• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Bollywood Updates

Ranveer Kapoor
ରଣବୀରଙ୍କ ବାସ୍‌ ଗୋଟିଏ ପଦ.. ସୋସିଆଲ ମିଡିଆରେ ନିର୍ଧୁମ ଟ୍ରୋଲ ହେଲେ..

ବ୍ରହ୍ମାସ୍ତ୍ର ଫିଲ୍ମ ପାଇଁ ପୂର୍ବରୁ ଟ୍ରୋଲ ହୋଇଥିଲେ ରଣବୀର । ହେଲେ ଏବେ ତ ସେହି ବିଷୟ ପୁରୁଣା ହୋଇସାରିଲାଣି । ତାହାଲେ କାହିଁକି ସୋସିଆଲ ମିଡିଆରେ ରଣବୀରଙ୍କୁ କରାଯାଉଛି ତାତ୍ସଲ୍ୟ ।

Amitabh Bachchan
ସେଟ୍‌ରେ ସର୍‌ପ୍ରାଇଜ୍.. ଅଚାନକ କାନ୍ଦି ପକେଇଲେ ଅମିତାଭ୍‌, ଦେଖନ୍ତୁ ଭିଡିଓ..

ସାରା ଦୁନିଆଁ ଆଜି ତାଙ୍କୁ ତାଙ୍କର କଣ୍ଠ ସ୍ୱର ଓ ଉଚ୍ଚତା ପାଇଁ ଜାଣିଛି । ତାଙ୍କର ହାଇଟ୍ ୬ ଫୁଟ୍ ୬ ଇଞ୍ଚ । ଖାଲି ସେତିକି ନୁହେଁ ତାଙ୍କୁ ଅଭିନୟ ଜଗତର ବେତାଜ୍‌ ବାଦ୍‌ଶାହ ବୋଲି ମଧ୍ୟ କୁହାଯାଏ । କିନ୍ତୁ ତାଙ୍କ ଆଖିରେ ସତସତିକା ଲୁହ କେବେ ଦେଖିଛନ୍ତି ?

Jacqueline
ଜାକଲିନ୍‌ଙ୍କୁ ମିଳିଲା ଜାମିନ, ମନି ଲଣ୍ଡରିଂ ମାମଲାରେ ଗିରଫ କରିପାରିବନି ପୋଲିସ

ଜାକଲିନଙ୍କ ଓକିଲ ଆବେଦନ କରିଥିବା ବେଲର ଶୁଣାଣି କରି କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

Jacqueline  Fernandez
୨୦୦ କୋଟି ମନି ଲଣ୍ଡ୍ରିଂ ମାମଲାରେ ଜ୍ୟାକ୍‌ଲିନ୍‌ଙ୍କୁ ପୁଣି ଜେରା କଲା EOW

EOW ର ଯୁଗ୍ମ କମିଶନର ଛାୟା ଶର୍ମା ଏବଂ ସ୍ୱତନ୍ତ୍ର କମିଶନର ରବିନ୍ଦ୍ର ଯାଦବଙ୍କ ନେତୃତ୍ୱରେ ଅଧିକାରୀଙ୍କ ଏକ ଟିମ୍ ଅଭିନେତ୍ରୀଙ୍କୁ ପଚରାଉଚରା କରିଥିବା ଜଣାପଡିଛି ।

Shah Rukh Khan- Modi
ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାହିଁକି ଛୁଟି ନେବାକୁ କହିଲେ ଶାହରୁଖ..?

ବିଭିନ୍ନ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟକ୍ତିତ୍ୱ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । 

Ranveer Kapoor
ପତ୍ନୀ ଆଲିଆଙ୍କ ବେବି ବମ୍ପକୁ ନେଇ ବିବାଦୀୟ ମନ୍ତବ୍ୟ ପରେ କ୍ଷମା ମାଗିଲେ ରଣବୀର

ସୋସିଆଲ ମିଡିଆରେ ତାଙ୍କୁ ନେଇ ଢ଼େର ଚର୍ଚ୍ଚା ମଧ୍ୟ ହୋଇଛି ।

Raju sribastav
ବିଗ୍ ବି’ଙ୍କ ଅଡିଓ ମେସେଜ୍: ଉଠି ଆସ ରାଜୁ...ଆମକୁ ହସିବାର କଳା ଶିଖାଅ...

ରାଜୁଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରୁଥିବା ବେଳେ ବିଗ୍ ବି ଅମିତାଭ୍‌ଙ୍କ ଅଡିଓ ମେସେଜ ରାଜୁଙ୍କ ପାଇଁ ସଂଜିବନୀ ସଦୃଶ ହୋଇପାରେ ବୋଲି ଡାକ୍ତରମାନେ ଆଶା କରୁଛନ୍ତି।  

Laal Singh Chaddha
କାହିଁକି ଦେଖିବେ ଲାଲ୍ ସିଂହ ଚଡ୍‌ଢା ?

ଯଦି ଆମୀରଙ୍କ ସହ ସମସ୍ୟା ତେବେ ତାଙ୍କୁ ବିରୋଧ ହେଉ, ତାଙ୍କ ସିନେମାକୁ ନୁହେଁ...

Lal Singh Chaddha
ଫ୍ଲପ୍‌ ହୋଇଯିବ କି ଆମୀର ଖାନ୍‌ଙ୍କ ‘ଲାଲ ସିଂହ ଚଢ଼ା’ ! ଖାଲି ପଡ଼ୁଛି ହଲ, ବିକ୍ରି ହେଉନି ଟିକେଟ

ପ୍ରଥମ ଦିନ ୧୨ କୋଟି ଓ ଦ୍ୱିତୀୟ ଦିନ ପ୍ରାୟ ୮ କୋଟି ଟଙ୍କା ବେପାର ହୋଇଛି ଏହି ଫିଲ୍ମ । ଆମୀରଙ୍କ ପୂର୍ବ ସିନେମା ଅପେକ୍ଷା ଏହା ବହୁତ କମ୍ । ଏପରିକି ୨୦୦୮ର ଗଜନୀ ପରେ ଏହା ସବୁଠୁ କମ୍ ଆୟ କରିଛି ବୋଲି କୁହାଯାଉଛି ।

Ranveer Singh
ରଣବୀର ସିଂଙ୍କ ପାଇଁ ବଢ଼ିଲା ଅଡ଼ୁଆ, ଥାନାରେ ହାଜର ହେବାକୁ ଡାକିବ ପୋଲିସ

ଅଗଷ୍ଟ ୨୨ରେ ଥାନାରେ ହାଜର ପାଇଁ ନିର୍ଦ୍ଦେଶ । ମୁମ୍ବାଇ ଘରକୁ ଯାଇ ନୋଟିସ୍ ଦେଲା ପୋଲିସ୍  ।

Special story
ଆମିର ଖାନଙ୍କୁ ବୟକଟ୍ ଅଡ଼ୁଆ : ଲାଲ୍ ସିଂ ଚଢା ସିନେମାକୁ ବର୍ଜନ ଦାବି

ଆସନ୍ତାକାଲି ରିଲିଜ୍ ହେଉଛି ଲାଲ୍ ସିଂ ଚଢା

Masoom Sawaal
ସାନିଟାରୀ ନାପ୍‌କିନ୍‌ରେ ଭଗବାନ ଶ୍ରୀକୃଷ୍ଣଙ୍କ ଫଟୋ ! ‘ମାସୁମ ସୱାଲ’ ପୋଷ୍ଟରକୁ ନେଇ ବଢ଼ିଲା ବିବାଦ

ଫିଲ୍ମ ନିର୍ମାତା ଓ ଅନ୍ୟ କଳାକାର ମଧ୍ୟ କହିଛନ୍ତି, ଏଭଳି ପୋଷ୍ଟର ତିଆରି ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା । ଜାଣିଶୁଣି କାହାରିକୁ ଅପମାନିତ କରିବା ପାଇଁ ଏଭଳି ପୋଷ୍ଟର କରାଯାଇ ନାହିଁ ।

Salman khan
ସଲମାନଙ୍କୁ ଘାରୁଛି ଭୟ ! ବନ୍ଧୁକ ଲାଇସେନ୍ସ ପାଇବା ପରେ କାର୍‌କୁ କଲେ ବୁଲେଟ୍‌ ପ୍ରୁଫ୍‌

ହତ୍ୟା ଧମକ ମିଳିବା ପରେ ଫ୍ୟାନ୍ସମାନେ ଓ ଖୋଦ୍‌ ସଲୁ ଭାଇ ମଧ୍ୟ ଚିନ୍ତାରେ ।

Ek Villain Returns
କେବେ ଶିଖିବ ବଲିଉଡ୍‌ ?

