ଦ୍ରୌପଦୀ ତାଙ୍କର ପ୍ରକୃତ ନାଁ ନୁହେଁ। ଏହା ତାଙ୍କ ଶିକ୍ଷକଙ୍କ ଦ୍ୱାରା ଦିଆଯାଇଥିଲା। କିନ୍ତୁ ତାଙ୍କ ପ୍ରକୃତ ନାମ କ’ଣ ଥିଲା, ଶିକ୍ଷକ ତାଙ୍କୁ ଏ ନାଁ କାହିକି ଦେଲେ ଜାଣିବା ପାଇଁ ପଢନ୍ତୁ…
ଦେଶର ୧୫ତମ ରାଷ୍ଟ୍ରପତି ଭାବରେ ଶପଥ ନେଇଛନ୍ତି ଦ୍ରୌପଦୀ ମୁର୍ମୁ। ତାଙ୍କର ପ୍ରଥମ ସମ୍ବୋଧନ ୧୮ ମିନିଟ ଧରି ଚାଲିଥିଲା। ଏଥିରେ ଭାରତକୁ ନେଇ ସେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କ ଭାଷଣର ୧୦ ଟି ବଡ କଥା...
ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ଏବେ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ଏକ ଅତ୍ୟାଧୁନିକ ଓ ସୁପର ପ୍ରୋଟେକ୍ଟେଡ୍ କାର୍। ଏହି କାର୍ ବୁଲେଟ୍ ଓ ବମ୍ ପ୍ରୁଫ୍।
ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ଏବେ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ଏକ ଅତ୍ୟାଧୁନିକ ଓ ସୁପର ପ୍ରୋଟେକ୍ଟେଡ୍ କାର୍।
ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଶପଥ ନେଇଛନ୍ତି। ପ୍ରଥମ ଥର ଲାଗି ଜଣେ ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହୋଇଛନ୍ତି।
ଦେଶର ପ୍ରଥମ ନାଗରିକ ଭାବେ ମ୍ୟାଡମ୍ ଦୌପଦୀ ମୁର୍ମୁ ଶପଥ ନେବା ପରେ ତାଙ୍କ ମାମୁ ଘର ଗାଁରେ ଚାଲିଛି ସେଲିବ୍ରେସନ। ପରିବାରର ସବୁ ସଦସ୍ୟ ମିଳିମିଶି ହାଣ୍ଡିଆ ତିଆରି କରିବା ପରେ ଜାହିରାଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ।
‘ଦେଶର ସବୁ ନାଗରିକଙ୍କ ଆଶା, ଆକାଂକ୍ଷା ପୂରଣ କରିବି। ୨୫ ବର୍ଷର ଲକ୍ଷ୍ୟ ନେଇ କାମ କରିବି’ ବୋଲି ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ମ୍ୟାଡମ୍ ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣରେ ଏହା କହିଛନ୍ତି।
ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଶପଥ ନେଇଛନ୍ତି। ପ୍ରଥମ ଥର ଲାଗି ଜଣେ ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହୋଇଛନ୍ତି।
ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଶପଥ ନେବେ। ପ୍ରଥମ ଥର ଲାଗି ଜଣେ ଆଦିବାସୀ ମହିଳା ହେବେ ଦେଶର ରାଷ୍ଟ୍ରପତି।