• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

Durga Puja 2023
ଧରାପୃଷ୍ଠରୁ ବିଦାୟ ନେଲେ ମହିଷାମର୍ଦ୍ଦିନୀ; କଟକ ଓ ଭୁବନେଶ୍ୱରରେ ଭବ୍ୟ ଭସାଣ ଉତ୍ସବ

ଓଏମପି, କଲେଜ ଛକ, ରାଣୀହାଟ, ମଙ୍ଗଳାବାଗ, ବକ୍ସିବଜାର ଓ ପଡ଼ିହାରୀ ପାଠାଗାର ବାଟେ ଦୁର୍ଗାମେଢ ସବୁ ଆସି ପୁରୀଘାଟ ଥାନା ପାଖ ଦେବୀଗଡ଼ାକୁ ବିସର୍ଜନ ପାଇଁ ଯାଉଛନ୍ତି ।

Durga Puja 2023
ଧରାପୃଷ୍ଠରୁ ବିଦାୟ ନେଲେ ମହିଷାମର୍ଦ୍ଦିନୀ; କଟକ ଓ ଭୁବନେଶ୍ୱରରେ ଭବ୍ୟ ଭସାଣ ଉତ୍ସବ

ଓଏମପି, କଲେଜ ଛକ, ରାଣୀହାଟ, ମଙ୍ଗଳାବାଗ, ବକ୍ସିବଜାର ଓ ପଡ଼ିହାରୀ ପାଠାଗାର ବାଟେ ଦୁର୍ଗାମେଢ ସବୁ ଆସି ପୁରୀଘାଟ ଥାନା ପାଖ ଦେବୀଗଡ଼ାକୁ ବିସର୍ଜନ ପାଇଁ ଯାଉଛନ୍ତି ।

  • Wednesday, 25 October 2023
Nitikanti rituals halted at Lingaraj Temple due to land dispute issues
ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତିରେ ପୁଣି ବିଭ୍ରାଟ

ବେବନ୍ଦୋବସ୍ତ ଜମି ବିବାଦକୁ ନେଇ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତିରେ ପୁଣି ବିଭ୍ରାଟ । ଆଜି ମଙ୍ଗଳଆଳତି ଠାରୁ ନୀତିକାନ୍ତି ବନ୍ଦ ରହିଛି । ବେବନ୍ଦୋବସ୍ତ ଜମି ଶ୍ରୀ ଲିଙ୍ଗରାଜଙ୍କ ଖାତାକୁ ଫେରୁଥିବା ବେଳେ ବଡୁ ନିଯୋଗ ଦ୍ୱାରା ନିର୍ମାଣାଧୀନ ଦୋକାନ ଘରକୁ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟରୁ ଅନୁମତି ମିଳିଛି ।

  • Wednesday, 25 October 2023
Immersion ceremony of Maa Durga begins
ମାଆଙ୍କୁ ଦିଆଯାଉଛି ମେଲାଣି...

ସରିଲା ଦୁର୍ଗାପୂଜା, ଆଜି ମାଆଙ୍କୁ ଦିଆଯାଉଛି ମେଲାଣି । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ଓ କଟକରେ ଭସାଣି ଉତ୍ସବକୁ ଆକର୍ଷଣୀୟ କରିବାକୁ ପୂଜା କମିଟି ବିଭିନ୍ନ ପ୍ରକାର ଆୟୋଜନ କରିଛନ୍ତି ।

DCP Prateek Singh
ଭସାଣ ପାଇଁ ରାଜଧାନୀରେ ବ୍ୟାପକ ବ୍ୟବସ୍ଥା : ACP ରାଙ୍କର ୨୮, ଇନସ୍ପେକ୍ଟର ୪୨, SI ରାଙ୍କର ୧୧୫ ଅଧିକାରୀ ମୁତୟନ..

ସହରରେ ଟ୍ରାଫିକ ବ୍ୟବସ୍ଥା ସହ ଲୁଟେରାଙ୍କ ଉପରେ ନଜର ରହିବ...କୁଆଖାଇ ଓ ଦୟା ନଦୀରେ ଅସ୍ଥାୟୀ ପୋଖରୀରେ ହେବ ବିସର୍ଜନ...

