କାହିଁକି ଅଲଗା ହେଲେ ସାମନ୍ଥା ଓ ନାଗା ଚୈତନ୍ୟ? ଡିଭୋର୍ସ ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ହାତ ? ଆସିଲା ସାଂଘାତିକ ଅଭିଯୋଗ, କ’ଣ ରହିଛି ଏହା ପଛର ସତ୍ୟତା ?
କାହିଁକି ଅଲଗା ହେଲେ ସାମନ୍ଥା ଓ ନାଗା ଚୈତନ୍ୟ ? ଡିଭୋର୍ସ ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ହାତ ? ଆସିଲା ସାଂଘାତିକ ଅଭିଯୋଗ, କ’ଣ ରହିଛି ଏହା ପଛର ସତ୍ୟତା ?
ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲାଙ୍କ ୮ ଅଗଷ୍ଟ ଗୁରୁବାର ଦିନ ଏନ୍ଗେଜ୍ମେଣ୍ଟ୍ ହୋଇଛି। ଦୁହେଁ ଡେଟିଂ କରୁଥିଲେ ବୋଲି ଅନେକ କଳ୍ପନାଜଳ୍ପନା ପରେ ନାଗା ଚୈତନ୍ୟଙ୍କ ବାପା ନାଗାର୍ଜୁନ ସୋସିଆଲ ମିଡିଆରେ ସେମାନଙ୍କ ବିବାହ ଫଟୋ ଶେୟାର କରିବା ପରେ ସେମାନଙ୍କ ସମ୍ପର୍କ ନିଶ୍ଚିତ ହୋଇଛି। ନାଗା ଚୈତନ୍ୟଙ୍କ ପ୍ରଥମ ବିବାହ ସାମନ୍ଥା ରୁଥ୍ ପ୍ରଭୁଙ୍କ ସହିତ ହୋଇଥିଲା।
ଦକ୍ଷିଣ ଭାରତୀୟ ସିନେମାରେ ଅଭିନୟ କରି ରୋଜଗାର କରି ନାଗା ଚୈତନ୍ୟ ୨ କୋଟି ୧୦ ଲକ୍ଷ ଡଲାର ସମ୍ପତ୍ତିର ମାଲିକ ହୋଇପାରିଛନ୍ତି। ତାଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କାର ବାଇକ୍ ଅଛି। ତେବେ ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଳାସପୂର୍ଣ୍ଣ ଜୀବନ ଉପରେ ନଜର ପକେଇବା।
ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରି ପାଇଁ ଏକ ବଡ ଝଟକା। ସାଉଥ୍ ସୁପରଷ୍ଟାର ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ପ୍ରଭୁଙ୍କ ବିବାହ ବନ୍ଧନରେ ଫାଟକ ଲାଗିଯାଇଛି। ଦୁହେଁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ସୁପରଷ୍ଟାର ନିଜ ଇନଷ୍ଟାଗ୍ରାମ ପେଜରେ ଏନେଇ ସେୟାର କରିଛନ୍ତି ଯେଉଁଥିରେ ତାଙ୍କର ଛାଡପତ୍ରର ଘୋଷଣା କରାଯାଇଛି।