• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

Majestic Kantara-themed Durga puja pandal in Kolkata catch eyeballs
କୋଲକାତାରେ ମନମୋହୁଛି ଆକର୍ଷଣୀୟ ସୁନ୍ଦର ଥିମ୍

ଭଲ ମେସେଜ୍ ଥିବା ଚର୍ଚ୍ଚିତ ଫିଲ୍ମ ହେଉ କି ସମାଜକୁ ସୁନ୍ଦର ବାର୍ତ୍ତା ଦେଉଥିବା ଆକର୍ଷଣୀୟ ଥିମ୍। ପେଣ୍ଡାଲରୁ ପେଣ୍ଡାଲ ଏକକୁ ଆରେକ ବଳି ଚମତ୍କାର ସାଜସଜ୍ଜା, ଦୃଶ୍ୟାୟନ। ହଁ ଆମେ କହୁଛୁ ଦୁର୍ଗାପୂଜାର ନଗରୀ କୋଲକାତା କଥା। ଯେତେ ଦେଖୁଥିଲେ, ସରିବନି। ଆଖି ଆହୁରି ଖୋଜୁଥିବ। ମନ ଆହୁରି ଚାହୁଁଥିବ।

Cuttack Durga Puja
ସୁନା ଚାନ୍ଦିରେ ଝଟକୁଛି ସିଲଭର ସିଟିର ୩୨ଟି ଦୁର୍ଗା ମେଢ଼

ଶାରଦୀୟ ଦୁର୍ଗା ପୂଜା ଆସିଲେ ସବୁବେଳେ ଚର୍ଚ୍ଚାରେ ରୁହେ, ହଜାରେ ବର୍ଷର ସହର କଟକ। କାରଣ ଏଠି ଝଲସି ଉଠେ ସୁନା ଆଉ ଚାନ୍ଦିର ମେଢ଼। ସେଥିପାଇଁ ଦୁଇ ଗୁଣ ହୋଇଯାଏ ଦୁର୍ଗା ପୂଜାର ଚମକ। ଏଥର ବି ପୂର୍ବଭଳି ଚମକି ଉଠୁଛି ସିଲଭର୍ ସିଟି।

Majestic Kantara-themed Durga puja pandal in Kolkata catch eyeballs
ପୂଜା ପେଣ୍ଡାଲରେ ପରଦାର ଫିଲ୍ମ; କୋଲକାତାର ମା’ ଦୁର୍ଗାଙ୍କ ମଣ୍ଡପରେ ‘କାନ୍ତାରା’

ପରଦାର ଫିଲ୍ମ ପେଣ୍ଡାଲରେ... ପାନ୍ ଇଣ୍ଡିଆ ଫିଲ୍ମ କାନ୍ତାରା କୋଲକାତାରେ । ପୂରା କପି ପେଷ୍ଟ...ଏକଦମ୍ ଜୀବନ୍ତ...। ମା’ ଦୁର୍ଗାଙ୍କଠୁ ନେଇ ମହିଷାସୁର, ପାର୍ଶ୍ୱ ଦେବାଦେବୀ... ସବୁଥିରେ କାନ୍ତାରା... ମେକଅପ୍, କଷ୍ଟ୍ୟୁମ୍, ଡିଜାଇନ୍...ଆମ୍ବିଆନ୍ସ ସବୁ କାନ୍ତାରା ।

Chhatar Jatra
ଆଜି ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

ଜେନାଖାଲରୁ ଭୋର୍ ୫ଟାରେ ମା’ ଙ୍କ ବିଜୟ ଛତର ବାହାରିଛି...ଗୁପ୍ତ ପୂଜା ପରେ ଛତର ମନ୍ଦିର ପ୍ରତ୍ୟାବର୍ତ୍ତନ କରୁଛନ୍ତି...

Maha Ashtami 2023 know the kanya puja time and importance puja vidh
Maha Ashtami: ମହାଅଷ୍ଟମୀରେ କନ୍ୟା ପୂଜାର ମହତ୍ତ୍ୱ; ଜାଣନ୍ତୁ ପୂଜା ବିଧି