Goddess Durga immersion ceremony
ସରିଲା ଦୁର୍ଗାପୂଜା, ଆଜି ମାଆଙ୍କୁ ଦିଆଯିବ ମେଲାଣି...

ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ଓ କଟକରେ ଭସାଣି ଉତ୍ସବକୁ ଆକର୍ଷଣୀୟ କରିବାକୁ ପୂଜା କମିଟି ବିଭିନ୍ନ ପ୍ରକାର ଆୟୋଜନ କରିଛନ୍ତି ।

Egyptian Pyramids
ମଣ୍ଡପ କହୁଛି ମିଶର କଥା... ଇଜିପ୍ଟ ନୁହେଁ, ଇଏ କୋଲକାତା

ଖାଲି ବାହାରେ ନୁହେଁ, ଭିତରେ ବି ଅସୁମାରି ଚମତ୍କାର । ଖମ୍ବ, କାନ୍ଥ ଓ ଛାତ ସାରା ପ୍ରାଚୀନ ମିଶର ସଭ୍ୟତା ଶିଳାଲେଖର ପ୍ରତିକୃତି ଓ ସ୍ଥାନେ ସ୍ଥାନେ ଫାରୋ ବା ମିଶର ଶାସକମାନଙ୍କର ପ୍ରତିମୂର୍ତ୍ତି । ଆଉ ଗର୍ଭଗୃହରେ ସିଂହବାହିନୀ ଦେବୀ ଦୁର୍ଗା, ପାର୍ଶ୍ୱ ଦେବଦେବୀ ଏବଂ ମହିଷାସୁରର ପ୍ରତିମା ବି ନିର୍ମିତ ହୋଇଛି ସେଇ ପ୍ରାଚୀନ ଶୈଳୀରେ ।

Vijayadashami celebrated with great fanfare across India
ଅସତ୍ୟ ଉପରେ ସତ୍ୟର ବିଜୟ; ଧୂମ୍‌ଧାମରେ ପାଳିତ ହେଲା ବିଜୟା ଦଶମୀ

କଟକରେ କିଛି ପୂଜା ମଣ୍ଡପରେ ପରମ୍ପରା ଅନୁସାରେ ମାଙ୍କ ନିକଟରେ ଲାଗି ହୋଇଥିଲା ସୁସ୍ୱାଦୁ ଓ ସୁବାସିତ ଦହି ପାଖଳ । ଚାଉଳିଆଗଞ୍ଜରେ ୧୦ ହଜାର ଓ ଗୋପାଳପୁର ପୂଜା କମିଟି ପକ୍ଷରୁ ୫ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଦହିପଖାଳର ଭୋଗର ବ୍ୟବସ୍ଥା ହୋଇଥିଲା ।

Ravan Temple Kanpur
ଏଠି ବିଜୟା ଦଶମୀରେ ଖୋଲେ ରାବଣ ମନ୍ଦିର; ବର୍ଷକରେ ଥରେ ପୂଜା ପାଆନ୍ତି ଦଶାନନ

କୃତରେ, ଏହି ମନ୍ଦିର ନୂତନ ମନ୍ଦିର ନୁହେଁ କିମ୍ବା ଏଠିକାର ଲୋକଙ୍କ ପାଇଁ ଏହି ପରମ୍ପରା କୌଣସି ନୂଆ ନୁହେଁ । ବରଂ ଏହି ମନ୍ଦିରଟି ଦଶ ବର୍ଷ ପୂର୍ବେ କୃଷ୍ଣ କୁମାର ତିୱାରୀଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା ।

Vijayadashami celebrated with great fanfare across India
ଅସତ୍ୟ ଉପରେ ସତ୍ୟର ବିଜୟ; ଧୂମ୍‌ଧାମରେ ପାଳିତ ହେଲା ବିଜୟା ଦଶମୀ

