• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Human Interest Updates

Video Viral
ବୟସ ୭୦ ଟପିଲାଣି, ତଥାପି ମୁଣ୍ଡରେ ପାଛିଆ ମୁଣ୍ଡାଇ ପାମ୍ପଡ଼ ବିକୁଛନ୍ତି ବୃଦ୍ଧା ! ଭାଇରାଲ ହେଉଛି ଭିଡିଓ..

ଘରର ସେ ଏକମାତ୍ର ରୋଜଗାରିଆ ହୋଇଥିବା କାରଣରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏମିତି ବୁଲି ବୁଲି କରୁଛନ୍ତି ପାମ୍ପଡ ବେପାର ।

Girl sells golgappas on the road to complete her studies
ନିଜ ପାଠ ପଢା ପାଇଁ ରାସ୍ତା କଡରେ ଗୁପ୍‌ଚୁପ୍ ବିକୁଛନ୍ତି ଏହି ଯୁବତୀ

ପାଠ ପଢିବା ନେଇ ତାଙ୍କର ବହୁତ ଇଛା। ତାଙ୍କ ପାଖରେ ଅଭାବ ଅଛି ସତ ହେଲେ ମରିଯାଇଛି ଲକ୍ଷ। ନିଜ ପଢାକୁ ଜାରି ରଖିବା ନେଇ ଝିଅ ହେଇ ମଧ୍ୟ ସେ ରାସ୍ତାକଡରେ ବିକୁଛନ୍ତି ଗୁପ୍‌ଚୁପ୍।

Artist places Tricolour in his eyes
ଆଖିରେ ତ୍ରିରଙ୍ଗା ଆଙ୍କି ବୀରଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଏହାଦ୍ୱାରା ଜାତୀୟ ପତାକାର ମୂଲ୍ୟବୋଧକୁ ସଭିଏଁ ବୁଝିପାରିବେ।

Last Rites Of Dog
କୁକୁର ଅନ୍ତିମ ସତ୍କାର ପାଇଁ ବିରାଟ ଶୋଭାଯାତ୍ରା

କୁକୁର ପାଇଁ ମଣିଷ କଣ କରିପାରେ? ମାଲିକକୁ ଛାଡ଼ି ଯିବା ପରେ କେତେ କଷ୍ଟ ହୁଏ? କେବେ ଭାବିଛନ୍ତି...ଏହାକୁ ଅନୂଭବ କରିଛନ୍ତି ? ଗଜପତି ପାରଳାଖେମୁଣ୍ଡିରେ ନିଜ ପୋଷା କୁକୁରର ମୃତ୍ୟୁ ପରେ ମାଲିକ ଶୋଭାଯାତ୍ରା କରିଛନ୍ତି।

The struggling lady Subharani Das
ସ୍ୱାବଲମ୍ବୀ ନାରୀ ଶୁଭାରାଣୀଙ୍କ ସଂଘର୍ଷମୟ ଜୀବନ

ଆମ ଭିତରେ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ କେବଳ ଅହରହ ସଂଘର୍ଷ କରି ଜୀବନକୁ ଆଗକୁ ବଢାଇଥାନ୍ତି, କିଛି ଭିନ୍ନ କାମ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥାନ୍ତି। ସେମିତି ଜଣେ ନାରୀ ହେଲେ ଶୁଭାରାଣୀ ଦାଶ। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ

Indian mythological characters example of friendship
ପୌରାଣିକ କାହାଣୀରେ ବନ୍ଧୁତାର ଉଦାହରଣ

ଭାରତୀୟ ପୁରାଣରେ ଅନେକ ବନ୍ଧୁତାର କାହାଣୀ ଅଛି ଯାହାକୁ ଅନେକ ସମୟରେ ଉଦାହରଣ ଭାବେ ନିଆଯାଏ। ଏହିସବୁ ଉଦାହରଣ ବନ୍ଧୁତାରେ ଦେଖାଦେଇଥିବା ଫାଟକୁ ମଧ୍ୟ ଭରଣ କରିଦିଏ। ତେବେ ଆସନ୍ତୁ ସେମିତି କିଛି ଉଦାହରଣ ଉପରେ ନଜର ପକେଇ ନେବା।

Special story
ପ୍ରତିଶ୍ରୁତି ଓ ସମର୍ପଣର ନିଆରା କାହାଣୀ: ପଙ୍ଗୁ ପ୍ରେମିକର ହାତ ଛାଡ଼ିଲେନି ପ୍ରେମିକା, ସିନ୍ଦୁର ନାଇ ବନିଲେ ସାତଜନ୍ମର ସାଥୀ

