• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Health Updates

Yoga asans for control sugar level
ବ୍ଲଡ୍‌ପ୍ରେସର୍‌କୁ ସନ୍ତୁଳନ କରିପାରିବ କି ଯୋଗାସନ; ପଢନ୍ତୁ

ମଧୁମେହ ରୋଗର ଚିକିତ୍ସା ତଥା ପ୍ରତିରୋଧ ପାଇଁ ଯୋଗାସନ ସବୁଠାରୁ ଉତ୍ତମ ବିକଳ୍ପ ଭାବରେ ବିବେଚନା କରାଯାଏ। ଯୋଗ ଏବଂ ବ୍ୟାୟାମର ଅଭ୍ୟାସ ଉଚ୍ଚ ରକ୍ତ ଶର୍କରାକୁ ହ୍ରାସ କରିପାରେ। କେଉଁ ଯୋଗ କରିବେ ଜାଣନ୍ତୁ…

Yoga asanas tips to take care first time
ପ୍ରଥମ ଥର ଯୋଗ କରୁଛନ୍ତି କି; ଜମା ବି କରନ୍ତୁ ନାହିଁ ଏହି ଭୁଲ୍

ଯଦି ଆପଣ ପ୍ରଥମ ଥର ପାଇଁ ଯୋଗ କରୁଛନ୍ତି ତେବେ କେତେକ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ। କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବେ ଜାଣିବା ପାଇଁ ପଢନ୍ତୁ।

Importance of child pose yoga
ଏହି ଯୋଗ କରନ୍ତୁ; ମସ୍ତିଷ୍କରେ ବୃଦ୍ଧି ପାଇବ ରକ୍ତ ସଞ୍ଚାଳନ

ବାଳାସନ, ଏକ ସହଜ ଓ ସରଳ ଆସନ। ଉଭୟ ଶରୀର ଓ ମନକୁ ସୁସ୍ଥ ରଖିବାକୁ ଏହା ଅତ୍ୟନ୍ତ ଉପାକାରୀ। ଆସନ୍ତୁ ଜାଣିବା ପୂରା ପଦ୍ଧତି।

Mudras in yoga and meditation
ଯୋଗ ବିଜ୍ଞାନରେ ମୁଦ୍ରାର ଉପକାରିତା, ବହୁ ଶାରୀରିକ ସମସ୍ୟା ଦୂର କରେ

ଆପଣଙ୍କ ମଧ୍ୟରୁ ଯୋଗ ତ ଅନେକ କରୁଥିବେ। ମୁଦ୍ରା ବିଷୟରେ ଜାଣିଛନ୍ତି କି? ଆସନ୍ତୁ ଏହି ୩ ଯୋଗ ମୁଦ୍ରା ବିଷୟରେ ଜାଣିବା।

Doctor Doctor | All you need to know about Targeted Therapy
ଟାର୍ଗେଟେଡ୍‌ ଥେରାପି କ’ଣ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଡାକ୍ତର....

କ୍ୟାନସର ରୋଗରେ ପୀଡ଼ିତ ଅଛନ୍ତି କି? ତେବେ ଟାର୍ଗେଟେଡ୍‌ ଥେରାପି କ’ଣ? ଶୁଣନ୍ତୁ କଣ କହୁଛନ୍ତି ଡାକ୍ତର...

Mudras in yoga and meditation
ମୁଦ୍ରା ଭୟ ଦୂର କରେ, ଶାନ୍ତି ପ୍ରଦାନ କରେ ଓ ସୃଜନଶୀଳ ଚିନ୍ତାଧାରା ବୃଦ୍ଧି କରେ

ଯୋଗରେ ସାଧାରଣତଃ ଦୁଇ ପ୍ରକାରର ମୁଦ୍ରା ଅଛି। ମୁଦ୍ରା କରିବା ବେଳେ ଆଙ୍ଗୁଠିର ଅଗ୍ରଭାଗକୁ ପରସ୍ପର ସହିତ ସ୍ପର୍ଶ କରାଯାଏ। କିଛି ଯୋଗ ମୁଦ୍ରା ମଧ୍ୟ ମଣିବନ୍ଧକୁ ବଙ୍କାକରି କରାଯାଏ।

Special story
ରାଜ୍ୟର ସବୁ ଛୋଟ ବଡ଼ ମେଡିକାଲରେ ଡାକ୍ତର ମରୁଡ଼ି : କେଉଁଠି ବି ନାହାନ୍ତି ପ୍ରଫେସର ଓ ସ୍ପେଶାଲିଷ୍ଟ ଡାକ୍ତର

