କିଏ ଭଜନ ଜଣାଣରେ ତଲ୍ଲିନ...ପୁଣି କିଏ ନୃତ୍ୟଗୀତରେ...ଜନସମୁଦ୍ରରେ ଜଗତଠାକୁରଙ୍କ ବାହୁଡ଼ା ଯାତ୍ରା। ବଡ଼ଦାଣ୍ଡରେ ଭାବର ଲହଡ଼ି...ଭକ୍ତିର ଉଜାଣି...। ଆଉ ତା ଭିତରେ, ନିଜକୁ ସମର୍ପି ଦେବାର କେତେ ରୂପ.. କେତେ ରଙ୍ଗ।... ଭକ୍ତିରେ ତଲ୍ଲିନ, ଭାବରେ ବିଭୋର...
ହେରାପଞ୍ଚମୀରେ ମାଆ ଲକ୍ଷ୍ମୀ କାହିଁକି ଭାଙ୍ଗନ୍ତି ନନ୍ଦିଘୋଷ ରଥ? କେଉଁଠି ଖସି ପଡ଼ିଥିଲା ତାଙ୍କ ନାକଚଣା? ପତ୍ନୀଙ୍କୁ ସାଙ୍ଗରେ ନନେଇ କୁଆଡ଼େ ପଳାନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ?
ସାଧାରଣତଃ ଶ୍ରୀମନ୍ଦିର ଭୋଗ ପରମ୍ପରା ମଧ୍ୟରେ ତିନିପ୍ରକାର ପଣା ଭୋଗ ହୋଇଥାଏ। ତାହା ହେଲା ଦୈନିକ ପଣା, ଅଣସର ପଣା ଓ ଅଧରପଣା। ତେବେ ରଥ ଉପରେ ଅନୁଷ୍ଠିତ ଅଧରପଣା ହେଉଛି ସର୍ବବୃହତ ପଣା ଭୋଗ। ସୁନାବେଶ ପରଦିନ ତିନିରଥ ଉପରେ ଅଧରପଣା ନୀତି ସଂପନ୍ନ ହୋଇଥାଏ। ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଏହି ନୀତି କରାଯାଇଥାଏ।
ରଥଯାତ୍ରା ବେଳେ ଶ୍ରୀକ୍ଷେତ୍ର ପୁରୀରେ ଯେତିକି ଭକ୍ତଙ୍କ ସମାଗମ ହୁଏନାହିଁ, ସୁନାବେଶରେ ତା'ଠାରୁ ଅଧିକ ଭକ୍ତ ପୁରୀରେ ପହଞ୍ଚିଥାନ୍ତି। ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଦେଖିଲେ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ସୁନାବେଶ ସଂପର୍କରେ ଜାଣନ୍ତୁ ସମଗ୍ର ତଥ୍ୟ।
ଯୁବ କଂଗ୍ରେସ ପକ୍ଷରୁ ବ୍ୟାରିକେଡ୍ ଡେଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ ବେଳେ, ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ସେମାନଙ୍କୁ ଅଟକାଇବା ସହ ୨୦ରୁ ଅଧିକ ଯୁବ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୋଲିସ।
ପହୁଡ ନେଇ ଭକ୍ତଙ୍କୁ ଆଗୁଆ ସୂଚନା ଦେବାର ଥିଲା, ମାତ୍ର ତାହା କରାଯାଇନି । ଯଦି ରାତି ୧୨ଟା କି ସାଢ଼େ ୧୨ଟାରେ ପହୁଡ଼ ପଡିଥିଲା । ଘଣ୍ଟାଏ ପରେ ପହୁଡ଼ ଉଠି ପାରିଥାଆନ୍ତା ।