ପ୍ରେମ ପ୍ରତିଶ୍ରୁତିର ନିଆରା ଭାବନା ଭିତରେ ଆଜି ନିଜକୁ ସମର୍ପି ଦେଇଛନ୍ତି ଜଗତସିଂପୁରର ସ୍ୱପ୍ନାରାଣୀ ବାରିକ

Special story
ମାଓନେତାରୁ ଚାଷୀନେତା : ଲୋକଙ୍କ ଭରସା ଜିତିଲେ ଦସ୍ୟୁ ରତ୍ନାକରରୁ ବାଲ୍ମିକୀ ପାଲଟିଥିବା ସୁକଦେବ

ପୋଲିସ୍ ଆଖିରୁ ନିଦ ହଜାଇ ଦେଉଥିବା ମାଓନେତାଙ୍କ ପରିବର୍ତ୍ତନ ସ୍ୱାଗତଯୋଗ୍ୟ । ତାଙ୍କୁ ଦେଖି ଲୋକେ କହୁଛନ୍ତି ଦସ୍ୟୁ ରତ୍ନାକରରୁ ସେ ବାଲ୍ମିକୀରେ ପାଲଟିଯାଇଛନ୍ତି।

Special story
ପକ୍ଷୀଙ୍କ ପାଇଁ ଷ୍ଟାର ହାଉସ୍ : ଜମାପୁଞ୍ଜି ଖର୍ଚ୍ଚ କରିଦେଲେ ରାଜକୋଟର ଜଣେ ଚାଷୀ

ଖୋଲା ଆକାଶରେ ବୁଲିବା ପରେ ପକ୍ଷୀ ଗଛରେ ରୁହନ୍ତି, ସେପରି କଙ୍କ୍ରିଟ୍ ସହର ଓ ଛଳନା ଭରା ଦୁନିଆରେ ଜଣେ ଚାଷୀ ପକ୍ଷୀଙ୍କ ପାଇଁ ନିଜର ସଞ୍ଚିତ ସବୁ କିଛି ସମର୍ପି ଦେଇଛନ୍ତି ।

Special story
ସାଇକେଲରେ ସଂଘର୍ଷ : ସ୍କୁଲରୁ ଫେରିବା ପରେ ଘର ଘର ବୁଲି ଫୁଡ୍ ଡେଲିଭରି କରୁଛି କୁନି ପୁଅ

ସାଇକେଲରେ ଘରକୁ ଘର ବୁଲୁଛି କୁନି ପୁଅ । ସନ୍ଧ୍ୟା ୬ଟାରୁ ରାତି୧୧ଟା ପର୍ଯ୍ୟନ୍ତ କରୁଛି ଫୁଡ୍‌ ଡେଲିଭରି ।

SBI Pratikhya
ଦିନେ ଯେଉଁ ବ୍ୟାଙ୍କରେ ସକାଳୁ ଝାଡ଼ୁ ମାରୁଥିଲେ ପ୍ରତୀକ୍ଷା, ଏବେ ସେଠାରେ AGM

ବିବାହର ବର୍ଷକ ପରେ ତାଙ୍କର ପ୍ରଥମ ସନ୍ତାନ ବିନାୟକ ଜନ୍ମ ନେବା ପରେ ସେ ନିଷ୍ପତ୍ତି ନେଲେ ଗାଁକୁ ଫେରିବେ । ଆଉ ସେଠାରେ ଭଗବାନଙ୍କୁ ଧନ୍ୟବାଦ ଜଣାଇବେ ।

ATMରୁ ଟଙ୍କା କଟିଯିବ କିନ୍ତୁ ଟଙ୍କା ଆସିବନି, କ’ଣ କରିବେ?
ATMରୁ ଟଙ୍କା କଟିଯିବ କିନ୍ତୁ ଟଙ୍କା ଆସିବନି, କ’ଣ କରିବେ?

ଆପଣଙ୍କ ସହିତ ଏମିତି କେବେ ହେଇଛି କି ଟଙ୍କା ଉଠେଇବା ବେଳେ ଟଙ୍କା କଟିଯିବ କିନ୍ତୁ ମେସିନ୍‌ରୁ ଟଙ୍କା ଆସିବ ନାହିଁ? ଯଦି ବି ହୁଏ ଭୟ କରନ୍ତୁ ନାହିଁ। ଜାଣନ୍ତୁ କ’ଣ କଲେ ଟଙ୍କା ଆକାଉଣ୍ଟକୁ ଫେରିଆସିବ।

