• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Draupadi Murmu New President Of India

Droupadi not my original name said Droupadi Murmu
ଦ୍ରୌପଦୀ ମୋର ପ୍ରକୃତ ନାଁ ନୁହେଁ; ଏମିତି କାହିଁକି କହିଲେ ମ୍ୟାଡମ ମୁର୍ମୁ

ଦ୍ରୌପଦୀ ତାଙ୍କର ପ୍ରକୃତ ନାଁ ନୁହେଁ। ଏହା ତାଙ୍କ ଶିକ୍ଷକଙ୍କ ଦ୍ୱାରା ଦିଆଯାଇଥିଲା। କିନ୍ତୁ ତାଙ୍କ ପ୍ରକୃତ ନାମ କ’ଣ ଥିଲା, ଶିକ୍ଷକ ତାଙ୍କୁ ଏ ନାଁ କାହିକି ଦେଲେ ଜାଣିବା ପାଇଁ ପଢନ୍ତୁ…

10 big things in the first-speech
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣର ୧୦ ଟି ବଡ କଥା

ଦେଶର ୧୫ତମ ରାଷ୍ଟ୍ରପତି ଭାବରେ ଶପଥ ନେଇଛନ୍ତି ଦ୍ରୌପଦୀ ମୁର୍ମୁ। ତାଙ୍କର ପ୍ରଥମ ସମ୍ବୋଧନ ୧୮ ମିନିଟ ଧରି ଚାଲିଥିଲା। ଏଥିରେ ଭାରତକୁ ନେଇ ସେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କ ଭାଷଣର ୧୦ ଟି ବଡ କଥା...

President Draupadi Murmu Gets Official Car - Mercedes-Benz S 400
ମ୍ୟାଡମ୍ ଦ୍ରୌପଦୀ ମୁର୍ମୁଙ୍କ ଅତ୍ୟାଧୁନିକ ମର୍ସିଡିଜ୍ ବେଞ୍ଜ S400 କାର୍‌

ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ଏବେ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ଏକ ଅତ୍ୟାଧୁନିକ ଓ ସୁପର ପ୍ରୋଟେକ୍ଟେଡ୍ କାର୍। ଏହି କାର୍ ବୁଲେଟ୍ ଓ ବମ୍ ପ୍ରୁଫ୍।

President Draupadi Murmu gets official car - Mercedes-Benz S 400
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ଅତ୍ୟାଧୁନିକ କାର୍‌

ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ଏବେ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ଏକ ଅତ୍ୟାଧୁନିକ ଓ ସୁପର ପ୍ରୋଟେକ୍ଟେଡ୍ କାର୍।

Draupadi Murmu Takes Oath As 15th President Of India
ସମସ୍ତଙ୍କୁ ଜୁହାର କରି ଅଭିଭାଷଣ ଆରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଶପଥ ନେଇଛନ୍ତି। ପ୍ରଥମ ଥର ଲାଗି ଜଣେ ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହୋଇଛନ୍ତି।

President Draupadi Murmu’s Relatives Celebrate, Relish Handia
ରାଷ୍ଟ୍ରପତିଙ୍କ ମାମୁ ଘରେ ଚାଲିଛି ସେଲିବ୍ରେସନ, ଖୁସିରେ ସମସ୍ତେ ହାଣ୍ଡିଆ ପିଇଲେ

ଦେଶର ପ୍ରଥମ ନାଗରିକ ଭାବେ ମ୍ୟାଡମ୍ ଦୌପଦୀ ମୁର୍ମୁ ଶପଥ ନେବା ପରେ ତାଙ୍କ ମାମୁ ଘର ଗାଁରେ ଚାଲିଛି ସେଲିବ୍ରେସନ। ପରିବାରର ସବୁ ସଦସ୍ୟ ମିଳିମିଶି ହାଣ୍ଡିଆ ତିଆରି କରିବା ପରେ ଜାହିରାଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ।

President Draupadi Murmu Quotes Famous Odia Poet Bhima Bhoi In Her Speech
‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’

‘ଦେଶର ସବୁ ନାଗରିକଙ୍କ ଆଶା, ଆକାଂକ୍ଷା ପୂରଣ କରିବି। ୨୫ ବର୍ଷର ଲକ୍ଷ୍ୟ ନେଇ କାମ କରିବି’ ବୋଲି ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ମ୍ୟାଡମ୍‌ ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣରେ ଏହା କହିଛନ୍ତି।

Draupadi Murmu Took Oath As New President Of India
କ୍ଲାସ୍‌ ମନିଟରରୁ ଦେଶର ସୁପ୍ରିମ କମାଣ୍ଡର୍‌: ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ

ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଶପଥ ନେଇଛନ୍ତି। ପ୍ରଥମ ଥର ଲାଗି ଜଣେ ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହୋଇଛନ୍ତି। 

Draupadi Murmu to take oath as President today: Raja yagna performed at Brahma Kumaris ashram.mp4
ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ: ଜାଣନ୍ତୁ କେତେବେଳେ କ’ଣ...

ଭାରତର ଇତିହାସରେ ଯୋଡ଼ିହେବ ଏକ ନୂଆ ଅଧ୍ୟାୟ...

Today Draupadi Murmu All Set To Take Oath As New President Of India
ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଆଜି ଶପଥ ନେବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ

ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଶପଥ ନେବେ। ପ୍ରଥମ ଥର ଲାଗି ଜଣେ ଆଦିବାସୀ ମହିଳା ହେବେ ଦେଶର ରାଷ୍ଟ୍ରପତି।