• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

film 2
ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ‘ପ୍ରେମରେ ରଖିଛି ଶହେରୁ ଶହେ’

କଟକ :  ସରସ୍ୱତୀ ପୂଜା ଅବରସରେ କଟକର ବୃନ୍ଦାବନ ସିନେମା ହଲ୍‌ରେ ରିଲିଜ୍ ହୋଇଛି ଓଡ଼ିଆ ଫିଲ୍ମ ‘ପ୍ରେମରେ ରଖିଛି ଶହେରୁ ଶହେ’ ଫିଲ୍ମରେ ଓଲିଉଡ଼୍‌ ରୋମାଣ୍ଟିକ୍‌ ବୟ ଜ୍ୟୋତିଙ୍କ ଅପୋଜିଟ୍‌ରେ ନଜର ଆସିଛନ୍ତି ଚୁଲବୁଲି ନାୟିକା ରିୟା। ଭିନ୍ନ ଏକ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ଉଭୟ ଡବଲ୍ ରୋଲ୍‌ରେ ନଜର ଆସିଛନ୍ତି ଅଭିନ୍ତ୍ରୀ ରିୟା।  ଅନ୍ୟମାନଙ୍କ ମଧ୍ୟରେ ଫିଲ୍ମରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା, ଅନୁରାଧା,ଗୁଡ୍ଡୁ ପ୍ରମୁଖ କଳାକାର। ନଜର ଆସିଛନ୍ତି। ରାସେଶ୍ୱରୀ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ […]

  • Friday, 16 July 2021
ଇଗତସ
ବଲିଉଡ୍ ମୁଭି ‘ସୋନଚିଡିୟାର’ର ସେକେଣ୍ଡ ଟ୍ରେଲର ରିଲିଜ୍

ମୁମ୍ବାଇ : ରିଲିଜ୍ ହୋଇଛି ଅପ୍‌କମିଙ୍ଗ ବଲିଉଡ୍ ମୁଭି ‘ସୋନଚିଡିୟାର’ ସେକେଣ୍ଡ ଟ୍ରେଲର। ଆସନ୍ତା ମାର୍ଚ୍ଚ ମାସ ୧ ତାରିଖରେ ଫିଲ୍ମ ରିଲିଜ୍ ହେବ। ଆଉ ଏହା ପୂର୍ବରୁ ୟୁଟୁବ୍‌ରେ ଫିଲ୍ମର ଅଫିସିଆଲ ସେକେଣ୍ଡ ଟ୍ରେଲରକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ଚମ୍ବଲରେ ଡକାୟତଙ୍କ କାହାଣୀକୁ ନେଇ ଫିଲ୍ମ ନିର୍ମାଣ ହୋଇଛି। ଫିଲ୍ମରେ ସୁଶାନ୍ତ ସିଂହ ରାଜପୁତ, ମନୋଜ ବାଜପେୟୀ, ଭୂମି ପେଡନାକରଙ୍କ ସମେତ ଆଶୁତୋଷ ରାଣା, ରଣବୀର ସୋରେ ପ୍ରମୁଖ ନଜର ଆସୁଛନ୍ତି। ଫିଲ୍ମର ଦ୍ୱିତୀୟ […]

  • Friday, 16 July 2021
chakradhara
ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଚକ୍ରଧର ସାହୁଙ୍କ ପରଲୋକ

ଭୁବନେଶ୍ୱର :  ଆଉ ନାହାନ୍ତି ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ଚକ୍ରଧର ସାହୁ। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଚକ୍ରଧରଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ,  ନିର୍ଦ୍ଦେଶକ ଚକ୍ରଧର ସାହୁ ଫୁସଫୁସରେ ସଂକ୍ରମଣ ଯୋଗୁଁ ଗତ ୧୫ ଦିନ ଧରି ଚିକିତ୍ସିତ ହେଉଥିଲେ। ପ୍ରାୟ ୬୦ ପ୍ରତିଶତ ଆଫେକ୍ଟେଡ୍‌ ହୋଇଥିଲା। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳ ୫ଟା ୪୫ ମିନିଟ୍‌ରେ ତାଙ୍କର ମୃତ୍ୟୁ ଘଟିଛି। ଓଡ଼ିଆ ଫିଲ୍ମ ‘ନୀଳ ମାଷ୍ଟ୍ରାଣୀ’, ‘କେବେ ତୁମେ ନାହଁ କେବେ […]

