• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

aditya-pic
ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ଆଦିତ୍ୟ, ବିକ୍ରି କରିବେ ବାଇକ୍‌!

ମୁମ୍ବାଇ: କରୋନା ମହାମାରୀ ଅନେକ ଲୋକଙ୍କୁ ଠାରୁ ରୋଜଗାର ଛଡାଇନେଇଛି। ଅନେକ ଲୋକ ବୃତ୍ତି ହରାଇ ଅର୍ଥିକ ସମସ୍ୟାରେ ଗତି କରିଛନ୍ତି।  ସାଧାରଣ ଲୋକଙ୍କ ପରି  ଗାୟକ ଆଦିତ୍ୟ ନାରାୟଣ ମଧ୍ୟ ଏହି ସମୟରେ ବହୁତ ସଂଘର୍ଷ କରୁଛନ୍ତି। ଯଦିଓ ଏହି ସମୟରେ ସେ ତାଙ୍କ ବିବାହ ଖବର ହେତୁ ସମ୍ବାଦରେ ଅଛନ୍ତି, କିନ୍ତୁ ତାଙ୍କର ଆର୍ଥିକ ସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ଏକ ନ୍ୟୁଜ୍ ପୋର୍ଟାଲକୁ ଦେଇଥିବା ଏକ ସାକ୍ଷାତକାରରେ ଆଦିତ୍ୟ କହିଛନ୍ତି, ଏହି […]

  • Thursday, 22 July 2021
tamanna 1
ପାକ୍‌ କ୍ରିକେଟରଙ୍କୁ ବିବାହ କରିବେ କି ତମନ୍ନା ? ଜାଣନ୍ତୁ ସତ ଘଟଣା...

ମୁମ୍ବାଇ: ବିବାହ ପାଇଁ ବର୍ତ୍ତମାନ କୌଣସି ପ୍ଲାନିଂ ନ ଥିବା କହୁଥିବା ବାହୁବଳୀ ଫେମ୍‌ ଆକ୍ଟ୍ରିସ୍‌ ତମନ୍ନା ଭାଟ୍ଟିଆଙ୍କୁ ନେଇ ପୁଣି ଚର୍ଚ୍ଚା। ଜଣେ ପାକିସ୍ତାନୀ କ୍ରିକେଟରଙ୍କ ସହ ତାଙ୍କର ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ପାକ୍‌ କ୍ରିକେଟର ଅବଦୁଲ୍‌ ରଜ୍ଜକ୍‌ଙ୍କ ସହ ତମନ୍ନାଙ୍କ ଏହି ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଉଭୟ ଏକ ଏକ ଜୁଏଲାରୀ ଶପ୍‌ରେ ଅଛନ୍ତି। ରଜ୍ଜକ୍‌ ହାତରେ‌ କିଛି ଜୁଏଲାରୀ ଧରି ଥିବାବେଳେ ତମନ୍ନା […]

  • Thursday, 22 July 2021
rishi kapoor 2
ଅଭିନେତା ଋଷି କପୁର୍‌ଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଋଷି କପୁର୍‌ଙ୍କ ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେ ‌ମୁମ୍ବାଇ ସ୍ଥିତ ସାର୍‌ ଏଚ୍‌.ଏନ୍‌. ରିଲାଏନ୍ସ ଫାଉଣ୍ଡେସନ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ସେ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ବୁଧବାର ସକାଳେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏନେଇ ଋଷିଙ୍କ ଭାଇ ରଣଧୀର କପୁର ସୂଚନା ଦେଇଥିଲେ। ଋଷି କପୁରଙ୍କ ମୃତ୍ୟୁ ଖବରକୁ ନେଇ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି […]