ଆଜି ଶାରଦୀୟ ନବରାତ୍ରୀର ଅଷ୍ଟମୀ ପୂଜା। ଏହି ଦିନ ଦେବୀ ଦୁର୍ଗାଙ୍କର ଅଷ୍ଟମ ରୂପ ମହାଗୌରୀଙ୍କୁ ପୂଜା କରାଯାଏ। ଯଦିଓ ନବରାତ୍ରୀଙ୍କର ପ୍ରତ୍ୟେକ ଦିନର ବିଶେଷ ମହତ୍ତ୍ୱ ରହିଛି, କିନ୍ତୁ ଅଷ୍ଟମୀ ତିଥିକୁ ସ୍ୱତନ୍ତ୍ର ବିବେଚନା କରାଯାଏ। ଦୁର୍ଗା ଅଷ୍ଟମୀ କିମ୍ବା ମହା ଅଷ୍ଟମୀର ପର୍ବ ନବରାତ୍ରୀଙ୍କ ଅଷ୍ଟମୀ ତାରିଖରେ ବହୁତ ଉତ୍ସାହର ସହିତ ପାଳନ କରାଯାଏ।

How Goddess Parvati became Mahagouri
Maha Ashtami: ଦେବୀ ପାର୍ବତୀ କିପରି ହେଲେ ମହାଗୌରୀ

ନବରାତ୍ରୀଙ୍କ ଅଷ୍ଟମ ଦିନରେ ମା’ ଦୁର୍ଗାଙ୍କ ଅଷ୍ଟମ ଶକ୍ତି ମା’ ମହାଗୌରୀଙ୍କୁ ପୂଜା କରାଯାଏ। ଦେବୀ ମହାଗୌରୀଙ୍କୁ ପୂଜା କରି ଭକ୍ତମାନଙ୍କର ସମସ୍ତ ପାପ ନାଶହୁଏ ଏବଂ ଶୁଭ ଫଳ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି। ଜାଣନ୍ତୁ ଦେବୀ କିପରି ହେଲେ ମହାଗୌରୀ।

Durga Puja Kolkata
କୋଲକାତାର ପ୍ରସିଦ୍ଧ ଦୁର୍ଗାପୂଜାରେ ସାମିଲ ହେଲା ଓଟିଭି

କଳା ଓ କାରୁକାର୍ଯ୍ୟର ସହର କୋଲକାତା। ପ୍ରତି ଶହେ ମିଟରରେ ମା\'ଙ୍କ ମେଢ। ହେଲେ ଇଏ ଏମିତି ସେମିତି ପୂଜା ପେଣ୍ଡାଲ ନୁହେଁ। ସବୁଠି ନୂଆ ଥିମ୍, ନିଆରା ପୂଜା। ଆଉ ସେହି ଥିମରେ ରହିଛି ଲୋକଙ୍କ ପାଇଁ ବାର୍ତ୍ତା, ପ୍ରକୃତି ସୁରକ୍ଷାର ସନ୍ଦେଶ...

Dasara
ମଣ୍ଡପରେ ଚକ୍ଷୁଦାନ ପାଇଲେ ଦୁର୍ଗେ ଦୁର୍ଗତୀନାଶିନୀ; କଟକରେ ସୁନା, ଚାନ୍ଦି ମେଢ଼ରେ ଝଟକୁଛନ୍ତି ମା’

ମାଆଙ୍କ ଆବାହନୀ ମନ୍ତ୍ରରେ ମୁଖରିତ ପୂଜା ମଣ୍ଡପ ଚଣ୍ଡିପାଠରେ କମ୍ପୁଛି ପରିବେଶ ମହାସପ୍ତମୀରେ ଆଜି ଧରାପୃଷ୍ଠରେ ଆବିର୍ଭୁତା ହୋଇଛନ୍ତି ମାଆ ଜଗତଜନନୀ ଦୁର୍ଗା ସକାଳୁ ସକାଳୁ ବିଭିନ୍ନ ନଦୀ ଓ ଜଳାଶୟରୁ ଆସିଥିବା ପବିତ୍ର ଜଳରେ ମହାମାୟାଙ୍କ ସ୍ନାନ ପରେ ମାର୍ଜଣା, ନବପତ୍ରିକା, ଚକ୍ଷୁଦାନ ଓ ଶେଷରେ ହୋଇଥିଲା ପ୍ରାଣପ୍ରତିଷ୍ଠା ।

Dasara
ମାଆଙ୍କ ମହାସପ୍ତମୀ, ଚଣ୍ଡୀପାଠରେ କଂପିଲା ଚଉଦିଗ

ଷଷ୍ଠୀରେ ଧରାବତରଣ, ଆଜି ସପ୍ତମୀରେ ମହାମାୟାଙ୍କ ପ୍ରାଣ ପ୍ରତିଷ୍ଠା ପରେ ମୁଖରିତ ଚତୁର୍ଦିଗ। ମାଆଙ୍କ ଆବାହନୀରେ କମ୍ପୁଛି ପୀଠ ଓ ମଣ୍ଡପ। ଆଜି ଟ୍ବିନ ସିଟିରି ବିଭିନ୍ନ ପୂଜା ମଣ୍ଡପରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି ମାଆଙ୍କ ସପ୍ତମୀ ପୂଜା....