  • Friday, 16 July 2021
arjun-samal
ଆଉ ନାହାନ୍ତି ପ୍ରସିଦ୍ଧ ଗାୟକ ଗୁରୁ ଅର୍ଜୁନ ଚରଣ ସାମଲ

ଭୁବନେଶ୍ୱର : ପ୍ରସିଦ୍ଧ ଗାୟକ ଗୁରୁ ଅର୍ଜୁନ ଚରଣ ସାମଲ ଆଉ ଏ ଦୁନିଆରେ ନାହାନ୍ତି। ଆଜି ରାତି ସାଢ଼େ ୮ଟା ବେଳେ ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଓ ଗାୟକମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଗୁରୁ ଶ୍ରୀ ସାମଲ ଓଡ଼ିଆ ସିନେମାରେ ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି। ତାଙ୍କର ସବୁଠାରୁ ଲୋକପ୍ରିୟ ଗୀତଟି ହେଲା ‘ସୁନା ସଂସାର’ ଚଳଚ୍ଚିତ୍ରର ‘ମିଛମାୟା ଭରା […]

  • Friday, 16 July 2021
s1
ଟଙ୍କା ଠକି ନେଇ ଇଭେଣ୍ଟକୁ ଆସିଲେନି ସୋନାକ୍ଷୀ!

ନୂଆଦିଲ୍ଲୀ: ଅଡୁଆରେ ବଲିଉଡ୍‌ର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା। ଠକେଇ ଅଭିଯୋଗରେ ଅଭିନେତ୍ରୀ ସୋନାକ୍ଷୀଙ୍କ ନାଁରେ ଏକ ଇଭେଣ୍ଟ୍‌ ସଂସ୍ଥା ମାମଲା ରୁଜୁ କରିଛି। ସୋନାକ୍ଷୀଙ୍କ ସମେତ ଆଉ ୪ଜଣଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଗତ ବର୍ଷ ନଭେମ୍ବର ୨୪ ତାରିଖରେ ହୋଇଥିବା ଅଭିଯୋଗ ଅନୁସାରେ, ଆୟୋଜକ ପ୍ରମୋଦ ଶର୍ମା ଦିଲ୍ଲୀରେ ଏକ ପୁରସ୍କାର ବିତରଣ ଉତ୍ସବ ପାଇଁ ସୋନାକ୍ଷୀ ସିହ୍ନାକୁ ନିମନ୍ତ୍ରଣ କରିବା ପାଇଁ ଏକ କମ୍ପାନୀକୁ ସେ ୨୪ ଲକ୍ଷ ଟଙ୍କା […]

  • Friday, 16 July 2021
love
ରିଲିଜ୍ ହୋଇଛି ଓଡ଼ିଆ ଫିଲ୍ମ 'ଅଜବ ସଞ୍ଜୁର ଗଜବ ଲଭ୍'

ଭୁବନେଶ୍ୱର : ରିଲିଜ୍ ହୋଇଛି ସାଇଶ୍ରଦ୍ଧା ଟେଲିପ୍ରଡକସନ୍‌ର ନୂଆ ଓଡ଼ିଆ ଫିଲ୍ମ ‘ଅଜବ ସଞ୍ଜୁର ଗଜବ ଲଭ୍’। ଏହି ଫିଲ୍ମ ଜରିଆରେ ଦୀର୍ଘ ବର୍ଷ ପରେ ଏକାଠି ନଜରକୁ ଆସିଛନ୍ତି ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ଅର୍ଚ୍ଚିତା। ଏହା ସହ ମିହିର ଦାସ, ଅପରାଜିତା, ପ୍ରଦ୍ୟୁମ୍ନ ଲେଙ୍କା ଓ ବବି ମିଶ୍ରଙ୍କ ଭଳି କଳାକାର ମଧ୍ୟ ଫିଲ୍ମରେ ନଜର ଆସିବେ। ଲଭ୍ ଓ କମେଡି ମିକ୍ସ ଥିବା ଏହି ଫିଲ୍ମର ପ୍ରିମିୟର ସୋ’ କଟକ ବୃନ୍ଦାବନ ସିନେମା […]

  • Friday, 16 July 2021
pm
‘ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ ସିନେମାକୁ ନେଇ ତୁଟୁନି ବିବାଦ