ସ୍ୱାସ୍ଥ୍ୟସେବାରେ ଅଗ୍ରଣୀର ଡିଣ୍ଡିମ ପିଟୁଥିବା ଓଡ଼ିଶାର ବାସ୍ତବ ଚିତ୍ର ପୂରା ଓଲଟା

Camel pose yoga benefits
ଉଷ୍ଟ୍ରାସନ ଛାତିକୁ ପ୍ରସାରିତ କରେ, ଜଙ୍ଗରୁ ଚର୍ବି ହଟାଏ

ଆପଣ ଦୈନିକ ଯୋଗ କରୁଛନ୍ତି କି? ତେବେ ଉଷ୍ଟ୍ରାସନକୁ ଏଥିରେ ସାମିଲ୍ କରନ୍ତୁ। ଏଥିରୁ ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା…

Yoga asanas for anger control
ଆପଣ ଟିକେ ଟିକେ କଥାରେ ରାଗୁଛନ୍ତି କି; ଏହି ଯୋଗ କରି ମୁକ୍ତି ପାଇବେ

କ୍ରୋଧ ଅନେକ ମାନସିକ ରୋଗର କାରଣ। ଆପଣ ଯଦି ସମସ୍ୟାରେ ପିଡିତ ତେବେ ଏହି ସବୁ ଯୋଗ କରନ୍ତୁ, ଦୂର ହେବ ସମସ୍ୟା।

Lice Medicine Reaction
ଉକୁଣି ମରା ଔଷଧ ଲଗାଇ ୫ ଅସୁସ୍ଥ

ଔଷଧ ଭାବି ଲଗେଇଥିଲେ, ହେଲେ ଜାଣିନଥିଲେ ଏଭଳି ଦଶା ଭୋଗିବେ

dengue
ରାଜଧାନୀରେ ଡେଙ୍ଗୁ ଆତଙ୍କ ! ମୌସୁମୀ ନଆସୁଣୁ ଡେଙ୍ଗୁରେ ପ୍ରଥମ ମୃତ୍ୟୁ

ଡେଙ୍ଗୁ ଅଞ୍ଚଳ ବୁଲି ସ୍ଥିତି ପରଖିଲେ ବିଏମ୍‌ସି ମେୟର । ସରକାରୀ ତଥ୍ୟ କହୁଛି ଗତକାଲି ସୁଦ୍ଧା ରାଜ୍ୟରେ ୭୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।

Cancer Medicine
କ୍ୟାନସର ପାଇଁ ଆସିଲା ଔଷଧ

ଏବେ କ୍ୟାନସର ରୋଗକୁ ଚେକ୍ ଦେବାକୁ ଆସିଲା ଔଷଧ। ନ୍ୟୁୟର୍କରେ ଗତ କିଛି ଦିନ ଭିତରେ ଔଷଧ ଖାଇ ସୁସ୍ଥ ହେଲେଣି ଅନେକ ରୋଗୀ । ତେବେ କଣ ଏହି ଔଷଧ ? କେତେ ଏହାର ଦାମ୍ ? ଦେଖନ୍ତୁ ଏହି ଭିଡିଓ

Cancer Medicine
ଚିିକିତ୍ସା ବିଜ୍ଞାନରେ ଚମତ୍କାର ! ଔଷଧ ଖାଇ କ୍ୟାନ୍‌ସର୍‌ରୁ ହେଲେ ମୁକ୍ତ

କ୍ୟାନସର ରୋଗୀଙ୍କ ପାଇଁ ସଂଜୀବନୀର ନୂଆ ଆଶା । ଔଷଧ ନେଇ ଆମ ଦେଶରେ ଅଧିକ ଗବେଷଣା ଦରକାର ।

Halasana cure all stomach problem
ପେଟର ସମସ୍ତ ସମସ୍ୟାକୁ ଦୂର କରେ ହଳାସନ

ହଳାସନ ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ବଜାୟ ରଖିବା ପାଇଁ ଏହି ଆସନ ଅଭ୍ୟାସ କରାଯାଏ। ଏହା ସହିତ ରକ୍ତଚାପର ଉନ୍ନତି, ରକ୍ତରେ ଶର୍କରା ସ୍ତରର ନିୟନ୍ତ୍ରଣ ବଜାୟ ରଖିବା ଏବଂ ଶାରୀରିକ ସୁସ୍ଥତାକୁ ବଢେଇବା ନେଇ ଏହି ଆସନ ଅତ୍ୟନ୍ତ ଉପକାରୀ।

Medicines
ଏବେ ବିନା ପ୍ରେସ୍‌କ୍ରିପ୍‌ସନ୍‌ରେ ମିଳିବ ଔଷଧ, ସରକାର କରୁଛନ୍ତି ଯୋଜନା

ଓଭର-ଦି-କାଉଣ୍ଟର ବିକ୍ରିର ଅର୍ଥ ହେଉଛି ଯେ, ଏକ ଔଷଧକୁ ଖୁଚୁରା ବଜାରରେ ବିନା କୌଣସି ଡାକ୍ତରୀ ପ୍ରେସକ୍ରିପସନରେ କିଣାଯାଇପାରିବ । ଦେଶରେ ଯେଉଁଠି ଆଣ୍ଟିବାୟୋଟିକ୍ ସମେତ ଅନେକ ଔଷଧ ସାଧାରଣ ଭାବେ କାଉଣ୍ଟରରେ ବିକ୍ରି ହୁଏ ।

