/odishatv-khabar/media/post_attachments/uploadimage/library/16_9/16_9_0/IMAGE_1673006016.jpg)
Doctory Jayant Panda
ଓଡ଼ିଶା ପାଇଁ କୋଭିଡ଼ ବିପଦ ଆଉ ନାହିଁ। କରୋନା ନେଇ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଦୈନିକ ଦେଶରେ ୨ ଲକ୍ଷ ଓ ରାଜ୍ୟରେ ୭ ହଜାର ଟେଷ୍ଟ ହେଉଛି। ସେଥିରୁ ଅତି ନଗଣ୍ୟ ଲୋକଙ୍କ ପଜିଟିଭ ଆସୁଛି। ତଥାପି ସତର୍କ ରହିବା, ମାସ୍କ ପିନ୍ଧିବା, ଭିଡ଼ ସ୍ଥାନକୁ ଯିବା ନାହିଁ।ICMR ଗାଇଡଲାଇନ ଅନୁସାରେ ୨ୟ ବୁଷ୍ଟର ଡୋଜ୍ ପ୍ରାବଧାନ ନାହିଁ। ତଥାପି ଦୁଃସାଧ୍ୟ ରୋଗାକ୍ରାନ୍ତଙ୍କୁ ୨ୟ ଡୋଜ୍ ଦରକାର ହୋଇପାରେ। ଯେଉଁମାନେ ବୁଷ୍ଟର ଡୋଜ୍ ନେଇନାହାନ୍ତି, ନେଇଯିବା ଉଚିତ।
Advertisment
ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଏତିକି କୁହାଯାଇପାରେ କୋଭିଡ଼ ବିପଦ ନାହିଁ। ବର୍ତ୍ତମାନ ଭାରତ ତଥା ଓଡ଼ିଶା ପାଇଁ କୋଭିଡ଼ ବିପଦ ଆଉ ନାହିଁ।
ଅଧିକ ପଢ଼ନ୍ତୁ: ପୁଣି ବଢୁଛି କୋଭିଡ୍ ଡର ! ମାର୍ଚ୍ଚରେ ଚତୁର୍ଥ ଲହର ଆସିବା ସମ୍ଭାବନା
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)