  • Thursday, 22 July 2021
rishi kapoor
ଋଷି କପୁର୍‌ ଅସୁସ୍ଥ

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଋଷି କପୁର୍‌ ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ମୁମ୍ବାଇ ସ୍ଥିତ ସାର୍‌ ଏଚ୍‌.ଏନ୍‌. ରିଲାଏନ୍ସ ଫାଉଣ୍ଡେସନ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରଯାଇଛି। ସେ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ବୁଧବାର ଦିନ ସକାଳେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏନେଇ ଋଷିଙ୍କ ଭାଇ ରଣଧୀର କପୁର ସୂଚନା ଦେଇଛନ୍ତି। ବର୍ତ୍ତମାନ ତାଙ୍କ(ଋଷି) ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ରଣଧୀର କହିଛନ୍ତି। ୨୦୧୮ରେ ସେ କ୍ୟାନସରରେ ପୀଡିତ ହୋଇଥିଲେ। ତା’ପରେ ପ୍ରାୟ […]

  • Thursday, 22 July 2021
irrfan-khan
ବଲିଉଡ୍‌ ଅଭିନେତା ଇର୍‌ଫାନ୍‌ ଖାନ୍‌ଙ୍କ‌ ପରଲୋକ

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ୍‌ ଅଭିନେତା ଇର୍‌ଫାନ୍‌ ଖାନ୍‌ଙ୍କର ଆଜି‌ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା। ସେ ଗତ ମଙ୍ଗଳବାର ଦିନ କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ବୃହତନ୍ତ୍ର  ବା ମଳଦ୍ୱାରରେ ସଂକ୍ରମଣ (କୋଲୋନାଲ୍‌ ଇନ୍‌ଫେକ୍ସନ୍‌) ଯୋଗୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଇର୍‌ଫାନଙ୍କ ମୁଖପାତ୍ର କହିଥିଲେ। ତାଙ୍କ ସହିତ ତାଙ୍କ ପୂରା ପରିବାର ଡାକ୍ତରଖାନାରେ ଥିଲେ। ତାଙ୍କୁ କ୍ୟାନ୍‌ସର୍‌ ମଧ୍ୟ ହୋଇଥିଲା […]

  • Thursday, 22 July 2021
mithoon
ମିଥୁନ ଚକ୍ରବର୍ତ୍ତୀଙ୍କ ପିତାଙ୍କ ପରଲୋକ

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପିତା ବସନ୍ତକୁମାର ଚକ୍ରବର୍ତ୍ତୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ସୂଚନା ଅନୁସାରେ, ବସନ୍ତକୁମାର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଗତକାଲି ମୁମ୍ବାଇରେ ତାଙ୍କର ଦେହାନ୍ତ ହୋଇଛି। ଶୁଟିଂ ପାଇଁ ବେଙ୍ଗାଲୁରୁ ଯାଇଥିବା ମିଥୁନ ଲକଡାଉନ ଯୋଗୁ ସେଠାରେ ଫସି ରହିଛନ୍ତି। ମିଥୁନଙ୍କ ପିତାଙ୍କ ଦେହାନ୍ତ ନେଇ ଜଣାଶୁଣା ବେଙ୍ଗଲୀ ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତା ଟ୍ୱିଟ କରି ସମବେଦନା ଜଣାଇଛନ୍ତି। My […]

  • Thursday, 22 July 2021
prabhas
ପ୍ରଭାସଙ୍କ ସହ ରିଲେସନ୍‌ସିପ୍‌କୁ ନେଇ ମୁହଁ ଖୋଲିଲେ ଅନୁଷ୍କା

ମୁମ୍ବାଇ: ବଲିଉଡ଼ରେ ଯେମିତି ସୁପରଷ୍ଟାର ସଲମାନ୍ ଖାନ୍‌ଙ୍କ ବିବାହକୁ ନେଇ ସବୁବେଳେ ଚର୍ଚ୍ଚା, ସେମିତି ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ବାହୁବଳୀ ଷ୍ଟାର ପ୍ରଭାସଙ୍କ ବିବାହକୁ ନେଇ ମଧ୍ୟ ଗତ କିଛି ବର୍ଷ ହେବ ଚାଲିଛି ଚର୍ଚ୍ଚା।  ପୂର୍ବରୁ ଅନେକ ଥର ପ୍ରଭାସ ଓ ବାହୁବଳୀ କୋ-ଷ୍ଟାର୍‌ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ଆଫାୟର୍ସକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳିଥିଲା। ଏପରିକି ଉଭୟ ଡେଟିଂ କରୁଥିଲେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା। ହେଲେ ଏସବୁ ଗୁଜବକୁ ନେଇ ମୁହଁ […]

