• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Human Interest Updates

Kili Paul and his sister Neema obsessed with ali zafar
କିଲି ପଲ୍‌ଙ୍କ କଳାରେ ପୁଣି ଝୁମିଲା ସୋସିଆଲ୍ ମିଡିଆ

ଅଲି ଜାଫରଙ୍କ ଗୀତ 'ଝୁମ୍' ପୁଣି ଥରେ ପ୍ରଶଂସକଙ୍କଠାରୁ ବହୁତ ଭଲ ପାଇବା ପାଇଛି। ତାଞ୍ଜାନିଆର ସୋସିଆଲ୍ ମିଡିଆ ସେନ୍ସେସ୍ କିଲି ପଲ୍ ମଧ୍ୟ ଏହି ଗୀତରେ ଏକ ଭିଡିଓ ତିଆରି କରିବା ଠାରୁ ଦୂରେଇ ରହିପାରି ନାହାନ୍ତି। ଆସନ୍ତୁ ଦେଖିବା…

Bus now a classroom for children in kerala
ବସ୍‌ରେ ହେଲା ଶ୍ରେଣୀଗୃହ; ମିଳିବ ଟିଭି, ଏୟାର କଣ୍ଡିସନର ଭଳି ସୁବିଧା

ବସ୍‌କୁ ପରିବର୍ତ୍ତନ କରାଯାଇ ଶ୍ରେଣୀଗୃହ କରାଯାଇଛି। ପିଲାମାନେ ପାଠ ପଢିବା ସହିତ ମନୋରଂଜନ ମଧ୍ୟ କରିବେ। ଏଥାରେ ଅଛି ଏୟାର କଣ୍ଡିସନ ଓ ଟିଭି ଦେଖିବାର ସୁବିଧା। ଲାଇବ୍ରେରୀ ସହିତ ଥିଏଟରର ସୁବିଧା ମିଳିବ।

Women’s role in chipko movement
ଗଛ ପାଇଁ ବାହାରିଥିଲେ ମହିଳା; ୩୦୦ରୁ ଅଧିକ ପ୍ରାଣ ହରାଇଥିଲେ

ଅଢେଇ ହଜାର ଗଛ କାଟିବାକୁ ହୋଇଥିଲା ଯୋଜନା। ମହିଳାମାନେ ଏକାଠି ହୋଇଗଲେ। ଗଛ କଟା ରୋକିବା ପାଇଁ ଗଛକୁ କୁଣ୍ଡେଇ ରହିଲେ। ସେମାନେ କହିଲେ ଯେ ଗଛ କାଟିବା ପୂର୍ବରୁ ସେମାନଙ୍କୁ କାଟି ଦିଅ। ସେମାନଙ୍କର ଏହି ନିର୍ଭୀକତାର ଧ୍ୱନୀ ସମଗ୍ର ଭାରତରେ ପ୍ରକମ୍ପିତ ହେଲା।

Parvez Ahmed
ଗୋଟିଏ ଗୋଡ଼ରେ ପାହାଡ଼ ଡେଇଁ ଡେଇଁ ସ୍କୁଲ ଯାଉଛନ୍ତି ପରଭେଜ୍, ଭଲ କ୍ରିକେଟ୍ ବି ଖେଳୁଛନ୍ତି

ଆର୍ଥିକ ଅବସ୍ଥା ଏତେ ସ୍ୱଚ୍ଛଳ ବି ନାହିଁ ଯେ, କୌଣସି ଗାଡ଼ି କି ଟ୍ରାଏ ସାଇକେଲ୍ କିଣି ପାରିବେ ପରଭେଜ୍ । ସ୍କୁଲରେ ଜଣେ ଭଲ ଛାତ୍ର ହେବା ସହ ଭଲ ଖେଳାଳି ମଧ୍ୟ ପରଭେଜ୍ ।

Miracle village here the rapists live with family in bungalow
ଅଜବ ଗାଁ; ଦୁଷ୍କର୍ମକାରୀକୁ ଜେଲ୍ ନୁହେଁ, ମିଳୁଛି ବଙ୍ଗଳା