Durga Puja Kolkata
କଳା ଓ କାରୁକାର୍ଯ୍ୟର ସହର କୋଲକାତା; ଆକର୍ଷଣୀୟ ସାଜସଜ୍ଜାରେ ମା’ଙ୍କୁ ଆବାହନ

ବାଉଁଶରେ ଘର, ମାଟିର ସୁରେଇ, ଘର ଚଟିଆଙ୍କ ବସା ସାଙ୍ଗକୁ ମହୁଫେଣା । ବୃକ୍ଷ, ଜଳ, ଅଗ୍ନି, ଆକାଶ ଓ ଧରିତ୍ରୀର ସୁରକ୍ଷା ନେଇ ପୂଜା ପେଣ୍ଡାଲରେ ଦିଆଯାଇଛି ମନୁଷ୍ୟ ଅସ୍ଥିତ୍ୱର ସନ୍ଦେଶ ।

Dandiya dances
ଭକ୍ତି ରସରେ ଶ୍ରଦ୍ଧାଳୁ; ସବୁଠି ଜମୁଛି ଦାଣ୍ଡିଆ-ଗର୍ବା ନୃତ୍ୟ

ଗୁଜରାଟରେ ଗରବାର ଭିନ୍ନ ଭିନ୍ନ ଶୈଳୀ ଓ ଅନ୍ଦାଜର ନୃତ୍ୟ ସମସ୍ତଙ୍କୁ ଆନନ୍ଦିତ କରିଥାଏ । ଏଥି ମଧ୍ୟରୁ ‘ମଟ୍‌କା ଗରବା’ର ଶୈଳୀ ଟିକେ ଭିନ୍ନ ପ୍ରକାରର ହୋଇଥାଏ।

Why are Durga idols made of clay in brothels
Maha Saptami: ବେଶ୍ୟାଳୟ ମାଟିରୁ ନିର୍ମିତ ପ୍ରତିମା ପ୍ରତିଷ୍ଠା କରି ପୂଜା କଲେ ମିଳେ ବ୍ରତର ଫଳ

ମା’ଙ୍କର ସ୍ଥାପନା ପୂର୍ବରୁ, ପ୍ରତିମା ପ୍ରସ୍ତୁତ କରାଯାଏ। ଆପଣ ଜାଣନ୍ତି କି ମା’ଙ୍କର ମୂର୍ତ୍ତି ତିଆରି ପାଇଁ ମାଟି କେଉଁଠାରୁ ଅଣାଯାଏ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମା’ ଦୁର୍ଗାଙ୍କ ପ୍ରତିମା ତିଆରି ପାଇଁ ବେଶ୍ୟାଳୟର ମାଟି ବ୍ୟବହୃତ ହୁଏ। ଜାଣନ୍ତୁ କାହିଁକି…

Durga Puja
ମଣ୍ଡପରେ ଆଜି ମାଆଙ୍କ ମହାସପ୍ତମୀ ପୂଜା,ଘଟ ସ୍ଥାପନ ସହ ଆରମ୍ଭ ହେବ ପୂଜାର୍ଚ୍ଚନା

ମାଆଙ୍କ ଘଟ ସ୍ଥାପନ ସହ ନବପତ୍ରିକା ପ୍ରବେଶ, ଚକ୍ଷୁ ଦାନ, ପ୍ରାଣ ପ୍ରତିଷ୍ଠା କରାଯାଇ ସପ୍ତମୀ ବିହୀତ ପୂଜାର୍ଚ୍ଚନା କରାଯିବ । ମନ୍ତ୍ରଧ୍ୱନିରେ ପ୍ରକଂପିତ ହେବ ପୂଜା ମଣ୍ଡପ ।

Maa kalratri puja vidhi in maha saptami
Maha Saptami: ଏମିତି କରନ୍ତୁ କାଳରାତ୍ରୀ ପୂଜା, ରୋଗର ହେବ ନାଶ...ହେବ ଶତ୍ରୁ ଉପରେ ବିଜୟ

