• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

kk
ଆଜି ବେଶ ଜମିବ ବାଲିଯାତ୍ରାର ଆସର ; ଗୀତ ପରିବେଷଣ କରିବେ ବଲିଉଡି କଣ୍ଠଶିଳ୍ପୀ କେକେ

କଟକ  : କଟକ ବାଲିଯାତ୍ରାରେ ବଲିଉଡ କଣ୍ଠଶିଳ୍ପୀ କେକେ । ଦଲେର ମେହେନ୍ଦି ଓ ସୋନା ମହାପାତ୍ରଙ୍କ ଦମଦାର ପ୍ରଦର୍ଶନ ପରେ ଆଜି ସଂଗୀତ ପରିବେଷଣ କରିବେ କେକେ । ବାଲିଯାତ୍ରା ମଂଚରେ ଗୀତ ପରିବେଷଣ କରିବା ପାଇଁ ସେ ବେଶ ଉତ୍ସାହିତ ବୋଲି କହିଛନ୍ତି। କେକେ ପୂର୍ବରୁ ବାଲିଯାତ୍ରାରେ କେବେ ସଂଗୀତ ପରିବେଷଣ କରିନଥିବାବେଳେ ଏହା ବିଷୟରେ ସେ ଅନେକ କିଛି ଶୁଣିଛନ୍ତି ବୋଲି କହିଛନ୍ତି।  ଏଥର ସୁଯୋଗ ପାଇଥିବାରୁ କେକେ ବେଶ୍‌ ଖୁସିଅଛନ୍ତି। ଉଲ୍ଲେଖନୀୟ […]

  • Monday, 19 July 2021
sambalpur girl
ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଓଡିଆ ଝିଅ

ସମ୍ୱଲପୁର : ‘ମିସ୍‌ ଇଣ୍ଡିଆ’ ଇଣ୍ଟରନ୍ୟାଶନାଲ୍‌ ପ୍ରତିଯୋଗିତାରେ ଜଣେ ଓଡ଼ିଆ ଝିଅ।  ଇଣ୍ଡୋନେସିଆର୍ ଜାକର୍ତ୍ତାରେ ହେଉଥିବାର୍ ମିସ୍‌ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍‌ ଫାଇନାଲିଷ୍ଟ୍‌ ହୋଇପାରିଛନ୍ତି ପ୍ରତୀକ୍ଷା ମିଶ୍ର। ଭିନ୍ନ ଭିନ୍ନ ରାଉଣ୍ଡରେ ଜିତି ଟପ୍ ୨୫ରେ ନିଜର ସ୍ଥାନ ପକ୍କା କରିସାରିଛନ୍ତି ପ୍ରତୀକ୍ଷା। ଇଣ୍ଡିଆନ୍‌ ଫ୍ୟାସନ୍‌ ଫିଏଷ୍ଟା ପକ୍ଷରୁ ଆୟୋଜିତ ହେଉଛି ଏହି ପ୍ରତିଯୋଗିତା। ଏବେ ସେ ଜାକର୍ତ୍ତା ଯାତ୍ରା କରୁଛନ୍ତି। ପ୍ରତୀକ୍ଷାଙ୍କ ଘର ସମ୍ବଲପୁରରେ। +୨ ସାରି କୃଷି ବିଜ୍ଞାନୀ ହେବା ଲକ୍ଷ୍ୟ ରଖିଥିବା ପ୍ରତୀକ୍ଷାଙ୍କର ଫ୍ୟାସନ୍ […]

  • Monday, 19 July 2021
zarini khan
ଭୁବନେଶ୍ୱରରେ ବଲିଉଡ୍ ଅଭିନେତ୍ରୀ ଜରିନ୍ ଖାନ୍

ଭୁବନେଶ୍ୱର : ଭୁବନେଶ୍ୱର ଗସ୍ତରେ ବଲିଉଡ୍ ଅଭିନେତ୍ରୀ ଜରିନ୍ ଖାନ୍ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଜରିନ୍‌ଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଭୁବନେଶ୍ୱରରେ ଆଜି ସଂଧ୍ୟାରେ ହେବାକୁ ଥିବା ଏକ ଫ୍ୟାସନ୍ ଶୋ’ରେ ଯୋଗଦେବେ ଜରିନ୍ । ଓଡ଼ିଶାରେ ପହଞ୍ଚିବା ପରେ ସେ ଓଡ଼ିଆ ଖାଦ୍ୟ ପ୍ରତି ବିଶେଷ ଇଚ୍ଛା ଥିବା କହିଛନ୍ତି। ଏହା ଜରିନ୍‌ଙ୍କ ଦ୍ୱିତୀୟ ଓଡ଼ିଶା ଗସ୍ତ ।