ଅର୍ଜୁନ କପୁର, ତାରା ସୁତରିଆ, ଜନ୍ ଆବ୍ରାହମ୍ ଏବଂ ଦିଶା ପଟାନୀ । ୪ ଜଣଙ୍କ ଭିତରୁ କେହି ବି ଆକ୍ଟିଂ କରିନାହାନ୍ତି ।

Ajay Devgan - Suriya
ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଅଜୟ-ସୁରିୟାଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ

ତାନାଜି ଫିଲ୍ମ ପାଇଁ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଦିଆଯାଇଛି ।

Salman Khan
ହତ୍ୟାର ଧମକ ପାଇ ଡରିଗଲେ କି ସଲମାନ ?

ଡରିଯାଇଛନ୍ତି କି ଭାଇଜାନ୍‌? ଏଥର ଇଦ୍‌ରେ ଘରୁ ବାହାରିଲେନି କି ପ୍ରଶଂସକଙ୍କୁ ବି ଭେଟିଲେନି। ପଞ୍ଜାବୀ ଗାୟକ ମୁସେୱାଲାଙ୍କୁ ହତ୍ୟା ପରେ ସଲମାନ ଡରିଯାଇଥିବା ନେଇ ବଢିଲା ଚର୍ଚ୍ଚା ।

Dhanus
ଧନୁଷଙ୍କ ନୂଆ ହଲିଉଡ୍ ଫିଲ୍ମ ! ବଡ଼ ଷ୍ଟାରମାନଙ୍କୁ ନିର୍ଧୁମ ମାଡ଼ର ଜବରଦସ୍ତ ଟ୍ରେଲର, ଦେଖନ୍ତୁ ଭିଡିଓ..

ଜବରଦସ୍ତ ଫାଇଟିଂ ସିନ୍‌ରେ ଧନୁଷଙ୍କୁ ଦେଖିବାକୁ ମିଳିବ । ତେବେ ଅନ୍ୟମାନଙ୍କ ଭଳି ତାଙ୍କ ଅଭିନୟ ମାତ୍ର କିଛି ମିନିଟ୍‌ ପାଇଁ ନା ବଡ଼ ରୋଲ ପାଇଛନ୍ତି । ତାର ସ୍ପଷ୍ଟ ସୂଚନା ନାହିଁ ।

Ramgopal Verma
ଦ୍ରୌପଦୀଙ୍କୁ ନେଇ ଫିଲ୍ମ ନିର୍ଦ୍ଦେଶକ ରାମଗୋପାଲଙ୍କ ବିବାଦୀୟ ଟ୍ୱିଟ୍ ପରେ ଦେଲେ ସଫେଇ

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ରାମଗୋପାଲ ବର୍ମା କରିଛନ୍ତି ବିବାଦୀୟ ଟ୍ୱିଟ୍ । ଆଉ ଏହା ପରେ ଦେଇଛନ୍ତି ସଫେଇ ।

Salman Khan
ସଲମାନ ଖାନଙ୍କୁ ହତ୍ୟା କରିବାକୁ ମୁମ୍ବାଇ ଘର ନିକଟରେ ପହଞ୍ଚି ଯାଇଥିଲେ ସାର୍ପ ସୁଟର୍, ହେଲେ . .