ମୁମ୍ବାଇ : ମୁଭି ‘ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’କୁ ନେଇ ତୁଟୁନି ବିବାଦ। ଦିନକ ପରେ ଅର୍ଥାତ୍ ୧୧ ତାରିଖରେ ଫିଲ୍ମ ରିଲିଜ ହେବାକୁ ଥିବା ବେଳେ ପୁଣି ଦିଲ୍ଲୀ ହାଇକୋର୍ଟରେ ଫିଲ୍ମ ବିରୋଧରେ ଜନସ୍ୱାର୍ଥ ମାମଲା ଦାଏର ହୋଇଛି। ଆଜି ଏହାର ଶୁଣାଣି ହୋଇପାରେ। ଫିଲ୍ମକୁ ବ୍ୟାନ୍‌ କରିବା ପାଇଁ କୋର୍ଟରେ ଆବେଦନ କରାଯାଇଛି।ପୂର୍ବରୁ ମଧ୍ୟ ଦିଲ୍ଲୀର ଜଣେ ଫ୍ୟାଶନ ଡିଜାଇନର ପୂଜା ମହାଜନ ଦିଲ୍ଲୀ ହାଇକୋର୍ଟରେ ରହିତାଦେଶ ଲଗାଇବାକୁ ଆବେଦନ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ […]

  • Friday, 16 July 2021
nikita2
ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାର ନୂଆ ମୋଡ଼

କଟକ : ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣା ନେଇଛି ନୂଆ ମୋଡ଼। ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ନିକିତାଙ୍କ ବାପା ସନାତନ ବେହେରା। ଚାଉଳିଆଗଞ୍ଜ ଥାନାରେ ଜ୍ୱାଇଁ ଓ ନିକିତାଙ୍କ ଶାଶୁଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ନିକିତାଙ୍କ ବାପା। ଗତକାଲି ସନ୍ଦେହଜନକ ଭାବେ ନିକିତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାରେ ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଅଟକ ରଖିଛି ପୁଲିସ୍।

  • Friday, 16 July 2021
film
‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’କୁ ନେଇ ବଢୁଛି ବିବାଦ

ମୁମ୍ବାଇ : ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ର ରିଲିଜ ଡେଟ୍ ଯେତିକି ପାଖଉଛି, ବିବାଦ ସେତିକି ତୀବ୍ର ହେଉଛି। ଫିଲ୍ମ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ପିଟିସନ୍ ଦାଏର କରିଥିବା ପୂଜା ମହାଜନ କହିଛନ୍ତି, ଲୋକଙ୍କ ବ୍ରେନ୍ ୱାସ୍ କରିବା ଏବଂ ଲୋକଙ୍କ ମଧ୍ୟରେ ଭିନ୍ନ ଏକ ଭାବନା ସୃଷ୍ଟି କରିବା ପାଇଁ ଫିଲ୍ମଟି କରାଯାଇଛି। ଏହା ଉପରେ ରହିତାଦେଶ ଲଗାଇବାକୁ ସେ ଦାବି କରିଛନ୍ତି। ମୁଭିର ଟ୍ରେଲରକୁ ଦେଖିଲେ, ଏହା କେବଳ ଆଗାମୀ ସାଧାରଣ ନିର୍ବାଚନକୁ ଆଖି […]

  • Friday, 16 July 2021
simran
ସିମରନ୍‌ଙ୍କୁ ପ୍ରେମବିବାହ କରିଥିବା ଧୃବରାଜ ସୁନାଙ୍କୁ କୋର୍ଟ ଚାଲାଣ

ଝାରସୁଗୁଡ଼ା  : ପଶ୍ଚିମ ଓଡ଼ିଶାର ଆଲବମ୍ ଅଭିନେତ୍ରୀ ସିମରନ୍ ସିଂଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ତାଙ୍କୁ ପ୍ରେମବିବାହ କରିଥିବା ଧୃବରାଜ ସୁନାଙ୍କୁ ଶେଷରେ କୋର୍ଟ ଚାଲାଣ କରିଛି ଝାରସୁଗୁଡ଼ା ପୁଲିସ। ସିମରନଙ୍କୁ ଅପହରଣ ଏବଂ ନିର୍ଯାତନା ଦେଉଥିବା ନେଇ ଗତ ଏପ୍ରିଲ ଏବଂ ଡିସେମ୍ବର ୨୭ରେ ହୋଇଥିବା ଏତଲା ଆଧାରରେ ପୁଲିସ ଧୃବରାଜଙ୍କୁ ଗିରଫ କରିଛି। ସିମରନ ନାବାଳିକା ଥିବାରୁ ପୋକ୍ସୋ ଆକ୍ଟରେ ଧୃବରାଜଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି। ସେପଟେ ଝିଅ ସିମରନଙ୍କୁ ହତ୍ୟା କରି […]

