ଆଜି ପବିତ୍ର ମହାଶିବରାତ୍ରି । ଜାଗର ପାଇଁ ଚଳଚଞ୍ଚଳ ସବୁ ଶୈବପୀଠ । ଶିବ ଆରାଧନାରେ ସମସ୍ତ ଭକ୍ତ ଓ ସାରା ଜଗତ । ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳୁଛନ୍ତି ଅଗଣିତ ଭକ୍ତ ।
ପବିତ୍ର ଭାରତବର୍ଷର ତୃତୀୟ ଜ୍ୟୋତିର୍ଲିଙ୍ଗ ଭଗବାନ ମହାକାଳେଶ୍ୱର । ଭାରତର ପବିତ୍ର ଉଜ୍ଜୟିନୀ ନଗରୀରେ ଭଗବାନ ଶଙ୍କର ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ ଭାବେ ପୂଜିତ ହେଉଛନ୍ତି।
ମଧ୍ୟପ୍ରଦେଶର ଶିବପୁରୀ ନାମକ ସ୍ଥାନରେ ପବିତ୍ର ନର୍ମଦା ନଦୀ କୂଳରେ ରହିଛି ଭାରତର ୪ର୍ଥ ଜ୍ୟୋର୍ତିଲିଙ୍ଗ ଶ୍ରୀ ଓଁକାରେଶ୍ବର।
ପବିତ୍ର ଭାରତବର୍ଷର ତୃତୀୟ ଜ୍ୟୋତିର୍ଲିଙ୍ଗ ଭଗବାନ ମହାକାଳେଶ୍ୱର । ଭାରତର ପବିତ୍ର ଉଜ୍ଜୟିନୀ ନଗରୀରେ ଭଗବାନ ଶଙ୍କର ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ ଭାବେ ପୂଜିତ ହେଉଛନ୍ତି।
ନାରୀ ସଶକ୍ତିକରଣ, ନାରୀ ଜାଗରଣ ଭଳି ଅନେକ ଯୋଜନା ସତ୍ତ୍ୱେ ଅନେକ ସମୟରେ ନାରୀମାନେ କେବଳ ଯୌ ନ ଉତ୍ପୀଡ଼ନ ନୁହେଁ ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ମାନସିକ ନିର୍ଯାତନାର ମଧ୍ୟ ସାମ୍ନା କରନ୍ତି। ଏନେଇ ଅଧିନିୟମ, ୨୦୧୩ ପ୍ରଣୟନ କରାଯାଇଛି। ପ୍ରତ୍ୟେକ ମହିଳା ଏହା ଜାଣିବା ଜରୁରୀ।
ଭୋର ୩ଟାରୁ ନୀତିକାନ୍ତି ଆରମ୍ଭ ହୋଇଛି। ଦିନ୧୧ ଟା ଯାଏଁ ସାହାଣମେଲା ଦର୍ଶନ ହେବ। ଦିନ ୧୨ ଟାରୁ ୧୨ ଟା ୪୫ ଯାଏଁ ମହାସ୍ନାନ ଓ ବେଶ, ଅପରାହ୍ନ ୧୨ ଟା ୪୫ ରୁ ୨ଟା ୩୦ ଯାଏଁ ସୂର୍ଯ୍ୟ ପୂଜା।
ବିଶ୍ୱାସ କରାଯାଏ ଯେ ଭଗବାନ ଶିବଙ୍କର ଦୁଇଟି ପତ୍ନୀ ଥିଲେ, ପ୍ରଥମ ଦେବୀ ସତୀ ଏବଂ ଦ୍ୱିତୀୟ ମାତା ପାର୍ବତୀ। କିନ୍ତୁ ଯଦି ହିନ୍ଦୁ ପୁରାଣକୁ ବିଶ୍ୱାସ କରାଯାଏ, ତେବେ ଭଗବାନ ନିଳକଣ୍ଠେଶ୍ୱର ଜଣେ କି ଦୁଇଜଣ ନୁହେଁ ବରଂ ଚାରିଜଣଙ୍କୁ ବିବାହ କରିଥିଲେ।
ଜାଗରରେ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଆସନ୍ତାକାଲି ଭୋର ୩ଟାରୁ ୩ଟା ୩୦ ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ଅନୁଷ୍ଠିତ ହେବ।
ବାବା ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ। ଗମ୍ଭୀରା ଭିତରୁ ରୀତିନୀତି ଅନୁଯାୟୀ କରାଗଲା ପଙ୍କୋଦ୍ଧାର। ମହାସ୍ନାନ ପରେ ସର୍ବସାଧାରଣର ସୁଯୋଗ ପାଇଲେ ଶ୍ରଦ୍ଧାଳୁ।
୧୯୧୬ ମାର୍ଚ୍ଚ ୫ରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ।
ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଇଣ୍ଡୋନେସିଆର ନେତାମାନଙ୍କୁ ଡଚ୍ ଅଧିକାରୀଙ୍କ ଷଡଯନ୍ତ୍ରରୁ ରକ୍ଷା କରିବାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିଲେ। ଏନେଇ ଇଣ୍ଡୋନେସିଆ ତାଙ୍କୁ 'ଭୂମିପୁତ୍ର' ସମ୍ମାନରେ ସମ୍ମାନିତ କରିଥିଲା