କେବଳ ଧମକପୂର୍ଣ୍ଣ ଚିଠି ନୁହେଁ ସଲମାନଙ୍କୁ ହତ୍ୟା କରିବାକୁ ଘର ନିକଟରେ ପହଞ୍ଚି ଯାଇଥିଲା ସାର୍ପ ସୁଟର ।

Special story
ବଢ଼ିଲା ସଲମାନ୍‌ ଖାନଙ୍କ ସୁରକ୍ଷା ବ୍ୟବସ୍ଥା : ହତ୍ୟା ଧମକ ପରେ ତତ୍ପର ମୁମ୍ବାଇ ପୋଲିସ

ସିଦ୍ଧୁ ମୁସେୱାଲାଙ୍କ ପରେ ଗ୍ୟାଙ୍ଗଷ୍ଟରଙ୍କର ଟାର୍ଗେଟରେ ସଲମାନ୍‌ ।

Ranveer Kapoor - Alia Bhat
ଏପ୍ରିଲରେ ବିବାହ କରିବେ ବଲିଉଡ୍‌ର କ୍ୟୁଟ୍‌ ଯୋଡ଼ି ରଣବୀର-ଆଲିଆ, ଏମାନଙ୍କୁ ରହିଛି ନିମନ୍ତ୍ରଣ

ରଣବୀର ଓ ଆଲିଆଙ୍କ ବିବାହକୁ ନେଇ ବେଶ୍ କିଛି ଦିନରୁ ଚର୍ଚ୍ଚା ହେଉଥିଲା । ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଗସିପ୍‌ ଗଳିରେ ଖୁବ୍‌ ଆଲୋଚନା ହୋଇଛି ।

ed
ପାନାମା ପେପର ଲିକ୍ ମାମଲାରେ ଐଶ୍ୱର୍ଯ୍ୟାଙ୍କୁ ଇଡିର ସମନ

ପାନାମା ପେପର୍ସ ଲିକ୍‌ ମାମଲାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡିର ସମନ୍‌। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ପଚରା ଉଚରା ଲାଗି ସମନ ପଠାଇଛି।

Viki - Katrina
ବିବାହ ପରେ ୨୫୦ କୋଟିର ମାଲିକ, ତଥାପି ଘର ଭଡ଼ା ନେଇ ରହିବେ କ୍ୟାଟ୍‌-ଭିକି ! କାହିଁକି ?

ଯଦି ଆମେ ଭିକି କୌଶଲଙ୍କ ସମ୍ପତ୍ତି ବିଷୟରେ କଥା ହେବା, ତେବେ ସେ ମାତ୍ର ୬ ବର୍ଷର ଚଳଚ୍ଚିତ୍ର କ୍ୟାରିୟରରେ ପ୍ରାୟ ୨୫ କୋଟି ଟଙ୍କା ରୋଜଗାର କରିସାରିଲେଣି ।

amir
ତୃତୀୟ ଥର ବିବାହ କରିବାକୁ ଯାଉଛନ୍ତି ଅମୀର ଖାନ ? ଚର୍ଚ୍ଚା ଜୋରଦାର୍ . . .

ଫିଲ୍ମ ସହ ଅମୀର ଖାନ କୁଆଡେ ତୃତୀୟ ବିବାହକୁ ନେଇ ବ୍ୟସ୍ତ ଥିବା କୁହାଯାଉଛି । ଫିଲ୍ମ ରିଲିଜ ପରେ ସେ ନିଜ ତୃତୀୟ ବିବାହ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଫିଲ୍ମ ରିଲିଜରେ ଯେମିତି କିଛି ବାଧା ନ ଆସେ ସେଥିପାଇଁ ଅମୀର ଏବେ ବିବାହକୁ ନେଇ ଘୋଷଣା କରୁ ନାହାନ୍ତି ବୋଲି ଶୁଣାଯାଉଛି

preity zinta became a mother
ଯାଆଁଳା ସନ୍ତାନର ମା’ ହେଲେ ପ୍ରୀତି ଜିଣ୍ଟା

୪୬ ବର୍ଷ ବୟସରେ ମାଆ ହେଲେ ଅଭିନେତ୍ରୀ ପ୍ରୀତି ଜିଣ୍ଟା । ପ୍ରୀତି ଓ ତାଙ୍କ ସ୍ୱାମୀ ସରୋଗେସୀ ଜରିଆରେ ପିତାମାତା ହୋଇଥିବା ଜଣାଯାଇଛି। ଏହି ଖବରକୁ ସେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଶେୟାର କରିବା ସହ ସରୋଗେଟ ମା’ ଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।