‘ତାରକ ମେହେଟା କା ଉଲ୍ଟା ଚଶ୍ମା’ରେ ରୋଶନ ସିଂହ ସୋଡି ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଗୁରୁଚରଣ ସିଂହ ଏପ୍ରିଲରେ ଗୋଟିଏ ମାସ ନିଖୋଜ ହେବା ପରେ ଜୁଲାଇରେ ମୁମ୍ବାଇ ଫେରିଥିଲେ। ଅଭିନେତା ପ୍ରକାଶ କରିଛନ୍ତି ଯେ ତାଙ୍କର ୧.୨ କୋଟି ଟଙ୍କାର ଋଣ ଅଛି। ସେ କହିଛନ୍ତି ଯେ ସେ କାମ ଖୋଜୁଛନ୍ତି, କିନ୍ତୁ ତାଙ୍କୁ କୌଣସି କାମ ମିଳୁନି।
ଗୁରୁଚରଣ ସିଂହ ବର୍ତ୍ତମାନ ୨୫ ଦିନ ପରେ ଘରକୁ ଫେରିଛନ୍ତି। ଘରକୁ ଫେରିଥିବା ଗୁରୁଚରଣଙ୍କୁ ପଚରାଉଚରା ପରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ସେ କହିଛନ୍ତି ଯେ ସେ ଆଡେ ସାଡେ ବୁଲୁଥିଲେ। ଏହା ଶୁଣି ପୋଲିସ ଆଶ୍ଚର୍ଯ୍ୟ ହୋଇଛି ଏବଂ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।
ଲୋକପ୍ରିୟ ଟିଭି ଶୋ’ ‘ତାରକ୍ ମେହେଟା କା ଉଲ୍ଟା ଚଶ୍ମା’ର ଗୁରୁଚରଣ ସିଂହ ଓରଫ ସୋଡି ନିଖୋଜ ହୋଇଯାଇଛନ୍ତି। ଏହି ମାମଲାରେ ଦିଲ୍ଲୀ ପୋଲିସର ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ସେ ଶୀଘ୍ର ବିବାହ କରିଥାନ୍ତେ ଏବଂ ସେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ।
ଟିଭି ଧାରାବାହିକ ‘ତାରକ ମେହେଟା କା ଉଲ୍ଟା ଚଶମା’ର ମିଷ୍ଟର ସୋଡିଙ୍କୁ ନେଇ ଏକ ଦୁଃଖ ଖବର ଆସିଛି। ଖବର ମୁତାବକ, ଅଭିନେତା ୨୨ ଏପ୍ରିଲରୁ ନିଖୋଜ ଅଛନ୍ତି। ଏହି ଖବର ସମଗ୍ର ଟିଭି ଇଣ୍ଡଷ୍ଟ୍ରିକୁ ଆଶ୍ଚର୍ଯ୍ୟ କରିଦେଇଛି।
'ତାରକ ମେହେଟ୍ଟା କା ଉଲ୍ଟା ଚଷ୍ମା'ରେ ଦୟାବେନ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଦିଶା ଭକାନୀ ଦୀର୍ଘ ଦିନ ଧରି ଶୋ’ରୁ ଦୂରେଇ ଯାଇଥିଲେ। ସେ ୫ ବର୍ଷରୁ ଅଧିକ ସମୟ ଧରି ଏହି ଶୋ’ରୁ ଦୂରରେ ଥିଲେ। ଏବେ ସେ ଫେରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି
ଟିଭିର ଲୋକପ୍ରିୟ ସିରିୟଲ ‘ତାରକ ମେହତା କା ଉଲ୍ଟା ଚଶ୍ମା’ର ନଟ୍ଟୁ କାକା ତଥା ଘନଶ୍ୟାମ ନାୟକଙ୍କ ମୃତ୍ୟୁ ହୋଇଯାଇଛି। ଏନେଇ ମନୋରଞ୍ଜନ ଦୁନିଆରେ ଶୋକର ଛାୟା ଖେଳିଯାଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ଶୋ’ର ପ୍ରଯୋଜକ ଅସିମ୍ ମୋଦୀ ଏହି ସୂଚନା ଦେଇଛନ୍ତି। ସେ ‘ତାରକ ମେହତା କା ଉଲ୍ଟା ଚଶ୍ମା’ ସହିତ ଆରମ୍ଭରୁ ଜଡିତ ଥିଲେ।
ଆଉ ଦେଖିବାକୁ ମିଳିବନି ତାରକ ମେହତା କା ଉଲ୍ଟା ଚଷମା ଧାରାବାହିକର ନଟୁ କାକାଙ୍କୁ। ଗତକାଲି ତାଙ୍କର ପରଲୋକ ଘଟିଛି। ଅଭିନେତା ଘନଶ୍ୟାମ ନାୟକ ତଥା ଟେଲି ପରଦାର ନଟୁ କାକାଙ୍କର ଗତକାଲି ୭୭ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି।