• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

chalk art
ଚକ୍ ଖଡ଼ିରେ ଘୋଷଯାତ୍ରା

ଚକ୍ ଖଡ଼ି ସାହାଯ୍ୟରେ ରଥଯାତ୍ରାର ଶୁଭେଚ୍ଛା । ଏଭଳି ଅଭିନବ ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ଭଦ୍ରକ ଧାମନଗରର ଗୋପାଳ ସାମଲ..

Lord Jagannath starts to ascend
ବଡ଼ଦାଣ୍ଡରେ କାଳିଆ ଠାକୁର

ଅନନ୍ତ କୋଟି ବ୍ରହ୍ମାଣ୍ଡ ଶାନ୍ତ ପଡ଼ିଯାଇଛି.. ଚାରିଆଡ଼କୁ ଦେଖି ଦେଖି ଆସୁଛନ୍ତି ମଣିମା ।

Auspiciopus Pahandi
ଏଇ କଳାବଦନ ମୁହଁକୁ ଦେଖିବାକୁ ଜଗତ ଚାହିଁଛି..

ବଡ଼ ଦାଣ୍ଡକୁ ଆସିଲାଣି କାଳିଆ, ଭକ୍ତଙ୍କୁ ଦେବ ଦର୍ଶନ; ରଥରେ ଚଢ଼ି ଯିବ ମାଉସୀ ଘର

food and recipe
ରଥଯାତ୍ରାରେ ଘରେ ବନାନ୍ତୁ ଜଗନ୍ନାଥଙ୍କ ପ୍ରିୟ ଭୋଗ ‘ଖଜା’

ଆଜି ପବିତ୍ର ରଥଯାତ୍ରା । ଜଗନ୍ନାଥ ମନ୍ଦିରରେ ପ୍ରସାଦ ଓ ଭୋଗରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଇତିହାସର ଝଲକ ମିଳିଥାଏ । ସେଥିପାଇଁ ଆଜି ଆମେ ଘରେ ବନେଇବା ଜଗନ୍ନାଥଙ୍କର ପ୍ରିୟ ଭୋଗ ‘ଖଜା’

Rath Yatra
ବିଦେଶୀ ଭକ୍ତଙ୍କ ଓଡ଼ିଶୀନୃତ୍ୟ

କଲମ୍ବିଆରୁ ଆସିଛନ୍ତି କାଳିଆର ଭକ୍ତ । ବଡ଼ଦାଣ୍ଡରେ କରୁଛନ୍ତି ନୃତ୍ୟ ପରିବେଷଣ ।

President Droupadi Murmu
ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରୁଛନ୍ତି ରାଷ୍ଟ୍ରପତି

ପବିତ୍ର ଘୋଷଯାତ୍ରା ଅବସରରେ ଦିଲ୍ଲୀ ହଜ୍ ଖସସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Rath Yatra
ବଡ଼ଦାଣ୍ଡରେ ସ୍ୱତନ୍ତ୍ର ସୁରକ୍ଷା

ଲୋକାରଣ୍ୟ ବଡ଼ଦାଣ୍ଡ । ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବଡ଼ଦାଣ୍ଡରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Rath Yatra
ସେ ଇଚ୍ଛାମୟ ଠାକୁର,ତାଙ୍କ ନିର୍ଦ୍ଦେଶରେ ହିଁ ହୋଇଥାଏ ସବୁକିଛି

ସେ ଇଚ୍ଛାମୟ ଠାକୁର ସବୁ ତାଙ୍କ ନିର୍ଦ୍ଦେଶରେ ହିଁ ହୋଇଥାଏ । ମହାପ୍ରଭୁଙ୍କ ସରିଛି ମଙ୍ଗଳାଆଳତି । ଭକ୍ତଙ୍କ ଗହଣକୁ ଓହ୍ଲାଇ ଆସିବାକୁ ସଜେଇ ହେଉଛନ୍ତି ଶ୍ରୀଜିଉ ।

Rath Yatra
ରତ୍ନ ସିଂହାସନ ଛାଡ଼ି ଭକ୍ତଙ୍କ ପାଇଁ ବଡ଼ଦାଣ୍ଡକୁ ଆସିବେ ଶ୍ରୀଜିଉ

ଆଜି କାଳିଆ ସାଆନ୍ତଙ୍କ ଯାତ୍ରା । ଆଜି ଭକ୍ତ ମାନଙ୍କୁ ଦର୍ଶନ ଦେବା ପାଇଁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ମହାପ୍ରଭୁ ।  ଜନ୍ମବେଦୀଙକୁ ଯାତ୍ରା କରିବା ପାଇଁ ରାତିରେ ଶୋଇନି କାଳିଆ । 