ସାରା ଦେଶ ଯେତେବେଳେ ଏପ୍ରିଲ ୨୪କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରେ ଓଡ଼ିଶାରେ ଏହାକୁ ଅନ୍ୟ ଏକ ଦିନରେ କାହିଁକି ପାଳନ କରାଯାଏ? କ’ଣ ରହିଛି ଏହାର କାରଣ ଆସନ୍ତୁ ଜାଣିବା।
ନୂଆ ଓଡ଼ିଶାର ବିଶ୍ୱକର୍ମା ଥିଲେ ବିଜୁବାବୁ। ସେ କେବଳ ଜଣେ ରାଜନେତା ନ ଥିଲେ, ସେ ଥିଲେ ରାଷ୍ଟ୍ରନାୟକ। ବିଚକ୍ଷଣ ବୁଦ୍ଧି ସାଙ୍ଗକୁ ତାଙ୍କ ଦୁଃସାହସିକତା, ଦୁର୍ବାର ବ୍ୟକ୍ତିତ୍ୱ ଓଡ଼ିଶା ରାଜନୀତିରେ ସୃଷ୍ଟି କରିଥିଲା ନୂଆ ଅଧ୍ୟାୟ। ଜୀବଦଶାରେ ହିଁ ସେ ପାଲଟିଥିଲେ କିମ୍ବଦନ୍ତୀ।
କାନ ହେଉଛି ମନୁଷ୍ୟର ମୁଖ୍ୟ ଅଙ୍ଗ ମଧ୍ୟରୁ ଗୋଟିଏ। ଏନେଇ ଏହାର ସୁରକ୍ଷା ସଚେତନ ପାଇଁ ପ୍ରତିବର୍ଷ ୩ ମାର୍ଚ୍ଚରେ ‘ବିଶ୍ୱ ଶ୍ରବଣ ଦିବସ’ ପାଳନ କରାଯାଏ। ଦ୍ରୁତ ଗତିରେ ବଢୁଥିବା ବଧିର ସମସ୍ୟା ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ୨୦୦୭ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ 'ବିଶ୍ୱ ଶ୍ରବଣ ଦିବସ' ପାଳନ କରିବାକୁ ଘୋଷଣା କରିଥିଲା।
ସମ୍ବଳ ଏବଂ ଅନେକ ଅର୍ଥନୈତିକ ସୁବିଧା ପାଇଁ ଆଜିକାଲି ଅନେକ ଲୋକ ବନ୍ୟଜନ୍ତୁଙ୍କ ସାହାଯ୍ୟ ନିଅନ୍ତି। ଏହା ସହିତ ଆମର ମାନସିକ ବିକାଶ ଏବଂ ମାନସିକ ଶାନ୍ତି ପାଇଁ ପ୍ରକୃତି ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ପ୍ରତିବର୍ଷ ୩ ମାର୍ଚ୍ଚରେ ‘ବିଶ୍ୱ ବନ୍ୟଜନ୍ତୁ ଦିବସ’ ପାଳନ ହୁଏ। ଏହା କେବଳ ଏକ ଉତ୍ସବ ନୁହେଁ, ବରଂ ବିଶ୍ୱର ବ୍ୟକ୍ତିବିଶେଷ, ସମ୍ପ୍ରଦାୟ ଏବଂ ସରକାରଙ୍କୁ ସଚେତନ କରିଥାଏ ଯେ କିପରି ବନ୍ୟଜନ୍ତୁଙ୍କ ସୁରକ୍ଷା କରାଯିବ। ତେବେ ଆସନ୍ତୁ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ ଆମେ କ’ଣ କରିପାରିବେ ସେ ବିଷୟରେ ଜାଣିନେବା।
କଟକର ପ୍ରସିଦ୍ଧ ଦହିବରା ଏବେ ସାରା ରାଜ୍ୟରେ ବ୍ୟାପିଲାଣି। ଗାଁ ଗାଁରେ ଘରେ ଘରେ ଦହିବରାକୁ ବେଶ୍ ଉତ୍ସାହରେ ଖାଇବାକୁ ପସନ୍ଦ କରନ୍ତି ଓଡ଼ିଆ।
ବିଜ୍ଞାନ ମନୁଷ୍ୟକୁ ଦୁଃଖରୁ ଦୂରେଇ ନେଇ ସୁଖ ଦେଇଛି, ଅଜ୍ଞାନକୁ ଦୂର କରିବା ପାଇଁ, ଅସୁବିଧାକୁ ସୁବିଧାରେ ପରିଣତ କରିବା ପାଇଁ ବିଜ୍ଞାନର ମହତ ଭୂମିକା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତରେ ପ୍ରତି ବର୍ଷ ୨୮ ଫେବୃଆରୀରେ ‘ଜାତୀୟ ବିଜ୍ଞାନ ଦିବସ’ ପାଳନ କରାଯାଏ।
ନୂଆ-ଓ କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କୁ କ’ଣ କହିବାକୁ ଚାହୁଁଥିଲେ ଛାତ୍ରୀ ?