ଏଠି ଦୁଷ୍କର୍ମ କରୁଥିବା ଲୋକଙ୍କୁ ମିଳୁନି ଜେଲ୍ ଦଣ୍ଡ, ମିଳୁଛି ସୁନ୍ଦର ବଙ୍ଗଳା। ଏହି ବଙ୍ଗଳାରେ ମିଳୁଛି ସବୁ ପ୍ରକାର ସୁବିଧା। ଏହି ଗାଁ କେଉଁଠି ଅଛି, କିଏ ଓ କାହିଁକୁ ଏହି ଗାଁକୁ ପ୍ରତିଷ୍ଠା କରିଥିଲେ ଜାଣିବା ପାଇଁ ପଢନ୍ତୁ।

Kinner Fashion Show
କିନ୍ନରଙ୍କ ଫ୍ୟାଶନ ଶୋ ! ୫୦ କିନ୍ନର ଚାଲିଲେ ରାମ୍ପରେ, ଦର୍ଶକଙ୍କ ହୃଦୟ ଜିଣିଲେ

କିନ୍ନର ମାନଙ୍କୁ ଏହା ଏକ ପ୍ରକାର ମୁଖ୍ୟସ୍ରୋତରେ ସାମିଲ କରିବାର ପ୍ରୋତ୍ସାହନ ବୋଲି ଅନେକ ମତ ଦେଇଛନ୍ତି ।

Special story
ବାଜିବ ଶାହାନାଇ, ଜଳିବ ହୋମନିଆଁ : ହେଲେ ରହିବନି ବର, ନିଜକୁ ବାହା ହେବେ କ୍ଷମା

ନିଜ ପ୍ରେମରେ ପାଗଳ କ୍ଷମା । ନିଜକୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

farming
କ୍ୱାରେଣ୍ଟାଇନ୍‌ ସମୟରେ ଦାଦନ ଶ୍ରମିକଙ୍କୁ ବୁଝାଇଥିଲେ ସୁଜିତ, ଏବେ ଜଣେ ଜଣେ ସଫଳ କୁକୁଡ଼ା ଚାଷୀ

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ସର୍ଗିପାଲି, ବାଘଝରନ, ନାନ୍ଦୁପଲା, ଡମନିମାଲ ଏବଂ ଭଟଲି ଭଳି ଅନେକ ଗାଁର ଦାଦନ ଶ୍ରମିକଙ୍କୁ ମିଳିଛି ସରକାରୀ ସହୟତା । ହିତାଧିକାରୀଙ୍କୁ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ୱାରା ବ୍ରଏଲର କୁକୁଡ଼ା ଚାଷ ପାଇଁ ସହଯୋଗ କରାଯାଇଛି ।

Town where everyone has own airplanes
ଏମିତି ସହର ଯେଉଁଠି ସମସ୍ତଙ୍କର ଉଡାଜାହାଜ

ବଡ ବଡ ସହରରେ ସମସ୍ତଙ୍କ ନିଜସ୍ୱ କାର୍ ଏକ ସାଧାରଣ କଥା। କିନ୍ତୁ ଏମିତି ଏକ ସହର ଅଛି ଯେଉଁଠି ସମସ୍ତଙ୍କର ଉଡାଜାହାଜ ଅଛି। ସେମାନେ ଅଫିସ୍ ଗଲେ ନିଜ ନିଜ ଉଡାଜାହାଜ ନେଇ ଯାଆନ୍ତି। କୋଉଠି ଅଛି ଏହି ସହର ଆସନ୍ତୁ ଜାଣିବା…

Whatsapp scam, do not call these numbers
ଚାଲିଛି ହ୍ୱାଟ୍ସଆପ୍ ସ୍କାମ୍‌; କେବେ ବି କରନ୍ତୁ ନାହିଁ ଏହି ନମ୍ବରକୁ କଲ୍

ଚାଲିଛି ନୂଆ ଧରଣର ହ୍ୱାଟ୍ସଆପ୍ ସ୍କାମ୍‌। ହ୍ୟାକରମାନେ ଏମିତି ଟ୍ରିକ୍ସ ବ୍ୟବହାର କରି ଅନ୍ୟର ହ୍ୱାଟ୍ସଆପ୍ ଆକାଉଣ୍ଟଙ୍କୁ ନିଜ ନିୟନ୍ତ୍ରଣକୁ ନେଇ ଯାଉଛନ୍ତି। ଜାଣନ୍ତୁ କେମିତି ହେଉଛି ସ୍କାମ୍…

Shruti Sharma got air-1 in civil service know profile
UPSC ଟପ୍ପର ଶ୍ରୁତି ଶର୍ମା; କେମିତି ପାଇଲେ ସଫଳତା

