• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Health Updates

5 home remedies to get rid of chapped lips in winter
Health Tips: ଓଠ ଫାଟୁଛି କି ? ଆପଣଙ୍କ ପାଇଁ ୫ଟି ଟିପ୍ସ, ମିଳିବ ଆରାମ...

ଶୀତ ଋତୁ ଆସିଲେ ଓଠ ଫାଟିବା ଆରମ୍ଭ ହୁଏ। ଧୀରେ ଧୀରେ ଯନ୍ତ୍ରଣା ହେବା ଏବଂ ରକ୍ତସ୍ରାବ ମଧ୍ୟ ଦେଖାଯିବା ଆରମ୍ଭ କରେ। ଏହି ୫ଟି ଘରୋଇ ଉପଚାର ଆପଣ ଓଠର ସମସ୍ୟାରୁ ମୁକ୍ତି। ଆସନ୍ତୁ ଜାଣିବା ଏହି ସହଜ ଉପାୟ କ’ଣ…

consume mustard leaf in winter beneficial in cancer and asthma
Health Tips: କ୍ୟାନ୍‌ସର୍‌ ଓ ଆଜ୍‌ମାକୁ ରୋକିବ ସୋରିଷ ଶାଗ; କିପରି ଜାଣନ୍ତୁ…

ସୋରିଷ ଶାଗ କେବଳ ସ୍ୱାଦିଷ୍ଟ ନୁହେଁ ଏହା ଶରୀର ପାଇଁ ମଧ୍ୟ ବହୁତ ଲାଭଦାୟକ। ଏବେ ବଜାରରେ ସୋରିଷ ଶାଗର ଚାହିଦା ମଧ୍ୟ ବଢିବାରେ ଲାଗିଛି। ସୋରିଷ ଶାଗ ଅନେକ ପୋଷକରେ ପରିପୂର୍ଣ୍ଣ। ତେବେ ଆସନ୍ତୁ ଏହାକୁ ଖାଇବା କେଉଁସବୁ ଲାଭ ମିଳେ ଆସନ୍ତୁ ସେ ବିଷୟରେ ଜାଣିନେବା।

TB
ILS ଭୁବନେଶ୍ୱରର ନୂଆ ଆବିଷ୍କାର, ଯକ୍ଷ୍ମାର ଯମ ମଣିଷ ଶରୀରରେ ଥିବା ହୋଷ୍ଟ ପ୍ରୋଟିନ୍

ଟ୍ୟୁବରକୁଲୋସିସ୍ ବା ଯକ୍ଷ୍ମା ନିରାକରଣରେ ନୂଆ ସମ୍ଭାବନା। ମଣିଷ ଶରୀରରେ ଥିବା ହୋଷ୍ଟ ପ୍ରୋଟିନ୍ ନ୍ୟୁକ୍ଲିୟର ରିସେପ୍ଟର କୋ-ରିପ୍ରେସର ୱାନ୍ ବା NCoR1 ହିଁ ଟିବିର ରାମବାଣ।

Health service high in India
ଆକାଶ ଛୁଉଁଛି ଦରଦାମ: ପେଟ୍ରୋଲ ଖାଦ୍ୟ ସାମଗ୍ରୀ ପରେ ବର୍ତ୍ତମାନ ସ୍ୱାସ୍ଥ୍ୟ ସେବା ମଧ୍ୟ ମହଙ୍ଗା

ମହଙ୍ଗାଇ ମାଡ଼ରେ ବେହାଲ ସାଧାରଣ ଜନତା । ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଙ୍ଗା, ଖାଦ୍ୟ ସାମଗ୍ରୀ ମହଙ୍ଗା, ଶିକ୍ଷା ମହଙ୍ଗା । ବର୍ତ୍ତମାନ ସ୍ବାସ୍ଥ୍ୟ ସେବା ମଧ୍ୟ ମହଙ୍ଗା ।

Risk factor of Vitamin D deficiency in child
Health Tips: ଭିଟାମିନ୍ ଡି’ର ଅଭାବ ପିଲାକୁ କରିପାରେ ବିକଳାଙ୍ଗ, ଜାଣନ୍ତୁ ଏହାକୁ କିପରି କରିବେ ପୂରଣ...