  • Friday, 16 July 2021
nikita
ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ

କଟକ : ଓଡ଼ିଆ ଟେଲିଭିଜନ ଜଗତରେ ପୁଣି ଚାଞ୍ଚଲ୍ୟ। ଆଲବମ୍ ଅଭିନେତ୍ରୀ ସିମ୍‌ରନ୍‌ଙ୍କ ମୃତ୍ୟୁର ୪୮ ଘଣ୍ଟା ପରେ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ। ଏଠି ବି ସସ୍‌ପେନ୍ସ। ଟେଲିଭିଜନ ଧାରାବାହିକ ତଥା ଫିଲ୍ମ ଜଗତର ଜଣାଶୁଣା ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କ ହୋଇଛି ରହସ୍ୟଜନକ ମୃତ୍ୟୁ।। ବିବାହିତା ଲକ୍ଷ୍ମୀପ୍ରିୟା କଟକ ମହାନଦୀ ବିହାରସ୍ଥିତ ବାପାଙ୍କ ଘରେ ଥିବାବେଳେ ଗତକାଲି ତାଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା କଟକର ଏକ ଘରୋଇ ହସ୍ପିଟାଲ୍‌ରେ। ପରେ ତାଙ୍କୁ ଏସ୍‌ସିବିରେ […]

  • Friday, 16 July 2021
gb
ଭାଲେଣ୍ଟାଇନ୍ସ ଡେ’ରେ ପରଦାକୁ ଆସିଲା ବଲିଉଡ୍ ଫିଲ୍ମ ‘ଗଲି ବୟ’

ମୁମ୍ବାଇ: ଫେବୃଆରୀ ୧୪ ଭାଲେଣ୍ଟାଇନ୍ସ ଡେ’ ଅବସରରେ ଆଜି ପରଦାକୁ ଆସିଛି ରଣବୀର ସିଂ ଏବଂ ଆଲିଆ ଭଟ୍ଟ ଷ୍ଟାରର୍ ବଲିଉଡ୍ ଫିଲ୍ମ ‘ଗଲି ବୟ’। ଜୋୟା ଅଖ୍‌ତାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର ସିଂଙ୍କୁ ଏକ ଭିନ୍ନ ଅନ୍ଦାଜ୍‌ରେ ଦେଖିବାକୁ ମିଳିଛି। ଏହି ପିଲ୍ମରେ ରଣବୀର ଜଣେ ଷ୍ଟ୍ରିଟ୍ ରାପର୍‌ ଭାବେ ନଜର ଆସିଛନ୍ତି। ରଣବୀରଙ୍କ ସହ ଆଲିଆ ଭଟ୍ଟ ମଧ୍ୟ ଏହି ଫିଲ୍ମରେ ଅଛନ୍ତି। ଏହି ଫିଲ୍ମର ଅନେକ ଗୀତକୁ ରଣବୀର ନିଜ ଭଏସ୍‌ରେ […]

  • Friday, 16 July 2021
badla
ରିଲିଜ୍‌ ହେଲା ବଲିଉଡ୍‌ ଫିଲ୍ମ ‘ବଦ୍‌ଲା’ର ଟ୍ରେଲର୍‌

ମୁମ୍ବାଇ: ଅପ୍‌କମିଙ୍ଗ ବଲିଉଡ୍ ଫିଲ୍ମ ‘ବଦ୍‌ଲା’ର ଟ୍ରେଲର୍ ରିଲିଜ୍‌ ହୋଇଛି। ରିଲିଜ୍‌ର ଅଳ୍ପ ସମୟ ମଧ୍ୟରେ ଏହାର ଟ୍ରେଲର୍‌ ଭାଇରାଲ ହୋଇଛି। ଏହି ସିନେମାର କାହାଣୀ ବେଶ୍ ଦମ୍‌ଦାର୍‌ ଥିବାବେଳେ ଏଥିରେ ବିଗ୍ ବି ଅମିତାଭ ବଚ୍ଚନ ଏବଂ ତାପସୀ ପାନ୍ନୁ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଅମିତାଭ ଜଣେ ପୁଲିସ୍‌ ଚରିତ୍ରରେ ନଜର ଆସୁଛନ୍ତି। ଏକ ମର୍ଡର ମିଷ୍ଟ୍ରିକୁ ନେଇ ଏହି ଫିଲ୍ମ ଆଧାରିତ। ସୁଜୟ ଘୋଷ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ନିର୍ଦ୍ଦେଶକ […]

