• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sonam Kapoor

bhaag milkha bhaag will rerelease in theatre on 6 august
ଆଉ ଥରେ ରିଲିଜ୍ ହେବ 'ଭାଗ୍‌ ମିଲ୍‌ଖା ଭାଗ୍‌'; ଜାଣନ୍ତୁ କେବେ

୨୦୧୩ ମସିହାରେ ରିଲିଜ୍ ହୋଇଥିବା 'ଭାଗ୍‌ ମିଲ୍‌ଖା ଭାଗ୍‌'କୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ବର୍ତ୍ତମାନ ଏହି ଚଳଚ୍ଚିତ୍ର ରିଲିଜ୍ ହେବାର ଏକ ଦଶନ୍ଧି ସମାପ୍ତ ହୋଇଛି। ଏହି ଅବସରରେ ଫିଲ୍ମ ନିର୍ମାତା ଦର୍ଶକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ଫିଲ୍ମକୁ ପୁଣି ଥରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଘୋଷଣା କରିଛନ୍ତି।

Sonam kapoor opened up about being trolled for her pregnancy photoshoot
ମାଟର୍‌ନିଟୀ ଫଟୋସୁଟ୍‌କୁ ନେଇ ଟ୍ରୋଲ୍ ହେଇଥିଲେ ସୋନମ୍‌, ଏବେ ଜବାବ ଦେଲେ

ନିକଟରେ ଏକ ପୁତ୍ର ସନ୍ତାନର ମା’ ହୋଇଥିବା ସୋନମ କପୁର ତାଙ୍କ ପ୍ୟାରେଣ୍ଟିଂ ଡ୍ୟୁଟି ଏବଂ ପିଲାର ସ୍କୁଲ୍ ଶିକ୍ଷାକୁ ନେଇ ଯୋଜନା କରୁଥିବା କହିଛନ୍ତି। ଏହାରି ଭିତରେ ସେ ତାଙ୍କ ମାଟର୍‌ନିଟୀ ଫଟୋସୁଟ୍‌କୁ ନେଇ ହେଉଥିବା ଟ୍ରୋଲ୍‌ର ଜବାବ ଦେଇଛନ୍ତି।

Sonam Kapoor photos viral on social media
ସୋନମ କପୁରଙ୍କ ଡ୍ରେସ୍‌କୁ ନେଇ ପ୍ରତିକ୍ରିୟା ଦେଖେଇଲେ ଲୋକେ

ବଲିଉଡ୍ ଅଭିନେତ୍ରୀ ସୋନମ କପୁର ବହୁତ ଫେସନ ପ୍ରିୟ। ସେ ସବୁବେଳେ ନିଜର ଫେସନ ସେନ୍ସ ଓ ଷ୍ଟାଇଲିସ୍ ଲୁକ୍ ନେଇ ଚର୍ଚ୍ଚାରେ ଥାଆନ୍ତି। ତାଙ୍କର ଫେସନ ଚଏସ୍‌କୁ ମଧ୍ୟ ଲୋକେ ବହୁତ ପସନ୍ଦ କରନ୍ତି। ନିକଟରେ ସୋନମ କପୁର ଏକ ଫଟୋସୁଟ୍ କରିଥିଲେ। ଏହାର ଫଟୋକୁ ମଧ୍ୟ ସେ ସୋସିଆଲ୍ ମିଡିଆରେ ଶେୟାର କରିଥିଲେ। ଏହି ଫଟୋ ସୋସିଆଲ୍ ମିଡିଆରେ ପଡୁ ପଡୁ ଭାଇରାଲ ହୋଇଥିଲା।

sonam
ଆଜି ବିବାହ କରିବେ ସୋନମ୍ କପୁର୍

ବଲିଉଡ ଅଭିନେତ୍ରୀ ସୋନମ୍ କପୁରଙ୍କ ଆଜି ବାହାଘର। ବୟଫ୍ରେଣ୍ଡ ତଥା ବ୍ୟବସାୟୀ ଆନନ୍ଦ ଅହୁଜାଙ୍କ ସାତ ଜନ୍ମର ସାଥୀ ବନିବେ ସୋନମ୍। ଏନେଇ ପୁରା କପୁର୍ ଫ୍ୟାମିଲି ଚଳ ଚଞ୍ଚଳ ହୋଇ ଉଠିଛି। ସୋନମ୍‌ଙ୍କ ପରିବାର ପକ୍ଷରୁ ଏନେଇ ସ୍ୱତନ୍ତ୍ର ଆୟୋଜନ ହୋଇଛି। ବିବାହ ପୂର୍ବରୁ ମେହେନ୍ଦୀ ଏବଂ ସଙ୍ଗୀତ ସରିଛି। ସୋନମ୍‌ଙ୍କ ମୁମ୍ବାଇ ବାସଭବନରେ ଗତ ଦୁଇ ଦିନ ଧରି ସମ୍ପକୀୟ ଏବଂ ବଲିଉଡ ଷ୍ଟାରଙ୍କ ଭିଡ ଜମିଲାଣି। ମିଳିଥିବା ସୂଚନା ମୁତାବକ ପାରମ୍ପରିକ ଶିଖ୍ […]

