେଲେ ମୋଟ ୩୯୨ ପରୀକ୍ଷାର୍ଥୀ । ୩୯୨ ଜଣଙ୍କ ମଧ୍ୟରୁ ୧୪୮ ଜଣ ଛାତ୍ରୀ ।

SSB recruitment 2022
୧୦ମ ପାସ୍‌ ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ: ୩୯୯ କନଷ୍ଟେବଲ୍‌ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି

ସ୍ପୋର୍ଟସ୍‌ କୋଟା ଅଧୀନରେ ବାହାରିଥିବା କନଷ୍ଟେବଲ୍‌(ଜେନେରାଲ୍‌ ଡ୍ୟୁଟି) ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ୩୩୯ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। 

Vacancies for these posts for graduate candidates
ITBP ଜାରି କରିଛି ଆବେଦନ; ଦରମା ୮୧ ହଜାର

ITBPରେ ପୂରଣ ହେବ ହେଡ୍ କନଷ୍ଟେବଳ ପଦବୀ। ୮୧ ହଜାର ଟଙ୍କା ଦରମା ମିଳିବ। ଆବେଦନ ପ୍ରକ୍ରିୟା କେବେ ଆରମ୍ଭ ହେବ ଜାଣିବା ପାଇଁ ପଢନ୍ତୁ।

Disadvantages of changing jobs too soon
ଆପଣ ବାରମ୍ବାର ଚାକିରି ପରିବର୍ତ୍ତନ କରୁଛନ୍ତି କି; ହେଇପାରେ କ୍ୟାରିଅର୍ ନଷ୍ଟ

ଅନେକ ନିଜ କ୍ୟାରିଅରରେ ଆଗକୁ ବଢିବା ପାଇଁ ବାରମ୍ବାର ଚାକିରି ପରିବର୍ତ୍ତନ କରନ୍ତି। ସେମାନେ ଭାବନ୍ତି ଏହା କରିବା ଦ୍ୱାରା ଭଲ ଦରମା ହୋଇଥାଏ। କିନ୍ତୁ ଏହା କ୍ୟାରିଅରକୁ କ୍ଷତି ପହଞ୍ଚାଇ ପାରେ।

Bumper vacancy for these posts in border roads organization
BRO ରେ ଅନେକ ପଦବୀ ଖାଲି; ଚାଲିଛି ଆବେଦନ ପ୍ରକ୍ରିୟା

ସୀମା ସଡକ ସଂଗଠନ MTS ସହିତ ଅନ୍ୟାନ୍ୟ ଅନେକ ପଦବୀ ପୂରଣ ପାଇଁ ଆବେଦନ କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସମୁଦାୟ ୩୨୭ ଟି ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ବିବରଣୀ।

Forest Guard Recruitment 2022
ଖାଲି ପଡିଛି ୭୦୧ଟି ଫରେଷ୍ଟ୍‌ ଗାର୍ଡ ପଦବୀ; ଜାଣନ୍ତୁ କେବେ କରିବେ ଆବେଦନ

UPSSSC ଫରେଷ୍ଟ୍‌ ଗାର୍ଡ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଏହି ଦିନରୁ ଆରମ୍ଭ ହେବ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୭୦୧ଟି ପଦବୀ ପୂରଣ ହେବ।

Career tips in automobile designing
କରନ୍ତୁ ଅଟୋମୋବାଇଲ୍ ଡିଜାଇନିଂରେ କ୍ୟାରିଅର୍; ଦରମା ୧୦ ରୁ ୨୦ ଲକ୍ଷ

ଆପଣଙ୍କର ଗାଡି ପ୍ରତି ଆଗ୍ରହ ଅଛି କି? ଏହା ସହ ଆପଣ ପାଖରେ କିଛି କ୍ରିଏଟିଭ୍ ଆଇଡିଆ ଅଛି କି? ତେବେ ଆପଣ ବି ହୋଇପାରିବେ ଅଟୋମୋବାଇଲ୍ ଡିଜାଇନର୍। ୧୦ ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଦରମା ବି ପାଇପାରିବେ।

Bumper vacancy on these posts for 12th pass in cisf
୧୨ଶ ପାସ୍‌ ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; CISF ରେ ଚାକିରି

CISFରେ ହେଡ୍ କନଷ୍ଟେବଳ ଏବଂ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ପଦବୀ ଖାଲି ପଡିଛି। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୫୪୦ ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ସୂଚନା।

Vacancy for these posts in state staff selection commission
OSSCରେ ବାହାରିଛି ଅନୁସନ୍ଧାନକାରୀ ପଦବୀ; ଜାଣନ୍ତୁ କେବେଠୁ ହେବ ଆବେଦନ