  • Monday, 19 July 2021
Rajesh Khanna
‘ଜୀବନର ଶେଷ ପର୍ଯ୍ୟନ୍ତ ରାଜା ଭଳି ଜୀଉଥିଲେ ରାଜେଶ’

ବଲିଉଡର ଦିଗ୍‌ଗଜ ଅଭିନେତା ରାଜେଶ ଖାନ୍ନା ଦୁନିଆ ଛାଡିବାର ୯ ବର୍ଷ ବିତି ଗଲାଣି। କର୍କଟ କାରଣରୁ ୧୮ ଜୁଲାଇ୨୦୧୨ରେ ରାଜେଶ ଖାନ୍ନାଙ୍କର ମୃତ୍ୟୁ ହୋଇଥିଲା। ପ୍ରକାଶ ରୋହରା ରାଜେଶ ଖାନ୍ନାଙ୍କ ମୃତ୍ୟୁ ବାର୍ଷିକୀରେ ଅନେକ ସ୍ମୃତି ବାଣ୍ଟିଛନ୍ତି।

sonali
ସୋନାଲିଙ୍କ ଆଶୁ ଆରୋଗ୍ୟ କାମନା କଲେ ବଲିଉଡ୍ କଳାକାର

ମୁମ୍ବାଇ: କ୍ୟାନସର ସହ ଯୁଝୁଥିବା ବଲିଉଡ଼୍‌ ଚାର୍ମିଙ୍ଗ କୁଇନ୍ ସୋନାଲି ବେନ୍ଦ୍ରେଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଅନେକ ବଲିଉଡ୍ କଳାକାର। ସେ ଖୁବଶୀଘ୍ର ଭଲ ହୋଇ ଯାଆନ୍ତୁ ବୋଲି ସମସ୍ତେ ଆଶା ରଖିଛନ୍ତି। କ୍ୟାନସରରେ ପୀଡିତ ଥିବା ସଂପର୍କରେ ସୋନାଲି ନିଜେ ଉଭୟ ଟ୍ୱିଟରରେ ଓ ଇନ୍‌ଷ୍ଟାଗ୍ରାମରେ ଭାବପ୍ରବଣ ପୋଷ୍ଟ କରି ସୂଚନା ଦେଇଥିଲେ। ଗତ କିଛି ଦିନ ଧରି ସେ ଭୀଷଣ କଷ୍ଟ ଅନୁଭବ କରୁଥିଲେ। ହେଲେ ବିଭିନ୍ନ ପରୀକ୍ଷାରୁ ସେ ହାଇଗ୍ରେଡ୍ କ୍ୟାନସରରେ […]

  • Monday, 19 July 2021
cat
କେବିସିରେ ବିଲେଇ !

ମୁମ୍ବାଇ : ‘କୌନ ବନେଗା କରୋଡପତି’ର ସିଜନ୍‌-୧୧ରେ ହୋଷ୍ଟ ଭାବରେ ଅମିତାଭ ବଚ୍ଚନ କେବଳ ଶିକ୍ଷଣୀୟ ମେସେଜ୍‌ ଦେଇନଥା’ନ୍ତି, ଖେଳିବାକୁ ଆସୁଥିବା ପ୍ରତିଯୋଗୀଙ୍କ ସହିତ ମଜାମସ୍ତି ମଧ୍ୟ କରିଥା’ନ୍ତି। ନିକଟରେ କେବିସିର ଶୁଟିଂ ସେଟ୍‌ରେ ଏମିତି ଜଣେ ପ୍ରତିଯୋଗୀ ଖେଳିବା ପାଇଁ ଆସି ପହଞ୍ଚିଥିଲେ, ଯାହାର ଫଟୋକୁ ସୋଶାଲ ମିଡିଆରେ ଶେଆର୍ କରିବା ପାଇଁ ବିଗ୍‌ ବି ଭୁଲି ନାହାନ୍ତି। ସେହି ପ୍ରତିଯୋଗୀ କେହି ବ୍ୟକ୍ତି ନୁହଁନ୍ତି, ବରଂ ଗୋଟିଏ ବିଲେଇ। ଯାହାର ଫଟୋକୁ ଶେଆର୍‌ କରି […]

