• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pakhal Divas

World Pakhal Divas 2024 Benefits of pakhal
World Pakhal Divas 2024: ପଖାଳର ଅନେକ ଗୁଣ, ଅଲସର୍ ପାଇଁ ରାମବାଣ

ପଖାଳ ଏବେ ସୋସିଆଲ ମିଡ଼ିଆ ମାଧ୍ୟମରେ ବିଶ୍ୱରେ ଲୋକପ୍ରିୟ ହୋଇପାରିଛି। ଗୁଗୁଲରେ ପଖାଳ ଟାଇପ୍ କଲେ ଏକ ଛୁଙ୍କ ପଡ଼ିଥିବା ପଖାଳ କଂସା ସାଙ୍ଗରେ ସୁସଜ୍ଜିତ ଆଳୁ ଚକଟା, ମାଛ ଭଜା, ବଡ଼ି ଚୁରା, ଶାଗ ଭଜା, ବେସର ଭଜା, ପିଠଉ ଭଜା ଇତ୍ୟାଦି କେତେ କଣ ରଖାଯାଇଥିବା ଛବି ଦେଖିବାକୁ ମିଳୁଛି।

Pakhal Divas
ଓଡ଼ିଆର ପ୍ରାଣ, ଗରିବର ଧନ ଓ ଖଟିଖିଆଙ୍କ ଜୀବନ-ପଖାଳ କଂସା

ଓଡ଼ିଆର ପ୍ରାଣ, ଗରିବର ଧନ ଓ ଖଟିଖିଆଙ୍କ ଜୀବନ-ପଖାଳ କଂସା । ଶାଗ ଭଜା କି ମାଛ ଭଜା ଥିଲେ ତ ସ୍ୱର୍ଗୀୟ ଭୋଜନ ଭଳି କଥା । ଓଡ଼ିଶାବାସୀ ଯେ ପଖାଳକୁ କେତେ ପସନ୍ଦ କରନ୍ତି, ପ୍ରତି ବର୍ଷ ଭଳି ଆଜି ମଧ୍ୟ ଉତ୍ସାହ ଓ ଉଦ୍ଦୀପନାର ସହ ପଖାଳ ଦିବସ ପାଳି, ତାହା ଜଣାଇ ଦେଇଛନ୍ତି ସାରା ଦୁନିଆକୁ ।