• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Bollywood Updates

amir
ତୃତୀୟ ଥର ବିବାହ କରିବାକୁ ଯାଉଛନ୍ତି ଅମୀର ଖାନ ? ଚର୍ଚ୍ଚା ଜୋରଦାର୍ . . .

ଫିଲ୍ମ ସହ ଅମୀର ଖାନ କୁଆଡେ ତୃତୀୟ ବିବାହକୁ ନେଇ ବ୍ୟସ୍ତ ଥିବା କୁହାଯାଉଛି । ଫିଲ୍ମ ରିଲିଜ ପରେ ସେ ନିଜ ତୃତୀୟ ବିବାହ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଫିଲ୍ମ ରିଲିଜରେ ଯେମିତି କିଛି ବାଧା ନ ଆସେ ସେଥିପାଇଁ ଅମୀର ଏବେ ବିବାହକୁ ନେଇ ଘୋଷଣା କରୁ ନାହାନ୍ତି ବୋଲି ଶୁଣାଯାଉଛି

preity zinta became a mother
ଯାଆଁଳା ସନ୍ତାନର ମା’ ହେଲେ ପ୍ରୀତି ଜିଣ୍ଟା

୪୬ ବର୍ଷ ବୟସରେ ମାଆ ହେଲେ ଅଭିନେତ୍ରୀ ପ୍ରୀତି ଜିଣ୍ଟା । ପ୍ରୀତି ଓ ତାଙ୍କ ସ୍ୱାମୀ ସରୋଗେସୀ ଜରିଆରେ ପିତାମାତା ହୋଇଥିବା ଜଣାଯାଇଛି। ଏହି ଖବରକୁ ସେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଶେୟାର କରିବା ସହ ସରୋଗେଟ ମା’ ଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

Katrina Kaif, Vicky Kaushal To Tie Knot In December, Say Reports
୭୦୦ ବର୍ଷ ପୁରୁଣା ରୋୟାଲ୍ ଦୁର୍ଗରେ ଯୋଡିହେବେ ବିକି-କ୍ୟାଟ୍

ବିବାହ ବନ୍ଧନରେ ଆବଦ୍ଧ ହେବେ ବିକି-କ୍ୟାଟରିନା। ରାଜସ୍ଥାନ ସବାଇ-ମାଧବପୁରରେ ଡେଷ୍ଟିନେସନ୍ ମ୍ୟାରେଜ । ୭୦୦ ବର୍ଷ ପୁରୁଣା ରୋୟାଲ୍ ଦୁର୍ଗରେ ହେବ ବିବାହ

Katrina Kaif
ଡ଼ିସେମ୍ବରରେ ବିବାହ କରିବେ କ୍ୟାଟ୍ରିନା କୈଫ୍‌? ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋ…

ବିବାହ କରିବେ ବଲିଉଡ଼୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌? କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲଙ୍କ ମଧ୍ୟରେ ବଢୁଥିବା ନିବିଡ଼ିତାକୁ ନେଇ ଏବେ ବଢୁଛି ଚର୍ଚ୍ଚା। ତେବେ ଉଭୟଙ୍କୁ ବାରମ୍ବାର ଏକାଠି ଦେଖିବା ପରେ ବଲିଉଡ଼୍‌ରେ ଗସିପ୍‌ ଆରମ୍ଭ ହୋଇଯାଇଛି।

raj Kundra
ରାଜ କୁନ୍ଦ୍ରାଙ୍କ ଖୋଲୁଛି ଗୁମର, ଜଣକ ପରେ ଜଣେ ଆଣୁଛନ୍ତି ନୂଆ ଅଭିଯୋଗ

ଅଶ୍ଳୀଳ ଫିଲ୍ମ ନିର୍ମାଣ ଓ ମୋବାଇଲ ଆପ୍ ମାଧ୍ୟମରେ ବିତରଣ । ଏଭଳି ସାଂଘାତିକ ଅଭିିଯୋଗକୁ ନେଇ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ ।

Dilip Kumar
ଦିଲୀପ ଚାଲିଗଲେ, ଛାଡ଼ିଗଲେ ଅନେକ ସ୍ମୃତି

ଦିଲୀପ କୁମାରଙ୍କ ନିଧନ ସହ ବଲିଉଡରେ ଏକ ଯୁଗର ଅବସାନ ଘଟଛି। ୧୯୪୪ରୁ ୧୯୯୮ ଦୀର୍ଘ ୫ ଦଶନ୍ଧିରୁ ଅଧିକ ସମୟର ଫିଲ୍ମ କ୍ୟାରିୟରରେ ସେ ଛାଡ଼ିଯାଇଛନ୍ତି ଅନେକ ଅଲିଭା ସ୍ମୃତି। ଯାହାକୁ ଆଜି ମନେପକାଉଛନ୍ତି ତାଙ୍କର ଅଗଣିତ ପ୍ରଶଂସକ ଓ ଶୁଭେଚ୍ଛୁ।

Dillip Kumar
ବିଶିଷ୍ଟ ବଲିଉଡ୍‌ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକ

ବିଶିଷ୍ଟ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକ । ୯୮ ବର୍ଷ ବୟସରେ ଦିଲ୍ଲୀପ କୁମାରଙ୍କ ପରଲୋକ ହୋଇଛି । ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ସକାଳ ୭ଟା ୩୦ରେ ପରଲୋକ ହୋଇଥିବା ନେଇ ସୂଚନା ରହିଛି । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଦିଲ୍ଲୀପ କୁମାର ।