  • Monday, 19 July 2021
sonali battling with cancer
ବଲିଉଡ ଅଭିନେତ୍ରୀ ସୋନାଲିଙ୍କୁ କ୍ୟାନସର, ନ୍ୟୁୟର୍କରେ ଚାଲିଛି ଚିକିତ୍ସା

ମୁମ୍ବାଇ: ବଲିଉଡ ପାଇଁ ଖରାପ ଖବର । ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କ୍ୟାନସରରେ ପୀଡ଼ିତ । ଡାଇଗ୍ନୋସିସ ପରେ ସେ  କ୍ୟାନସର ପୀଡ଼ିତ ଥିବା ଜଣାପଡ଼ିଛି । ଆଜି ସୋନାଲି ନିଜ ଟ୍ୱିଟର ପୃଷ୍ଠାରେ ଏ ସମ୍ପର୍କିତ ସୂଚନା ଦେଇଛନ୍ତି। ବଲିଉଡର ଏହି ଚାର୍ମିଙ୍ଗ ଷ୍ଟାର୍ ବର୍ତ୍ତମାନ ନ୍ୟୁୟର୍କରେ ରହି ଚିକିତ୍ସିତ ହେଉଛନ୍ତି । ଗତ କିଛି ଦିନ ଧରି ସେ ଭୀଷଣ କଷ୍ଟ ଅନୁଭବ କରୁଥିଲେ। ତେବେ ବିଭିନ୍ନ ପରୀକ୍ଷା କରିବା ପରେ ସେ କ୍ୟାନସର୍ […]

  • Monday, 19 July 2021
saharyukh
ରିୟଲ ଲାଇଫ୍‌ରେ ବି ଶାହରୁଖ ହିରୋ

ମୁମ୍ୱାଇ : କେବଳ ରିଲ୍‌ରେ ନୁହନ୍ତି ରିୟଲ ଲାଇଫରେ ବି ହିରୋ ବନିଯାଇଛନ୍ତି ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌। ନିଜ ତତ୍ପରତା ବଳରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମ୍ୟାନେଜର ଅର୍ଚ୍ଚନା ସଦାନନ୍ଦଙ୍କୁ ଆକସ୍ମିକ ଅଗ୍ନି ଦୁର୍ଘଟଣାରୁ ବଞ୍ଚାଇ ଦେଇଛନ୍ତି ଶାହରୁଖ। ଖବର ପଦାକୁ ଆସିବା ପରେ ସୋଶାଲ ମିଡିଆରେ ତାଙ୍କୁ ଅନେକ ପ୍ରଶଂସା ମିଳିବାରେ ଲାଗିଛି । ଘଟଣାଟି ଏମିତି ଥିଲା।  ଦୀର୍ଘ ଦୁଇ ବର୍ଷ ପରେ ଏଥର ଦୀପାବଳୀ ପାର୍ଟିର ଆୟୋଜନ କରିଥିଲା ବଚ୍ଚନ ପରିବାର। […]

  • Monday, 19 July 2021
ଜୋଊଲୋଉଓଈପ
ବାଦ୍ ପଡ଼ିଲା ‘ପାଟଣାଗଡ଼’

ଭୁବନେଶ୍ୱର : କୋଲକତା ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଭାଲରୁ ବାଦ୍ ପଡ଼ିଲା ବଲାଙ୍ଗିର ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ପାଟଣାଗଡ଼’। ନଭେମ୍ବର ୮ରୁ ୧୫ ଯାଏଁ ଚାଲିବାକୁ ଥିବା ଏ ଫିଲ୍ମ ଫେଷ୍ଟିଭାଲରେ ପୂର୍ବରୁ ‘ପାଟଣାଗଡ଼’କୁ  ମନୋନୀତ କରାଯାଇଥିଲା। ତେବେ ହଠାତ ୨ ଦିନ ତଳେ ଫିଲ୍ମଟି ସ୍କ୍ରିନିଂ ହେବ ନାହିଁ ବୋଲି ପ୍ରଯୋଜକଙ୍କୁ ଆୟୋଜକ ଜଣାଇବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି। ଫିଲ୍ମକୁ ନେଇ କ୍ଷତିଗ୍ରସ୍ତ ପରିବାର ପକ୍ଷରୁ ଆଯୋଜକଙ୍କୁ ଲିଗାଲ […]