  • Friday, 16 July 2021
mrinal
ପ୍ରଖ୍ୟାତ ସିନେ ନିର୍ମାତା ମୃଣାଳ ସେନଙ୍କ ବିୟୋଗ

କୋଲକାତା : ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ନିର୍ମାତା ମୃଣାଳ ସେନଙ୍କ ପରଲୋକ। ୯୫ ବର୍ଷ ବୟସରେ କୋଲକାତାରେ ମୃଣାଳ ସେନଙ୍କ ଦେହାନ୍ତ ଘଟିଛି। ମୃଣାଳ ସେନଙ୍କୁ ଫିଲ୍ମ ଜଗତରେ ବଳିଷ୍ଠ ଅବଦାନ ଲାଗି ପଦ୍ମଭୂଷଣ ଏବଂ ୨୦୦୫ରେ ସିନେମା ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୧୯୫୫ରେ ମୃଣାଳ ସେନ୍ ନିଜ ପ୍ରଥମ ଫିଚର ଫିଲ୍ମ ‘ରାତଭୋର’ ନିର୍ମାଣ କରିଥିଲେ। ପରେ ‘ନୀଲ୍ ଆକାଶୋର ନିଚେ’ତାଙ୍କୁ ଖ୍ୟାତି ଆଣିଦେଇଥିଲା। ତୃତୀୟ ଫିଲ୍ମ […]

  • Friday, 16 July 2021
anu
‘ଦି ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ଫିଲ୍ମକୁ ନେଇ ମହାରାଷ୍ଟ୍ର ଯୁବ କଂଗ୍ରେସର ଆପତ୍ତି

ମୁମ୍ବାଇ : ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଉପରେ ଆଧାରିତ ଫିଲ୍ମ ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ ଫିଲ୍ମକୁ ନେଇ ବିବାଦ ଦେଖାଦେଇଛି। ଗତକାଲି ଟ୍ରେଲର ରିଲିଜ ପରେ, କଂଗ୍ରେସ ପାଇଁ ସ୍ୱତନ୍ତ୍ର ଭାବେ ସ୍କ୍ରିନିଂ କରିବାକୁ ମହାରାଷ୍ଟ୍ର ଯୁବ କଂଗ୍ରେସ ସଭାପତି ଫିଲ୍ମର ପ୍ରଯୋଜକଙ୍କୁ ଚିଠି ଲେଖିଛନ୍ତି। ଅଭିଯୋଗ ଯେ, ଫିଲ୍ମର କିଛି ଦୃଶ୍ୟରେ ନିର୍ବାଚନ ପୂର୍ବରୁ ଦଳ ଏବଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସମ୍ମାନହାନୀ ପାଇଁ ଯୋଜନା କରାଯାଇଛି ବୋଲି ଯୁବ […]

  • Friday, 16 July 2021
Mandakini
ପରଦାକୁ ଫେରିବେ ୮୦ ଦଶକର ବୋଲ୍ଡ ନାୟିକା ମନ୍ଦାକିନୀ

'ରାମ ତେରୀ ଗଙ୍ଗା ମୈଲି'ରେ ବଲିଉଡରେ ପ୍ରବେଶ କରିଥିବା ମନ୍ଦାକିନୀ ଏବେ ପୁଣି ଥରେ ପରଦାକୁ ଫେରିବା ନେଇ ପ୍ରସ୍ତୁତ ହେଉଥିବା ଜଣାଯାଇଛି। ଅଭିନେତ୍ରୀଙ୍କ ଭାଇ ଭାନୁ ତାଙ୍କୁ ପୁଣିଥରେ ଅଭିନୟକୁ ଫେରିବା ନେଇ ବାଧ୍ୟ କରିଛନ୍ତି।