ଆଜି ହେଉଛି ନବରାତ୍ରୀର ସପ୍ତମ ଦିନ। ଏହି ଦିନ ଦେବୀ ଦୁର୍ଗାଙ୍କ ସପ୍ତମ ଶକ୍ତି ମା’ କାଳରାତ୍ରୀଙ୍କୁ ପୂଜା କରିବାର ପରମ୍ପରା ରହିଛି। ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା ମା’ କାଳରାତ୍ରୀଙ୍କ ପୂଜା ବିଧି ଏବଂ ମହତ୍ତ୍ୱ।

Odisha Bhadrak Crime
ସହରବାସୀଙ୍କୁ ଘାରିଲାଣି ଭୟ ! ପାର୍ବଣରେ ଯେତିକି ଗହଳି ହେଉଛି ସେତିକି ଅପରାଧ ବଢ଼ୁଛି

ବେଆଇନ ମଦ ଜବତ, ଚରମ୍ପାରେ ଯୁବକଙ୍କ ବ୍ରାଉନସୁଗାର ସେବନ ଓ ଗାଁ ଲୋକେ ସେମାନଙ୍କୁ ଧରି ପୋଲିସର ଜିମା ଦେବା । ଏଭଳି ଅନେକ ଘଟଣା ପାଇଁ ଏବେ ଭଦ୍ରକବାସୀ ଚିନ୍ତାରେ ।

Rourkela Vaishnodevi
ଜାମ୍ମୁ-କାଶ୍ମୀର ପରେ କେବଳ ଓଡ଼ିଶାରେ ରହିଛି ବୈଷ୍ଣୋଦେବୀଙ୍କ ମନ୍ଦିର, ଗୁମ୍ଫା ଭିତରେ ମାଙ୍କ ଆସ୍ଥାନ

ମନ୍ଦିର ପୂଜକଙ୍କ କହିବାନୁଯାୟୀ, ବୈଷ୍ଣୋଦେବୀଙ୍କ ମନ୍ଦିର ସାରା ଭାରତରେ ଜାମ୍ମୁ କଶ୍ମୀର ବାଦ୍‌ କେବଳ ଓଡ଼ିଶାରେ ରହିଛି ।

  • Friday, 20 October 2023
Odisha, Koraput
ମୁତ୍ୟାଲୁମାଙ୍କୁ ଯିଏ ଯାହା ମାଗିଛି ମିଳିଛି, କାହାକୁ ନିରାଶ କରି ନାହାନ୍ତି ମାଆ

ମାଆ ଦୁର୍ଗାଙ୍କ ଆଗମନ ହୋଇଥିବାରୁ ମାଆ ମୁତ୍ୟାଲୁମାଙ୍କ ଡାହାଣ ପାର୍ଶ୍ଵରେ ଦୁର୍ଗାଙ୍କ ପଞ୍ଚମୁଖୀ ମୃଣ୍ମୟୀ ପ୍ରତିମା ପୂଜା ପାଉଛନ୍ତି । ପ୍ରତିଦିନ ମାଙ୍କ ନିକଟରେ ୧୧ ପ୍ରକାର ଭୋଗ ଲାଗି ହୁଏ।

  • Friday, 20 October 2023
Durga Puja
ସହର ବଜାର ସବୁଠି ଆଖି ଝଲସା ସାଜସଜ୍ଜା

ପାର୍ବଣ ପାଇଁ ଚଳଚଞ୍ଚଳ ସହର ବଜାର। ମେଢ଼ ସାଙ୍ଗକୁ ରଙ୍ଗୀନ ଆଲୋକର ଫୁଆରାରେ ଚମକୁଛି ଟ୍ୱିନ୍ ସିଟିର ପୂଜା ମଣ୍ଡପ । ସରିଆସୁଥିବା ସାଜସଜ୍ଜା ଭିତରେ କେଉଁଠି ମନ ମୋହିଲାଣି କାଳ୍ପନିକ ପରୀ ମହଲ ତ କେଉଁଠି ତାଇୱାନର ବୁଦ୍ଧ ମନ୍ଦିର ଶୋଭା ପାଇଲାଣି । କେବଳ ରାଜଧାନୀ ନୁହଁ, କଟକରେ ବି ମନଲୋଭା ତୋରଣ ସାଙ୍ଗକୁ ତିଆରି କରାଯାଉଛି ଆଖି ଝଲସା ଚାନ୍ଦି ମେଢ଼ ।

Jharpada Puja Mandap
ସବୁଥର ଭଳି ଏଥର ବି ନୂଆ କରିବାର ଝୁଙ୍କରେ ରାଜଧାନୀ; ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକ ସଜ୍ଜା