  • Monday, 19 July 2021
irrfan khan
ଇରଫାନ୍ ଖାନ୍‌ଙ୍କ ଲଣ୍ଡନରେ ଚାଲିଛି ଚିକିତ୍ସା, କହିଲେ କେବେ ଫେରିବି ଜାଣିନି

ମୁମ୍ବାଇ: ବଲିଉଡ ଓ ହଲିଉଡରେ ନିଜର ଅଭିନୟରେ ଦର୍ଶକଙ୍କ ମନ ଜିଣିଛନ୍ତି ଇରଫାନ ଖାନ୍ । ଅନେକ ଦିନରୁ ସେ ନ୍ୟୁରୋଏଣ୍ଡୋକ୍ରୀନ ଟ୍ୟୁମରରେ ପୀଡ଼ିତ ଅଛନ୍ତି । ତାଙ୍କର ଅନେକ ଦିନରୁ ଲଣ୍ଡନରେ ଚିକିତ୍ସା ଚାଲିଛି । ତାଙ୍କୁ ପୁଣି ପରଦାରେ ଦେଖିବାକୁ ତାଙ୍କ ଫ୍ୟାନମାନେ ଅପେକ୍ଷା କରିରହିଛନ୍ତି । କିନ୍ତୁ ନିକଟରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ ସେ ଫ୍ୟାନ୍‌ଙ୍କ ମନ ଦୁଃଖ କରିଛନ୍ତି । ଇଣ୍ଟରଭ୍ୟୁରେ ପଚରାଯାଇଥିଲା ଯେ ସେ କେବେ ମୁମ୍ବାଇ ଫେରିବେ । […]

  • Monday, 19 July 2021
sanju baba
'ଜି ହାଁ ମେ ହିଁ ଖଲନାୟକ, ଅବ ବନଗେୟା ହୁଁ ଗ୍ୟାଙ୍ଗଷ୍ଟାର'

ମୁମ୍ବାଇ : ‘ଜି ହାଁ ମେ ହିଁ ଖଲନାୟକ ,ଅବ ବନଗେୟା ହୁଁ ଗ୍ୟାଙ୍ଗଷ୍ଟାର’ । ଟ୍ୱିଟରରେ ସଂଜୁ ବାବା ଓରଫ ସଞ୍ଜୟ ଦତ୍ତଙ୍କ ଏହି ଡାଇଲଗ ଏବେ ଭାଇରାଲ ହେଉଛି । ସଞ୍ଜୟଙ୍କ ଆଗାମୀ ଦିନରେ ଆସିବାକୁ ଥିବା ସିନେମା ମଧ୍ୟରୁ ‘ସାହେବ ବିବି ଅର ଗ୍ୟାଙ୍ଗଷ୍ଟାର3’ ରହିଛି। ମଙ୍ଗଳବାର ସଞ୍ଜୟ ଏହି ସିନେମାର ଏକ ଟିଜରକୁ ନିଜ ଟ୍ଵିଟର ପେଜରେ ପୋଷ୍ଟ କରିଛନ୍ତି। Jee Haan Main Hun Khalnayak… Ab Ban Gaya […]

  • Monday, 19 July 2021
rekha2
ଦୁଇ ଦଶନ୍ଧି ପରେ ଷ୍ଟେଜରେ ନାଚିଲେ ବଲିଉଡ ଅଭିନେତ୍ରୀ ରେଖା

୨୪ଜୁନ୍, ୨୦୧୮ ରେ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକର ନଜାରା ଥିଲା କିଛି ଅଲଗା। ଅବସର ଥିଲା ୧୯ତମ ଆଇଫା ଆଓ୍ୱାର୍ଡ। ଭେଟରାନ ଅଭିନେତ୍ରୀ ରେଖାଙ୍କ ଠାରୁ ଆରମ୍ଭ କରି ବଲିଉଡ ହାର୍ଟଥ୍ରୋବ୍ ରଣବୀର କପୁର ନିଜର ପରଫରମାନ୍ସ ଦ୍ୱାରା ଷ୍ଟେଜରେ ନିଆଁ ଲଗେଇ ଦେଇଥିଲେ। ତେବେ ଏହି ଆଓ୍ୱାର୍ଡ ସୋ’ର ମୁଖ୍ୟ ଆକର୍ଷଣ ସାଜିଥିଲେ ‘ମୁକଦର କା ସିକନ୍ଦର’ ଫେମ୍ ରେଖା। ଦୀର୍ଘ ଦୁଇ ଦଶନ୍ଧି ଅର୍ଥାତ୍ ୨୦ ବର୍ଷ ପରେ ରେଖା ପ୍ରଦର୍ଶନ କରିଥିଲେ ନିଜର […]