jhansi
‘ମଣି କର୍ଣ୍ଣିକା’ର ଟ୍ରେଲର ରିଲିଜ : ଝାନସୀର ରାଣୀ ଭୂମିକାରେ କଙ୍ଗନା

ନୂଆଦିଲ୍ଲୀ : ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଐତିହାସିକ କଥାବସ୍ତୁ ଉପରେ ଆଧାରିତ ଫିଲ୍ମ  ‘ମଣି କର୍ଣ୍ଣିକା- ଦ କ୍ୱିନ୍ ଅଫ୍ ଝାନ୍ସୀ’ର ଅଫିସିଆଲ ଟ୍ରେଲର କଙ୍ଗନା ରନାଓ୍ୱତ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି। ଝାନ୍‌ସି ରାଣୀ ଲକ୍ଷ୍ମୀବାଈ ଭୂମିକାରେ ନଜର ଆସିଛନ୍ତି କଙ୍ଗନା। ନିର୍ଦ୍ଦେଶକ କ୍ରିସ୍ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରମୁଖ ଚରିତ୍ରରେ ନଜର ଆସିବେ ଡିନି ଡିସୋଜା, ଅଙ୍କିତା ଲୋଖଣ୍ଡେ, ରିଚାର୍ଡ କିପ୍, ସୁରେଶ ଓବରୟ, ଅତୁଲ କୁଲକର୍ଣ୍ଣି ପ୍ରମୁଖ ଫିଲ୍ମର ୭୦ […]

  • Friday, 16 July 2021
film
ଫେବୃଆରୀରେ ଏଣ୍ଟରଟେନ୍‌ କରିବାକୁ ଆସୁଛି ଏହି ସବୁ ଫିଲ୍ମ

ମୁମ୍ବାଇ: ଚଳିତ ବର୍ଷ ଫେବୃଆରୀ ମାସ ଫୁଲ୍ ଏଣ୍ଟରଟେନ୍ କରିବାକୁ ଯାଉଛି। ଫେବୃଆରୀରେ ଏଣ୍ଟର୍‌ଟେନ୍‌ମେଣ୍ଟ ପିଲ୍ମର ସମାହାର ଦେଖିବାକୁ ମିଳିବ। ୧୪ ପେବୃଆରୀକୁ ରଣବୀର ସିଂହଙ୍କ ‘ଗଲି ବଏ’ ରିଲିଜ୍‌ ହେବାକୁ ଥିବାବେଳେ ମଲ୍‌ଟି ଷ୍ଟାରର୍ କମେଡି ଫିଲ୍ମ ‘ଟୋଟାଲ ଧମାଲ’ ମଧ୍ୟ ଏହି ମାସ ରିଲିଜ୍‌ ହେବ। ମାସ ଆରମ୍ଭରେ ଅନିଲ କପୁର ଓ ସୋନମ୍‌ କପୁରଙ୍କ ଫିଲ୍ମ ‘ଏକ ଲଡକୀ କୋ ଦେଖା ତୋ ଏସା ଲଗା’ ରିଲିଜ୍‌ ହେବ। ଏଥିସହିତ ଫରହାନ୍‌ ଅଖ୍‌ତର୍‌ଙ୍କ […]

  • Friday, 16 July 2021
manisha
ଶ୍ରୀଜିଉଙ୍କୁ ଦର୍ଶନ କଲେ ଅଭିନେତ୍ରୀ ମନୀଷା କୋଇରାଲା

ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ବଲିଉଡ ଅଭିନେତ୍ରୀ ମନୀଷା କୋଇରାଲା। ଅାଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ମଙ୍ଗଳ ଅାଳତୀ ଦର୍ଶନ କରିଛନ୍ତି ମନୀଷା। ମନିଷାଙ୍କ ସହ ତାଙ୍କ କୌଳିକା ପଣ୍ଡା ଉପସ୍ଥିତ ଥିଲେ। ଗତକାଲି ମନୀଷା ବ୍ରହ୍ମପୁର ଉପକଣ୍ଠ ରଙ୍ଗେଇଲୁଣ୍ଡା ଅାର୍ମି ଏୟାର ଡିଫେନ୍ସ କଲେଜକୁ ଯାଇଥିଲେ। ସେଠାରେ ଏଡସ୍ ସଚେତନତା ନେଇ ଅାୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