Rath Yatra 2023
ବଡ଼ଦାଣ୍ଡ ପାଲଟିଛି ଜନସମୁଦ୍ର

ରଥଯାତ୍ରା ପାଇଁ ବଡ଼ଦାଣ୍ଡ ପାଲଟିଛି ଜନସମୁଦ୍ର । ମହାପ୍ରଭୁଙ୍କୁ ଚାତକ ପରି ଚାହିଁରହିଛନ୍ତି ଭକ୍ତ ।

World Refugee Day 2023: history and importance
World Refugee Day 2023: ଆଜି ଶରଣାର୍ଥୀଙ୍କୁ ସମ୍ମାନ ଦେବାକୁ ସଂକଳ୍ପ ନେବାର ଦିନ

ଯେଉଁମାନେ ଜାତି, ରାଜନୈତିକ ସଂଘର୍ଷ କିମ୍ବା ଆନ୍ତର୍ଜାତୀୟ ବିବାଦ ଭଳି ସମସ୍ୟା ହେତୁ ନିଜ ଘର ଛାଡି ଅନ୍ୟ ଦେଶକୁ ସ୍ଥାନାନ୍ତର ହେବାକୁ ବାଧ୍ୟ ହୋଇଛନ୍ତି ସେମାନଙ୍କୁ ଶରଣାର୍ଥୀ କୁହାଯାଏ। ଏମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପାଳନ ହୁଏ ବିଶ୍ୱ ଶରଣାର୍ଥୀ ଦିବସ।

PM Narendra Modi
ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଟ୍ୱିଟ କରି ଅଭିନନ୍ଦନ ଜଣାଇବା ସହ ମହାପ୍ରଭୁ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଭରିଦେବାକୁ କାମନା କରିଛନ୍ତି ।

Ratha Jatra
ରାତି ପାହିଲେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା; ସିଂହଦ୍ୱାର ସମ୍ମୁଖରେ ଶ୍ରୀଜିଉଙ୍କ ଅପେକ୍ଷାରେ ତିନି ରଥ

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ରାତି ପାହିଲେ ରତ୍ନ ସିଂହାସନ ଛାଡ଼ି ଭକ୍ତଙ୍କ ଗହଣକୁ ଚାଲି ଆସିବେ କାଳିଆ ସାଆନ୍ତ । ରଥରେ ବିଜେ କରି ନବଦିନ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ ମହାପ୍ରଭୁ । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଆସନ୍ତାକାଲି ସକାଳ ସାଢ଼େ ୯ଟାରେ ଠାକୁରମାନଙ୍କ ପହଣ୍ଡି ସାଙ୍ଗକୁ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ କରିବାକୁ ନୀତିନିର୍ଘଣ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ ।

Nabajoubana darshan
ଅଣସର ପରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ; ଭାବର ଠାକୁରଙ୍କୁ ଦର୍ଶନ କରି ଭାବବିହ୍ୱଳ ଭକ୍ତ

ବିଭିନ୍ନ ପ୍ରାନ୍ତରୁ ଆସି ମହାବାହୁଙ୍କ ନବଯୌବନ ବେଶ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ସକାଳେ ବିଭିନ୍ନ ନୀତିକାନ୍ତି ପରେ ତାଟି ଫିଟିଥିଲା । ଏହାପରେ ଅବକାଶ, ଦଶ ଅବତାର ଦିଅଁ ବାହୁଡ଼ା ବିଜେ ହୋଇ ସକାଳ ୭ଟା ୨୦ରୁ ପାରିମାଣିକ ଦର୍ଶନ ଓ ପରେ ପରେ ସକାଳ ୮ଟା ୦୫ରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ ।

Ratha Jatra
ଘୋଷଯାତ୍ରା ପାଇଁ ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର, ଏଥର ଜଗିବ ହେଲିକପ୍ଟର