  • Monday, 19 July 2021
Ranveer
ଭାଇରାଲ ହେଲା ରଣବୀରଙ୍କ ଅଜବ ଇମେଜ୍‌

ମୁମ୍ବାଇ: ବଲିଉଡରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ପିଲାବେଳୁ ତାଙ୍କ ନଖରାମି ଦେଖାଇଥିଲେ । ସେମାନଙ୍କ  ମଧ୍ୟରୁ ଜଣେ ହେଉଛନ୍ତି ବଲିଉଡର ଅାଗଧାଡିର ନାୟକ ରଣବୀର ସିଂ । ଏହି ଫଟୋରୁ ଯାହା ଜଣାପଡୁଛି ରଣବୀର ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ପୂର୍ବରୁ ଭଲ ନଖରାମି ଦେଖାଉଥିଲେ। ତାଙ୍କ ପାଇଁ ସବୁ ଅଡ୍ ବା ଅଜବ ଲୁକ୍ ବି ଗୋଟେ ଗୋଟେ ଷ୍ଟାଇଲ । ଦେଖନ୍ତୁ ରଣବୀରଙ୍କ ଏହି  ଅଜବ ଚାହାଣି ସବୁକୁ । ରଣବୀର ସବୁବେଳେ କିଛି ନୂଅା ଷ୍ଟାଇଲ ଦେଖାଇବାରେ […]

  • Monday, 19 July 2021
Ranveer-Bajirao-Mastani-
ଚର୍ଚ୍ଚାରେ ରଣବୀର - ଦୀପିକା ବାହାଘର ତାରିଖ; କେବେ ବାଜିବ ସାହାନାଇ ?

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବାହାଘର ଆଉ ବେଶୀ ବିଳମ୍ବ ନୁହେଁ । ଖୁବ୍‌ ଶୀଘ୍ର ରିଲ୍ ଲାଇଫ୍‌ର ଏହି ହିଟ୍ ଯୋଡ଼ି ଏବେ ରିୟଲ ଲାଇଫ୍‌ରେ ବାନ୍ଧି ହେବାକୁ ଯାଉଛନ୍ତି । ଯାହା ଶୁଣାଯାଉଛି, ବିବାହ ତାରିଖ ମଧ୍ୟ ପକ୍କା ହୋଇସାରିଲାଣି । ତେବେ ଗଣମାଧ୍ୟମ ଚର୍ଚ୍ଚାରୁ ଦୂରେଇ ରହିବାକୁ ଉଭୟ ପରିବାର ତାରିଖକୁ ଗୋପନ ରଖିଛନ୍ତି । କିନ୍ତୁ ଦୀପିକା ଯେହେତୁ ନୂଆ ପ୍ରୋଜେକ୍ଟ ସାଇନ୍ କରିବା […]

  • Monday, 19 July 2021
Neha Dhupia
ପୁଣି ମା’ ହେବେ ନେହା, ସୋସିଆଲ୍ ମିଡିଆରେ ଦେଲେ ଖବର

ବଲିଉଡ ଅଭିନେତ୍ରୀ ନେହା ଧୁପିଆ ଏବଂ ଅଙ୍ଗଦ ବେଦୀ ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି। ନେହା ଧୁପିଆ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି।

sunny
ସନ୍ନି ଦେଓଲ ଓ କରିସ୍ମା କପୁର ନିର୍ଦ୍ଦୋଷରେ ଖଲାସ

ଜୟପୁର : ଦୀର୍ଘ ୨୨ ବର୍ଷ ତଳ ମାମଲାର ଅନ୍ତ ଘଟିଛି। ଆଜି ବିଜେପି ସାଂସଦ ସନ୍ନି ଦେଓଲ ଓ ଅଭିନେତ୍ରୀ କରିସ୍ମା କପୁର ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ବେଆଇନ୍‌ ଭାବେ ଫିଲ୍ମ ଶୁଟିଂ ବେଳେ ଏକ ଦ୍ରୁତଗାମୀ ଟ୍ରେନର ଜରୁରିକାଳୀନ ଚେନ୍‌ ପୁଲିଂ କରିଥିବା ଅଭିଯୋଗରେ ଉଭୟଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଏମାନଙ୍କ ବିରୋଧରେ ଚାର୍ଜଫ୍ରେମ କରିବାକୁ ରାଜସ୍ଥାନର ଏକ ରେଳବାଇ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ ଉଭୟ ସେଲିବ୍ରିଟି ସେସନ୍ସ କୋର୍ଟରେ […]