  • Friday, 16 July 2021
priya
ପତି-ପତ୍ନୀ ହେଲେ ନିକ୍-ପ୍ରିୟଙ୍କା

ଯୋଧପୁର : ପତି-ପତ୍ନୀ ହେଲେ ପ୍ରିୟଙ୍କା ଓ ନିକ୍। ରାଜସ୍ଥାନର ଯୋଧପୁର ଉମୈଦ୍ ଭଓ୍ୱନ ପ୍ୟାଲେସରେ ଅାଡମ୍ବର ସହକାରେ ଉଭୟଙ୍କ  ବିବାହ  ସଂପନ୍ନ ହୋଇଛି। ଗତକାଲି ଖ୍ରୀଷ୍ଟିଅାନ ନୀତିରେ ବିବାହ ହୋଇଥିବା ବେଳେ ଅାଜି ହିନ୍ଦୁ ରୀତିନୀତି ଅନୁସାରେ ଅାଉ ଥରେ ବିବାହ ହେଉଛି। ବିବାହ ଉତ୍ସବକୁ କିଛି ଘନିଷ୍ଠ ବନ୍ଧୁଙ୍କୁ ବି ନିମନ୍ତ୍ରଣ କରାଯାଇଛି। କେବଳ ମେହେନ୍ଦୀ ଓ ହଳଦି ଉତ୍ସବର ଫଟୋ ସୋଶାଲ ମିଡିଅାରେ ସେୟାର କରିଛନ୍ତି। ପ୍ରିୟଙ୍କା ପାରମ୍ପରିକ ଗହଣା ଓ ରଙ୍ଗୀନ […]

  • Friday, 16 July 2021
salman
ବାରବାଟୀରେ ସଲମାନଙ୍କ ଜଲଓ୍ୱାରେ ମତୁଅାଲା ଫ୍ୟାନ୍

କଟକ : ବାରବାଟୀ ଷ୍ଟାଡିୟମରେ ହୋଇଥିବା ହକି ବିଶ୍ୱକପ୍‌ର ଦ୍ୱିତୀୟ ଉଦ୍‌ଘାଟନୀରେ ବଲିଉଡ୍ ଓ ଓଲିଉଡ୍ କଳାକାରଙ୍କ ଜଲୱା ଦେଖିବାକୁ ମିଳିଥିଲା। ପ୍ରଥମେ ଓଲିଉଡ୍ କଳାକାରଙ୍କ କମାଲ ପରେ ସଂଗୀତ ନିର୍ଦ୍ଦେଶକ ଏ.ଅାର. ରେହମାନଙ୍କ ସଂଗୀତର ଯାଦୁରେ ଦର୍ଶକମାନେ ଝୁମିଥିଲେ । ସଂଗୀତର ତାଳେତାଳେ ମତୁଅାଲା ହୋଇଥିଲେ ପ୍ରାୟ ୩୦ହଜାରରୁ ଅଧିକ ଦର୍ଶକ। ଏଥିସହ ବଲିଉଡ ଭାଇଜାନ ସଲମାନ ଖାନଙ୍କ ଉପସ୍ଥିତି ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଥିଲା। ଜୟ ଜଗନ୍ନାଥ କହି ଦର୍ଶକମାନଙ୍କୁ ସେ ଅଭିନନ୍ଦନ […]

  • Friday, 16 July 2021
MAHAMMAD-up
ଖ୍ୟାତନାମା କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍‌ଙ୍କ ପରଲୋକ

ମୁମ୍ବାଇ : ଖ୍ୟାତନାମା କଣ୍ଠଶିଳ୍ପୀ ମହମ୍ମଦ ଅଜିଜଙ୍କ ପରଲୋକ। ମୁମ୍ବାଇରେ ୬୪ ବର୍ଷ  ବୟସରେ ପରଲୋକ ଘଟିଛି। ମଙ୍ଗଳବାର ଅପରାହ୍ନ ୩ଟାରେ ମହମ୍ମଦଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡ଼ି ଯିବା ପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ବଲିଉଡରେ ଅନେକ ଫିଲ୍ମରେ ଗୀତ ଗାଇଛନ୍ତି ଅଜିଜ୍‌। ଅନେକ ଓଡିଆ ଭଜନ ସହ ଆଧୁନିକ ଗୀତ ଗାଇ ଅଜିଜ୍‌ ଓଡିଶାର ଘରେ ଘରେ ମଧ୍ୟ ପରିଚିତ । ୧୯୮୫ ମସିହାରେ […]

  • Friday, 16 July 2021
alok nath
ଅଭିନେତା ଅାଲୋକନାଥଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କଲା ମୁମ୍ବାଇ ପୁଲିସ