  • Thursday, 22 July 2021
rakhi
ରାକ୍ଷୀ ଦେଲେ କରୋନା ଟିପ୍ସ

ମୁମ୍ବାଇ: କରୋନା ଭାଇରସ୍‌କୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ। ଏଭଳି ସ୍ଥିତିରେ ସଂକ୍ରମଣରୁ ନିଜକୁ କେମିତି ରକ୍ଷା କରିବେ ? କ’ଣ କ’ଣ ସତର୍କତା ଓ ପଦକ୍ଷେପ ଗ୍ରହଣ କରିବେ ? ସେନେଇ ଲୋକଙ୍କୁ ସଚେତନତା କରାଯାଉଛି। ଅନେକ ସେଲେବ୍ରିଟି ମଧ୍ୟ କରୋନାଠୁ ନିଜକୁ କେମିତି ରକ୍ଷା କରିବେ ସେନେଇ ଲୋକଙ୍କୁ ସଚେତନତା କରିବା ପାଇଁ ପ୍ରୟାସ କରୁଛନ୍ତି। ଏସବୁ ଭିତରେ ବଲିଉଡ୍‌ ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ କରୋନାକୁ ନେଇ ଚିନ୍ତା ପ୍ରକଟ କରିବା […]

  • Thursday, 22 July 2021
salman-khan-02
ସଲମାନ୍‌ଙ୍କୁ କରୋନା ଭୟ !

ମୁମ୍ବାଇ: ସାରା ଦେଶରେ ଏବେ କରୋନା ଭାଇରସ୍‌ର ଭୟ। ଏହି ଆତଙ୍କରୁ ଫିଲ୍ମ ଇଣ୍ଡଷ୍ଟ୍ରି ବି ବର୍ତ୍ତିପାରିନାହିଁ। ଏହି ପ୍ରାଣଘାତୀ ରୋଗ ଭୟରେ ବହୁ ଫିଲ୍ମଷ୍ଟାର ନିଜର ଶୋ’ ଓ ଟୁର୍‌ କ୍ୟାନସ୍‌ଲ୍‌ କରି ସରିଲେଣି। ଦବଙ୍ଗ ଖାନ୍ ସଲମାନ୍‌ ଖାନ୍‌ ବି କରୋନା ଭାଇରସ୍‌କୁ ନେଇ ଭୟଭୀତ ହୋଇପଡ଼ିଛନ୍ତି। ସଲ୍‌ମାନ୍‌ ନିଜ ଅପକମିଂ ଫିଲ୍ମ ‘ରାଧେ : ୟୋର୍‌ ମୋଷ୍ଟ ୱାଣ୍ଟେଡ୍‌ ଭାଇ’ ଶୁଟିଂ ବନ୍ଦ କରିଦେଇଛନ୍ତି। ସୂଚନା ଅନୁଯାୟୀ, ସଲ୍‌ମାନ୍‌ଙ୍କ ଫିଲ୍ମ ‘ରାଧେ’ର କିଛି […]

  • Thursday, 22 July 2021
kareena
ପରଦାରେ ଏକାଠି ନଜର ଆସିବେ କରୀନା-କରିସ୍ମା !

ମୁମ୍ୱାଇ: ପରଦାରେ ଏକାଠି ଦେଖିବାକୁ ମିଳିପାରେ ବଲିଉଡ୍‌ରେ ସର୍ବଦା ଲାଇମ୍‌ ଲାଇଟ୍‌ରେ ରହୁଥିବା କପୁର ସିଷ୍ଟର୍ସ କରୀନା କପୁର ଓ କରିସ୍ମା କପୁରଙ୍କୁ। ପରଦାରେ କେବେବି ଏକାଠି ନଜର ଆସି ନାହାନ୍ତି ଏହି କପୁର ସିଷ୍ଟର୍ସ। ମିଳିଥିବା ସୂଚନା ଅନୁସାରେ କରିସ୍ମା ଓ କରୀନା ୨୦୦୧ରେ ରିଲିଜ୍‌ ହୋଇଥିବା ପିଲ୍ମ ‘ଜୁବୈଦା’ର ସିକ୍ୱେଲ୍‌ ‘ଋତ୍‌ବା’ରେ ଅଭିନୟ କରିପାରନ୍ତି। ‘ଜୁବୈଦା’ର ସ୍କ୍ରିପ୍ଟ ଖାଲିଦ ମହମ୍ମଦ ଲେଖିଥିଲେ। ଆଉ ଏବେ ସେ ଏହାର ସିକ୍ୱେଲ୍‌ ପାଇଁ ଯୋଜନା କରୁଛନ୍ତି। ଏହାକୁ ନେଇ […]