ଭିଟାମିନ୍ ଡି’ ଏକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ଯାହା ସାମଗ୍ରିକ ସ୍ୱାସ୍ଥ୍ୟ ବଜାୟ ରଖିବାରେ ବିଶେଷ ଭୂମିକା ଗ୍ରହଣ କରିଥାଏ। ବିଶେଷ କରି ଶିଶୁ ଏବଂ କିଶୋରମାନଙ୍କ କ୍ଷେତ୍ରରେ ଏହାର ଭୂମିକା ସବୁଠାରୁ ଅଧିକ। ଏହା ମାଗଣାରେ ମିଳୁଥିଲେ ବି ଆଜିକାଲି ପିଲାମାନଙ୍କ ପାଖରେ ଏହାର ଅଭାବ ଦେଖିବାକୁ ମିଳେ। ଜାଣନ୍ତୁ ଏହାର କାରଣ..

What should be the diet of pregnant women with diabetes
Nutrients: ମଧୁମେହ ଥିବା ଗର୍ଭବତୀ ମହିଳାଙ୍କ ଖାଦ୍ୟାଭ୍ୟାସ କିପରି ହେବା ଉଚିତ

ଆମର ଖାଦ୍ୟପେୟ ଓ ଜୀବନଶୈଳୀ ଏପରି ବଦଳିଗଲାଣି ଯେ ଆମେ ଡାଇବେଟିସ୍, ଏସିଡିଟି ପରି କିଛି ଜୀବନଶୈଳୀ ସମ୍ୱନ୍ଧିତ ବ୍ୟାଧିରେ ଆକ୍ରାନ୍ତ ହେବାର ସମ୍ଭାବନା ଖୁବ ଅଧିକ। ତେବେ ଆଜି ଆମେ ଜାଣିବା ଯଦି ଜଣେ ଡାଇବେଟିସ୍ ଥିବା ମହିଳା ଗର୍ଭଧାରଣ କରନ୍ତି ତେବେ ତାଙ୍କ ପାଇଁ କ’ଣ ଖାଦ୍ୟପେୟ ରହିବା ଜରୁରୀ।

these 5 yogasan are very effective in stomach problems
Health Tips: ମଳ ସଫା ହେଉ ନଥିଲେ କରନ୍ତୁ ଏହି ୫ ଆସନ, ସହଜରେ ମିଳିବ ମୁକ୍ତି...

ଫିଟନେସ୍ ସହିତ ଯୋଗ ମଧ୍ୟ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ। ଯୋଗ ବିଜ୍ଞାନ ଅନୁସାରେ ଆମର ଭୁଲ ଜୀବନଶୈଳୀ କାରଣରୁ ଆମେ କୋଷ୍ଠକାଠିନ୍ୟ ବା ମଳ ସଫା ନ ହେବାରେ ସମସ୍ୟାରେ ପିଡୀତ ହେଉଛେ। ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ କରନ୍ତୁ ଏହି ୫ ଆସନ।

Disease X
ଆସୁଛି କି କୋଭିଡ୍ ଭଳି ଆଉ ଏକ ମହାମାରୀ ? ବଢ଼ିଲାଣି ଡିଜିଜ୍-‘X’କୁ ନେଇ ଚିନ୍ତା

ଜୁନୋଟିକ ଡିଜିଜ୍ କୁହାଯାଉଥିବା ଏଭଳି ରୋଗର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆରମ୍ଭ ହୋଇଛି କସରତ । ଖାଲି ସେତିକି ନୁହେଁ, ଜଳବାୟୁ ପରିବର୍ତ୍ତନ କାରଣରୁ ରୋଗ ପାଟର୍ଣ୍ଣ ବି ବଦଳୁଛି ।