sonam kapoor
ସଜ ହେଉଛନ୍ତି ସୋନମ୍‌

ମୁମ୍ବାଇ: ଆଉମାତ୍ର କିଛିଦିନ ପରେ ବିବାହ ବନ୍ଧନରେ ଆବଦ୍ଧ ହେବେ ବଲିଉଡ଼ ଇଣ୍ଡଷ୍ଟ୍ରିର ଫ୍ୟାଶନ ଡିଭା ସୋନମ କପୁର। ଏଥିପାଇଁ ଏବେଠୁ ସୋନମ୍‌ ନିଜକୁ ସଜେଇବା ଆରମ୍ଭ କରିଦେଲେଣି। ଯଦିଓ ସୋନମଙ୍କ ବିବାହକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୋକ୍ତି ମିଳିନାହିଁ ତେବେ ପ୍ରତ୍ୟେକ ଦିନ ତାଙ୍କ ବିବାହକୁ ନେଇ କିଛି ନା କିଛି ନୂଆ ଖବର ଶୁଣିବାକୁ ମିଳୁଛି। ବର୍ତ୍ତମାନର ତାଜା ଖବର ମୁତାବକ, ବିବାହ ପାଇଁ ସୋନମଙ୍କ ଘରକୁ ସୁସଜ୍ଜିତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ […]

sonam kapoor
ବାହା ହେବେ, କିନ୍ତୁ କାର୍ଡ ଛାପିବେନି ସୋନମ୍‌!

ମୁମ୍ବାଇ: ବଲିଉଡ଼ ଇଣ୍ଡଷ୍ଟ୍ରିର ଫ୍ୟାଶନ ଡିଭା ସୋନମ କପୁର ଓ ଆନନ୍ଦ ଅହୁଜାଙ୍କ ବିବାହକୁ ନେଇ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଖବର ଶୁଣିବାକୁ ମିଳୁଛି। ବର୍ତ୍ତମାନ ମିଳିଥିବା ଜାଜା ଖବର ଅନୁଯାୟୀ, ସୋନମ ତାଙ୍କ ବିବାହ କାର୍ଡ ନ ଛପାଇବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁସାରେ, କାଗଜ ସଂରକ୍ଷଣକୁ ଆଖି ଆଗରେ ରଖି ସୋନମ ଓ ଆନନ୍ଦ ଏଭଳି ନିଷ୍ପତ୍ତି ନେଇଛନ୍ତି। ବିବାହ କାର୍ଡରେ ବହୁତ କାଗଜ ନଷ୍ଟ ହୋଇଥାଏ। ଫଳରେ ଏସବୁକୁ […]

sonam kapoor
ବିବାହ କରିବେ ସୋନମ୍!

ମୁମ୍ବାଇ: ଅନୁଷ୍କା ଶର୍ମାଙ୍କ ବିବାହ ପରେ ବର୍ତ୍ତମାନ ବଲିଉଡ଼ ଇଣ୍ଡଷ୍ଟ୍ରିର ଫ୍ୟାଶନ ଡିଭା ସୋନମ କପୁରଙ୍କ ଘରେ ସାହାନାଇର ବାଜିବ। ସୂଚନା ଅନୁସାରେ, ସୋନମ୍ ଜୁନ୍ ମାସରେ ତାଙ୍କ ଲଙ୍ଗ୍ ଟାଇମ୍ସ ବୟଫ୍ରେଣ୍ଡ ଆନନ୍ଦ ଅହୁଜାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। Veere Di Wedding ଫିଲ୍ମ ରିଲିଜ୍ ହେବାପରେ ସୋନମ୍ ଲଣ୍ଡନରେ ଆନନ୍ଦଙ୍କୁ ବିବାହ କରିବେ ବୋଲି ସୂଚନା ମିଳିଛି। ବିବାହକୁ ନେଇ ପରିବାର ସହ କଥାବାର୍ତ୍ତା: ବିବାହ କେଉଁଠି ହେବ ଭାରତରେ […]

katrina kaif
ବଲିଉଡ଼ର ଏହିସବୁ ଅଭିନେତ୍ରୀ ବି ହୋଇଥିଲେ ଅସଦାଚରଣର ଶିକାର

ବଲିଉଡ଼ ସେଲିବ୍ରେଟିମାନଙ୍କ ଭବ୍ୟ ଜୀବନଯାପନ ଶୈଳୀ ଆମ୍ଭମାନଙ୍କୁ ବେଶ୍ ଆକର୍ଷିତ କରିଥାଏ। ଏପରିକି ଆମ୍ଭେମାନେ ମଧ୍ୟ ସେମାନଙ୍କ ଲାଇଫଷ୍ଟାଇଲକୁ ଫଲୋ କରିଥାଉ। ଆମ୍ଭମାନଙ୍କ ମନ ମଧ୍ୟରେ ଥାଏ କି  ସେମାନଙ୍କ ଲାଇଫଷ୍ଟାଇଲ ଜଣେ ସାଧାରଣ ଲୋକ ଠାରୁ ସଂପୂର୍ଣ୍ଣ ଭିନ୍ନ ହେବା ସହ ଅତି ଉଚ୍ଚକୋଟୀର ମଧ୍ୟ ହୋଇଥାଏ। ମାତ୍ର ଆମ୍ଭେମାନେ କେବେବି ଭାବିନଥାଉ କି ସେମାନଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ କି କି ପ୍ରକାର ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଜଣେ ଫିଲ୍ଲ ଷ୍ଟାରଙ୍କ ଜୀବନ କେବଳ […]