  • Thursday, 22 July 2021
neha
ନେହା-ଆଦିତ୍ୟଙ୍କ ବିବାହକୁ ନେଇ ଉଦିତ୍‌ଙ୍କ ଖୁଲାସା, କହିଲେ- ବିବାହ ପାଇଁ ମୁଁ ମୋ ପୁଅକୁ କହିଥିଲି ହେଲେ...

ମୁମ୍ବାଇ: ଗତ କିଛିଦିନ ଧରି ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଓ ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଯେବେଠୁ ଉଭୟଙ୍କ ବିବାହ କଥା ଉଠିଲାଣି ସେବେଠୁ ଉଭୟଙ୍କୁ ନେଇ ବିଭିନ୍ନ ପ୍ରକାର କଥା ଆଲୋଚନା ହେଉଛି। ଏରପିକି ଉଦିତ୍‌ ଖୋଦ୍‌ ନିଜେ ନେହାଙ୍କ ସହ ପୁଅ ଆଦିତ୍ୟଙ୍କ ବିବାହକୁ ନେଇ ‘ଇଣ୍ଡିଆନ୍‌ ଆଇଡଲ୍‌ ୧୧’ ଶୋ’ରେ କହିଥିଲେ। ଏପରିକି ସେ ନେହାଙ୍କୁ, ଆଦିତ୍ୟଙ୍କ ନାଁ ଧରି […]

  • Thursday, 22 July 2021
pallavi
ଅଭିନେତା ଅର୍ଦ୍ଧେନ୍ଦୁଙ୍କ ହାତ ଧରିଲେ ମହାରଥୀଙ୍କ ଝିଅ

ଭୁବନେଶ୍ୱର: ଓଡ଼ିଆ ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁଙ୍କ ହାତ ଧରିଲେ ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ ମହାରଥୀ। ଗତକାଲି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ପଲ୍ଲବୀ। ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଗ୍ରାଉଣ୍ଡ୍‌ରେ ବେଶ୍‌ ଧୂମ୍‌ଧାମରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ବିବାହ ଉତ୍ସବରେ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ମନ୍ତ୍ରିମଣ୍ଡଳର ଅଧିକାଂଶ ସଦସ୍ୟ ଯୋଗ ଦେଇଥିଲେ। ସେହିଭଳି ରାଜନୀତି, ବ୍ୟବସାୟ, […]

  • Thursday, 22 July 2021
neha
ଏକ୍ସ ବୟଫ୍ରେଣ୍ଡଙ୍କୁ ନେହାଙ୍କ ଚେତାବନୀ, କହିଲେ- ମୁଁ ଯଦି ମୁହଁ ଖୋଲିବି...

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଗାୟିକା ନେହା କକ୍କର ଏବେ ନିଜ ଲଭ୍‌ ଲାଇଫ୍‌କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କ ଏକ୍ସ ବୟଫ୍ରେଣ୍ଡ ହିମାଂଶ କୋହଲି, ନେହାଙ୍କ ସହ ତାଙ୍କ ବ୍ରେକଅପ୍‌କୁ ନେଇ ବୟାନ ଦେଇଥିଲେ। ସେ କହିଥିଲେ ଯେ ସେ ଏ ସବୁକୁ ନେଇ ଅନେକ ଦିନ ହେଲାଣି ଚୁପ୍‌ ରହିଥିଲେ, ସେଥିପାଇଁ ଲୋକଙ୍କ ମନରେ ତାଙ୍କ ବିଷୟରେ ଭୁଲ୍‌ ଧାରଣା ଆସିଥିଲା। ତେବେ ହିମାଂଶଙ୍କ ବୟାନ ପରେ ନେହା ବହୁତ ରାଗି ଯାଇଛନ୍ତି […]