  • Monday, 19 July 2021
film
ରିଲିଜ ହେଲା ଅପକମିଂ ବଲିଉଡ ଫିଲ୍ମ ‘ବାଲା’ର ଟ୍ରେଲର

ରିଲିଜ ହୋଇଛି ଅପକମିଂ ବଲିଉଡ ମୁଭି ‘ବାଲା’ର ଟ୍ରେଲର। ଏଥିରେ ମୁଖ୍ୟ  ଭୂମିକାରେ ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତା ଅଛନ୍ତି ଆୟୁଷ୍ମାନ ଖୁରାନା। ତେବେ ଜଣେ ଟିପିକାଲ ବଲିଉଡ  ହୀରୋ ପରିବର୍ତ୍ତେ ଆୟୁଷ୍ମାନଙ୍କୁ ଏଥିରେ ଜଣେ ଛୋଟ ସହରର ମଧ୍ୟବିତ୍ତ ପରିବାରର ଯୁବକ ଭୂମିକାରେ ଦେଖିବାକୁ ମିଳିବ। ନିଜ ଚନ୍ଦାପଣକୁ ନେଇ କିପରି ଜଣେ ଯୁବକ ହୀନମନ୍ୟତାର ଶିକାର ହେଉଛନ୍ତି , ତାହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହେଉଛି। ପ୍ରେମ ବ୍ୟାପାରରୁ ଆରମ୍ଭ  କରି ସାଧାରଣ ଜୀବନରେ […]

  • Monday, 19 July 2021
amitabh
ବିଗ୍‌ ବିଙ୍କୁ ଦାଦା ସାହେବ୍‌ ଫାଲ୍‌କେ

ମୁମ୍ବାଇ: ହିନ୍ଦୀ ସିନେମା ଜଗତର ବିଗ୍‌ ବି ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ମିଳିବ ଭାରତର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଦାଦା ସାହେବ୍‌ ଫାଲ୍‌କେ। ଜୀବନ ବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଟ୍ୱିଟ୍‌ କରି ଘୋଷଣା କରିଛନ୍ତି। The legend Amitabh Bachchan who entertained and inspired for 2 generations has been selected unanimously for #DadaSahabPhalke […]

  • Monday, 19 July 2021
film
ଅପକମିଂ ତେଲୁଗୁ ମୁଭି ‘ସେରା’କୁ ନେଇ ବିବାଦ

ଭୁବନେଶ୍ୱର : ସଶସ୍ତ୍ର ଗଣ ବିପ୍ଳବର ଚିତ୍ର । ଯୁଦ୍ଧ ଆଉ ରକ୍ତପାତ। ସ୍ପଷ୍ଟ ବାରି ହେଉଛି ଗୋରା ସରକାର ବିରୋଧରେ ତୁମୁଳ ସଂଗ୍ରାମ ଓ ସଂଘର୍ଷର କାହାଣୀ । ଯାହାକୁ ଦର୍ଶାଯାଇଛି ଏକ ସିନେମାରେ। ଏହି ସିନେମାର ଟ୍ରେଲର, ଯାହାକୁ ନେଇ ଛିଡ଼ା ହୋଇଛି ବିବାଦ। ଓଡ଼ିଆଙ୍କ ସ୍ୱାଭିମାନ ଉପରେ କରିଛି କୁଠାରଘାତ। ପାଇକ ସଂପ୍ରଦାୟର ଇତିହାସ ଉପରେ ଛିଡ଼ା କରାଇଛି ପ୍ରଶ୍ନବାଚୀ । ସିନେମାର ନାଁ ‘ସେ ରା’। ଯେଉଁଥିରେ ଅଭିନୟ କରୁଛନ୍ତି ମେଗାଷ୍ଟାର […]

  • Monday, 19 July 2021
priyanka
ଯେତେ ଲୁଚାଇଲେ ଲୁଚୁନି, ଏହି ଅଭିନେତାଙ୍କ ସହ ଡିନର ଡେଟ୍‌ରେ ଗଲେ ପ୍ରିୟଙ୍କା

