• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

In China, Doctors Warned For Not To Write COVID On Death Certificates
ଚୀନ୍ ଡାକ୍ତରଙ୍କୁ ଚେତାବନୀ- ମୃତ୍ୟୁ ପ୍ରମାଣପତ୍ରରେ କୋଭିଡ୍ ଲେଖନ୍ତୁ ନାହିଁ

ଚୀନରେ କୋଭିଡ ସ୍ଥତି ଏବେ ପିକ୍‌ରେ ପହଞ୍ଚିବାକୁ ଯାଉଥିବା ବେଳେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରମାନେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି।

Nepal plane crash
ଅସୁରକ୍ଷିତ ନେପାଳ ଆକାଶ ! ୩୦ ବର୍ଷରେ ଘଟିଛି ୨୭ଟି ମର୍ମନ୍ତୁଦ ବିମାନ ଦୁର୍ଘଟଣା

ପଡ଼ୋଶୀ ଦେଶ ନେପାଳରେ ବିମାନ ଦୁର୍ଘଟଣା କିଛି ନୂଆ କଥା ନୁହେଁ

Coldest City
ଫଟୋରେ ଖବର : ଏମିତି ଏକ ସହର, ଯେଉଁଠି ତାପମାତ୍ରା ମାଇନସ୍ ୫୦ ଡିଗ୍ରୀ ସେଲସିୟସ୍

ବିଶ୍ୱର ଏପରି ଏକ ସହର ଅଛି, ଯେଉଁଠାରେ ବର୍ତ୍ତମାନ ତାପମାତ୍ରା ରହିଛି ମାଇନସ୍‌ ୫୦ ଡିଗ୍ରୀ ସେଲସିୟସ୍ । ଏହାକୁ ବିଶ୍ୱର ସବୁଠୁ ଥଣ୍ଡା ସହର ବୋଲି କୁହାଯାଏ।

Handicapped Football
ଗୋଡ଼ ନାହିଁ ! ଆଶା ବାଡ଼ିରେ ଦୌଡ଼ୁଛନ୍ତି, ଧୁମ୍‌ ଧାମ୍‌ ବଲ୍ ମାରୁଛନ୍ତି; ଦେଖନ୍ତୁ ଭିଡିଓ...

ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଛି, ତାକୁ ଯିଏ ବି ଦେଖୁଛି ସିଏ ପ୍ରଶଂସା ନକରି ରହି ପାରୁନି ।

Abdul Rehman Makki
ପାକିସ୍ତାନକୁ ଝଟ୍‌କା ! ଅବ୍ଦୁଲ ରେହମାନକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କଲା ଜାତିସଂଘ

ଅବଦୁଲ ଲସ୍କର-ଇ-ତୋଇବା ମୁଖ୍ୟ ହାଫିଜ୍ ସଇଦ୍‌ର ସମ୍ପର୍କୀୟ ।

Pakistan Crisis
କାଙ୍ଗାଳ ହେଲାଣି ପାକିସ୍ତାନ: ଅଟା, ଚିନି ପାଇଁ ଗାଡ଼ି ପଛରେ ଦୌଡୁଛନ୍ତି ଲୋକ

ଦେଶର ଜନତା ତ୍ରାହି ତ୍ରାହି ଡାକିବା ଆରମ୍ଭ କଲେଣି।

Earthquake Hits Off The Coast Of Indonesia
ଇଣ୍ଡୋନେସିଆର ସୁମାତ୍ରାରେ ଭୂମିକମ୍ପ, ପଦାକୁ ଦୌଡ଼ିଲେ ଲୋକେ

ଭୂକମ୍ପର କେନ୍ଦ୍ରସ୍ଥଳ ଆଚେ ପ୍ରଦେଶର ସିଙ୍ଗକିଲ ସହରଠାରୁ ୪୮ କିମି ଦୂର।

Terrible plane crash in Nepal’s Pokhara
ଗିରି ଶୃଙ୍ଗରେ ବସିଛି ଯମ ! ଆକାଶମାର୍ଗରେ ଗଲେ ବିପଦ, ନେଉଛି ଜୀବନ

ଏଭରେଷ୍ଟ ସହ ବିଶ୍ୱର ୧୪ଟି ଉଚ୍ଚତମ ଗିରିଶୃଙ୍ଗ ଏହି ଦେଶରେ ରହିଛି।

Nepal Plane With 72 On Board Crashes
ଉଡ଼ାଣ ଭରିବାର ୨୦ ମିନିଟ୍‌ ପରେ ଜଳିଗଲା ବିମାନ, ସାମ୍ନାକୁ ଆସିଲା ଦୁର୍ଘଟଣା ପୂର୍ବର ଦୃଶ୍ୟ...

