ଉତ୍ସବମୁଖର ପୁରୀ। ଶୁଭ ଅପରାହ୍ନରେ ଯଜ୍ଞକୁଣ୍ଡରେ ଅଗ୍ନି ସଂଯୋଗ ସହ ଆଜିଠୁ ଆରମ୍ଭ ହୋଇଛି ତ୍ରିଦିନାତ୍ମକ ହୋମଯଜ୍ଞ। ଶ୍ରୀମନ୍ଦିର ଚାରିଦ୍ବାରରେ ବି ଚାଲିଛି ବେଦପାଠ। ତେଣେ ଜାନୁଆରୀ ୧୭ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଶ୍ରୀସେତୁରୁ ଶ୍ରୀମାର୍ଗ ଯାଏଁ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ମୁଖ୍ୟଶାସନ ସଚିବ। ଡିଜିପି କହିଛନ୍ତି- ପୁରୀ ସୁରକ୍ଷା ଦାୟିତ୍ବରେ ରହିବେ ୮୦ ପ୍ଲାଟୁନ ଫୋର୍ସ..
Published By: Manoranjan Behera
Last updated: 15 January 2024, 10:35 PM IST
ଗୌରବମୟ ୧୫୦ ବର୍ଷରେ ପାଦ ଥାପିଲା ଭାରତୀୟ ପାଣିପାଗ ବିଭାଗ । 'ହର୍ ହର୍ ମୌସମ୍, ହର୍ ଘର୍ ମୌସମ୍' ଲକ୍ଷ୍ୟ ହାସଲ ଦିଗରେ ଦେଲା ବଡ଼ ଉପହାର । ଏଣିକି ମୋବାଇଲ୍ ଆପ୍ ଜରିଆରେ ଘରେ ଘରେ ପହଞ୍ଚିବ ପ୍ରତିଟି ପାଣିପାଗ ଖବର ।