ଏନ୍ଜିଓ ମଧ୍ୟ ଏକ ଅଣ-ଲାଭକାରୀ ସଂସ୍ଥା। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଏନ୍ଜିଓ ପ୍ରତି ଅସହାୟ ଲୋକଙ୍କ ସଚେତନତା ବୃଦ୍ଧି କରିବା ଏବଂ ଏନ୍ଜିଓର କାର୍ଯ୍ୟକୁ ଉତ୍ସାହିତ କରିବା।
ଯେଉଁଠି ଲୋକଙ୍କୁ ଚିକିତ୍ସା କରୁଛନ୍ତି କିଛି ବାବା, ସେଇଠି ବୈଦ୍ୟଙ୍କ ପାଖରେ ବି ଚିକିତ୍ସିତ ହେଉଛନ୍ତି ଆଉ କିଛି ସାଧୁ। ଭୁବନେଶ୍ୱର ଖଣ୍ଡଗିରି ମେଳାର ଗୋଟିଏ ବୋତଲ ମନ୍ତ୍ର ଫୁଙ୍କା ପାଣି ପିଇଦେଲେ, କୁଆଡ଼େ ଭଲ ହୋଇଯାଉଛି କ୍ୟାନ୍ସର ଓ ଡାଇବେଟିସ୍ ଭଳି ବେମାରୀ।
ରାଜଧାନୀରେ ଜମୁଛି ଖଣ୍ଡଗିରି ମେଳା। ସନ୍ଧ୍ୟା ହେଲେ କୁମ୍ଭ ମେଳାରେ ଲାଗୁଛି ଜବରଦସ୍ତ ଭିଡ। ସାଧୁ ସନ୍ଥଙ୍କ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି ପରିବେଶ। ଆଉ ମାଘ ମେଳାକୁ ଆସିଥିବା ନାଗା ବାବାଙ୍କ ପାଖରେ ଆଶୀର୍ବାଦ ପାଇଁ ଲାଗୁଛି ଭକ୍ତ ଭିଡ। କିଏ ମନର କଥା ଜଣାଉଛି ତ କିଏ ଦୁରାରୋଗର ଦୂରୀକରଣ ପାଇଁ ନେହୁରା ହେଉଛି ତ ଆଉ କିଏ ବାବାଙ୍କ ଠାରୁ ବିଭୂତି ନେଇ ଫେରୁଛି।
ପ୍ରତିବର୍ଷ ୨୦ ଫେବୃଆରୀରେ ବିଶ୍ୱ ସମୁଦାୟ ‘ସାମାଜିକ ନ୍ୟାୟ ଦିବସ’ ପାଳନ କରିବାକୁ ଏକତ୍ରିତ ହୁଅନ୍ତି। ସମଗ୍ର ବିଶ୍ୱରେ ଅସମାନତା, ଅନ୍ୟାୟ ଏବଂ ସାମାଜିକ ବହିଷ୍କାରର ସମାଧାନର ଜରୁରୀ ଆବଶ୍ୟକତାକୁ ଏହା ସ୍ମରଣ କରାଏ। ଏହି ଅବସରରେ ଆସନ୍ତୁ ଜାଣିବା ସାମାଜିକ ନ୍ୟାୟ କ’ଣ…
ମାତୃଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ପଦକ୍ଷେପ କେବଳ ବହୁଭାଷୀ ଶିକ୍ଷାକୁ ଉତ୍ସାହିତ କରିବା ନୁହେଁ ବରଂ ବୁଝାମଣା ଏବଂ ସଂଳାପ ଉପରେ ଆଧାର କରି ଏକତା ପ୍ରଦର୍ଶନ କରିବାକୁ ବିଶ୍ୱକୁ ଉତ୍ସାହିତ କରିବା। ଆସନ୍ତୁ ଜାଣିବା ଭାଷାକୁ ଆଗକୁ ନେବାର ପ୍ରମୁଖ ଉପାୟ।
ମାତୃଭାଷା ଆମକୁ ଜାତୀୟତା ସହିତ ଯୋଡିଥାଏ ଏବଂ ଦେଶପ୍ରେମର ଭାବନାକୁ ମଧ୍ୟ ଜାଗ୍ରତ କରିଥାଏ। ମାତୃଭାଷା ହେଉଛି ଯେକୌଣସି ବ୍ୟକ୍ତିର ଶବ୍ଦ ଏବଂ ଯୋଗାଯୋଗର ଦକ୍ଷତା। ଜଣେ ଦକ୍ଷ ଯୋଗାଯୋଗକାରୀ ନିଜ ମାତୃଭାଷା ପ୍ରତି ଖୁବ ସମ୍ବେଦନଶୀଳ ହୋଇଥାନ୍ତି।