  • Thursday, 22 July 2021
odisha
ଫିଲ୍ମ ‘ଅନୁ ଦିଦି ନଟ୍ ଆଉଟ୍‌’ର ଶୁଭ ମହୁରତ

ଭୁବନେଶ୍ୱର: ନୂଆ ଓଡ଼ିଆ ଫିଲ୍ମ ‘ଅନୁ ଦିଦି ନଟ୍ ଆଉଟ୍‌’ର ଶୁଭ ମହୁରତ ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍‌ ଅନ୍ତର୍ଗତ ତାଡକି ଗାଁରେ ସିନେମାର ଷ୍ଟାରକାଷ୍ଟଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି। ତରଙ୍ଗ ସିନେ ପ୍ରଡକ୍ସନ ନିବେଦିତ ଓ କୁହୁ ସିନେ ଫ୍ଲେକ୍ସ ପ୍ରଯୋଜିତ ଫିଲ୍ମ ‘ଅନୁ ଦିଦି ନଟ୍ ଆଉଟ୍‌’ ଆସନ୍ତା ଅନ୍ତର୍ଜାତୀୟ ମହିଳା ଦିବସରେ ରିଲିଜ୍ ହେବ। ମହିଳା କୈନ୍ଦ୍ରିକ ଏହି ସିନେମାରେ ଜଣେ ଅଧ୍ୟାପିକା ଭାବେ ନଜର […]

  • Thursday, 22 July 2021
ktkh-1
ବନ୍ଦ ହୋଇପାରେ ‘କହାଁ ହମ୍‌ କହାଁ ତୁମ୍‌’ ଧାରାବାହିକ

ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ଧାରାବାହିକ ’ ‘କହାଁ ହମ୍‌ କହାଁ ତୁମ୍‌’ ଦର୍ଶକଙ୍କ ମନ ଜିତିବାରେ ବେଶ୍‌ ସଫଳ ହୋଇଛି। ଦର୍ଶକଙ୍କୁ ରୋହିତ ଓ ସୋନାକ୍ଷୀଙ୍କ ଯୋଡ଼ି ବେଶ୍ ଭଲ ଲାଗୁଥିବାବେଳେ ଉଭୟଙ୍କ ଅନ୍‌ସ୍କ୍ରିନ୍‌ କେମେଷ୍ଟ୍ରି ମଧ୍ୟ ଜବରଦସ୍ତ ରହିଛି। ଏପରିକି ଫ୍ୟାନ୍‌ମାନେ ଏମାନଙ୍କ ନାଁରେ ‌ଅନେକ ସୋଶାଲ୍‌ ମିଡିଆ ପେଜ୍‌ ମଧ୍ୟ ଚଲାଉଛନ୍ତି। ହେଲେ ଏସବୁ ଭିତରେ ଏହି ଶୋ’ ବନ୍ଦ ହୋଇଯିବ ବୋଲି ଶୁଣିବାକୁ ମିଳୁଛି।  ସୂଚନା ଅନୁଯାୟୀ, ଏହି ଶୋ’ ମାର୍ଚ୍ଚ ୧୪ […]