OSSCର ଅର୍ଥନୀତି ଏବଂ ପରିସଂଖ୍ୟାନ ବିଭାଗ ଅନୁସନ୍ଧାନକାରୀ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ପୂରଣ ହେବ ୩୬ ଟି ପଦବୀ। ଆପଣ ଯଦି ଆବେଦନ କରିବାକୁ ଚାହୁଛନ୍ତି ତେବେ ଏହି ଖବର ପଢନ୍ତୁ।

For assistant legal consultant posts apply by 10 october
ONGC ରେ ଆଇନ ପରାମର୍ଶଦାତା ହେବାକୁ ଚାହୁଁଛନ୍ତି କି; ଦେଖନ୍ତୁ

ONGC ସହକାରୀ ଆଇନ ପରାମର୍ଶଦାତା ପଦବୀ ପାଇଁ ଆବେଦନ ଜାରି କରିଛି। ଆବେଦନ ପ୍ରକ୍ରିୟା ଚାଲିଛି। ଜାଣନ୍ତୁ କେବେ ଅଛି ଶେଷ ତାରିଖ ଓ କିପରି କରିବେ ଆବେଦନ।

Vacancy for more than 1500 posts in iocl
IOCLରେ ଚାକିରି; ପୂରଣ ହେବ ୧୫୩୫ ପଦବୀ

IOCL ଟ୍ରେନିଂ ଆପ୍ରେଣ୍ଟିସ୍ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ…

Golden chance to become an officer in SBI
SBIରେ ବାହାରିଛି ୧୬୭୩ PO ପଦବୀ; ଜାଣନ୍ତୁ କ’ଣ ରହିଛି ଯୋଗ୍ୟତା

SBI, PO ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପୂରଣ ହେବ ୧୬୭୩ ପଦବୀ। ଜାଣନ୍ତୁ ଯୋଗ୍ୟତା, ବୟସ ସୀମା, ଫି’, ଦରମା ଓ ଅନ୍ୟାନ୍ୟ ତଥ୍ୟ।

Jobs can be get on these posts in gail without exam
GAIL ଇଣ୍ଡିଆରେ ଚାକିରି; ତୁରନ୍ତ କରନ୍ତୁ ଆବେଦନ

GAIL ଇଣ୍ଡିଆ ଅନେକଗୁଡିଏ ପୋଷ୍ଟ୍ ପାଇଁ ଆବେଦନ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ସେପ୍ଟେମ୍ବର ୧୬ରୁ ଆରମ୍ଭ ହୋଇଯାଇଛି। କେବେ ରହିଛି ଶେଷ ତାରିଖ ଓ କ’ଣ ଶିକ୍ଷାଗତ ଯୋଗ୍ୟତା ଜାଣିବା ପାଇଁ ପଢନ୍ତୁ।

Golden chance to become manager in rbi without exam
ବିନା ପରୀକ୍ଷାରେ RBIରେ ମ୍ୟାନେଜର୍ ହେବାର ସୁବର୍ଣ୍ଣ ସୁଯୋଗ

RBIରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆସିଷ୍ଟାଣ୍ଟ୍‌ ମ୍ୟାନେଜର ଏବଂ ଡେପୁଟି ମ୍ୟାନେଜର୍‌ ପଦବୀ ପୂରଣ ପାଇଁ RBI ଆବେଦନ ଜାରି କରିଛି। ଏହି ଯୋଗ୍ୟତା ଥିଲେ ବିନା ପରୀକ୍ଷାରେ କରିପାରିବେ ଚାକିରି।

Bumper vacancy for these posts in bhel
ଗ୍ରାଜୁଏସନ୍ ସହିତ ଏହି ଯୋଗ୍ୟତା ଥିଲେ BHELରେ ଚାକିରି

BHEL ରେ ଇଞ୍ଜିନିୟର / କାର୍ଯ୍ୟନିର୍ବାହୀ ପ୍ରଶିକ୍ଷକ ପଦବୀ ପୂରଣ ପାଇଁ ନିଯୁକ୍ତି ବାହାରିଛି। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୧୩ ରୁ ଆରମ୍ଭ ହୋଇଛି। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୧୫୦ଟି ପଦବୀ ପୂରଣ ହେବ।

Railway jobs 12th pass jobs for sports quota
ଆପଣ ଦ୍ୱାଦଶ / ସ୍ନାତକ ପାଶ୍‌ କରିଛନ୍ତି କି? ଆପଣଙ୍କ ପାଇଁ ଏହି ଖବର