ଶ୍ରୀଜିଉଙ୍କ ଘୋଷଯାତ୍ରା ପାଇଁ ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର । ସ୍ଥଳ, ଜଳ ଓ ଆକାଶ, ତିନି ପଥରେ ଟାଇଟ୍ ସିକ୍ୟୁରିଟି । ସବୁଆଡୁ ପୁରୀ ଉପରେ ରହିଛି ୨୪ ଘଂଟିଆ ନଜର । ପ୍ରଥମ ଥର ପାଇଁ ରଥଯାତ୍ରାରେ ମୁତୟନ ହୋଇଛି ହେଲିକପ୍ଟର । ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ସମୁଦ୍ର କୂଳରେ ମାରୁଛି ପଇଁତରା। ଆକାଶ ପଥରୁ ଚିଲ ଭଳି ନଜର ରଖିଛି ପ୍ରତିଟି ହଲଚଲ ଉପରେ ।

  • Monday, 19 June 2023
Traffic arrangements
ରଥ ବେଳେ କେଉଁଠି ରଖିବେ ଗାଡ଼ି ? ସବୁ ଟୁରିଷ୍ଟ ବସ୍ ମାଳତୀପାଟପୁରରେ ରହିବେ, ଆଉ ବାକି...

ରଥଯାତ୍ରା ବେଳେ ପୁରୀକୁ ଆସୁଥିବା ବସ୍‌ଗୁଡ଼ିକର ପାର୍କିଂ ପାଇଁ ସୁବ୍ୟବସ୍ଥା । ରାଜ୍ୟ ତଥା ରାଜ୍ୟ ବାହାରର ସମସ୍ତ ଟୁରିଷ୍ଟ ବସ୍ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବେ ଏବଂ ଏଠାରୁ ଯିବା ଆସିବା କରିବେ । ଭୁବନେଶ୍ୱର ପଟରୁ ପୁରୀକୁ ଆସୁଥିବା ନିୟମିତ ବସ୍, ଏପରିକି ମୋ ବସ୍ ମାଳତୀପାଟପୁର ଓଭରବ୍ରିଜ ଦେଇ ତାଳବଣିଆକୁ ଯିବେ ଏବଂ ସେଠାରେ ପାର୍କିଂ କରିବେ ।

  • Monday, 19 June 2023
world elder abuse awareness workshop
ବିଶ୍ୱ ବୟସ୍କ ନିର୍ଯାତନା ସଚେତନତା ଆଲୋଚନାଚକ୍ର ଅନୁଷ୍ଠିତ

ବରିଷ୍ଠ ନାଗରିକମାନେ ସୃଷ୍ଟିର ଗୋଟିଏ ଗୋଟିଏ ଫୁଲ ଓ ସେମାନେ ନିର୍ଯାତନାକୁ ଦେହକୁ ନନେଇ ପ୍ରଭୁଙ୍କ ଶରଣରେ ରହି ଶାନ୍ତିର ରାସ୍ତାରେ ଆଗେଇଯିବାକୁ ନିବେଦନ କରିଥିଲେ। 

  • Monday, 19 June 2023
Ratha Jatra
ଘୋଷଯାତ୍ରା ପାଇଁ ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର, ଏଥର ଜଗିବ ହେଲିକପ୍ଟର

ଦାୟିତ୍ୱରେ ୫୦୦ ଅଧିକାରୀ, ୧୮୦ ପ୍ଲାଟୁନ୍ ଫୋର୍ସ । କୋଷ୍ଟଗାର୍ଡର ହେଲିକପ୍ଟର ଓ ଜାହାଜ ମୁତୟନ ।

Ratha jatra
ରାତି ପାହିଲେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା; ସିଂହଦ୍ୱାର ସମ୍ମୁଖରେ ଶ୍ରୀଜିଉଙ୍କ ଅପେକ୍ଷାରେ ତିନି ରଥ

ରଥ ପ୍ରସ୍ତୁତ... ପଥ ପ୍ରସ୍ତୁତ... ସିଂହଦ୍ୱାର ଆଗରେ ତିନି ରଥଙ୍କ ଅପେକ୍ଷା, କେତେବେଳେ ଭାଇଭଉଣୀଙ୍କୁ ସାଥୀରେ ନେଇ ବିରାଜିବେ କାଳିଆଠାକୁର ।

naba jaubana darshan
ଅଣସର ପରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ; ଭାବର ଠାକୁରଙ୍କୁ ଦର୍ଶନ କରି ଭାବବିହ୍ୱଳ ଭକ୍ତ