  • Tuesday, 21 November 2023
Four benefits of amla who can avoid it
Health Tips: ଅଁଳା ଖାଇବାର ୪ ଲାଭ: ଜାଣନ୍ତୁ କିଏ ଖାଇବେ, କିଏ ନ ଖାଇବେ

ଅଁଳା ହେଉଛି ଏମିତି ଏକ ଫଳ ଯେଉଁଥିରେ ଅନେକ ଔଷଧୀୟ ଗୁଣ ରହିଛି। ଏହାକୁ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ। କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏହାକୁ ଖାଇବା ଉଚିତ ନୁହେଁ। ସେମାନେ କିଏ ଜାଣନ୍ତୁ …

always avoid these 5 foods that increase uric acid
Health Tips: ହେଉଛି କି ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା; ହାତ ମାରନ୍ତୁ ନାହିଁ ଏହି ୫ଟି ଖାଦ୍ୟରେ

ଆଜିକାଲି ଲୋକମାନଙ୍କଠାରେ ଦେଖାଯାଉଥିବା ରୋଗ ମଧ୍ୟରୁ ୟୁରିକ୍ ଏସିଡ୍ ମଧ୍ୟ ଅନ୍ୟତମ। ଏହି ରୋଗ ବଢିଲା ବେଳେ ଗଣ୍ଠିରେ ଯନ୍ତ୍ରଣା, କଠିନତା, ଫୁଲା, ଲାଲ ପଡିବା ଭଳି ଅନେକ ଲକ୍ଷଣ ଦେଖାଯାଏ। ଏପରି ପରିସ୍ଥିତିରେ, ସେହି ଜିନିଷ ଖାଇବା ଠାରୁ ଦୂରେଇ ରହିବା ଉଚିତ ଯାହା ଶରୀରରେ ୟୁରିକ୍ ଏସିଡ୍‌ର ସ୍ତରକୁ ବଢାଇଥାଏ। ଆସନ୍ତୁ ଜାଣିବା…

If honey is used with tulsi then cold and cough will not come near
Health Tips: ତୁଳସୀ ସହିତ ଖାଆନ୍ତୁ ଏହି ଜିନିଷ, ପାଖ ମାଡିବନି ଥଣ୍ଡା-କାଶ...

ଆୟୁର୍ବେଦ ଅନୁଯାୟୀ ତୁଳସୀ ହେଉଛି ଏକ ମହୌଷଧି। ଏଥିରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି। ଏହା କାଶ, ଥଣ୍ଡା ଏବଂ ଶ୍ୱାସକ୍ରିୟା ସଂକ୍ରମଣରୁ ମୁକ୍ତି ଦେଇଥାଏ। ଏହା ମଧ୍ୟ ଅନେକ ରୋଗ ପାଇଁ ଏକ ଶକ୍ତି ବୃଦ୍ଧିକାରୀ ଏବଂ ହର୍ବାଲ ଉପଚାର। ତୁଳସୀ ସହିତ ମହୁ ଚାପ ସ୍ତରକୁ ହ୍ରାସ କରିବା ସହ ଆରାମ ଦେଇଥାଏ।

The hospital system will be simplified
ସରଳ ହେବ ହସ୍ପିଟାଲ ବ୍ୟବସ୍ଥା, ସୁବିଧାରେ ସେବା ପାଇବେ ରୋଗୀ

ସରଳୀକରଣ ହେବ ହସ୍ପିଟାଲ ବ୍ୟବସ୍ଥା । ‘ଆମ ହସ୍ପିଟାଲ’ ଯୋଜନାକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ।

follow these tips and keep entire body healthy in winters
Health Tips: ମାନନ୍ତୁ ଏହି ୫ଟି ସରଳ ଉପାୟ; ଶୀତଦିନେ ରହିବେ ପୂରା ସୁସ୍ଥ