ଶ୍ରୀଜିଉମାନଙ୍କର ତିନିରଥ ନିର୍ମାଣର କଳା ସ୍ୱତନ୍ତ୍ର। କେଉଁ ରଥର ଉଚ୍ଚତା କେତେ, କେଉଁ ରଥରେ କେଉଁ ଦେବତା ରୁହନ୍ତି, କେଉଁ ରଥର ରକ୍ଷାକର୍ତ୍ତା କିଏ, ସାରଥୀ କିଏ, ରଥକନାର ରଙ୍ଗ କେମିତିକା, ତାହା ନିର୍ଦ୍ଦିଷ୍ଟ ହୋଇରହିଛି। ଏହି ଲେଖାରୁ ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ।
ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ରହିଛି। ସେଥିପାଇଁ ପୃଥିବୀର ଅନ୍ୟ ଯେକୌଣସି ସ୍ଥାନରେ ଜଗନ୍ନାଥ ମନ୍ଦିର ଥିଲେ ମଧ୍ୟ ଏବଂ ରଥଯାତ୍ରା ପାଳନ ହେଉଥିଲେ ମଧ୍ୟ, ତାହା ପୁରୀର ଶ୍ରୀମନ୍ଦିର ଓ ରଥଯାତ୍ରା ସହ ସମାନ ହୋଇପାରିବ ନାହିଁ। ଆସନ୍ତୁ ସଂକ୍ଷେପରେ ଜାଣିବା ପୁରୀର ରଥଯାତ୍ରା ସଂପର୍କରେ କିଛି ତଥ୍ୟ।
ରାତି ପାହିଲେ ମହାପ୍ରଭୁଙ୍କ ରଥଯାତ୍ରା । ରତ୍ନସିଂହାସନ ଛାଡ଼ି ଭକ୍ତଙ୍କ ଗହଣକୁ ଚାଲି ଆସିବେ କାଳିଆ ସାଆନ୍ତ । ଭାଇଭଉଣୀଙ୍କ ଘେନି ରଥରେ ବିଜେକରି ନବଦିନ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ । ସାଆନ୍ତଙ୍କ ଅପେକ୍ଷାରେ ସିଂହଦ୍ବାର ଆଗରେ ତିନି ରଥ । ଏବେଠୁ ଶ୍ରୀକ୍ଷେତ୍ରକୁ ଛୁଟିଲାଣି ଭକ୍ତଙ୍କ ସୁଅ । ଭକ୍ତି ଭାବରେ ଭିଜିଲାଣି ବଡଦାଣ୍ଡ ।
ସିଂହଦ୍ବାର ଆଗରେ ତିନି ରଥଙ୍କ ଅପେକ୍ଷା । କେତେବେଳେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବିରାଜିବେ କାଳିଆ ସାଆଁନ୍ତ, ବ୍ୟାକୁଳ ଭକ୍ତ ମନ । ଏପଟେ ରତ୍ନବେଦି ଛାଡ଼ି ଜନ୍ମବେଦି ଯାତ୍ରାରେ ବାହାରିବାକୁ ଉଚ୍ଛନ୍ନ ହେଲେଣି ଚତୁର୍ଦ୍ଧାମୂର୍ତ୍ତି । ସେଇଥିପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି ବି ଜୋରଦାର ।
ଆଜ୍ଞାମାଳ ବିଜେ ପରେ ରଥଖଳାରୁ ୩ ରଥ ନନ୍ଦିଘୋଷ, ତାଳଧ୍ୱଜ, ଦର୍ପଦଳନ ଟଣା ହୋଇ ସିଂହଦ୍ୱାର ଆଗରେ ଲାଗିଛି । ରାତି ପାହିଲେ ରତ୍ନସିଂହାସନରୁ ଓହ୍ଲାଇ ଆସିବେ ମହାପ୍ରଭୁ । ପ୍ରସ୍ତୁତ ରଥ, ପଥ ପ୍ରସ୍ତୁତ ।