Yoga treatment for frozen shoulder
ଫ୍ରୋଜନ ସୋଲ୍ଡର ସମସ୍ୟା ଭୋଗୁଛନ୍ତି କି, ଏହି ଯୋଗ କରନ୍ତୁ

ଫ୍ରୋଜନ ସୋଲ୍ଡର ଏମିତି ଏକ ସମସ୍ୟା ଯାହା ଦ୍ୱାରା କାନ୍ଧର ଯନ୍ତ୍ରଣା ଅସହ୍ୟ ହୋଇପଡେ। ଫଳରେ ସାଧାରଣ ଜୀବନ ପ୍ରଭାବିତ ହୁଏ। ତେବେ ଏହିସବୁ ସମସ୍ୟାକୁ ଦୂର କରିବାକୁ ହେଲେ ଦିନଚର୍ଯ୍ୟାରେ ଯୋଗକୁ ସାମିଲ କରିବାକୁ ହେବ। ଜାଣନ୍ତୁ କ’ଣ କରିବେ…

Yoga asanas to improve physical balance
ଶାରୀରିକ ସନ୍ତୁଳନ ରକ୍ଷା କରିବାରେ ଅସୁବିଧା ହେଉଛି କି, କରନ୍ତୁ ଏହି ଯୋଗ

ଆଜିକାଲି ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ ଶାରୀରିକ ଅସନ୍ତୁଳିତ ଦେଖାଯାଏ। ଏହା ଲାଗି ରହିଲେ ଅନେକ ଅସୁବିଧା ଦେଖାଯାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗାସନ କରିବା ଜରୁରୀ। ଜାଣନ୍ତୁ କି ଯୋଗ କରିବେ…

To take care in humidity climate
ଗୁଳୁଗୁଳି ବେଳେ କିପରି ଚର୍ମ ଓ କେଶର ଯତ୍ନ ନେବେ

ଜଳବାୟୁର ଆପେକ୍ଷିକ ଆର୍ଦ୍ରତା ଅଧିକ ରହିଲେ ଚର୍ମରୁ ଅଧିକ ସେବମ୍‌ ସିକ୍ରେସନ୍ ହୁଏ, ଯାହା ଚର୍ମକୁ ତେଲିଆ କରିଦିଏ ଓ ଅଧିକ ବ୍ରଣ ସୃଷ୍ଟି ହେବାରେ ସହାୟକ ହୁଏ। କେବଳ ଚର୍ମ ନୁହେଁ ଆର୍ଦ୍ର ଜଳବାୟୁ ଆମ କେଶ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏହି ସମୟରେ ଚର୍ମ ଓ କେଶର ଯତ୍ନ ନେବେ କେମିତି ଆସନ୍ତୁ ଜାଣିବା।

Yoga to decrease sedentary lifestyle disease
ସୁସ୍ଥିଆ ଜୀବନରେ ଯୋଗର ଆବଶ୍ୟକତା

ଆଜିକାଲିର ସୁସ୍ଥିଆ ଜୀବନଶୈଳୀ ଅନେକ ପ୍ରକାର ଶାରୀରିକ ସମସ୍ୟାର କାରଣ ହେଉଛି। ବିଶେଷ କରି କାନ୍ଧ, ଅଣ୍ଟା ଓ ପେଟର ମାଂସପଶୀରେ ସମସ୍ୟା ଦେଖାଯାଉଛି। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଯୋଗକୁ ହିଁ ଦିନଚର୍ଯ୍ୟାରେ ସାମିଲ କରିବାକୁ ହେବ।

vajrasana benefits for muscle strength and mental health
ଅମ୍ଳତା ଓ ଗ୍ୟାସ୍‌ରୁ ମୁକ୍ତି ପାଇଁ କରନ୍ତୁ ବଜ୍ରାସନ

ଆଜିକାଲିର ସୁସ୍ଥିଆ ଜୀବନ ଅନେକଙ୍କୁ ରୋଗଜନିତ ସମସ୍ୟାରେ ପକଉଛି। କାହାର ଅମ୍ଳ ଦୋଷ ବାହାରୁଛି ତ ପୁଣି କାହାର ଗ୍ୟାସ୍। ଅନେକ ମାନସିକ ସମସ୍ୟାରେ ମଧ୍ୟ ପିଡୀତ ହେଉଛନ୍ତି। ତେବେ ଏ ସବୁରୁ ମୁକ୍ତି ପାଇଁ କେଉଁ ଯୋଗ କରିବେ ଆସନ୍ତୁ ଜାଣିବା।