UPSC ପରିଚାଳିତ ସିଭିଲ୍‌ ସର୍ଭିସ ପରୀକ୍ଷା ୨୦୨୧ର ଅନ୍ତିମ ଫଳାଫଳ ଘୋଷଣା କରାଯାଇଛି। ଟପ୍ପର ତାଲିକାରେ ଝିଅମାନେ ସେମାନଙ୍କର ସ୍ଥାନ ଅଧିକାର କରିନେଇଛନ୍ତି। ଏଥିରେ ଶୀର୍ଷରେ ଅଛନ୍ତି ଶ୍ରୁତି ଶର୍ମା। ଆସନ୍ତୁ ତାଙ୍କ ବିଷୟରେ ଜାଣିବା…

A woman get viral saying something on Sabitri Brata
‘ସାବିତ୍ରୀମାନେ ଫଳ ଖାଉଛନ୍ତି ଆଉ ସତ୍ୟବାନମାନେ ପେଷିହେଉଛନ୍ତି’

ଆଜିକାଲି ସାବିତ୍ରୀ ବ୍ରତ ଫେସନ ହେଇଛି। ଲୋକ ଦେଖାଣିଆ ସବୁ ଚାଲିଛି। ମହରଗ ଦୁନିଆରେ ସ୍ୱାମୀମାନଙ୍କୁ ଅର୍ଥନୈତିକ ମାଡ ଦିଆଯାଉଛି। ଏଇଟା ସାବିତ୍ରୀ ଓଷା ନୁହେଁ ତ ସୋ’ବାଜୀ। ସ୍ୱାମୀମାନଙ୍କୁ ଚନ୍ଦା କରିବାର ମାଧ୍ୟମ। ଏମିତି କିଛି ଅକୁହା କଥା କହି ଏବେ ଚର୍ଚ୍ଚାରେ ମହିଳା।

Tamil Nadu government school teacher
ସରକାରୀ ସ୍କୁଲ ଶିକ୍ଷୟିତ୍ରୀଙ୍କ କର୍ତ୍ତବ୍ୟପରାୟଣତାକୁ ସଲାମ୍‌ : ୧୩ ବର୍ଷରେ ନେଇନାହାନ୍ତି ଗୋଟିଏ ବି ଛୁଟି  

କେବଳ ପିଲାମାନଙ୍କ ପାଇଁ ନୁହେଁ ବରଂ ସମସ୍ତ ଶିକ୍ଷକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଏସ. ସରସୁ ।

Swiggy Delivery boy to software engineer
ଡେଲିଭରୀ ବୟ ହୋଇଗଲେ ସପ୍ଟୱେୟାର୍ ଇଂଜିନିୟର

ଦିନେ ସ୍ୱିଗୀରେ କରୁଥିଲେ ଡେଲିଭରୀ। ଆଜି ସପ୍ଟୱେୟାର୍ ଇଂଜିନିୟର। ଦିନେ ଗୋଟିଏ ଗୋଟିଏ ଟଙ୍କାର ରଖିବାକୁ ପଡୁଥିଲା ହିସାବ। ଆଜି ଟଙ୍କାର ଅଭାବ ନାହିଁ।

Dor Bahadur Khapangi shortest teenager male
ବୟସ ୧୭, କିନ୍ତୁ ଉଚ୍ଚତା ୧ ବର୍ଷର ଶିଶୁ ଭଳି

ବୟସ ହେଲାଣି ୧୭, ହେଲେ ଦେଖାଯାଉଛନ୍ତି ଜଣେ ୧ ବର୍ଷର ଶିଶୁ ଭଳି। ତାଙ୍କର ଏହି ଅଭାବ ତାଙ୍କୁ ଦେଇଛି ସଫଳତା। ସେ ୱାର୍ଲ୍ଡ ରେକର୍ଡ କରିଛନ୍ତି।

Unique Banana tree
ବିଚିତ୍ର କଦଳୀ ଗଛ : ଉପର ମୁହାଁ ଫୁଟୁଛି ଫୁଲ, ଫଳୁଛି ଫଳ

ଉପରକୁ ମୁହଁ କରି ପଦ୍ମ ପାଖୁଡ଼ା ଭଳି କଦଳୀ ଗଛରେ ଫୁଲଫୁଟିଛି ଓ ଫଳ ଫଳୁଛି ।