ମହାପ୍ରଭୁଙ୍କ ବ୍ରହ୍ମ ବିଭ୍ରାଟ । ରଥ ଉପରୁ ଖସିପଡ଼ିଲେ ବଳଭଦ୍ର । ନବକଳେବର ଦାରରୁ କାଠ ଚୋରି ! ସିଂହଦ୍ବାର ଗୁମୁଟ ଉପରୁ ଡେଇଁ କିନ୍ନରଙ୍କ ମୃତ୍ୟୁ । ଆଉ ଏବେ ଗାରଦ ଘରୁ ଚୋରି ହୋଇଗଲା ମହାପ୍ରଭୁଙ୍କ ମୋଦକ ।
‘ଆମେ ଅଚଳ ମହାପ୍ରଭୁଙ୍କୁ ସଚଳ କରିଦେଉ। ଆମ ମଣିମା ଡାକରେ ଉଠନ୍ତି ମଣିମା। ’ ଜଗନ୍ନାଥଙ୍କ ଏପରି ଅନନ୍ୟ ପରମ୍ପରା ନେଇ କହିଛନ୍ତି ଜଗନ୍ନାଥ ଖୁଣ୍ଟିଆ ।
ଆଉ ଦୁଇ ଦିନ ପରେ ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା । ତିନି ରଥର କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏବେ ଖାଲି ମହାପ୍ରଭୁଙ୍କୁ ଅପେକ୍ଷା । ତିନି ରଥର ସୌନ୍ଦର୍ଯ୍ୟକରଣରେ ଶେଷ ସ୍ପର୍ଶ ଦେଉଛନ୍ତି ରୂପକାର ସେବକ ।
ଶ୍ରୀମନ୍ଦିର ଗାରଦରୁ ୭୦ ମୋଦକ ଗାଏବ ଅଭିଯୋଗ । ବଳଭଦ୍ରଙ୍କ ବାଡ଼ଗ୍ରାହୀଙ୍କ ଚିଠି ପରେ ସବୁଠି ହଇଚଇ । ଜଗୁନି କହିଲେ, ମୋଦକ ଚୋରି କଥା ସତ । ମୋଦକ ଚୋରି ପଛରେ ବଢିଲା ଦୀଘା ଲିଙ୍କ୍ ସନ୍ଦେହ । ଏପଟେ ମୋଦକ ଚୋରି ଆରୋପ ଘଟଣାରେ ଟ୍ୱିଷ୍ଟ ଆଣିଛି ଆଇନ ମନ୍ତ୍ରୀଙ୍କ ବୟାନ ।
ଦଶମୂଳ ମୋଦକ ସେବନ ପରେ ଚତୁର୍ଦ୍ଧାମୂର୍ତ୍ତି ଏବେ ସଂପୂର୍ଣ୍ଣ ସୁସ୍ଥ । ଗଜପତି ମହାରାଜାଙ୍କୁ ଦିଆଗଲା ମହାପ୍ରଭୁଙ୍କ ସୁସ୍ଥତା ଖବର । ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ଗାଧୋଇବା ପରେ ଜ୍ୱରରେ ପୀଡିତ ହୋଇ ଅଣସରରେ ଅଛନ୍ତି ମହାପ୍ରଭୁ ।
ରଥଯାତ୍ରାକୁ ଶୃଙ୍ଖଳିତ ଓ ଅଘଟଣ ମୁକ୍ତ କରିବାକୁ ବ୍ୟାପକ ପ୍ରସ୍ତୁତି । ପୁରୀକୁ ଜଗିବ ୨୭୫ଟି AI କ୍ୟାମେରା । ସୁରକ୍ଷା ପାଇଁ ନିଆଯିବ ଡ୍ରୋନର ସହାୟତା । ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ।
୨୭ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । କଡ଼ା ସୁରକ୍ଷା ବଳୟରେ ରହିବ ପୁରୀ ସହର । ଅଣସେବାୟତ ରଥ ଉପରକୁ ଚଢ଼ିଲେ ଗିରଫ ହେବେ। ରଥରେ ସେବାୟତ ମୋବାଇଲ୍ ବ୍ୟବହାର କରିପାରିବେନି। ସେପଟେ ବରିଷ୍ଠ ଅଧିକାରୀଙ୍କୁ ନେଇ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା ହୋଇଛି ।
ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ରଥଖଳା ଯାଇ ବୁଲି ଦେଖିବା ସହ ରଥ ନିର୍ମାଣ ଅଗ୍ରଗତି ସମୀକ୍ଷା କରିଛନ୍ତି । ରଥକାଠ ଜନିତ ସମସ୍ୟା ନଥିବା ନେଇ ଗଜପତିଙ୍କୁ ଅବଗତ କରିଛନ୍ତି ମହାରଣା ସେବାୟତ ।
ଗତଥର ଭଳି ପହଣ୍ଡି ଅଘଟଣ ଯେଭଳି ନହୁଏ ସେନେଇ ଛତିଶା ନିଯୋଗ ବୈଠକରେ ବଡ଼ ନିଷ୍ପତ୍ତି । ରଥଯାତ୍ରାବେଳେ ପହଣ୍ଡିରେ ରହିବେ ନିର୍ଦ୍ଦିଷ୍ଟ ସେବାୟତ, ଅଧିକାରୀ । ବାଡ଼ଗ୍ରାହୀ, ଭୋଇ ସେବକ, ବରିଷ୍ଠ ତତ୍ତ୍ବାବଧାରକ ଉପସ୍ଥିତ ରହିବେ ।
ପୁରୀ ରଥଯାତ୍ରାର ସାଂସ୍କୃତିକ ବୈଭବକୁ ଆହୁରି ଗରିମାମଣ୍ଡିତ କରିବାକୁ ଆରମ୍ଭ ହୋଇଛି ବଡ଼ ପ୍ରୟାସ। ବିଶ୍ୱନିୟନ୍ତାଙ୍କ ରଥଯାତ୍ରାକୁ ମିଳିପାରେ ବିଶ୍ୱସ୍ତରୀୟ ସାଂସ୍କୃତିକ ଐତିହ୍ୟ ମାନ୍ୟତା...
ମହାପ୍ରଭୁଙ୍କର ୧୨ ଦିନର ମାନବୀୟ ଲୀଳାଖେଳାର ଆଜି ଅନ୍ତିମ ପର୍ବ ନୀଳାଦ୍ରିବେଜି। ରଥ ଉପରୁ ରତ୍ନସିଂହାସନକୁ ବିଜେ କରିବେ ମହାପ୍ରଭୁ।
ନବଦିନାତ୍ମକ ଘୋଷଯାତ୍ରାରେ ସାଙ୍ଗରେ ଆଣିନଥିବାରୁ ଶ୍ରୀମନ୍ଦିରରୁ ଶ୍ରୀଦେବୀ ଆସିବେ ଗୁଣ୍ଡିଚା ମନ୍ଦିର । କାଳିଆ ଠାକୁରଙ୍କୁ ଫେରାଇ ନେବାକୁ ଅଭିମାନିନୀ ମାଆ ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ବିଜେ କରିବେ ।
ଶରଧାବାଲିରେ ରଥାରୁଢ଼ ତିନି ଦିଅଁଙ୍କୁ ଦେଖି ବିଭୋର ଭକ୍ତ । ଆଜି ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜୀଉ । ସନ୍ଧ୍ୟା ଧୂପ ଶେଷ ହେବା ପରେ ଚାରମାଳ ବନ୍ଧାଯିବ ଏବଂ ଜନ୍ମବେଦୀକୁ ପହଣ୍ଡିରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି ।
ଶ୍ରୀକ୍ଷେତ୍ରରେ ଭାବ ଓ ଭକ୍ତିର ମହାସମୁଦ୍ର। ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନରେ କୃତ୍ୟ କୃତ୍ୟ ଅଗଣିତ ଭକ୍ତ। ପ୍ରଥମ ରାଷ୍ଟ୍ରପତି ଭାବେ ଘୋଷଯାତ୍ରାରେ ସାମିଲ ହୋଇ ଭକ୍ତିରେ ବିଭୋର ହେଲେ ମହାମହିମ ଦ୍ରୌପଦୀ ମୁର୍ମୁ।