• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

Udala man takes care of 2 minors
ଇଏ ବି ଜଣେ ବାପା : ମାଆର ସ୍ନେହ ଦେଇ ବଢାଉଛନ୍ତି ଦୁଇ ପୁଅଙ୍କୁ

ମାଆ ଚାଲିଗଲା ପରେ..ଦୁଇ ପୁଅଙ୍କୁ ମାଆର ସ୍ନେହ ଧରି ପାଳୁଛନ୍ତି ଜଣେ ବାପା । ରୋଷେଇବାସଠୁ ଶୁଆଇ ଦେବା...ଖୁଆଇ ଦେବାଠୁ ପଢାଇବା...ସବୁ କାମ ଟିକିନିଖି କରି କରୁଛନ୍ତି । ଦ୍ୱିତୀୟ ବିବାହ ପାଇଁ ପରିବାର ଲୋକ କହିଲେ ବି ମନାକରିଦେଲେ

history significance and how Father Day celebrated
International Father's Day 2023: ‘ବାପା’ ଏକ ଶବ୍ଦ ନୁହେଁ; ‘ବାପା’ ସକଳ ଶକ୍ତିର ଆଧାର

ସନ୍ତାନ ପ୍ରତି ଜଣେ ବାପାର ବଳିଦାନ ଏବଂ ଉତ୍ସର୍ଗରକୁ ମନେପକେଇବା ନେଇ ପ୍ରତି ବର୍ଷ ପାଳନ କରାଯାଏ ‘ବିଶ୍ୱ ପିତୃ ଦିବସ’। ତେବେ ଏହି ଦିନ ପାଳନ କରିବା ପଛରେ ଜଣେ ଝିଅର ହିଁ ହାତ ଅଛି। ଆସନ୍ତୁ ଜାଣିବା ସେ କିଏ…

Jajpur Biraja Temple
୨ ବର୍ଷ ଭିତରେ ବଦଳିଯିବ ବିରଜା ମନ୍ଦିରର ରୂପରେଖ !

ଆଉ ମାତ୍ର ଦେଢରୁ ୨ ବର୍ଷ... ପୂରାପୂରି ବଦଳିଯିବ ବିରଜା ମନ୍ଦିରର ରୂପରେଖ । ପଥର ଖୋଦେଇ ହୋଇ ଜୋରସୋରରେ ଚାଲିଛି କାମ୍‌ । ନୂଆ ମନ୍ଦିର ଦେଖିଲେ ଝଲସିଯିବ ଆଖି

  • Friday, 16 June 2023
Sesa Raja
ଫିକା ପଡ଼ିଲା ଶେଷ ରଜ

ଅସହ୍ୟ ଗରମ ଓ ଗୁଳୁଗୁଳି ପାଇଁ ଫିକା ପଡ଼ିଲା ଶେଷ ରଜ ।

‘Sesa Raja’
ରଜ ମଉଜ କମିନି, ଆଜି ଶେଷ ରଜ

ପ୍ରବଳ ଖରା ସତ୍ତ୍ୱେ କେନ୍ଦ୍ରାପଡ଼ାରେ ରଜ ମଉଜ କମିନି । ମୁଁ ଖାଣ୍ଟି ଓଡ଼ିଆ ଝିଅ ଗୀତ ଗାଇ ଗାଇ ଦୋଳି ଖେଳିଲେ ଯୁବତୀ....

last day of ‘Raja’
ଆଜି ସରିବ ରଜ ମଉଜ । ଶେଷ ରଜରେ ଜମିବ, ଦୋଳି,ପିଠା,ପାନ ଓ ବାଗୁଡ଼ିର ଆସର

ଆଜି ହେଉଛି ରଜ ପର୍ବର ଶେଷ ଦିନ। ରାଜ୍ୟର ଉପକୂଳ ଓଡ଼ିଶା ସମେତ ଅନ୍ୟ ଅଞ୍ଚଳରେ ବି ଧୂମଧାମରେ ପାଳିତ ହେଉଛି ରଜ ମହୋତ୍ସବ। ତିନି ଦିନ ଧରି ଦୋଳି, ପିଠା, ପାନ ମଜା ନେଉଛନ୍ତି ଗାଁଠୁ ସହର ଯାଏଁ ଲୋକେ...

Puri Gajapati Maharaja Dibyasingha Deb
ସମସ୍ତଙ୍କ ସହଯୋଗରେ ହେବ ମହାପ୍ରଭୁଙ୍କ ରଥଯାତ୍ରା: ଗଜପତି ଦିବ୍ୟସିଂହ ଦେବ

ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ସେବା ସୁନ୍ଦର ଭାବରେ ଚାଲିଛି । ଆମର ସଂପୂର୍ଣ୍ଣ ବିଶ୍ୱାସ ଅଛି, ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ରଥଯାତ୍ରା ସୁନ୍ଦର ଭାବରେ ଅନୁଷ୍ଠିତ ହେବ ବୋଲି କହିଛନ୍ତି ଗଜପତି ଦିବ୍ୟସିଂହ ଦେବ ।

raja festival
ଜମିଲା ମଝିରଜ ମଉଜ; ଲୋୟର ପିଏମଜିରେ ଆନ୍ଦୋଳନରତ ଶିକ୍ଷକ ପାଳିଲେ ରଜ

ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନରତ ଶିକ୍ଷକ ବି ରଜ ପାଳିଛନ୍ତି । ପରସ୍ପରକୁ ପିଠା, ମିଠା ଓ ପାନ ଖୁଆଇ ଜଣାଇଛନ୍ତି ରଜ ଶୁଭେଚ୍ଛା ।

Raja Sankranti 2023
ଗାଁ ମୁଣ୍ଡ ବରଗଛରୁ ସହରର ପାର୍କ, ସବୁଠି ଦୋଳିର ଆସର

ଗାଁ ମୁଣ୍ଡ ବରଗଛରୁ ସହରର ପାର୍କ, ସବୁଠି ଦୋଳିର ଆସର। ରଜ ଦୋଳିର ପାରମ୍ପରିକ ଗୀତ ସାଙ୍ଗକୁ ଆଧୁନିକ ସଙ୍ଗୀତର ତାଳେ ତାଳେ ଝୁମିଛନ୍ତି କୁଆଁରୀ ଓ ଝିଅ ବୋହୂ। ରଜ ସଂକ୍ରାନ୍ତିରେ ଉତ୍ସବମୁଖର ପୁରପଲ୍ଲୀ। ରଜପାନ ଓ ପୋଡ଼ପିଠାର ବାସ୍ନାରେ ମହକୁଛି ପରିବେଶ।

  • Thursday, 15 June 2023
Nabajouban Darshan
ଉଭା ନାହିଁ, ସାହାଣ ମେଲା ମାତ୍ର ଘଣ୍ଟାଏ; ଏତେ କମ ସମୟରେ ସମସ୍ତେ ଜଗା ଦର୍ଶନ ପାଇବେ ତ ?

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆସନ୍ତା ୧୯ ତାରିଖରେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ । ହେଲେ ଏବର୍ଷ ଉଭା ନଥିବାରୁ ଶ୍ରଦ୍ଧାଳୁଙ୍କୁ ମାତ୍ର ୩ ଘଣ୍ଟାର ନବ ଯୌବନ ଦର୍ଶନ ସୁଯୋଗ ମିଳିବ ବୋଲି ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏପଟେ ଦଶମୂଳକ ମୋଦକ ସେବନ ପରେ ଶ୍ରୀଜୀଉଙ୍କ ସୁସ୍ଥତା ଖବରକୁ ଗଜପତିଙ୍କୁ ଜଣାଇବା ପାଇଁ ଆଜି ସଂପନ୍ନ ହୋଇଛି ରାଜପ୍ରାସାଦ ବିଜେ ନୀତି ।

Nabajouban Darshan
ଜୁନ୍‌ ୧୯ରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ

ଜୁନ୍‌ ୧୯ ତାରିଖରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ତେବେ ଶୃଙ୍ଖଳିତ ନବଯୌବନ ଦର୍ଶନ ନେଇ ପ୍ରେସ୍‌ମିଟ୍‌ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

‘Raja Sankranti’
୮୦ ହେଲେବି ଦୋଳି ଖେଳିବି

ବୟସ ୭୦ ହେଲାଣି ହେଲେ ଏବେ ବି ରଜକୁ ନେଇ ମଉଜ ମନରୁ କମିନି; ଦୋଳି ଖେଳିଲେ ଗୀତ ଗାଇଲେ....

Odia diaspora celebrates ‘Raja Sankranti
ବିଦେଶରେ ରଜପର୍ବ

ବିଦେଶରେ ମଧ୍ୟ ଧୂମଧାମରେ ପାଳିତ ହୋଇଛି ରଜପର୍ବ । ଆମେରିକାର ଓରଲାଣ୍ଡୋରେ ଓଡ଼ିଆ ପରିବାର ପକ୍ଷରୁ ଧୂମଧାମରେ ପାଳିତ ହୋଇଛି ରଜ ଉତ୍ସବ...

Raja sankranti
ସବୁଠି ଚାଲିଛି ରଜ ମଉଜ:ଡବଲ ମଜା କରୁଛନ୍ତି ଯୁବତୀ

କାଲି ସରିଯିବ ରଜ, ତେଣୁ ଆଜି ରଜ ସଂକ୍ରାନ୍ତିରେ ଡବଲ ମଜା କରୁଛନ୍ତି ଯୁବତୀ...