ବିଭିନ୍ନ ପ୍ରାନ୍ତରୁ ଆସି ମହାବାହୁଙ୍କ ନବଯୌବନ ବେଶ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ସକାଳେ ବିଭିନ୍ନ ନୀତିକାନ୍ତି ପରେ ତାଟି ଫିଟିଥିଲା । ଏହାପରେ ଅବକାଶ, ଦଶ ଅବତାର ଦିଅଁ ବାହୁଡ଼ା ବିଜେ ହୋଇ ସକାଳ ୭ଟା ୨୦ରୁ ପାରିମାଣିକ ଦର୍ଶନ ଓ ପରେ ପରେ ସକାଳ ୮ଟା ୦୫ରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ ।

ଫରଫର ଉଡୁଛି ପତିତପାବନ ବାନା
ରାତି ପାହିଲେ ରଥଯାତ୍ରା: ଏବେଠୁ ଲୋକାରଣ୍ୟ ବଡ଼ଦାଣ୍ଡ

ରାତି ପାହିଲେ ଶ୍ରୀଜିଉଙ୍କ ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରାଜ୍ୟ ଏବଂ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି। ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି। ତେବେ ରଥଯାତ୍ରା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି ।

What is sickle cell disease know treatment
World Sickle Cell Awareness Day: କାହିଁକି ହୁଏ ସିକଲ୍ ସେଲ୍ ରୋଗ; ଜାଣନ୍ତୁ ଏହାର ଚିକିତ୍ସା

ଦ୍ରୁତଗତିରେ ବଢୁଥିବା ଖରାପ ଜୀବନଶୈଳୀ କାରଣରୁ ଲୋକମାନେ ଆଜିକାଲି ଅନେକ ସମସ୍ୟାର ଶିକାର ହେଉଛନ୍ତି। ଏହା ମଧ୍ୟରୁ ସିକଲ୍ ସେଲ୍ ଏମିତି ଏକ ରୋଗ, ଯାହା ରକ୍ତ ସହିତ ଜଡିତ ଏକ ସମସ୍ୟା। ତେବେ ଆସନ୍ତୁ ଜାଣିବା ଏହି ବ୍ୟାଧି କ’ଣ, ଏହାର କାରଣ, ଲକ୍ଷଣ ଓ କିପରି କରିବେ ଚିକିତ୍ସା।

Father’s Day | Meet super fathers of Odisha
ସନ୍ତାନ ପାଇଁ ଜୀବନବ୍ୟାପୀ ସାଧନା: ପରିଣତ ବୟସରେ ପୁଅର ଆଶାବାଡ଼ି ପାଲଟିଛନ୍ତି ବୃଦ୍ଧ ବାପା

ବାପା ଯେତେ ଗରିବ ହେଉ କି ନିଶ୍ୱ। ନିଜ ସନ୍ତାନର ସୁନାର ଭବିଷ୍ୟତ ପାଇଁ ଜୀବନକୁ ତିଳ ତିଳ କରୁ ଜାଳୁଥିବା ସେମିତି ଜଣେ ବାପା।

  • Sunday, 18 June 2023
Father’s Day | Meet super fathers of Odisha
ସନ୍ତାନ ପାଇଁ ଜୀବନବ୍ୟାପୀ ସାଧନା: ପରିଣତ ବୟସରେ ପୁଅର ଆଶାବାଡ଼ି ପାଲଟିଛନ୍ତି ବୃଦ୍ଧ ବାପା

ବାପା ଯେତେ ଗରିବ ହେଉ କି ନିଶ୍ୱ। ନିଜ ସନ୍ତାନର ସୁନାର ଭବିଷ୍ୟତ ପାଇଁ ଜୀବନକୁ ତିଳ ତିଳ କରୁ ଜାଳୁଥିବା ସେମିତି ଜଣେ ବାପା।

Special Traffic Mobility Plan
ଦିନକ ପରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା; ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍‌ ମୋବିଲିଟି ପ୍ଲାନ୍

ଦିନକ ପରେ ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ତା’ ପୂର୍ବରୁ ପୋଲିସ ଛାଉଣୀରେ ପରିଣତ ହୋଇଛି ପୁରୀ ସହର । ସବୁ ବର୍ଷ ଭଳି ଏ ବର୍ଷ ବି ଶ୍ରୀଜିଉଙ୍କ ଘୋଷଯାତ୍ରା ଲାଗି ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ ।

  • Sunday, 18 June 2023
  • Puri