ସାଧାରଣତଃ ଶୀତଦିନେ ଅନେକ ଶାରିରୀକ ସମସ୍ୟା ଆସିଥାଏ। ଥଣ୍ଡା ଠାରୁ ଆରମ୍ଭ କରି ଅନେକ ପୁରୁଣା ରୋଗର ସମ୍ମୁଖିବ ହେବାକୁ ପଡିଥାଏ। କିନ୍ତୁ ଆୟୁର୍ବେଦିକ ଶାସ୍ତ୍ର ଅନୁସାରେ ଶୀତଦିନେ ମଧ୍ୟ ଏମିତି କିଛି ନିୟମ ଅଛି ଯାହାକୁ ପାଳନ କରି ଜଣେ ସମ୍ପୂର୍ଣ୍ଣ ସୁସ୍ଥ ରହିପାରିବେ।

AIIMS Bhubaneswar
ଭୁବନେଶ୍ୱର AIIMSରେ ଖୋଲିଲା ପ୍ରଥମ ଟ୍ରାଭେଲ ହେଲ୍ଥ କ୍ଲିନିକ୍

ଖୁବଶୀଘ୍ର AIIMS ଟ୍ରାଭେଲ ହେଲ୍ଥ କ୍ଲିନିକ୍ ଅନଲାଇନ ଜରିଆରେ ମଧ୍ୟ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ କରିବ। ଏମିତିକି ଆଗକୁ ଏନେଇ ଟ୍ରାଭେଲ୍ ହେଲ୍ଥ ଆପ୍ ମଧ୍ୟ ପ୍ରଚଳନ କରିବ AIIMS ଭୁବନେଶ୍ୱର।

world diabetes day 2023 date history importance and theme
World Diabetes Day 2023: ପ୍ରଥମ ମଧୁମେହ ରୋଗୀ କେବେ ଓ କେଉଁଠି ମିଳିଥିଲେ ?

ବର୍ତ୍ତମାନ ସାରା ବିଶ୍ୱରେ ୫ ହଜାର ଲକ୍ଷରୁ ଅଧିକ ଲୋକ ମଧୁମେହରେ ପୀଡିତ ଅଛନ୍ତି ଏବଂ ଆସନ୍ତା ୩୦ ବର୍ଷ ମଧ୍ୟରେ ଏହି ସଂଖ୍ୟା ଦ୍ୱିଗୁଣରୁ ଅଧିକ ହୋଇ ୧୩୦ କୋଟି ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଆଶା କରାଯାଉଛି। ମଧୁମେହର ଆଶଙ୍କା କମାଇବା ପାଇଁ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ‘ବିଶ୍ୱ ମଧୁମେହ ଦିବସ’ ପାଳନ କରାଯାଏ।

yoga for diabetes 5 yogasana that reduce high sugar level
World Diabetes Day 2023: ମଧୁମେହକୁ ନିୟନ୍ତ୍ରଣ କରିବ ଏହି ୫ଟି ସହଜ ଯୋଗାସନ

ଚିକିତ୍ସା ବିଜ୍ଞାନ ଅନୁସାରେ ଜୀବନଶୈଳୀରେ ବଡ ପରିବର୍ତ୍ତନ ହେତୁ ଯୁବକମାନଙ୍କ ମଧ୍ୟରେ ବି ମଧୁମେହ ସମସ୍ୟା ବଢିବାରେ ଲାଗିଛି। ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଆସନ୍ତୁ ୫ଟି ସହଜ ଯୋଗାସନ ବିଷୟରେ ଜାଣିବା ଯାହା ମଧୁମେହ ପାଇଁ ରାମବାଣ କରି କାମ କରେ।

94 year old man give advice to live long life
Viral Video: ଦୀର୍ଘ ବର୍ଷ ବଞ୍ଚିବାର ମନ୍ତ୍ର ଦେଲେ ୯୪ ବର୍ଷୀୟ ଜେଜେ