How to stay active and energized all day
ଏହିସବୁ ଯୋଗ କରନ୍ତୁ; ଦିନସାରା ଉର୍ଜାବାନ ଓ ଚଳଚଞ୍ଚଳ ରହିବେ

ଦିନସାରା ଉର୍ଜାବାନ ଓ ଚଳଚଞ୍ଚଳ ରହିବାକୁ କିଏ ବା ନ ଚାହେଁ। କିନ୍ତୁ ଆଜିକାଲିର ସୁସ୍ଥିଆ ଜୀବନ ଏଥିରେ ବାଧା ସୃଷ୍ଟି କରୁଛି। ଆପଣ ଯଦି ଉର୍ଜାବାନ ଓ ଚଳଚଞ୍ଚଳ ରହିବାକୁ ଚାହାନ୍ତି ତେବେ ଏହିସବୁ ଯୋଗ କରନ୍ତୁ।

Benefits of setu bandhasana
ପିଠି, ଗୋଡ ଏବଂ ବଳାଗଣ୍ଠିକୁ ମଜବୁତ୍ କରେ ସେତୁବନ୍ଧାସନ

ଯୋଗ-ବ୍ୟାୟାମକୁ ଦିନଚର୍ଯ୍ୟାରେ ସାମିଲ କରିବା ଫିଟ୍‌ନେସ୍‌କୁ ଠିକ୍ ରଖିବାରେ ସାହାଯ୍ୟ କରିଥାଏ। ଅନେକ ଯୋଗାସନ ମଧ୍ୟରେ ସେତୁବନ୍ଧାସନ ଏପରି ଏକ ଆସନ ଯାହା ଶରୀର ସ୍ୱାସ୍ଥ୍ୟକୁ ବଜାୟ ରଖିବାରେ ଅତ୍ୟନ୍ତ ସହାୟ ହୋଇଥାଏ।

Yoga tips for migraine and headache
ମାଇଗ୍ରେନ୍ ସମସ୍ୟାକୁ ଦୂର କରିବ ଏହିସବୁ ଯୋଗାସନ

ମାଇଗ୍ରେନ୍ ଆକ୍ରମଣ କ୍ଷେତ୍ରରେ, ପୀଡିତ ବ୍ୟକ୍ତି ଆଲୋକ କିମ୍ବା ଶବ୍ଦ ପ୍ରତି ଅତ୍ୟଧିକ ସମ୍ବେଦନଶୀଳ ହୋଇଯାଆନ୍ତି। ଏହା ବ୍ୟତୀତ ବାନ୍ତି ଏବଂ ସ୍ନାୟୁଜନିତ ସମସ୍ୟା ମଧ୍ୟ ଦେଖାଯାଏ। ଯେଉଁମାନଙ୍କର ମାଇଗ୍ରେନ୍ ସମସ୍ୟା ରହିଛି, ସେମାନେ ଏହାକୁ ରୋକିବା ଜରୁରୀ। ତେବେ ଆସନ୍ତୁ ଜାଣିବା ଏହାକୁ ରୋକିବା ପାଇଁ କେଉଁସବୁ ଯୋଗ କରିବା ଦରକାର।

Benefits of utkatasana yoga poseBenefits of utkatasana yoga pose
ମେରୁଦଣ୍ଡକୁ ମଜବୁତ କରିବା ପାଇଁ ଦୈନିକ କରନ୍ତୁ ଉତ୍କଟାସନ

ଉଭୟ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଉତ୍କଟାସନ ଅଭ୍ୟାସ ଅତ୍ୟନ୍ତ ଲାଭଦାୟକ। ବାହୁ, ଗୋଡ, ଜଙ୍ଘ ଏବଂ କାନ୍ଧର ମାଂସପେଶୀକୁ ମଜବୁତ କରିବାରେ ଏହା ଅତ୍ୟନ୍ତ ଉପକାରୀ। ଏହା ପେଟ ଏବଂ ଜଙ୍ଘକୁ ମଧ୍ୟ ଟୋନ୍ଡ କରେ।

Love
୧୦ ମିନିଟ୍ ସମ୍ଭୋଗ ପରେ ଚାଲିଗଲା ସ୍କୃତିଶକ୍ତି

ଜଣେ ବ୍ୟକ୍ତି ୧୦ ମିନିଟ୍‌ ସେକ୍ସ କରିବା ପରେ ତାଙ୍କ ସ୍ମୃତି ଶକ୍ତି ହରାଇ ବସିଲେ ।ପ୍ରଥମେ ଡାକ୍ତର ମାନେ ମଧ୍ୟ ଏଭଳି ଘଟଣା ଶୁଣି ଆଶ୍ଚର୍ଯ୍ୟ ହେଲେ ।