କଟକରେ କିଛି ପୂଜା ମଣ୍ଡପରେ ପରମ୍ପରା ଅନୁସାରେ ମାଙ୍କ ନିକଟରେ ଲାଗି ହୋଇଥିଲା ସୁସ୍ୱାଦୁ ଓ ସୁବାସିତ ଦହି ପାଖଳ । ଚାଉଳିଆଗଞ୍ଜରେ ୧୦ ହଜାର ଓ ଗୋପାଳପୁର ପୂଜା କମିଟି ପକ୍ଷରୁ ୫ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଦହିପଖାଳର ଭୋଗର ବ୍ୟବସ୍ଥା ହୋଇଥିଲା ।

Egyptian Pyramids
ମଣ୍ଡପ କହୁଛି ମିଶର କଥା... ଇଜିପ୍ଟ ନୁହେଁ, ଇଏ କୋଲକାତା

ଖାଲି ବାହାରେ ନୁହେଁ, ଭିତରେ ବି ଅସୁମାରି ଚମତ୍କାର । ଖମ୍ବ, କାନ୍ଥ ଓ ଛାତ ସାରା ପ୍ରାଚୀନ ମିଶର ସଭ୍ୟତା ଶିଳାଲେଖର ପ୍ରତିକୃତି ଓ ସ୍ଥାନେ ସ୍ଥାନେ ଫାରୋ ବା ମିଶର ଶାସକମାନଙ୍କର ପ୍ରତିମୂର୍ତ୍ତି । ଆଉ ଗର୍ଭଗୃହରେ ସିଂହବାହିନୀ ଦେବୀ ଦୁର୍ଗା, ପାର୍ଶ୍ୱ ଦେବଦେବୀ ଏବଂ ମହିଷାସୁରର ପ୍ରତିମା ବି ନିର୍ମିତ ହୋଇଛି ସେଇ ପ୍ରାଚୀନ ଶୈଳୀରେ ।

Maa Saraswati
ମଣ୍ତପରେ ଦୁର୍ଗାଙ୍କ ବଦଳରେ ପୂଜା ପାଉଛନ୍ତି ମା’ ନୀଳ ସରସ୍ଵତୀ

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଗୋବିନ୍ଦପୁର ପଞ୍ଚାୟତରେ ପୂଜା ପାଉଛନ୍ତି ମା’ ନୀଳ ସରସ୍ୱତୀ । ମାଆଙ୍କ ବର୍ଣ୍ଣ ନୀଳ ରଙ୍ଗ ।

Raban Podi
ବିଜୟା ଦଶମୀରେ ରାବଣପୋଡ଼ି; ରାଜଧାନୀର ବିରାଟ ଆୟୋଜନ

ପଟିଆ, ନୟାପଲ୍ଲୀ, ବରମୁଣ୍ଡା, ବରମୁଣ୍ଡା ଏବଂ ନହରକଣ୍ଟା ଆଦି ପୂଜା ମଣ୍ଡପରେ ରାବଣ ପୋଡି ଆୟୋଜନ କରାଯାଇଛି।

Today is Vijaya Dechami.
ବିନିକାରେ ଦୁର୍ଗତିନାଶିନୀ ମାଆ ଦୁର୍ଗାଙ୍କର ଦଶମୀ ପୂଜା

ଆଜି ହେଉଛି ବିଜୟା ଦଶମୀ । ଆଜିର ଦିନରେ ଅଧର୍ମ ଉପରେ ଧର୍ମ ଓ ପାପର ଉପରେ ପୁଣ୍ୟର ବିଜୟ ହୋଇଥିଲା ।

Durga Puja Bhasani Guidelines
ରାଜଧାନୀରେ ଦୁର୍ଗାପୂଜା ଭସାଣି: ଆସିଲା ଟ୍ରାଫିକ କଟକଣା ..

ଆସନ୍ତାକାଲି ଭସାଣୀ । ମାଆଙ୍କୁ ଦିଆଯିବ ମେଲାଣି । ପୁଣି ଗୋଟିଏ ବର୍ଷ ପରେ ଭକ୍ତଙ୍କୁ ଦର୍ଶନ ଦେବେ ଦୁର୍ଗତିନାଶିନୀ । ଏନେଇ ଆଜିଠାରୁ ପ୍ରସ୍ତୁତି ଆରମ୍ଭ କରିଛି କମିଶନରେଟ ପୋଲିସ ।

commissionerate police issued traffic guidelines for cuttack durga puja bhasani
କଟକରେ ଦୁର୍ଗାପୂଜା ଭସାଣି: ଆସିଲା ଟ୍ରାଫିକ କଟକଣା, ଜାଣନ୍ତୁ କେଉଁ ରାସ୍ତା ଦେଇ ଯିବେ...

ଭସାଣି ବେଳେ ମୁଖ୍ୟ ରାସ୍ତାରେ ଯାନବାହାନ ଯିବାକୁ ଦିଆଯିବ ନାହିଁ । ଲାଗୁ ହୋଇଥିବା କଟକଣା ଉଲ୍ଲଂଘନ କଲେ ୫୦୦ରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ । 

Today Vijayadashami Celebrations
ଆଜି ବିଜୟା ଦଶମୀ, ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼...

ଅସତ୍ୟ ଉପରେ ସତ୍ୟର ବିଜୟ ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟର ପ୍ରତୀକ ସ୍ୱରୂପ ପାଳନ ହୋଇଥାଏ ଦଶହରା । ଏହି ଅବସରରେ ଆଜି ବିଭିନ୍ନ ପୂଜା ମଣ୍ଡପରେ ରାବଣ ପୋଡ଼ିର ଆୟୋଜନ ମଧ୍ୟ କରାଯାଇଛି ।

Dussehra 2023 The victory of truth over falsehood
Dussehra 2023: ବିଜୟାଦଶମୀରେ କାହିଁକି କରାଯାଏ ଅସ୍ତ୍ରଶସ୍ତ୍ର ପୂଜା

ଅସତ୍ୟ ଉପରେ ସତ୍ୟର ବିଜୟର ସବୁଠାରୁ ବଡ ପର୍ବ ଦଶହରା। ଏହାକୁ ବିଜୟାଦଶମୀ ଭାବେ ସାରା ଭାରତରେ ଖୁବ ଧୂମଧାମ୍‌ରେ ପାଳନ କରାଯାଏ। ଏହିଦିନ କାହିଁକି କରାଯାଏ ଅସ୍ତ୍ରଶସ୍ତ୍ର ପୂଜା ଆସନ୍ତୁ ଜାଣିବା।

Kolkata Puja Mandap
କେଉଁଠି ଅବିକଳ ଅଯୋଧ୍ୟାର ରାମମନ୍ଦିର ତ ଆଉ କେଉଁଠି କୋଏମ୍ବଟୁରର ଆଦିଯୋଗୀଙ୍କ ସୁଉଚ୍ଚ ପ୍ରତିମା !

ପେଣ୍ଡାଲ ବାହାରେ ଲାଗିଛି କୁନି ଝିଅଙ୍କ ମୁକୁଟ ପିନ୍ଧା ହସ ହସ ଫଟୋ । ଆଉ ପଶୁ ପଶୁ ଲେଖାଯାଇଛି ଚାଇ ନା ହୋତେ ଉମା ।

  • Monday, 23 October 2023
Puja Mandap
ପୂଜା ପେଣ୍ଡାଲରେ ମାତିଛନ୍ତି କୁନି ଲୁଟେରା ! ୨୦ରୁ ଅଧିକ ମଣ୍ଡପରେ ପକେଟ୍‌ମାର...

ବିହାରୀ ଓ ଝାଡଖଣ୍ଡି ଗ୍ୟାଙ୍ଗର ୨୬ ଅଟକ । ଛୋଟ ପିଲାଙ୍କ ସହ ଗ୍ୟାଙ୍ଗରେ ଶହେରୁ ଅଧିକ ସଦସ୍ୟ ।

  • Monday, 23 October 2023
Puja Mandap
ଧରାପୃଷ୍ଠରେ ପୂଜା ପାଉଛନ୍ତି ଶକ୍ତି ସ୍ୱରୂପିଣୀ, ପୂଜା ମଣ୍ଡପରେ ଦହି ପଖାଳ-ମାଛ ଭୋଗ