ସୋସିଆଲ୍ ମିଡିରେ ଏବେ ଏମିତି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହା ସମସ୍ତଙ୍କୁ ପ୍ରେରଣ ଦେଉଛି। ଜଣେ ବୃଦ୍ଧ ବ୍ୟକ୍ତି ଦୀର୍ଘ ଜୀବନ ବଞ୍ଚିବାର ରହସ୍ୟ କ’ଣ କହୁଛନ୍ତି। ଏହି ଭିଡିଓକୁ ଦେଖିବା ପରେ ବୋଧହୁଏ ଆପଣ ମଧ୍ୟ ତାଙ୍କ ଦ୍ୱାରା ଦିଆଯାଇଥିବା ଟିପ୍ସକୁ ମାନିବାକୁ ବାଧ୍ୟ ହେବେ।

How to celebrate diwali safely do not ignore 10 safety tips
Diwali Safety Tips: ଦୀପାବଳିକୁ ସୁନ୍ଦର କରିବା ପାଇଁ ମାନନ୍ତୁ ଏହି ୧୦ଟି ସେଫ୍ଟି ଟିପ୍ସ...

ଆଲୋକର ପର୍ବ ଦୀପାବଳିକୁ ଲୋକେ ଆନନ୍ଦର ସହିତ ପାଳନ କରୁଥିବା ବେଳେ ପରସ୍ପରଙ୍କୁ ଉପହାର ଦେଇ ଶୁଭ ମନାସନ୍ତି। କିନ୍ତୁ ବେଳେବେଳେ ଛୋଟ ଛୋଟ ଅସାବଧାନତା ହେତୁ ଅନେକଙ୍କ ମୁହଁରୁ ଏହି ହସ ଲିଭିଯାଏ। କିଛି ଦିଗ ପ୍ରତି ଧ୍ୟାନ ଦେଲେ ଆପଣ ଦୀପାବଳିରେ ନିଜ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିପାରିବେ। ଆସନ୍ତୁ ଜାଣିବା…

Ready-to-eat foods and health drinks restrict child growth
Nutrients: ପିଲାଙ୍କ ବୃଦ୍ଧିରେ ବାଧକ ରେଡି-ଟୁ-ଇଟ୍ ଖାଦ୍ୟ ଓ ହେଲ୍‌ଥ ଡ୍ରିଙ୍କ୍

ଛୁଆକୁ ଉତ୍ତମ ଭାବେ ଘରେ ପ୍ରସ୍ତୁତ ସୁଷମ ଖାଦ୍ୟ ଦେବା ଯଦିଓ ଏକ ଚ୍ୟାଲେଞ୍ଜ୍, କିନ୍ତୁ ଅସମ୍ଭବ ନୁହେଁ। ଆଜିକାଲି ବାପା-ମାଆ ପ୍ରାୟତଃ ଚାକିରି କରୁଛନ୍ତି ଓ ନିଜ ନିଜ କାମରେ ବ୍ୟସ୍ତ ରହୁଛନ୍ତି। ଏଥିପାଇଁ ସେମାନେ ରେଡି ଟୁ ଇଟ୍ ଖାଇବା ଛୁଆଙ୍କୁ ଦିଅନ୍ତି। ଆସନ୍ତୁ ଜାଣିବା ଏହା କେତେ କ୍ଷତିକାରକ…

Allogeneic transplant in Bhubaneswar AIIMS
ଦୁଇ କୋମଳମତି ଶିଶୁଙ୍କୁ ଅନ୍ୟ ଚର୍ମ ଦେଲା ଜୀବନ: ଓଡ଼ିଶାରେ କେବେ ସ୍କିନ ବ୍ୟାଙ୍କ୍ ?

ସ୍କିନ୍ ବା ଚର୍ମ ଦେଇପାରେ ନୂଆ ଜୀବନ। ଅନ୍ୟ ଜଣଙ୍କ ଚର୍ମରେ ଜୀବନ ପାଇଲେ ଦୁଇ କୋମଳମତି ଶିଶୁ। ଆଲୋଗ୍ରାଫ୍ଟ ପଦ୍ଧତି ଚିକିତ୍ସାରେ ସଫଳତାକୁ ନେଇ ଚର୍ଚ୍ଚା। ଭୁବନେଶ୍ୱର ଏମ୍ସରେ ହୋଇଛି ସଫଳ ଆଲୋଗ୍ରାଫ୍ଟ ଟ୍ରାନ୍ସପ୍ଲାଣ୍ଟ।

Allogeneic transplant in Bhubaneswar AIIMS
ଦୁଇ କୋମଳମତି ଶିଶୁଙ୍କୁ ଅନ୍ୟ ଚର୍ମ ଦେଲା ଜୀବନ: ଓଡ଼ିଶାରେ କେବେ ସ୍କିନ ବ୍ୟାଙ୍କ୍ ?