  • Thursday, 22 July 2021
siddharth shukla
ସିଦ୍ଧାର୍ଥ ଶୁକ୍ଲା ବିଗ୍‌ ବସ୍‌ ୧୩ ବିଜେତା

ମୁମ୍ବାଇ: ଲୋକପ୍ରିୟ ଟିଭି ତାରକା ସିଦ୍ଧାର୍ଥ ଶୁକ୍ଲା ବିଗ୍‌ ବସ୍‌ ୧୩ ବିଜେତା ହୋଇଛନ୍ତି। ଶୋ’ର ହୋଷ୍ଟ ତଥା ସୁପରଷ୍ଟାର ସଲମାନ ଖାନ୍‌ଙ୍କଠାରୁ ସେ ବିଧିବଦ୍ଧ ଭାବେ ଟ୍ରଫି ଏବଂ ୫୦ ଲକ୍ଷ ଟଙ୍କାର ଚେକ୍‌ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ଅସୀମ ରିଆଜ୍‌ ପ୍ରଥମ ରନର୍‌-ଅପ୍‌ ହୋଇଛନ୍ତି। ତେବେ ସିଦ୍ଧାର୍ଥଙ୍କ ପାଇଁ ଏହି ବିଜୟ ଏତେ ସହଜ ନ ଥିଲା। ତାଙ୍କର ବଡ଼ ଗୁଣ ଥିଲା ସେ ଭଲ ବନ୍ଧୁତା ଦେଖାଇ ପାରିଥିଲେ। ତାଙ୍କୁ ‘ଭାଲୁ’ ଓ […]

  • Thursday, 22 July 2021
neha
ନେହା-ଆଦିତ୍ୟଙ୍କ ବିବାହକୁ ନେଇ ଭାଇ ଟୋନି କଲେ ଏମିତି ଖୁଲାସା

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଓ ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କ ବିବାହକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଉଭୟେ ଆସନ୍ତା ଫେବୃଆରୀ ୧୪ରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ‘ଇଣ୍ଡିଆନ୍‌ ଆଇଡଲ୍‌ ୧୧’ ଶୋ’ରେ ଉଦିତ୍‌ ଓ ତାଙ୍କ ପତ୍ନୀ ନେହାଙ୍କୁ ବୋହୂ କରିବାକୁ ଚାହୁଁଥିବା କଥା କହିବା ପରେ ଚର୍ଚ୍ଚା ଆହୁରି ଜୋର ଧରିଥିଲା। ଏସବୁ ଭିତରେ ନେହାଙ୍କ ଭାଇ ଟୋନି କକ୍କର, ନେହା ଓ […]

  • Thursday, 22 July 2021
rajnikanth
ଅଡ଼ୁଆରେ ସୁପରଷ୍ଟାର ରଜନୀକାନ୍ତ, ଗିରଫ ଦାବି କଲେ ଲୋକେ

ନୂଆଦିଲ୍ଲୀ: Man Vs Wild ଶୋ‘ରେ ଶୁଟିଂକୁ ନେଇ ଏବେ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ। କିଛିଦିନ ତଳେ ଶୁଣିବାକୁ ମିଳିଥିଲା, ବେୟର ଗ୍ରିଲ୍ସଙ୍କ ସହ ଶୁଟିଂ ସମୟରେ ରଜନୀକାନ୍ତ ଆହତ ହୋଇଥିଲେ। ହେଲେ ପରେ ଏହି ଘଟଣାକୁ ନେଇ ଗ୍ରିଲ୍ସ ସଫେଇ ଦେଇଥିଲେ। ଏହାପରେ ମଧ୍ୟ ରଜନୀକାନ୍ତଙ୍କୁ ନେଇ ଚର୍ଚ୍ଚା ଥମି ନ ଥିଲା। ଏହି ଶୋ’ରେ ସୁଟିଂକୁ ନେଇ ଏବେ ସେ ଫସି ଯାଇଥିବା ଜଣାପଡ଼ିଛି। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ […]

  • Thursday, 22 July 2021
salman khan
ଉଧାର ଟଙ୍କା ଫେରାଇବାକୁ ଭୁଲି ଯାଇଛନ୍ତି ସଲମାନ୍‌ !

ମୁମ୍ବାଇ: ସମସ୍ତ ଜାଣନ୍ତି ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ ଅଧିକ ଟଙ୍କା ଇନ୍‌କମ୍‌ କରୁଥିବା ସେଲେବ୍ରେଟି ମାନଙ୍କ ମଧ୍ୟରୁ ଅନ୍ୟତମ। ହେଲେ ଆପଣ ଜାଣନ୍ତି ବଲିଉଡ୍‌ ଭାଇଜାନ୍‌ ବି ଟଙ୍କା ଉଧାରରେ ଆଣିଛନ୍ତି। ସବୁଠାରୁ ବଡ଼ କଥା ଉଧାରରେ ଆଣିଥିବା ଏହି ଟଙ୍କାକୁ ସେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏପର୍ଯ୍ୟନ୍ତ ଫେରାଇ ନାହାନ୍ତି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଏକ ଇଭେଣ୍ଟ୍‌ରେ ସଲମାନ୍‌ ନିଜେ ଏହି ଘଟଣାର ଖୁଲାସା କରିଛନ୍ତି। ଜଣେ ସାଇକେଲ୍‌ ମେକାନିକ୍‌ଙ୍କ […]