ଆସିଛି ପାର୍ବଣ । ଚଳଚଞ୍ଚଳ ହେଲାଣି ସହର ବଜାର । ମେଢ ସାଙ୍ଗକୁ ରଙ୍ଗୀନ ଆଲୋକର ଫୁଆରାରେ ଚମକୁଛି ଟୁଇନସିଟିର ପୂଜା ମଣ୍ଡପ । ସରିଆସୁଥିବା ସାଜସଜ୍ଜା ଭିତରେ କେଉଁଠି ମନମୋହିଲାଣି କାଳ୍ପନିକ ପରୀ ମହଲ ତ କେଉଁଠି ତାଇୱାନର ବୁଦ୍ଧ ମନ୍ଦିର ଶୋଭା ପାଇଲାଣି । ଭୁବନେଶ୍ୱର ଝାରପଡ଼ାର ଗୋଲଡେନ୍ ପ୍ୟାଲେସ ତ ପାର୍ବଣରେ ଚାର୍ ଚାନ୍ଦ ଲଗାଇଦେବ ।

Durga Puja
ଏଥର ଜମିବ ଦଶହରା; ଚାନ୍ଦି ମେଢ଼ ସାଙ୍ଗକୁ ରଙ୍ଗୀନ ଆଲୋକରେ ଚମକିବ ଟ୍ୱିନ୍‌ସିଟି

ମେଢ ସାଙ୍ଗକୁ ରଙ୍ଗୀନ ଆଲୋକର ଫୁଆରାରେ ଚମକୁଛି ଟୁଇନସିଟିର ପୂଜା ମଣ୍ଡପ ।

Durga Puja
ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ କଟକ ସହର, ଏଥର ସିଲଭର ସିଟିରେ ୩୧ଟି ସ୍ଥାନରେ ଚାନ୍ଦି ମେଢ

ସହରର ଶକ୍ତିପୀଠ ମାନଙ୍କରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା...ଆଜି ବନଦୁର୍ଗା ବେଶରେ ଦର୍ଶନ ଦେଉଛନ୍ତି ବନଦୁର୍ଗା

Low pressure
ଫିକା ପଡ଼ିବ କି ପୂଜା ମଉଜ ? ଦାନା ବନ୍ଧୁଛି ଲଘୁଚାପ, ମହାଷଷ୍ଠୀରୁ ଆରମ୍ଭ ହେବ ବର୍ଷା !

ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି ।

Successful old farmer Shankarsana mallick
Farmer Day: ୭୨ ବୟସରେ ଚାଷ ନିଶା, ଟାଙ୍ଗରା ଭୂମିରେ ଫଳଉଛନ୍ତି ପାମୋଲିନ

ଭଦ୍ରକ ଜିଲ୍ଲା ବାସୁଦେବପୁରର ଶଙ୍କର୍ଷଣ ମଲିକ। ବୟସ ହେଲାଣି ୭୨। ଏହି ବୟସରେ ବିଶ୍ରାମ ନେବା ବଦଳରେ ସେ କରୁଛନ୍ତି ଚାଷ। ନଦୀ ପଠା ବନ୍ୟା ପ୍ରପିଡୀତ ଟାଙ୍ଗରା ଭୂମିରେ ଫଳଉଛନ୍ତି ପାମୋଲିନ। ଖାଲି ପାମୋଲିନ ନୁହେଁ ଆହୁରି ଅନେକ ଅର୍ଥକାରୀ ଫସଲ କରି ଚୂଡାମଣି ଗାଁର ଶଙ୍କର୍ଷଣ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

How Durga Puja is celebrated in Odisha's 4 Shaktipeeths
Durga Puja 2023: ଚଳଚଞ୍ଚଳ ହେଉଛି ଓଡ଼ିଶାର ଶକ୍ତିପୀଠ, ଜାଣିବା କିପରି ପାଳନ ହୁଏ ଦୁର୍ଗାପୂଜା

ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନେକ ଶକ୍ତିପୀଠ ରହିଛି। ଦଶହରା ଚାଲିଆସିଲେ ଏହିସବୁ ଶକ୍ତିପୀଠ ହୋଇଉଠେ ଚଳଚଞ୍ଚଳ। ବିଭିନ୍ନ ପୂଜା ବିଧିରେ କରାଯାଏ ମା’ଙ୍କ ପୂଜା। ତେବେ ଆସନ୍ତୁ ଜାଣିନେବା କେଉଁ ସବୁ ଶକ୍ତିପୀଠରେ କିପରି ଭାବେ ପାଳନ ହୁଏ ଦଶହରା।