ସ୍କିନ୍ ବା ଚର୍ମ ଦେଇପାରେ ନୂଆ ଜୀବନ। ଅନ୍ୟ ଜଣଙ୍କ ଚର୍ମରେ ଜୀବନ ପାଇଲେ ଦୁଇ କୋମଳମତି ଶିଶୁ। ଆଲୋଗ୍ରାଫ୍ଟ ପଦ୍ଧତି ଚିକିତ୍ସାରେ ସଫଳତାକୁ ନେଇ ଚର୍ଚ୍ଚା...

  • Tuesday, 07 November 2023
  • AIIMS
How to take care of a newborn baby in winter
Infant Protection Day 2023: ଶୀତ ଦିନେ କିପରି ନେବେ ନବଜାତ ଶିଶୁର ଯତ୍ନ…

ଗୋଟିଏ ପିଲାକୁ ପାଳି-ପୋଷି ମଣିଷ କରିବା ସହଜ କଥା ନୁହେଁ। ଏଥିପାଇଁ ଅନେକ ଦିଗକୁ ଦୃଷ୍ଟି ଦେବାକୁ ହୋଇଥାଏ। ଶୀତଦିନେ ଏହା ଆହୁରି ମୁସ୍କିଲ୍ ହୋଇପଡେ। ବର୍ତ୍ତମାନ ଶୀତଦିନ ଆସିଗଲାଣି। ଏହିଦିନେ ନବଜାତଙ୍କୁ ଯତ୍ନନେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

National Cancer Awareness Day
ମହିଳାଙ୍କ କ୍ଷେତ୍ରରେ ବଢ଼ୁଛି ଓଭାରିଆନ କ୍ୟାନସର; ହେଲେ କ’ଣ ପାଇଁ ?

ଏହି ରୋଗ ମହିଳା ମାନଙ୍କ ଓଭାରିରେ ସୃଷ୍ଟି ହେବା ପରେ ଏହା ରିପ୍ରଡକ୍ଟିଭ ସିଷ୍ଟମ ଉପରେ ପ୍ରଭାବ ପକାଇବା ସହ ହରମୋନ ଓ ଅଣ୍ଡା ସୃଷ୍ଟି କରିବାରେ ଗୁରୁତର ସମସ୍ୟା ସୃଷ୍ଟି କରିଥାଏ ।

cancer treatment
ଯନ୍ତ୍ରଣାଠୁ ବଳି ଯାଉଛି ଦାରିଦ୍ର୍ୟ, ଜୀବନ ଯନ୍ତ୍ରଣାରେ କ୍ୟାନସର ପୀଡିତ

ବେପରଓ୍ୱା ଜୀବନଶୈଳୀ ଏବଂ ରୋଗ ନିରୁପଣରେ ବିଳମ୍ବ ହିଁ କ୍ୟାନସରର ଭୟାବହତାକୁ ବଢାଇଥାଏ ।

  • Tuesday, 07 November 2023
  • Cancer
National Cancer Awareness Day
ସଚେତନ ହେବା, କ୍ୟାନସର ଦୂରେଇବା

ନଭେମ୍ବର ୭...ଜାତୀୟ କର୍କଟ ସଚେତନତା ଦିବସ... ଯେ କୌଣସି ରୋଗ ହେଉନା କାହିଁକି ସଚେତନତା ହିଁ ସବୁକିଛି ।

  • Tuesday, 07 November 2023
  • Cancer