Female bus driver meet law student ann mary
ବିନା ଦରମାରେ ଯାତ୍ରୀଙ୍କୁ ବସ୍‌ରେ ନେଇ ଯାଉଛନ୍ତି ଏହି ଯୁବତୀ

ଡ୍ରାଇଭିଂ କ୍ଷେତ୍ରରେ ଝିଅମାନେ ମଧ୍ୟ କାହାଠାରୁ କମ୍ ନୁହଁନ୍ତି। ଆଜିର ଯୁଗରେ ମହିଳାମାନେ କେବଳ ସେମାନଙ୍କ ସୁବିଧା ପାଇଁ କାର୍‌ କିମ୍ବା ବାଇକ୍ ଚଳଉ ନାହାନ୍ତି, ବରଂ କ୍ୟାରିଅର୍ ଭାବରେ ବିମାନ, ଟ୍ରେନ୍ କିମ୍ବା ଅଟୋ ରିକ୍ସା ମଧ୍ୟ ଚଳଉଛନ୍ତି। ଆସନ୍ତୁ ଜାଣିବା ଏମିତି ଜଣେ ଯୁବତୀଙ୍କ ବିଷୟରେ ଯିଏ ଭାରୀ ଯାନ ଚଳାଇବାରେ ମାହିର।

90 year old grandma who cooks food for 120 stray dogs everyday
୯୦ ବର୍ଷର ଜେଜେମା’ ନିଜେ ରୋଷେଇ କରି ୧୨୦ ବୁଲା କୁକୁରଙ୍କୁ ଖୁଆନ୍ତି

ବୟସ ତାଙ୍କୁ ୯୦, ତଥାପି ହାରିଯାଇନି ମନ। ୧୨୦କୁ ଅଧିକ ବୁଲା କୁକୁରଙ୍କ ପାଇଁ ତାଙ୍କ ହୃଦୟ କାନ୍ଦିଉଠେ। ପ୍ରତିଦିନ ସୂର୍ଯ୍ୟ ନ ଉଠିବା ଆଗରୁ ସେ ଉଠି ପଡନ୍ତି ଆଉ ସେମାନଙ୍କ ପାଇଁ ରୋଷେଇ କରନ୍ତି। ଆସନ୍ତୁ ଜାଣିବା କୁକୁର ପ୍ରେମୀ ଏହି ଆଇମା’ର କାହାଣୀ।

Special story
ଗୋଟିଏ ପରିବାରର ୪ ଜଣ କ୍ଲିୟର୍‌ କଲେ ୟୁପିଏସସି : ତିନି ଜଣ IAS, ଜଣେ IPS ଅଧିକାରୀ

ଚାରି ପୁଅ ଝିଅ ମଧ୍ୟରୁ ତିନି ଜଣ IAS ଅଧିକାରୀ ଭାବରେ କାମ କରୁଥିବା ବେଳେ ଜଣେ IPS ଅଧିକାରୀ । ବାପା କହିଲେ, ପିଲାଙ୍କ ପାଇଁ ଆଜି ମୁଁ ଗର୍ବିତ ।

27  year old man looks like 12 can not get a job
ପ୍ରକୃତ ବୟସରୁ କମ ଦେଖାଯିବା ପାଲଟିଛି ଅଭିଶାପ; ମିଳୁନି ଚାକିରି

ନିଜ ବୟସ ଠାରୁ କମ୍ ଦେଖାଯିବାକୁ କିଏ ବା ନ ଚାହେଁ। କିନ୍ତୁ ଏହା ଜଣେ ବ୍ୟକ୍ତିଙ୍କ ପାଇଁ ଅଭିଶାପ ହୋଇଯାଇଛି। ୨୭ ବର୍ଷରେ ସେ ୧୨ ବର୍ଷ ପରି ଦେଖାଯାଉଛନ୍ତି ବୋଲି ମିଳୁନି ଚାକିରି।

Love story of owner and servant
ଚର୍ଚ୍ଚାରେ ପ୍ରେମ କାହାଣୀ; ଚାକରକୁ ଭଲ ପାଇଲେ ଆଉ ବାହାହେଲେ

ଚାକରକୁ ହୃଦୟ ଦେଇଦେଲେ ମାଲିକାଣୀ। ତାଙ୍କ ସରଳତା ତାଙ୍କୁ ଏତେ ପ୍ରଭାବିତ କଲା ଯେ କହିଦେଲେ ‘I Love You’‌ ଆଉ କରିଦେଲେ ବିବାହ। ଏବେ ଚର୍ଚ୍ଚାରେ ଏହି ଲଭ୍ ଷ୍ଟୋରୀ।