Varieties of sweet paan
୨୦ ପ୍ରକାର ମସଲାରେ ତିଆରି ମିଠା ରଜ ପାନ

ବିନା ରଙ୍ଗରେ ଯେମିତି ହୋଲି ଅସମ୍ଭବ ଠିକ୍ ସେମିତି ବିନା ପାନରେ ସେ କି ରଜ ମଉଜ ? ଏଠି ୨୦ ପ୍ରକାର ମସଲାରେ ତିଆରି ମିଠା ପାନ ମିଳୁଛି

‘Raja Sankranti’
ରଜ ମଉଜ: ଦୋଳି ଖେଳ ସହ ଜମୁଛି ପିଠାପଣାର ଆସର

ରଜ ଅବସରରେ ଭୁବନେଶ୍ୱରରେ ସହିଦନଗର ଦୁର୍ଗାପୂଜା କମିଟି ପକ୍ଷରୁ ହୋଇଛି ବିଶେଷ ଆୟୋଜନ । ସ୍ଥାନୀୟ ଦୁର୍ଗାପୂଜା ପଡିଆରେ ବିଭିନ୍ନ ରକମର ଦୋଳିର ପଡିଛି । ଲୋକଙ୍କ ମନୋରଂଜନ ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି ।

Nabajouban Darshan of Lord Jagannath and His siblings on June 19
ଜୁନ୍‌ ୧୯ରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ

ଜୁନ୍‌ ୧୯ ତାରିଖରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ତେବେ ଶୃଙ୍ଖଳିତ ନବଯୌବନ ଦର୍ଶନ ନେଇ ପ୍ରେସ୍‌ମିଟ୍‌ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

2nd day of raja called raja sankranti
ଆଜି ରଜ ସଂକ୍ରାନ୍ତି: ସବୁଠି ଖାଲି ମଉଜ ହିଁ ମଉଜ...

ଆଜି ହେଉଛି ରଜ ସଂକ୍ରାନ୍ତି। ଓଡ଼ିଶାର ଏକାଧିକ ପର୍ବ ମଧ୍ୟରୁ ଅନ୍ୟତମ ସ୍ୱତନ୍ତ୍ର ଗଣପର୍ବ ହେଉଛି ରଜ।

 Raja Festival
ପହିଲି ରଜରେ ଉତ୍ସବମୁଖର ପୁରପଲ୍ଳୀ

ଉପକୂଳ ଓଡ଼ିଶାରେ ପାଗରେ ଆକସ୍ମିକ ପରିବର୍ତ୍ତନ ଓ ଅନୁକୂଳ ପରିବେଶ ପରେ ଆଜି ବେଶ୍ ଜମିଛି ପହିଲି ରଜ। ଗାଁଠୁ ସହର ଯାଏଁ ସବୁଠି ମହକିଛି ପୋଡ଼ ପିଠାର ବାସ୍ନା, ମନ ମୋହିଛି ରଜପାନ।

Swapna foundation celebrates ‘Pahili Raja’
ସ୍ୱପ୍ନ ଫାଉଣ୍ଡେସନ ପକ୍ଷରୁ ରଜ ଉତ୍ସବ ପାଳନ

ସ୍ୱପ୍ନ ଫାଉଣ୍ଡେସନ ପକ୍ଷରୁ ରଜ ଉତ୍ସବ ପାଳନ । ନୂଆ ପୋଷାକ, ପିଠା ମିଠା ସହ ରଜ ଆସର । ଜଙ୍ଗଲ ଘେରା ବାଞ୍ଚିଆମା ଅଦିବାସୀ ବସ୍ତିରେ ପାଳନ କରାଯାଉଛି ରଜ ।

Girls and boys enjoy swings
ଜମୁଛି ରଜ; ପୁଅମାନେ ବି ଖେଳୁଛନ୍ତି ଦୋଳି

ଜମୁଛି ରଜ । ଗାଁ ଗହଳିରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି ରଜ ।

Raja Celebration
ଧୁମଧାମରେ ପାଳନ ହେଉଛି ରଜ

ଧୁମଧାମରେ ପାଳନ ହେଉଛି ରଜ ଉତ୍ସବ । ଗୋଟିଏ ବରଗଛରେ ୧୧ ଦୋଳି । ଝିଅଙ୍କ ଆନନ୍ଦ କହିଲେ ନସରେ ।

Congress MLA Sura Routray celebrates Pahili Raja
ସୁର ଖେଳିଲେ ରଜ ଦୋଳି

ରଜ ଦୋଳି ଖେଳିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

Ratha Jatra
ଘୋଷଯାତ୍ରା ପାଇଁ ରଥଖଳାରେ ଧିରେ ଧିରେ ଦିବ୍ୟ

ନିଜ ହାତର ସ୍ପର୍ଶରେ ରଥକୁ ସୁନ୍ଦରପଣରେ ଭରିବା ପାଇଁ ସିଲେଇ କାମରେ ବ୍ୟସ୍ତ ଅଛନ୍ତି ଦରଜୀ ସେବାୟତ ।

World Day Against Child Labour 2023
ଆଜି ଅନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ

ଚଳିତ ବର୍ଷ ଅନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ ବିଷୟବସ୍ତୁ ହେଉଛି 'ସମସ୍ତଙ୍କ ପାଇଁ ସାମାଜିକ ନ୍ୟାୟ । ଶିଶୁ ଶ୍ରମ ପ୍ରଥା ଉଚ୍ଛେଦ କର !' ।