ନେପାଳର ପୋଖରାରେ ଯାତ୍ରୀବାହୀ ବିମାଦ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଡ଼ାଣ ଭରିବାର ୨୦ ମିନିଟ୍‌ ପରେ ପଶ୍ଚିମ ନେପାଳର ଓଲ୍ଡ ଓ ନିୟୁ ଏୟାରପୋର୍ଟ ମଧ୍ୟରେ ୭୨ ସିଟ୍‌ ବିଶିଷ୍ଟ ATR-72 ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। 

Plane Crash In Nepal
ନେପାଳରେ ଭୟଙ୍କର ବିମାନ ଦୁର୍ଘଟଣା, ରନ୍‌ୱେରେ ଅବତରଣ ବେଳେ ଜଳିଗଲା ବିମାନ...

ନେପାଳରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୋଖରା ବିମାନବନ୍ଦରର ରନ୍‌ୱେରେ ଅବତରଣ ବେଳେ ଦୁର୍ଘଟଣା ଘଟିଛି।

Apple CEO
Apple CEOଙ୍କ ଅଜବ ଯୁକ୍ତି, ‘ମୋ ଦରମା କମାଇଦିଅ’ ! ହେଲେ କାହିଁକି..?

ଆଗାମୀ ଦିନରେ କୁକ୍‌ଙ୍କୁ ୮୦ ରୁ ୯୦ ପ୍ରତିଶତ ରାଶି ଦେବା ପାଇଁ ସଂସ୍ଥା ଯୋଜନା କରୁଛି । କୁକ୍‌ ୨୦୧୧ରୁ ଆପଲ୍‌ ସିଇଓ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । 

Elon Musk Or Bernard Arnault
କିଏ ହେବ ବିଶ୍ୱର ଏକ ନମ୍ବର ଧନୀ, ଏହି ଦୁଇ ଜଣଙ୍କ ମଧ୍ୟରେ ଚାଲିଛି ରେସ୍‌...

ଗତ କିଛି ଦିନ ମଧ୍ୟରେ ଏଲନ୍ ମସ୍କଙ୍କ ସମ୍ପତ୍ତି ପାଖାପାଖି ୨୦୦ ବିଲିୟନ୍‌ ତଳକୁ ଖସିଯାଇଛି । 

Taliban
ମହିଳାଶୂନ୍ୟ ହେବ କି ଆଫଗାନିସ୍ତାନ ? ଦୁର୍ଦ୍ଦଷ ତାଲିବାନୀଙ୍କ ବର୍ବର ନିୟମ...

କିଛି ଦିନ ପୂର୍ବରୁ ଝିଅମାନଙ୍କ ବିଶ୍ୱବିଦ୍ୟାଳୟ ଶିକ୍ଷା ଉପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଷେଧାଦେଶ ଜାରି କରାଯାଇଥିଲା ।

Child Deaths In Uzbekistan: WHO Alert On 2 Indian Syrups For Use
ଶିଶୁ ମୃତ୍ୟୁ ପରେ ଆଲର୍ଟ: ଉଜ୍‌ବେକିସ୍ତାନରେ ଭାରତ ତିଆରି ଏହି ୨ କଫ୍‌ ସିରପ୍‌ ବ୍ୟବହାର ମନା

ଉଜ୍‌ବେକିସ୍ତାନରେ ଭାରତ ତିଆରି କଫ୍ ସିରପ୍‌ ବ୍ୟବହାର ମନା। ମାରିଅନ୍ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କଫ୍ ସିରପ୍‌ ଉଜ୍‌ବେକିସ୍ତାନରେ ପିଲାଙ୍କ ପାଇଁ ବ୍ୟବହାର କରାଯିବ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।

Pakistan
ପିଆଜ କିଲୋ ୨୨୦, ଅଟା ୧୫୦ : ପାକିସ୍ତାନରେ କାଙ୍ଗାଳ ସରକାର, ବିକଳ ଜନତା

ଖାଦ୍ୟ ନାହିଁ, ପାନୀୟ ନାହିଁ, ଗ୍ୟାସ୍ ନାହିଁ, ଔଷଧ ନାହିଁ । ଜରୁରୀ ସ୍ୱାସ୍ଥ୍ୟ ସେବା ଲାଗି ସରକାରଙ୍କ ପାଖରେ ଅର୍ଥ ବି ନାହିଁ ।

  • Thursday, 12 January 2023
FAA System Outage Causes Thousands Of Flight Delays In US
ବଡ଼ ଧରଣର ବୈଷୟିକ ତ୍ରୁଟି: ଘଣ୍ଟା ଘଣ୍ଟା ଧରି ଆମେରିକାରେ ବନ୍ଦ ହୋଇଗଲା ବିମାନ ସେବା

ଆମେରିକାରେ ବିମାନ ସେବା ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି। ଘଣ୍ଟା ଘଣ୍ଟା ଧରି ବନ୍ଦ ପରେ ଏବେ ଏୟାର ସର୍ଭିସ୍ ସିଷ୍ଟମ ଧୀରେଧିରେ ଠିକ୍ ହେଉଥିବା ନେଇ ଫେଡରାଲ୍ ଆଭିଏସନ୍ ଆଡମିନ୍‌ଷ୍ଟ୍ରେସନ୍ ଟ୍ୱିଟ୍ କରି ସୂଚନା ଦେଇଛି।