  • Thursday, 22 July 2021
jagan shakti
‘ମିଶନ୍‌ ମଙ୍ଗଲ୍‌’ର ନିର୍ଦ୍ଦେଶକ ଜଗନ ଶକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର

ମୁମ୍ବାଇ: ବଲିଉଡ୍‌ ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ  ‘ମିଶନ୍‌ ମଙ୍ଗଲ୍‌’ର ନିର୍ଦ୍ଦେଶକ ଜଗନ ଶକ୍ତି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ତାଙ୍କ ବ୍ରେନ୍‌ରେ ବ୍ଲଡ୍‌ କ୍ଲଟ୍ ହୋଇଯାଇଛି। ଫଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି।  ସେ ଫିଲ୍ମ ‘ମିଶନ୍‌ ମଙ୍ଗଲ୍‌’ରୁ ହିଁ ବଲିଉଡ୍‌ରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ ଆରମ୍ଭ କରିଥିଲେ। ସେ ମୁମ୍ବାଇରେ ବନ୍ଧୁଙ୍କ ଗହଣରେ ଥିବା […]

  • Thursday, 22 July 2021
ranu
ରାନୁଙ୍କୁ ଟ୍ରୋଲିଂ ନେଇ ହିମେଶ୍‌ ଦେଲେ ଏମିତି ରିଆକ୍ସନ

ମୁମ୍ବାଇ: ରେଲ୍‌ୱେ ଷ୍ଟେସନରୁ ସିଧା ବଲିଉଡ୍‌ରେ ପାଦ ଥାପି ଥିବା ରାନୁ ମଣ୍ଡଳଙ୍କୁ କିଏ ବା ନ ଜାଣେ ?୨୦୧୯ରେ ଦେଶର ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରାନୁ ସ୍ଥାନ ପାଇଥିଲେ। ଏପରିକି ଗୁଗୁଲ୍‌ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ଟପ୍ ଟେନ୍ ମୋଷ୍ଟ୍‌ ସର୍ଚ୍ଚଡ୍‌ ପର୍ସନ୍‌ ତାଲିକାରେ ସେ ସପ୍ତମ ସ୍ଥାନରେ ମଧ୍ୟ ଥିଲେ। ପ୍ରଖ୍ୟାତ ବଲିଉଡ୍ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ହିମେଶ୍ ରେଶମିୟା ନିଜେ ତାଙ୍କ ଫିଲ୍ମ “ହାପି ହାର୍ଡି ଏଣ୍ଡ୍‌ ହିର୍‌”ରେ ଗୀତ […]

  • Thursday, 22 July 2021
neha
ନେହା-ଆଦିତ୍ୟଙ୍କ ବିବାହକୁ ନେଇ ଏମିତି କହିଲେ ଉଦିତ୍‌

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କୁ ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟେ ଆସନ୍ତା ଫେବୃଆରୀ ୧୪ରେ ବିବାହ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏସବୁ ଭିତରେ ଉଦିତ୍ ନାରାୟଣ ପୁଅର ବିବାହକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ନେହାଙ୍କ ସହ ଆଦିତ୍ୟଙ୍କ ବିବାହକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ଉଦିତ୍‌ କହିଛନ୍ତି, “ନେହା କକ୍କର ଜଣେ ବହୁତ ଭଲ ଝିଅ। ସେ […]

  • Wednesday, 21 July 2021
natasha-1
ହାର୍ଦ୍ଦିକ୍‌ଙ୍କ ଦୁଲ୍‌ହନ୍‌ କେମିତି ହେଲେ ରାନୁ ?