ଦ୍ୱାଦଶ / ସ୍ନାତକ ପାଶ୍‌ କରି ଆପଣ ଯଦି ସରକାରୀ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ରେଳବାଇରେ ବାହାରିଛି ଅନେକ ପଦବୀ। ଆପଣଙ୍କ ପାଖରେ ଯଦି ଖେଳ କୋଟା ଅଛି ତେବେ ବିନା ପରୀକ୍ଷାରେ ଚାକିରି।

Dogra Regiment Recruitment 2022
ଡୋଗ୍ରା ରେଜିମେଣ୍ଟରେ LDC ସହିତ ବାହାରିଛି ଅନେକ ପୋଷ୍ଟ୍‌

ଡୋଗ୍ରା ରେଜିମେଣ୍ଟରେ ବାହାରିଛି ଅନେକ ପଦବୀ। ଏଥିପାଇଁ ଅଫ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆବେଦନ ଫର୍ମ ଅକ୍ଟୋବର ୧୦ ସୁଦ୍ଧା ସମ୍ପୃକ୍ତ ଠିକଣାରେ ପହଞ୍ଚିଯିବା ଉଚିତ।

protest
ସରକାରଙ୍କ ସହ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଆଲୋଚନା : ୧୫ ଦିନ ଭିତରେ ସମାଧାନ ପ୍ରତିଶ୍ରୁତି

୪୨ଟି ବିଭାଗର ୭୦ ହଜାର ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ପୂଜା ପୂର୍ବରୁ ମିଳିବ ଭଲ ଖବର

Opposition parties support protest of contractual employees in Bhubaneswar
ସ୍ଥାୟୀ ନିଯୁକ୍ତି ଦାବିରେ ଗର୍ଜିଲେ ସରକାରୀ ଠିକା କର୍ମଚାରୀ

ରାଜଧାନୀରେ ଠିକା କର୍ମଚାରୀଙ୍କ ଏ ବିଶାଳ ଜନସମାବେଶ ଏବଂ ବାରମ୍ବାର ଦାବି ପରେ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ବିରୋଧୀ।

Golden opportunity to become an officer in life insurance corporation
ବିନା ପରୀକ୍ଷାରେ LICରେ ଚାକିରି ସୁଯୋଗ

CTO, CDO ଏବଂ CISO ପଦବୀ ପୂରଣ ପାଇଁ LIC ଆବେଦନ ଜାରି କରିଛି। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୧୦ରୁ ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଅନେକ ପୋଷ୍ଟ୍‌ ପୂରଣ ହେବ।

 New Wage Code
New Labour Code : ୪ ଦିନ ଡ୍ୟୁଟି, ୩ ଦିନ ଛୁଟି, ମହିଳା ଓ ପୁରୁଷଙ୍କୁ ସମାନ ଦରମା

ନୂତନ ନିୟମ ଲାଗୁ ହେବା ପରେ କର୍ମଚାରୀଙ୍କୁ ମିଳିବ ତିନି ଦିନିଆ ସାପ୍ତାହିକ ଛୁଟି

  • Sunday, 11 September 2022
Special story
ବର୍ଷାକୁ ଖାତିର ନାହିଁ, ଲୋୟର୍ ପିଏମଜିରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଜୋରଦାର ଆନ୍ଦୋଳନ

ସରକାରଙ୍କ କର୍ମଚାରୀ ମାରଣ ନୀତି ଉଚ୍ଛେଦ ଦାବିରେ କର୍ମଚାରୀମାନେ ଆନ୍ଦୋଳନ କରୁଛନ୍ତି

Railway Recruitment 2022
+୨ କରିଛନ୍ତି କି; ବିନା ପରୀକ୍ଷାରେ ଭଲ ଦରମାରେ ରେଳବାଇରେ ଚାକିରି

RRC ପଶ୍ଚିମ ରେଳବାଇ (WR) ଅଧୀନରେ ଥିବା ଅନେକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଏହି ପ୍ରକ୍ରିୟାରେ ଅନେକଗୁଡିଏ ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।

Bumper vacancy for these posts in AAI
ଏୟାର୍‌ପୋର୍ଟରେ ଚାକିରି ଖୋଜୁଛନ୍ତି କି; ଆପଣଙ୍କ ପାଇଁ ଏହି ଖବର

AAIରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଜୁନିଅର୍‌ ଆସିଷ୍ଟାଣ୍ଟ୍‌ ଏବଂ ସିନିୟର୍‌ ଆସିଷ୍ଟାଣ୍ଟ୍‌ ପଦବୀରେ ପୂରଣ ହେବ ଅନେକ ପୋଷ୍ଟ୍। ଆପଣ ଯଦି ଏଠି ଚାକିରି କରିବାକୁ ଚାହାନ୍ତି ତେବେ ଦେଖନ୍ତୁ ଏହି ଖବର।