Coronavirus study finds smoking increases risk of death from covid
ଧୂମ୍ରପାନ କରୁଥିବା ବ୍ୟକ୍ତି ସାବଧାନ! କୋଭିଡ୍ ସଂକ୍ରମଣ ନେଇ ଆସିଲା ଏମିତି ତଥ୍ୟ

ଆପଣ ବି କରୁଛନ୍ତି କି ଅଧିକ ଧୂମ୍ରପାନ। ତେବେ ହୋଇଯାଆନ୍ତୁ ସଚେତନ। ଏକ ଅନୁସନ୍ଧାନ ଦେଇଛି ବିପଦ୍ଜନକ ସୂଚନା। ପଢନ୍ତୁ…

Special story
ହନିମୁନରେ ଗୋଆ ଯିବେ କ୍ଷମା ବିନ୍ଦୁ : କେଉଁ କେଉଁ ସ୍ଥାନ ବୁଲିବେ ପ୍ରସ୍ତୁତ ହୋଇସାରିଛି ତାଲିକା

ନିଜକୁ ନିଜେ ବିବାହ କରିଥିବା କ୍ଷମା ବିନ୍ଦୁ ଏବେ ହନିମୁନ୍‌ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

Special story
ତାଲାବନ୍ଦରେ ନିଜସ୍ୱ ବିମାନ ତିଆରି କଲେ କେରଳ ଯୁବକ : ପରିବାର ସହିତ ୟୁରୋପୀୟ ଦେଶ ବୁଲୁଛନ୍ତି ଅଶୋକ

ଲକଡାଉନରେ ଘରେ ଅନେକ ସମୟ ବିତୁଥିଲା, ମହମାରୀ ସମୟରେ ହିଁ ତାଙ୍କୁ ପ୍ରେରଣା ମିଳିଲା । ଆଜି ସେ ନିଜ ପାଇଁ ତଥା ନିଜ ପରିବାର ପାଇଁ ଏକ ବିମାନ ନିର୍ମାଣ କରିପାରିଛନ୍ତି ।

Man receives 3419 crore electricity bill
୩,୪୧୯ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ଦେଖି ଉପଭୋକ୍ତା ଅସୁସ୍ଥ

ଘରକୁ ଆସିଲା ୩,୪୧୯ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍। ଏହାକୁ ଦେଖିଲା ପରେ ଅସୁସ୍ଥ ହୋଇପଡିଲେ ଉପଭୋକ୍ତା। ଏହା ପରେ କ’ଣ ହେଲା ଜାଣନ୍ତୁ।

Pakistans first hindu woman DSP Manisha Rupeta
ପାକିସ୍ତାନର ଡିଏସ୍‌ପି ହେଲେ ପ୍ରଥମ ହିନ୍ଦୁ ମହିଳା

ପାକିସ୍ତାନର ଡିଏସ୍‌ପି ହୋଇଛନ୍ତି ପ୍ରଥମ ହିନ୍ଦୁ ମହିଳା। ସିଭିଲ୍ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେ ଏହି ସଫଳତା ପାଇଛନ୍ତି। ଏନେଇ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିଛି।

Women crossing river carrying heavy containers on head
ଜୀବନ ସହ ସଂଘର୍ଷ : ନଦୀ ପାର ପାଇଁ କେବଳ ଗୋଟିଏ ପାଉଁଶ ସାହା

ବର୍ଷା ଆସିଲେ ବଢିଯାଏ ଏମାନଙ୍କ ସମସ୍ୟା। ଚାରିଆଡେ ପାଣି ଯୋଗୁଁ ମୁଣ୍ଡରେ ଭାରୀ ଜିନିଷ ଧରି ନଦୀ ପାର ହେବାକୁ ବାଉଁଶରେ ଯିବାକୁ ହୁଏ।

Special story
ସକ୍ଷମ ଭିନ୍ନକ୍ଷମ : ହ୍ୱିଲଚେୟାରରେ ଫୁଡ୍‌ ଡେଲିଭରୀ କରୁଛନ୍ତି ଦିବ୍ୟାଙ୍ଗ ଯୁବକ

ଦିବ୍ୟାଙ୍ଗ ଯୁବକଙ୍କ ମନୋବଳକୁ ସଲାମ୍‌ । ଅନ୍ୟ ଉପରେ ନିର୍ଭରଶୀଳ ନହୋଇ ନିଜେ ହ୍ୱିଲଚେୟାରରେ ବସି କଠିନ ପରିଶ୍ରମ କରୁଛନ୍ତି ଓ ରୋଜଗାର କରୁଛନ୍ତି ।