ମୁମ୍ବାଇ : ବରିଷ୍ଠ ଚରିତ୍ର ଅଭିନେତା ଅାଲୋକନାଥଙ୍କ ବିରୋଧରେ ମୁମ୍ବାଇ ପୁଲିସ ଦୁଷ୍କର୍ମ ମାମଲା ରୁଜୁ କରିଛି। ଲେଖିକା ବିନ୍ତା ନନ୍ଦାଙ୍କ ଅଭିଯୋଗ ଅାଧାରରେ ଅାଲୋକନାଥଙ୍କ ବିରୋଧରେ ଏତଲା ରୁଜୁ ହୋଇଥିବା ପୁଲିସ କହିଛି। ତେବେ ଏହା ପୂର୍ବରୁ ବିନ୍ତାଙ୍କ ବିରୋଧରେ ଅାଲୋକନାଥଙ୍କ ସ୍ତ୍ରୀ କରିଥିବା ଅାବେଦନକୁ କୋର୍ଟ ଖାରଜ କରିଦେଇଥିଲେ। ସୋଶାଲ ମିଡିଅାରେ କିଛି ଲେଖିବାକୁ, କହିବାକୁ ବାରଣ କରିବା ଲାଗି ଅାଲୋକନାଥଙ୍କ ସ୍ତ୍ରୀ ଅାବେଦନ କରିଥିଲେ। ହେଲେ କୋର୍ଟ ଏହାକୁ ଗ୍ରହଣ କରିନଥିଲେ। ‘ମି […]

  • Friday, 16 July 2021
ranveer-deepika
ନବଦମ୍ପତ୍ତି ଦୀପିକା-ରଣବୀରଙ୍କ ଅପେକ୍ଷାରେ ମୁମ୍ବାଇବାସୀ

ମୁମ୍ବାଇ  : ନବଦମ୍ପତ୍ତି ଦୀପିକା ଏବଂ ରଣବୀରଙ୍କ ଅପେକ୍ଷାରେ ବନ୍ଧୁ ବାନ୍ଧବ ଏବଂ ଫ୍ୟାନ୍ । ବଲିଉଡ୍ ହାର୍ଟ ଥ୍ରୋବ୍‌ ଯୋଡ଼ି ଦୀପିକା ଏବଂ ରଣବୀରଙ୍କ ଅପେକ୍ଷାରେ ମୁମ୍ବାଇବାସୀ । ଗତକାଲି ଇଟାଲୀର ଲେକ୍ କୋମୋ ଦ୍ୱିପରେ ଉଭୟଙ୍କ ବାହାଘର ସରିଛି । ଏପଟେ ଦୀପିକା ଏବଂ ରଣବୀରଙ୍କ ମୁମ୍ବାଇ ବାସଭବନକୁ ସମ୍ପୂର୍ଣ୍ଣ ଅାଲୋକ ମାଳାରେ ସଜେଇ ଦିଅାଯାଇଛି। ଏବେ କେବଳ ଏହି ନବ ଦମ୍ପତ୍ତିଙ୍କୁ ଅପେକ୍ଷା କରାଯାଇଛି। With Deepika Padukone and Ranveer Singh […]

  • Friday, 16 July 2021
rahman
ଅାସନ୍ତା ୨୮ରେ କଟକ ଅାସୁଛନ୍ତି ଏ.ଅାର.ରେହମାନ

କଟକ : ଅାସନ୍ତା ୨୮ ତାରିଖରେ କଟକ ଅାସୁଛନ୍ତି ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଏ.ଅାର.ରେହମାନ। ବାରବାଟୀ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଏହା ପୂର୍ବରୁ ପୁଲିସ କମିଶନର, ଡିସିପି, କଟକ ଜିଲ୍ଲାପାଳ ପ୍ରମୁଖ ଷ୍ଟାଡିୟମ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୩୫ରୁ ୪୦ ହଜାର ଲୋକଙ୍କ ସମାଗମ ହେବ ବୋଲି ଅାଶା କରାଯାଉଥିବାରୁ ଷ୍ଚାଡିୟମ ଭିତରେ ଓ ବାହାରେ ବ୍ୟାପକ ପୁଲିସ ମୁତୟନ କରାଯିବ। କ୍ରିକେଟ ମ୍ୟାଚ୍‌ ବେଳେ ଯେଉଁଭଳି ଅାୟୋଜନ […]

  • Friday, 16 July 2021