ମୁମ୍ବାଇ: ହାତରେ ହାତ ଥାପି ଜଣେ ଅଭିନେତାଙ୍କ ସହ ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ମିଳିଛି। ଆଉ ଏଥିରୁ ଉଭୟଙ୍କ ରିଲେସନ୍‌ସିପ୍‌କୁ ନେଇ ସବୁକିଛି ସ୍ପଷ୍ଟ ଜଣାପଡ଼ୁଛି। ବର୍ତ୍ତମାନ ପ୍ରିୟଙ୍କାଙ୍କ ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଆମେରିକୀୟ ଅଭିନେତା ତଥା ପପ୍‌ ଷ୍ଟାର ନିକ୍‌ ଜୋନ୍ସଙ୍କ ସହ ଦେଶୀ ଗର୍ଲ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିଛି। ଶୁକ୍ରବାର ରାତିରେ ମୁମ୍ବାଇର ବାନ୍ଦ୍ରାରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। କୁଆଡେ କୁହାଯାଉଛି ଯେ, ପ୍ରିୟଙ୍କା […]

  • Monday, 19 July 2021
amitabha
ବସ୍‌ଷ୍ଟପ୍‌ରେ ସୁନ୍ଦରୀ ଝିଅଙ୍କୁ ଅପେକ୍ଷା କରୁଥିଲେ ଅମିତାଭ !

ମୁମ୍ୱାଇ: ‘କୌନ୍‌ ବନେଗା କରୋଡପତି ୧୧’ର ବୁଧବାର ଏପିସୋଡରେ ଅମିତାଭ ବଚ୍ଚନ ତାଙ୍କ କଲେଜ ଦିନର ସ୍ମୃତିକୁ ମନେ ପକାଇଛନ୍ତି। ଦିଲ୍ଲୀରେ ଛାତ୍ର ଥିବା ସମୟରେ ସୁନ୍ଦରୀ ଝିଅମାନଙ୍କ ସହିତ ସେ ବସ୍‌ରେ ଯାତ୍ରା କରୁଥିଲେ। ସୁନ୍ଦରୀ ଝିଅମାନେ ବସ୍‌ରେ ନ ଚଢ଼ିବା ପର୍ଯ୍ୟନ୍ତ ବିଗ୍‌ ବି ସେମାନଙ୍କୁ ଅପେକ୍ଷା କରୁଥିଲେ। ଏହିସବୁ ସ୍ମୃତି ମନେ ପକାଇ ଅମିତାଭ କହିଥିଲେ, ମୁଁ ତିନି ମୂର୍ତ୍ତି ପାଖରେ ରହୁଥିଲି ଏବଂ ବସ୍‌ରେ ପ୍ରତିଦିନ କଲେଜ ଯିବାଆସିବା କରୁଥିଲି। ଏହି […]

  • Monday, 19 July 2021
akhaya-4
ପ୍ରଥମ ଥର ପାଇଁ ପାଟ୍ରୋଟିକ୍ ଭୂମିକାରେ ନଜର ଆସିବେ ଅକ୍ଷୟ

ପ୍ରଥମ ଥର ପାଇଁ ପାଟ୍ରୋଟିକ୍ ଭୂମିକାରେ ନଜର ଆସିବେ ଖିଲାଡ଼ି ଷ୍ଟାର। ଐତିହାସିକ ଚରିତ୍ରରେ ହିରୋ ଭୂମିକାରେ ଅଭିନୟ କରିବେ ଅକ୍ଷୟ କୁମାର। ଆଜି ରିଲିଜ୍ ହୋଇଛି ଅକ୍ଷୟଙ୍କ ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ପୃଥ୍ୱୀରାଜ’ ଟିଜର୍। ଯେଉଁଠି ଅକ୍ଷୟ ପୃଥ୍ୱୀରାଜ ଚୌହାନ୍ ଭୂମିକାରେ ଅଭନୟ କରିଛନ୍ତି । ଆଜି ଅକ୍ଷୟଙ୍କ ୫୨ତମ ଜନ୍ମ ଦିନ। ଏହି ଅବସରରେ ‘ପୃଥ୍ୱୀରାଜ’ ଟିଜରକୁ ରିଲିଜ୍ କରିଛନ୍ତି ଖୋଦ୍ ଅକ୍ଷୟ କୁମାର। ତାଙ୍କ ପାଇଁ ଏହି ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ […]