Elon musk breaks 22 year old embarrassing record
କ୍ଷତି ସହିବାରେ ଏଲନ୍ ମସ୍କ କଲେ ଗିନିଜ ୱାର୍ଲ୍ଡ ରେକର୍ଡ

ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି ଟେସ୍‌ଲା ଏବଂ ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କ। ଲାଭରେ ନୁହେଁ ବରଂ ସର୍ବାଧିକ କ୍ଷତି ସହିବାରେ ୱାର୍ଲ୍ଡ ରେକର୍ଡ କରିଛନ୍ତି ସେ। କାହିଁକି ଏମିତି ହେଲା ଆସନ୍ତୁ ଜାଣିବା…

Flight Video Viral
ମଝି ଆକାଶରେ ଖୋଲିଗଲା ବିମାନର ଡୋର୍, ବିପଦରେ ୩୧ ଜୀବନ ! ତାପରେ... ଦେଖନ୍ତୁ ଭିଡିଓ

ରୁଷିଆ ପ୍ୟାସିଫିକ୍‌ କୋଷ୍ଟର ମାଗଦନରେ ଅବତରଣ କରିଥାନ୍ତା । କିନ୍ତୁ ହଠାତ୍‌ ମଝି ଆକାଶରେ ପଛ ଡୋର୍ ଖୋଲିଗଲା ।

Shipping Firm Evergreen Pays 52 Months Salary
ବ୍ୟାଙ୍କ୍‌ ବାଲାନ୍ସ ଦେଖି କର୍ମଚାରୀ ଆଶ୍ଚର୍ଯ୍ୟ, ଏକାବେଳକେ ୪ ବର୍ଷର ବୋନସ୍‌ ଦେଲା କମ୍ପାନୀ

କରୋନା କାଳରେ କର୍ମଚାରୀଙ୍କ କର୍ତ୍ତବ୍ୟ ଓ ପରିଶ୍ରମ ଅତୁଳନୀୟ।

  • Tuesday, 10 January 2023
Brazil Protests
ବ୍ରାଜିଲ ରାଜଧାନୀ ବ୍ରାସିଲିଆରେ ଲଙ୍କାକାଣ୍ଡ : ଆନ୍ଦୋଳନକୁ ଓହ୍ଲାଇଲେ ହଜାର ହଜାର ଲୋକ

ରାଷ୍ଟ୍ରପତି ଭବନ, ସୁପ୍ରିମକୋର୍ଟ, ସଂସଦ ଭବନ । ସବୁଠି ପଶିଲେ, ଭଙ୍ଗାରୁଜା କଲେ ଆନ୍ଦୋଳନକାରୀ ।

  • Tuesday, 10 January 2023
  • Brazil
The Saudi government withdrawn the restrictions on women
ସାଉଦି ମହିଳାଙ୍କ ଠାରେ ଲାଗିଲା ଡେଣା; ଚଲାଇବେ ଟ୍ରେନ୍, ପ୍ଲେନ୍

ମହିଳାଙ୍କ ଉପରେ ଲାଗିଥିବା କଟକଣା ଏବେ ସାଉଦି ସରକାର ଉଠେଇଛି। ଏଣିକି ସାଉଦିରେ ମହିଳାଙ୍କୁ ଡ୍ରାଇଭିଂ କରିବାର ଦେଖିବାକୁ ମିଳିବ। ଏହା ଆଣି ଦେଇଛି ମହିଳାଙ୍କ ପାଇଁ ଏକ ଭଲ କ୍ୟାରିଅର ସୁଯୋଗ।

Prince Harry
ପୁଣି ଚର୍ଚ୍ଚାରେ ବ୍ରିଟେନ ରାଜପରିବାର : ପ୍ରିନ୍ସ ହ୍ୟାରୀଙ୍କ ପୁସ୍ତକକୁ ନେଇ ଚର୍ଚ୍ଚା

ବଡ଼ଭାଇ ୱିଲିୟମ ତାଙ୍କୁ ମାଡ଼ମାରିଥିବା ନେଇ ନିଜ ପୁସ୍ତକରେ ଲେଖିଛନ୍ତି ରାଜକୁମାର ହ୍ୟାରୀ ।

  • Sunday, 08 January 2023
Judge In Texas
ଭାରତରେ ଦିନ ମଜୁରିଆ ଥିଲେ, ସ୍କୁଲ ପଢ଼ା ଅଧାରୁ ଛାଡ଼ିଥିଲେ ! ଏବେ ଟେକ୍ସାସରେ ଜଜ୍‌

ଟେକ୍ସାସ୍‌ ଭଳି ଅଗ୍ରଣୀ ସହରରେ ଜଜ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ ହୋଇଛନ୍ତି ।

special story
ଝିଅକୁ ପାଇବା ପାଇଁ ପୁରୁଷରୁ ମହିଳା ହେଲେ ବାପା

ଜଣେ ବାପାର ବଡ଼ ବଳିଦାନ ! ନିଜ ଝିଅ ପାଇଁ ପୁରୁଷରୁ ମହିଳା ହେଲେ ବାପା