ମୁମ୍ବାଇ: ନୂଆବର୍ଷରେ ନୂଆ ଖବର ଦେଇ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଫ୍ୟାନ୍ସଙ୍କୁ ଚମକାଇ ଦେଇଥିଲେ।  ବଲିଉଡ୍‌ ଅଭିନେତ୍ରୀ ତଥା ଦୀର୍ଘ ଦିନର ପ୍ରେମିକା ନତାଶା ଷ୍ଟାନକୋଭିକଙ୍କୁ ରିଙ୍ଗ୍‌ ପିନ୍ଧାଇ ହାର୍ଦ୍ଦିକ ତାଙ୍କ ପ୍ରେମର ପରିପ୍ରକାଶ କରିଥିଲେ। ଏହାପରେ ସେମାନଙ୍କର ଏନ୍‌ଗେଜ୍‌ମେଣ୍ଟ୍‌ ଫଟୋ ସାମ୍ନାକୁ ଆସିଥିଲା। ସୋଶାଲ୍‌ ମିଡିଆରେ ହାର୍ଦ୍ଦିକଙ୍କ ଏନ୍‌ଗେଜ୍‌ମେଣ୍ଟ୍‌ ଫଟୋ ଓ ଭିଡିଓ ଭାଇରାଲ ହେବାପରେ ଲୋକମାନେ ଟ୍ରୋଲ୍‌ କରିବା ଆରମ୍ଭ କରି ଦେଇଛନ୍ତି। ଏନ୍‌ଗେଜ୍‌ମେଣ୍ଟ୍‌ ପରେ ନତାଶା, ହାର୍ଦ୍ଦିକଙ୍କ ସହ ପୁଣି ଆଉ ଏକ […]

  • Wednesday, 21 July 2021
neha
ଆଦିତ୍ୟଙ୍କ ସହ ନେହାଙ୍କ ସର୍ମ୍ପକଙ୍କୁ ପରିବାର ଲୋକଙ୍କ ସହମତି !

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କୁ ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଛି।  ‘ଇଣ୍ଡିଆନ୍‌ ଆଇଡଲ୍‌ ୧୧’ ଶୋ’ରେ ଉଦିତ୍‌ ନାରାୟଣ ଓ ତାଙ୍କ ପତ୍ନୀଙ୍କୁ ଦେଖିବାକୁ ମିଳିଛି, ଯେଉଁଠି ଉଭୟ ପତି-ପତ୍ନୀ ନେହାଙ୍କୁ ବୋହୂ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ଏପରିକି ଉଦିତ୍‌ କହିଛନ୍ତି,  ପ୍ରଥମ ଏପିସୋଡ୍‌ରୁ ସେ ଏହି ଶୋ’କୁ ଫଲୋ କରୁଛନ୍ତି ଓ ଏହା ପଛରେ ୨ଟି କାରଣ ରହିଛି। […]

  • Wednesday, 21 July 2021
aishwarya rai
ନିଜକୁ ଐଶ୍ୱର୍ଯ୍ୟାଙ୍କ ପୁଅ ବୋଲି କହୁଛନ୍ତି ଏହି ୩୨ ବର୍ଷୀୟ ଯୁବକ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ବିଶ୍ୱର ଅନ୍ୟତମ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏକ ୩୨ ବର୍ଷର ପୁଅ ଅଛି ! ଏକଥା ଆମେ କହୁନୁ ଏହା ଏହି ଯୁବକ ଜଣକ କହିଛନ୍ତି। ଐଶ୍ୱର୍ଯ୍ୟା ରାୟ ତାଙ୍କ ମା’ ବୋଲି ଯୁବକ ଜଣକ ଦାବି କରିଛନ୍ତି। ଶୁଣିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲା ନା ? କଥାଟା ବି ଏମିତି ଯେ କେହିବି ଶୁଣିବେ ବିଶ୍ୱାସ କରିପାରିବେନି। ସମସ୍ତେ ଜାଣନ୍ତି ଐଶ୍ୱର୍ଯ୍ୟା ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପୁଅ […]

  • Wednesday, 21 July 2021