  • Monday, 19 July 2021
shalabudha
ରିଲିଜ୍ ହେଲା ‘ଶଲାବୁଢ଼ାର ବଦ୍‌ଲା’ର ମ୍ୟୁଜିକ୍ ପ୍ରମୋ

ଭୁବନେଶ୍ୱର : ଆସନ୍ତା ଅକ୍ଟୋବରରେ ପରଦାକୁ ଆସୁଛି ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶତ ଫିଲ୍ମ ‘ଶଲାବୁଢ଼ାର ବଦ୍‌ଲା’ । ତା ପୂର୍ବରୁ ଆଜି ରିଲିଜ୍ ହୋଇଛି ଏହାର ମ୍ୟୁଜିକ୍ ପ୍ରମୋ। ପଶ୍ଚିମ ଓଡ଼ିଶାର ଲୋକକଳା ଓ ସଂସ୍କୃତି ଛାପ ରହିଥିବା ଏହି ଫିଲ୍ମଟି ପଶ୍ଚିମ ଓଡ଼ିଶାର ବିଭିନ୍ନ ଲୋକେସନରେ ସୁଟିଂ ହୋଇଛି। ସବ୍ୟସାଚୀଙ୍କ ଅନ୍ୟ ଦୁଇ ସଫଳ ଫିଲ୍ମ ‘ଶଲାବୁଢ଼ା’ ଓ ‘ଆଦିମ ବିଚାର’ ଭଳି ଏ ଫିଲ୍ମରେ ବି ରହିଛି ସାମାଜିକ ବାର୍ତ୍ତା । ଏହା ପୂର୍ବରୁ […]

  • Monday, 19 July 2021
ANUKRITI
ତାମିଲନାଡୁ ଝିଅ ପିନ୍ଧିଲେ ମିସ୍ ଇଣ୍ଡିଆ ତାଜ୍

ମୁମ୍ବାଇ: ଚଳିତ ବର୍ଷ ଫେମିନା ମିସ୍ ଇଣ୍ଡିଆ ଟାଇଟଲ ଜିତିଛନ୍ତି ତାମିଲନାଡୁର ୧୯ ବର୍ଷୀୟ ତରୁଣୀ ଅନୁକୃତୀ ଭାସ। ମିସ୍‌ ଇଣ୍ଡିଆ ଟାଇଟଲ ଦୌଡରେ ଥିବା ୨୯ ଜଣ ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ଅନୁକୃତୀ ମିସ ଇଣ୍ଡିଆ ୨୦୧୯ର ମୁକୁଟ ପନ୍ଧିଛନ୍ତି। ମଙ୍ଗଳବାର ମୁମ୍ବାଇରେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାର ଫିନାଲେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ୨୦୧୭ ବର୍ଷର ବିଶ୍ୱସୁନ୍ଦରୀ ମୁକୁଟ ଜିତିଥିବା ମାନୁଷୀ ଛିଲ୍ଲର ଅନୁକୃତୀଙ୍କୁ ମିସ୍ ଇଣ୍ଡିଆ ମୁକୁଟ ପିନ୍ଧାଇଥିଲେ। […]

  • Monday, 19 July 2021
kapil passport
ନଜର ଆସିଲେ କମେଡି କିଙ୍ଗ୍ କପିଲ

ମୁମ୍ବାଇ: ବିଗତ କିଛି ଦିନ ହେବ କପିଲଙ୍କର କୌଣସି ଦେଖା ନଥିଲା I ଶୋ’ରୁ ସେ ଛୁଟି ନେବା ସହ ତାଙ୍କ ସୋସିଅାଲ ସାଇଟରେ ମଧ୍ୟ କୌଣସି ପୋଷ୍ଟ ଦେଖିବାକୁ ମିଳୁନଥିଲା I ଏବେ ପ୍ରାୟ ୩ ମାସ ପରେ ଦେଖା ଦେଇଛନ୍ତି କପିଲ I ସ୍ୱାସ୍ଥ୍ୟ ଖରାପ ହେବାରୁ ଫଟୋରେ ସେ ବଦଳି ଯାଇଥିବାର ଦେଖାଯାଉଛନ୍ତି I ଗତ ମଙ୍ଗଳବାର ସନ୍ଧ୍ୟାରେ କପିଲଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା I ସେ ବହୁତ ମୋଟା ହୋଇଯାଇଛନ୍ତି […]

  • Monday, 19 July 2021