କନ୍ୟାରତ୍ନଙ୍କୁ ପୂଜି ପୁଣ୍ୟ ଅର୍ଜିଲେ ବ୍ରତଧାରୀ । ସନ୍ଧ୍ୟାରେ ପୂଜା ପେଣ୍ଡାଲରେ ଅସମ୍ଭବ ଭିଡ଼ ।

  • Monday, 23 October 2023
Durga Puja
ଆଜି ମା’ଙ୍କ ମହାନବମୀ; କଟକର ବିଭିନ୍ନ ପୂଜା ମଣ୍ଡପରେ ଲାଗି ହେବ ମାଛ ଭୋଗ

କେବଳ ଦହିପଖାଳ ନୁହେଁ ନବମୀ ଅବସରରେ ମାଛ ଭୋଗର ରହିଛି ଅନନ୍ୟ ପରମ୍ପରା । କଟକ ଅଲିଶାବଜାର ପୂଜା ମଣ୍ଡପରେ ଆଜକୁ ୨୦୦ ଶହ ବର୍ଷ ଧରି ନବମୀ ଦିନ ମା’ଙ୍କ ପାଖରେ ମାଛ ଭୋଗ ଲାଗି କରାଯାଇଥାଏ ।

Navratri maha navami hubh muhurat and puja vidhi
Maha Navami: ମହାନବମୀରେ କେଉଁ ଦେବୀଙ୍କୁ କିପରି କରାଯାଏ ପୂଜା

ମା’ ଆଦିଶକ୍ତିଙ୍କ ଉପାସନାର ପବିତ୍ର ଶାରଦୀୟ ନବରାତ୍ରୀର ଆଜି ହେଉଛି ମହାନବମୀ। ଏହି ଦିନ ମାତା ସିଦ୍ଧିଦାତ୍ରୀଙ୍କୁ ପବିତ୍ର ମନରେ ପୂଜା କରାଯାଏ। ଯଦିଓ ନବରାତ୍ରୀର ପୂରା ନଅ ଦିନକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ, କିନ୍ତୁ ଅଷ୍ଟମୀ ଏବଂ ନବମୀ ତିଥିର ବିଶେଷ ମହତ୍ତ୍ୱ ରହିଛି।

Maha Navami
ଆଜି ପୀଠେ ଦଶହରା,ମଣ୍ଡପରେ ମହାନବମୀ ପୂଜା

ଆଜି ଦିନରେ ମହିଷାସୁରକୁ ବଦ୍ଧ କରିଥିଲେ ଦୁର୍ଗା ଦୁର୍ଗତୀନାଶିନୀ....ଟ୍ୱିନସିଟିର ବିଭିନ୍ନ ପୂଜା ମଣ୍ଡପରେ ସ୍ୱତନ୍ତ୍ର ଆୟୋଜନ...କେଉଁଠି ସିନ୍ଦୁର ଖେଳ ତ କେଉଁଠି ହେବ କନ୍ୟା ପୂଜନ ନୀତି...

Lord Shiva got Siddhis by the grace of mother Siddhidatri
Maha Navami: ମା’ ସିଦ୍ଧିଦାତ୍ରୀଙ୍କ କୃପାରୁ ଭଗବାନ ଶିବଙ୍କୁ ମିଳିଥିଲା ସିଦ୍ଧି

ମାତା ଦୁର୍ଗାଙ୍କର ନବମ ଶକ୍ତି ହେଉଛନ୍ତି ମା’ ସିଦ୍ଧିଦାତ୍ରୀ। ସେ ହେଉଛନ୍ତି ସମସ୍ତ ସିଦ୍ଧି ସଫଳତା ପ୍ରଦାନକାରୀ। ନବରାତ୍ରୀ ପୂଜାର ନବମ ଦିନରେ ଏହି ଦେବୀଙ୍କୁ ପୂଜା କରିବାର ବିଧି ରହିଛି। ଏହି ଦିନ ଯେଉଁ ଭକ୍ତ ଶାସ୍ତ୍ରୀୟ ରୀତିନୀତି ଅନୁସାରେ ପୂରା ଭକ୍ତିର ସହିତ ମାତାଙ୍କୁ ସାଧନା କରନ୍ତି, ସେ ସମସ୍ତ ସଫଳତା ହାସଲ କରନ୍ତି।