ହିମୋଫିଲିୟା ରୋଗୀ ପାଇଁ ବରଦାନ ସାଜିଛି ହେମଜେନିକ୍ସ। ଏହି ଔଷଧ ଦ୍ୱାରା ହିମୋଫିଲିୟା-ବି ନାମକ ଭୟଙ୍କର ରୋଗରେ ପୀଡ଼ିତ ରୋଗୀଙ୍କ ଚିକିତ୍ସା କରାଯାଇପାରିବ। ଏହାର ଦାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।